ଖେଳ

ଟିମ ଇଣ୍ଡିଆର ସବୁ ଖେଳାଳି ପାସ୍‌ କଲେ ୟୋ-ୟୋ ଟେଷ୍ଟ

ନୂଆଦିଲ୍ଲୀ,୨୫।୮: ଏସିଆ କପ ୨୦୨୩ ପୂର୍ବରୁ ବେଙ୍ଗାଲୁରୁର ଅଲୁର କ୍ରିକେଟ ଗ୍ରାଉଣ୍ଡରେ ଅଗଷ୍ଟ ୨୪ରୁ ଭାରତୀୟ ଖେଳାଳି ୬ ଦିନିଆ ଅଭ୍ୟାସ କ୍ୟାମ୍ପ ଆରମ୍ଭ ହୋଇଛ। ଏହି କ୍ୟାମ୍ପର ପ୍ରଥମ ଦିନରେ, ଆଗାମୀ ଟୁର୍ନାମେଣ୍ଟ ପାଇଁ ମନୋନୀତ ୧୭ ଜଣିଆ ଦଳରେ…

ବିଶ୍ୱକପ ପାଇଁ ଭାରତୀୟ ଦଳ ଚୟନ କଲେ ପୂର୍ବତନ ମୁଖ୍ୟ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୫।୮: ଏସିଆ କପ ୨୦୨୩ ପାଇଁ କେବଳ ଅଳ୍ପ ଦିନ ବାକି ଅଛି। ଭାରତୀୟ ଦଳ ବାଙ୍ଗାଲୋରରେ ଚାଲିଥିବା ଫିଟନେସ ପରୀକ୍ଷା କ୍ୟାମ୍ପରେ ଭାଗ ନେଇଛନ୍ତି। ସେପ୍ଟେମ୍ବର ୨ରେ ଭାରତ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହିତ ମୁକାବିଲା କରିବ। ଏହା ପରେ ଭାରତ…

କ୍ୱାର୍ଟରରେ ଚିରାଗ-ସାତ୍ତ୍ୱିକ

କୋପେନ୍‌ହାଗେନ୍‌, ୨୫ା୮(ପି.ଟି.):କୋପେନହାଗେନରେ ଅନୁଷ୍ଠିତ ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ଗୁରୁବାର ଭାରତୀୟ ଖେଳାଳିଙ୍କୁ ମିଶ୍ର ଫଳ ମିଳିଛି। ପୁରୁଷ ଡବଲ୍ସ ଯୋଡି ଚିରାଗ ସେଟ୍ଟୀ ଓ ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀଙ୍କ ଯୋଡି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିବା ବେଳେ ମହିଳା ଡବଲ୍ସର କ୍ୱାର୍ଟର…

ରେକର୍ଡ ଭାଙ୍ଗିଲେ ବାବର ଆଜମ

ନୂଆଦିଲ୍ଲୀ,୨୫।୮: ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌ର ପାକିସ୍ତାନ ଆଫଗାନିସ୍ତାନକୁ ଗୋଟିଏ ଉଇକେଟ୍‌ର ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୩୦୦ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ପାକିସ୍ତାନ ୯ ଉଇକେଟ ହରାଇ ଲକ୍ଷ୍ୟ ହାସଲ କରିଛି। ବାବର ଆଜାମ…

ବିଶ୍ୱକପ୍‌ ଚେସ୍‌ ଫାଇନାଲ: ନରଓ୍ବେର ମାଗ୍ନସ୍‌ କାର୍ଲସେନ୍‌ ଚାମ୍ପିୟନ

ବାକୁ,୨୪ା୮: ଚେସ୍‌ ବିଶ୍ୱକପ୍‌ ଫାଇନାଲର ଟାଇବ୍ରେକର ରାଉଣ୍ଡରେ ଭାରତର ଆର୍‌. ପ୍ରଜ୍ଞାନନ୍ଦଙ୍କୁ ପରାସ୍ତ କରି ଟାଇଟଲ ହାସଲ କରିଛନ୍ତି ନରଓ୍ବେର ମାଗ୍ନସ୍‌ କାର୍ଲସେନ୍‌। ମାତ୍ର ୧୮ ବର୍ଷ ବୟସରେ ବିଶ୍ୱକପ୍‌ ଫାଇନାଲରେ କାର୍ଲସେନ୍‌ଙ୍କୁ କଡା ଚ୍ୟାଲେଞ୍ଜ ଦେଇ ଚେସ୍‌ ପ୍ରେମୀଙ୍କ ହୃଦୟ…

ଇନଫୋସିସ୍‌ର ବ୍ରାଣ୍ଡ ଆମ୍ବାସାଡର ହେଲେ ଟେନିସ ଷ୍ଟାର୍‌ ରାଫେଲ ନାଡାଲ

ନୂଆଦିଲ୍ଲୀ,୨୪।୮: ବିଶ୍ୱର କିମ୍ବଦନ୍ତୀ ଟେନିସ ତାରକା ରାଫେଲ ନାଡାଲଙ୍କୁ ଆଇଟି କମ୍ପାନୀ ଇନଫୋସିସ୍‌ର ବ୍ରାଣ୍ଡ ଆମ୍ବାସାଡର କରାଯାଇଛି। ଷ୍ଟକ ଏକ୍ସଚେଞ୍ଜ ସହିତ ଜଡିତ ଏକ ନିୟାମକପତ୍ରରେ ଇନଫୋସିସ ଏହା ପ୍ରକାଶ କରିଛି। ନାଡାଲଙ୍କ ସହ ଇନଫୋସିସ ୩ ବର୍ଷର ଚୁକ୍ତି କରିବ।…

୨୦୧୧ ବିଶ୍ୱକପ୍‌କୁ ମନେପକାଇ ରାଗିଗଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୨୪।୮: ୨୦୨୩ ବିଶ୍ୱକପ ୫ ଅକ୍ଟୋବରରୁ ଆରମ୍ଭ ହେବ। ବିଶ୍ୱକପ ପୂର୍ବରୁ ୨୦୧୧ ବିଶ୍ୱକପ୍‌ରେ ଅଂଶଗ୍ରହଣ କରିଥିବା ପୂର୍ବତନ ଭାରତୀୟ ଖେଳାଳି ଗୌତମ ଗମ୍ଭୀର କହିଛନ୍ତି ଯେ, ସମସ୍ତ ଖେଳାଳି ୨୦୧୧ ପାଇଁ ଶ୍ରେୟ ପାଇନାହାଁନ୍ତି, କେବଳ ଧୋନୀଙ୍କ ଛକା ବିଷୟରେ…

ଭାରତୀୟ କୁସ୍ତି ସଂଘର ସଦସ୍ୟତା ରଦ୍ଦ

ନୂଆଦିଲ୍ଲୀ,୨୪।୮: ବିଶ୍ୱ କୁସ୍ତି ସଂଘ (ୟୁନାଇଟେଡ ୱାଲର୍‌ଡ ରେସଲିଂ) ଭାରତୀୟ କୁସ୍ତି ସଂଘର ସଦସ୍ୟତାକୁ ରଦ୍ଦ କରିଦେଇଛି। ଭାରତୀୟ କୁସ୍ତି ସଂଘରେ ନିବର୍ରଚନ ନ ହେବା କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କୁସ୍ତି ସଂଘର ସଦସ୍ୟତା ରଦ୍ଦ ହେତୁ ଆଗାମୀ…

ଏସିଆ କପ ବାହାନାରେ ବିଶ୍ୱକପର ପ୍ରସ୍ତୁତି, ଟିମ ଇଣ୍ଡିଆର ଖେଳାଳିଙ୍କ ପାଇଁ ‘ଅଗ୍ନି ପରୀକ୍ଷା’

ନୂଆଦିଲ୍ଲୀ,୨୪।୮: ଟିମ ଇଣ୍ଡିଆ ଏସିଆ କପ ୨୦୨୩ ପାଇଁ ପ୍ରସ୍ତୁତ ହେଉଛି। ଏଥିପାଇଁ ଭାରତରେ ବିସିସିଆଇ ଖୁବ୍‌ଶୀଘ୍ର ଏକ କ୍ୟାମ୍ପ୍‌ ଆୟୋଜନ କରିବ। ଏସିଆ କପ ପୂର୍ବରୁ ଟିମ ଇଣ୍ଡିଆକୁ ବହୁତ ଝାଳ ବୁହାଇବାକୁ ପଡିବ। ଭାରତ ଏସିଆ କପ ପରେ…

ଏସିଆ କପ ପୂର୍ବରୁ ୟୋ-ୟୋ ଟେଷ୍ଟ ପାସ କଲେ ବିରାଟ, କଲେ ୧୭.୨ ସ୍କୋର …

କୋଲକାତା,୨୪।୮ : ବିରାଟ କୋହଲି ଅନେକ ଥର ପ୍ରମାଣ କରିଛନ୍ତି ତାଙ୍କୁ ବିଶ୍ୱର ସବୁଠାରୁ ଭଲ କ୍ରିକେଟ ଖେଳାଳିଙ୍କ ମଧ୍ୟରେ କାହିଁକି ଗଣାଯାଏ? ଭାରତୀୟ ଦଳର ଅଧିନାୟକ ଥିବାବେଳେ କୋହଲି ଫିଟନେସ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଥିଲେ ଏବଂ ଦଳରେ ମନୋନୀତ…

ବିଶ୍ୱକପ ପାଇଁ ଅଭ୍ୟାସ ମ୍ୟାଚ ସୂଚୀ ଜାରି

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଆସନ୍ତା ଦିନିକିଆ ବିଶ୍ୱକପ ପାଇଁ ଅଭ୍ୟାସ ମ୍ୟାଚ ସୂଚୀ ପ୍ରସ୍ତୁତ କରିଛି। ଆଇସିସି କହିଛି ଯେ, ବିଶ୍ୱକପ୍‌ ମୁଖ୍ୟ ମ୍ୟାଚ ପୂର୍ବରୁ ୧୦ଟି ଅଭ୍ୟାସ ଅପ ମ୍ୟାଚ ଖେଳାଯିବ। ଭାରତୀୟ ଦଳ ଇଂଲଣ୍ଡ ଏବଂ…

ଯେବେ ବି ସୁଯୋଗ ମିଳିବ ଅଧିନାୟକ ହେବାକୁ ପ୍ରସ୍ତୁତ: ବୁମ୍‌ରା

ନୂଆଦିଲ୍ଲୀ,୨୪।୮: ଭାରତ-ଆୟର୍ଲାଣ୍ଡ ମଧ୍ୟରେ ଖେଳାଯାଇଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜରେ ପ୍ରଥମ ଥର ଲାଗି ଅଧିନାୟକ ଦାୟିତ୍ୱ ତୁଲାଇଥିଲେ ଜସପ୍ରିତ ବୁମ୍‌ରା। ବୁଧବାର ଏହାର ୩ୟ ମୁକାବିଲା ରଦ୍ଦ ହେବା ପରେ ଭାରତ ୨-୦ରେ ସିରିଜ ଉପରେ କବ୍ଜା କରିଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri