ଫାଇନାଲ ମ୍ୟାଚ୍ରେ ପୁଣି ବର୍ଷା
ଅହମଦାବାଦ,୨୯।୫: ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସୋମବାର ଖେଳାଯାଉଥିବା ଇଣ୍ଡିଆନ ପ୍ରିମିୟର ଲିଗ୍-୨୦୨୩(ଆଇପିଏଲ୍)ର ଫାଇନାଲ ମ୍ୟାଚ୍ରେ ପୁଣି ବର୍ଷା ବାଧକ ସାଜିଛି। ଫଳରେ ମ୍ୟାଚ୍ ଅଧାରୁ ବନ୍ଦ ରହିଛି। ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନି ଟସ୍...
ଟ୍ରଫି ହାତେଇବା ପାଇଁ ଚେନ୍ନାଇ ଆଗରେ ୨୧୫ ରନ୍ର ଟାର୍ଗେଟ୍
ଅହମଦାବାଦ,୨୯।୫: ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସୋମବାର ଖେଳାଯାଉଥିବା ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୩ର ଫାଇନାଲ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନି ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଆମନ୍ତ୍ରଣ ପାଇ ଗୁଜରାଟ...
ଫାଇନାଲ ମ୍ୟାଚ: ଟସ୍ ଜିତିଲା ଚେନ୍ନାଇ
ଅହମ୍ମଦାବାଦ,୨୯।୫: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ଫାଇନାଲ ମ୍ୟାଚରେ ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍କେ) ଏବଂ ଗୁଜରାଟ ଟାଇଟନ୍ସ(ଜିଟି) ମଧ୍ୟରେ ଖେଳାଯାଉଛି। ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି...
ଓମାନକୁ ୧୭-୦ରେ ହରାଇ ସେମିଫାଇନାଲ୍ରେ ଭାରତ
ସାଲାଲା(ଓମାନ),୨୯।୫: ଜୁନିୟର ଏସିଆ କପ ପୁରୁଷ ହକିରେ ରବିବାର ଭାରତ ୧୭-୦ରେ ଓମାନକୁ ପରାସ୍ତ କରି ସେମିଫାଇନାଲ୍ରେ ପ୍ରବେଶ କରିଛି। ଗ୍ରୁପ ପର୍ଯ୍ୟାୟରେ ଭାରତ ନିଜର ସମସ୍ତ ୪ ମ୍ୟାଚ ଖେଳି ୩ ବିଜୟ ଓ ଗୋଟିଏ ଡ୍ର’ ସହିତ...
ଉତ୍ତର ପ୍ରଦେଶ ଚାମ୍ପିୟନ
ରାଉରକେଲା ଅଫିସ,୨୯।୫: ସ୍ଥାନୀୟ ବିର୍ସାମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଚାଲିଥିବା ତ୍ରୟୋଦଶ ଜାତୀୟ ସବ୍-ଜୁନିୟର ପୁରୁଷ ହକି ଚାମ୍ପିୟନଶିପ୍ରେ ଉତ୍ତରପ୍ରଦେଶ ଚାମ୍ପିୟନ ହୋଇଛି। ରବିବାର ଅନୁଷ୍ଠିତ ଫାଇନାଲରେ ଦଳ ଓଡିଶାକୁ ୭-୧ ଗୋଲରେ ପରାସ୍ତ କରିଛି। ଉତ୍ତରପ୍ରଦେଶ ପକ୍ଷରୁ ଫରଓ୍ବାର୍ଡ...
ମହିଳା ଭଲିବଲ ଚ୍ୟାଲେଞ୍ଜ: ଭାରତ ଚାମ୍ପିୟନ
ଭୁବନେଶ୍ୱର, ୨୯।୫(କ୍ରୀଡ଼ା ପ୍ରତିନିଧି): ନେପାଳର କାଠମାଣ୍ଡୁରେ ରବିବାର ଶେଷ ହୋଇଥିବା ଏନ୍ଏସ୍ସି କାଭା (ସେଣ୍ଟ୍ରାଲ ଏସିଆନ ଭଲିବଲ ଆସୋସିଏଶନ) ମହିଳା ଭଲିବଲ ଚ୍ୟାଲେଞ୍ଜ୍ କପ୍ରେ ଭାରତ ଚାମ୍ପିୟନ ହୋଇଛି। ରବିବାର ଅନୁଷ୍ଠିତ ଫାଇନାଲରେ ଭାରତ ୩-୦ (୨୫-୧୫, ୨୫-୨୨, ୨୫-୧୮)ରେ...
ପ୍ରତ୍ୟାଶାଙ୍କୁ ଆଉ ଏକ ରୌପ୍ୟ
ଭୁବନେଶ୍ୱର, ୨୯।୫ (କ୍ରୀଡ଼ା ପ୍ରତିନିଧି): ଉତ୍ତର ପ୍ରଦେଶର ଗ୍ରେଟର ନଏଡାଠାରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ସୁଇମିଂ ଇଭେଣ୍ଟରେ ଓଡ଼ିଶାର ପ୍ରତ୍ୟାଶା ରାୟ ରବିବାର ଆଉ ଏକ ରୌପ୍ୟ ପଦକ ହାସଲ କରିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରତିନିଧିତ୍ୱ...
ଗଣେଶଙ୍କ ଏଭରେଷ୍ଟ ମାରାଥନକୁ ୧୦ ବର୍ଷ
ଭୁବନେଶ୍ବର, ୨୯ା୫ (କ୍ରୀଡ଼ା ପ୍ରତିନିଧି): ଆଜକୁ ୭୦ ବର୍ଷ ତଳେ ମେ’ ୨୯, ୧୯୫୩ରେ ସାର ଏଡମଣ୍ଡ୍ ହିଲାରି ଏବଂ ତେନଜିଂ ନର୍ଗେ ପ୍ରଥମ ଥର ପାଇଁ ମାଉଣ୍ଟ୍ ଏଭେରେଷ୍ଟ୍ ଆରୋହଣ କରି ଦୁଃସାହସିକ ପର୍ବତାରୋହଣର ଶୀର୍ଷ ସଫଳତା ପାଇଥିଲେ।...
ବର୍ଷା: ରିଜର୍ଭ ଦିବସରେ ଆଇପିଏଲ୍ ଫାଇନାଲ
ଅହମଦାବାଦ, ୨୯।୫ :ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଫାଇନାଲ ବର୍ଷା ଯୋଗୁ ରବିବାର ସମ୍ଭବ ହୋଇନାହିଁ। କ୍ରମାଗତ ବର୍ଷା ଲାଗି ରହିବାଦ୍ୱାରା ଏହା ରିଜର୍ଭ ଦିବସ ସୋମବାର ଖେଳାଯିବାକୁ ନିଷ୍ପତ୍ତି ହୋଇଛି। ଲିଗ୍ ଇତିହାସରେ ପ୍ରଥମଥରପାଇଁ ଏପରି ହେବାକୁ ଯାଉଛି।...
ଆଇପିଏଲ୍ରୁ ଅବସର ନେଲେ ଅମ୍ବାତି ରାୟୁଡୁ
ଅହମଦାବାଦ, ୨୮ା୫: ଚେନ୍ନାଇ ସୁପର କିଙ୍ଗ୍ସର(ସିଏସ୍କେ) ନିୟମିତ ସଦସ୍ୟ ଅମ୍ବାତି ରାୟୁଡୁ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରୁ ଅବସର ଘୋଷଣା କରିଛନ୍ତି। ଗୁଜରାଟ ଟାଇଟନ୍ସ ବିପକ୍ଷ ଆଇପିଏଲ୍ ଫାଇନାଲ ତାଙ୍କ ଶେଷ ମ୍ୟାଚ ହେବ। ଇଂଲଣ୍ଡରେ ୨୦୧୯ ବିଶ୍ୱକପ୍ ପାଇଁ...
ଆଇପିଏଲ୍ ଫାଇନାଲ: ଅହମଦାବାଦରେ ବର୍ଷା
ଅହମଦାବାଦ,୨୮।୫: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଫାଇନାଲ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି। କ୍ରମାଗତ ବର୍ଷା ଲାଗି ରହିବା ଦ୍ୱାରା ଠିକ୍ ସମୟରେ ଟସ୍ ପଡ଼ି ପାରିନାହିଁ। ଫଳରେ ପିଚ୍କୁ କଭର କରି ରଖା ଯାଇଛି। କିଛି ସମୟ ବର୍ଷା...
ସାକ୍ଷୀଙ୍କ ଭିଡିଓ ଶେୟାର ପରେ ପ୍ରତିକ୍ରିୟା ରଖିଲେ ନୀରଜ
ନୂଆଦିଲ୍ଲୀ,୨୮ା୫: ନୂତନ ସଂସଦ ଭବନ ଉଦ୍ଘାଟନ ଅବସରରେ ଦେଶର ପ୍ରମୁଖ ରେସ୍ଲରଙ୍କୁ ଦିଲ୍ଲୀ ପୋଲସର ଦୁର୍ବ୍ୟବହାରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅଲିମ୍ପିକ୍ସ ଚାମ୍ପିୟନ ନୀରଜ ଚୋପ୍ରା ଓ ପୂର୍ବତନ କ୍ରିକେଟର ମନୋଜ ତିଓ୍ବାରୀ। ମହିଳା ମହାପଞ୍ଚାୟତ ସହିତ ଖେଳାଳିମାନେ ନୂତନ...
Archives


