ଦିଲ୍ଲୀକୁ ହରାଇ ଚେନ୍ନାଇର ସପ୍ତମ ବିଜୟ
ଚେନ୍ନାଇ,୧୦ା୫: ଚେନ୍ନାଇର ଏମ୍.ଏ ଚିଦାମ୍ବରମ ଷ୍ଟାଡିୟମରେ ରବିବାର ଖେଳା ଯାଇଥିବା ଆଇପିଏଲ୍ର ୫୫ତମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ୨୭ ରନ୍ରେ ବିଜୟୀ ହୋଇଛି । ୧୨ଟି ମ୍ୟାଚରୁ ଚେନ୍ନାଇ ୭ଟିରେ ବିଜୟ ହୋଇ ୧୫ ପଏଣ୍ଟ ସହ ଟେବୁଲର...
ଦିଲ୍ଲୀ ଆଗରେ ୧୬୮ରନ୍ର ବିଜୟ ଟାର୍ଗେଟ୍
ଚେନ୍ନାଇ,୧୦।୫: ଚେନ୍ନାଇସ୍ଥିତ ଏମ୍.ଏ ଚିଦାମ୍ବରମ୍ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଆଇପିଏଲ୍ର ୫୫ତମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍କେ) ଅଧିନାୟକ ଏମ୍ଏସ୍ ଧୋନି ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ...
ଟସ୍ ଜିତି ଚେନ୍ନାଇର ବ୍ୟାଟିଂ ନିଷ୍ପତ୍ତି
ଚେନ୍ନାଇ,୧୦।୫ : ଚେନ୍ନାଇସ୍ଥିତ ଏମ୍.ଏ ଚିଦାମ୍ବରମ୍ ଷ୍ଟାଡିୟମରେ ରବିବାର ଖେଳାଯାଉଥିବା ଆଇପିଏଲ୍ର ୫୫ତମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍କେ) ଅଧିନାୟକ ଏମ୍ଏସ୍ ଧୋନି ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆମନ୍ତ୍ରଣ ପାଇ ଦିଲ୍ଲୀ କ୍ୟାପିଟାଲ୍ସ ବୋଲିଂ...
ଧୋନୀଙ୍କୁ ନେଇ ଏମିତି ଭବିଷ୍ୟବାଣୀ କଲେ ଏହି ପୂର୍ବତନ କ୍ରିକେଟର
ନୂଆଦିଲ୍ଲୀ,୧୦ା୫: ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ୍ ୨୦୨୩ର ପ୍ଲେ ଅଫ୍ରେ ପହଞ୍ଚିବାଠାରୁ ମାତ୍ର କିଛି ପାଦ ଦୂରରେ ରହିଛି। ଗତ ସିଜନରେ ବିପର୍ଯ୍ୟୟ ପରେ ଚେନ୍ନାଇ ସୁପର କିଙ୍ଗ୍ସ ଏହି ସିଜନରେ ଏକ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଛି। ଏହି ସିଜନରେ...
ବ୍ରିଜଭୂଷଣଙ୍କ ଲାଏ ଡିଟେକ୍ଶନ ଏବଂ ନାର୍କୋ ଟେଷ୍ଟ କରାଯାଉ
ନୂଆଦିଳ୍ଲୀ,୧୦ା୫: ଭାରତୀୟ ରେସଲିଂ ଫେଡେରେଶନ(ଡବ୍ଲ୍ୟୁଏଫ୍ଆଇ) ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ଯୌନ ନିର୍ଯାତନା ମାମଲାରେ ରେସ୍ଲର ଦିଲ୍ଳୀର ଯନ୍ତରମନ୍ତରଠାରେ ଧାରଣାରେ ବସିଛନ୍ତି। ଆନ୍ଦୋଳନକୁ ୧୫ ଦିନ ହୋଇଥିବା ବେଳେ ଖେଳାଳିମାନେ ବୁଧବାର ବ୍ରିଜ୍ଭୂଷଣଙ୍କ ଲାଏ ଡିଟେକ୍ଶନ ଓ ନାର୍କୋ ଟେଷ୍ଟ...
୨୦୨୩ ବିଶ୍ୱକପ୍ ଘୋଷଣା: ଏହିଦିନ ଖେଳିବେ ଭାରତ-ପାକିସ୍ତାନ
ନୂଆଦିଲ୍ଲୀ,୧୦ା୫: କ୍ରିକେଟକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଚଳିତବର୍ଷ ଭାରତରେ ଓଡିଆଇ ବିଶ୍ୱକପ୍ କ୍ରିକେଟ ଅନୁଷ୍ଠିତ ହେବାକୁ ଯାଉଛି। ଏହି ମ୍ୟାଚ୍ରେ ବିଶ୍ୱର ଶ୍ରେଷ୍ଠ ଦଳଗୁଡ଼ିକ ଅଂଶଗ୍ରହଣ କରିବେ। ଓଡିଆଇ ବିଶ୍ୱକପ୍ ୨୦୨୩ରେ ଭାରତ-ପାକିସ୍ତାନ ମ୍ୟାଚ୍ ଅକ୍ଟୋବର...
ଦିଲ୍ଲୀ ବିପକ୍ଷ ମ୍ୟାଚ ପୂର୍ବରୁ ଟିମ୍କୁ ଫେରିବେ ବେନ ଷ୍ଟୋକ୍ସ? ବ୍ୟାଟିଂ କୋଚ୍ ଦେଲେ ସୂଚନା…
ନୂଆଦିଲ୍ଲୀ,୧୦।୫: ଆଇପିଏଲ ୨୦୨୩ର ୫୫ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)ଏବଂ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)ମଧ୍ୟ ଖେଳାଯିବ। ତେବେ ମ୍ୟାଚ ପୂର୍ବରୁ ସିଏସ୍କେର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ବିଷୟରେ ଏକ ବଡ଼ ଅପ୍ଡେଟ ସାମ୍ନାକୁ ଆସିଛି। କୁହାଯାଉଛି କି,...
କେ.ଏଲ ରାହୁଲଙ୍କ ଅସ୍ତ୍ରୋପଚାର ସଫଳ
ନୂଆଦିଲ୍ଲୀ,୧୦।୫: ଆଇପିଏଲର ୧୬ ତମ ସିଜନରେ ଲକ୍ଷ୍ନୌ ସୁପର ଜିଆଣ୍ଟସର ଅଧିନାୟକ କେ.ଏଲ ରାହୁଲ ଆହତ କାରଣରୁ ମ୍ୟାଚରୁ ବାଦ୍ ପଡିଛନ୍ତି। ଇତି ମଧ୍ୟରେ କେ.ଏଲ ରାହୁଲଙ୍କ ଅସ୍ତ୍ରୋପଚାର ସଫଳ ହୋଇଥିବା ନେଇ ରାହୁଲ ନିଜେ ସୋସିଆଲ ମିଡିଆ ମାଧ୍ୟମରେ...
ଆଇପିଏଲର ୫୫ତମ ମ୍ୟାଚରେ ଧୋନି-ଓ୍ବାର୍ନର ଲଢ଼େଇ, ଡିସି ପାଇଁ କର ବା ମର ସ୍ଥିତି…
ବେଙ୍ଗାଲୁରୁ,୧୦।୫ : ଆଇପିଏଲ ୨୦୨୩ର ୫୫ତମ ମ୍ୟାଚ ବୁଧବାର ଖେଳାଯିବ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ । ଗୋଟିଏ ପଟେ କ୍ୟାପଟେନ ଏମଏସ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ଏବଂ ଅନ୍ୟ ପଟେ କ୍ୟାପଟେନ ଢେଭିଡ ୱାର୍ନରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)ଅଛି।...
ସ୍ପୋର୍ଟସ୍ ଓଡ଼ିଶାର ଚତୁର୍ଥ ବିଜୟ
ଅହମଦାବାଦ, ୧୦।୫: ଇଣ୍ଡିଆନ ଓମେନ୍ସ ଲିଗ୍ (ଆଇଡବ୍ଲ୍ୟୁଏଲ୍)ରେ ସ୍ପୋର୍ଟସ୍ ଓଡ଼ିଶା ଚତୁର୍ଥ ବିଜୟ ହାସଲ କରିଛି। ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ଦଳ ୨-୧ ଗୋଲରେ ଇଷ୍ଟବେଙ୍ଗଲ ଏଫ୍ସିକୁ ପରାସ୍ତ କରିଛି। ମ୍ୟାଚଟି ତୀବ୍ର ସଂଘର୍ଷପୂର୍ଣ୍ଣ ହୋଇଥିଲା। କଡ଼ା ଟକ୍କର...
କେନ୍ଦ୍ରାପଡ଼ାରେ ରାଜ୍ୟ ମହିଳା ଚେସ୍
ଭୁବନେଶ୍ୱର, ୧୦।୫(କ୍ରୀଡ଼ା ପ୍ରତିନିଧି): ଅଲ୍ ଓଡ଼ିଶା ଚେସ୍ ଆସୋସିଏଶନ୍ ଓ କେନ୍ଦ୍ରାପଡା ଜିଲା ଚେସ୍ ଆସୋସିଏଶନ୍ ଆନୁକୂଲ୍ୟରେ ଆସନ୍ତା ୨୦ ଓ ୨୧ ତାରିଖ ଦୁଇଦିନଧରି ରାଜ୍ୟ ମହିଳା ଚେସ୍ ପ୍ରତିଯୋଗିତା କେନ୍ଦ୍ରାପଡାରେ ଅନୁଷ୍ଠିତ ହେବ। ଏହା ବ୍ୟତୀତ ସେଠାରେ...
ନୀତୀଶ ରାଣାଙ୍କୁ ୧୨ଲକ୍ଷ ଟଙ୍କା ଜରିମାନା
ନୂଆଦିଲ୍ଲୀ, ୧୦ା୫ (ପି.ଟି.): ଇଡେନ୍ଗାର୍ଡେନ୍ସରେ ପଞ୍ଜାବ କିଙ୍ଗ୍ସ ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ମ୍ୟାଚରେ ଏକ ସ୍ଲୋ ଓଭର ରେଟ୍ ପାଇଁ କୋଲକାତା ନାଇଟ ରାଇଡର୍ସ (କେକେଆର) ଅଧିନାୟକ ନୀତୀଶ ରାଣାଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା କରାଯାଇଛି।...
Archives


