ଖେଳ

ପ୍ରମୋଦ ଭଗତଙ୍କୁ ୨କୋଟି ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର ,୨୭।୧୦ : ଏସୀୟ ପାରା କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ପ୍ରମୋଦ ଭଗତ। ରାଜ୍ୟ ପାଇଁ ଗର୍ବ ଆଣିଥିବା ପ୍ରମୋଦଙ୍କୁ ୨ କୋଟି ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବ୍ୟାଡମିଣ୍ଟନ ସିଙ୍ଗଲ୍ସରେଲ୍ସ ନୀତେଶ କୁମାରଙ୍କୁ ପରାସ୍ତ…

ପାରା-ଏସୀୟ କ୍ରୀଡା: ପ୍ରମୋଦ ଭଗତଙ୍କୁ ସ୍ୱର୍ଣ୍ଣ ପଦକ; ଭାରତର ମୋଟ ପଦକ ସଂଖ୍ୟା ୯୯କୁ ବୃଦ୍ଧି

ନୂଆଦିଲ୍ଲୀ,୨୭।୧୦: ଚୀନ୍‌‌ର ହାଙ୍ଗ୍‌‌ଝୌଠାରେ ଚାଲିଥିବା ଚତୁର୍ଥ ପାରା-ଏସୀୟ କ୍ରୀଡାରେ ବ୍ୟାଡ୍‌‌ମିଣ୍ଟନ ଖେଳାଳି ଓଡ଼ିଶାର ପ୍ରମୋଦ ଭଗତ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ପୁରୁଷ ସିଙ୍ଗଲସ୍‌‌ ଏସ୍‌‌ଏଲ୍‌‌-ଥ୍ରୀ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ନିତେଶ କୁମାରଙ୍କୁ ୨-୧ରେ ପରାସ୍ତ କରିଛନ୍ତି। ଏଥିସହିତ…

ଦକ୍ଷିଣ ଆଫ୍ରିକା ଆଗରେ ୨୭୧ ରନ୍‌ ବିଜୟ ଟାର୍ଗେଟ ରଖିଲା ପାକିସ୍ତାନ

ଚେନ୍ନାଇ,୨୭।୧୦ ବିଶ୍ୱକପ୍‌ ଫାଇଟ୍‌ରେ ଶୁକ୍ରବାର ଦକ୍ଷିଣ ଆଫ୍ରିକାକୁ ସାମ୍ନା କରିଛି ପାକିସ୍ତାନ। ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ୍‌ରେ ଏହି ମ୍ୟାଚ ଖେଳାଯାଇଛି। ଏହି ମ୍ୟାଚରେ ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ବେଳେ ସମ୍ପୂର୍ଣ୍ଣ ୫୦ ଓଭର ଖେଳି ନ ପାରି…

ରିଲେସନଶିପକୁ ନେଇ ଯୁବବର୍ଗଙ୍କୁ ଉପଦେଶ ଦେଲେ ଧୋନୀ

ନୂଆଦିଲ୍ଲୀ,୨୭।୧୦: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଯାଦୁ ପ୍ରଶଂସକଙ୍କୁ ଆକର୍ଷିତ କରିଥାଏ। ମହେନ୍ଦ୍ର ସିଂ ଧୋନି ଅନ ଦ ଫିଲ୍ଡ ଓ ଅଫ ଦ ଫିଲ୍ଡ ପ୍ରଶଂସକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ। ଧୋନି ବିଶ୍ୱର ସବୁଠାରୁ ପପୁଲାର କ୍ରିକେଟରଙ୍କ…

ଟସ୍‌ ଜିତି ପାକିସ୍ତାନର ବ୍ୟାଟିଂ ନିଷ୍ପତ୍ତି

ଚେନ୍ନାଇ,୨୭।୧୦: ବିଶ୍ୱକପର ୨୬ ତମ ମ୍ୟାଚରେ ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଛି। ପାକିସ୍ତାନ ଅଧିନାୟକ ବାବର ଆଜାମ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆମନ୍ତ୍ରଣ ପାଇଁ ଦକ୍ଷିଣ ଆଫ୍ରିକା ବୋଳିଂ…

ଚମକିଲେ ଓଡ଼ିଆ ପୁଅ: ପ୍ରମୋଦଙ୍କୁ ସ୍ବର୍ଣ୍ଣ

ହାଙ୍ଗଝୋ, ୨୭।୧୦: ଦକ୍ଷତା ଏବଂ ନିଷ୍ଠାର ଏକ ରୋମାଞ୍ଚକ ପ୍ରଦର୍ଶନରେ ପ୍ରଖ୍ୟାତ ପାରା-ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଏସିଆନ ପାରା ଗେମ୍ସରେ ଶୁକ୍ରବାର ପୁରୁଷ ଏକକ ଏସ୍‌ଏଲ୍‌-୩ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହି ବିଜୟ ପ୍ରମୋଦଙ୍କ ପାଇଁ ଏକ ଐତିହାସିକ…

୨୪ ବର୍ଷ ହେଲା ଦକ୍ଷିଣ ଆଫ୍ରିକାଠାରୁ ହାରିନି ପାକିସ୍ତାନ, ଆଜିର ମ୍ୟାଚ ଉପରେ ରହିଛି ସମସ୍ତଙ୍କ ନଜର

ଚେନ୍ନାଇ,୨୭।୧୦: ଚେନ୍ନାଇର ଏମ୍‌ ଚିଦାମ୍ବରମ ଷ୍ଟାଡିୟମରେ ୨୦୨୩ ବିଶ୍ୱକପର ୨୬ତମ ମ୍ୟାଚରେ ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହେବେ। ବାବର ଆଜାମଙ୍କ ଦଳ ପାଇଁ ଏହା କର ବା ମର ପରିସ୍ଥିତି। ବାସ୍ତବରେ ସେମିଫାଇନାଲ ଆଶାକୁ ବଞ୍ଚାଇ ରଖିବା ପାଇଁ…

ଭାରତର ସମସ୍ୟା ଦୂର କରିବେ ବିରାଟ କୋହଲି

ଲକ୍ଷ୍ନୌ,୨୭।୧୦: ଦିନିକିଆ ବିଶ୍ୱକପ ୨୦୨୩ରେ ଇଂଲଣ୍ଡ ସହିତ ଟିମ ଇଣ୍ଡିଆର ପରବର୍ତ୍ତୀ ମୁକାବିଲା ଅକ୍ଟୋବର ୨୯ରେ ଲକ୍ଷ୍ନୌର ଏକାନା କ୍ରିକେଟ ଷ୍ଟାଡିୟମରେ ହେବ। ମ୍ୟାଚ ପୂର୍ବରୁ ଭାରତୀୟ ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ନେଟ୍ସରେ ବୋଲିଂ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ…

କେବେ ପଡ଼ିଆକୁ ଫେରିବେ ପାଣ୍ଡ୍ୟା, ଫିଟ୍‌ନେସକୁ ନେଇ ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୨୬।୧୦: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ବାସ୍ଥ୍ୟକୁ ନେଇ ଏକ ନୂଆ ଅପଡେଟ୍‌ ସାମ୍ନାକୁ ଆସିଛି। ଅପଡେଟ୍‌ ଅନୁଯାୟୀ ହାର୍ଦ୍ଦିକ ଖୁବ୍‌ଶୀଘ୍ର ଟ୍ରେନିଂ ଆରମ୍ଭ କରିବାକୁ ଯାଉଛନ୍ତି। ସେ ଏହି ସପ୍ତାହରୁ ବେଙ୍ଗାଲୁରୁର ଜାତୀୟ କ୍ରିକେଟ ଏକାଡେମୀରେ ଅଭ୍ୟାସ ଆରମ୍ଭ କରିବେ। ତାଙ୍କୁ ଇଞ୍ଜେକ୍ସନ…

ଅଲିମ୍ପିକ୍ସ ଯୋଗ୍ୟତା: ଜାପାନଠାରୁ ହାରିଲା ଭାରତ

ତାଶକେଣ୍ଟ,୨୬ା୧୦: ତାଶକେଣ୍ଟର ଲୋକୋମୋଟିଭ ଷ୍ଟାଡିୟମରେ ଅନୁଷ୍ଠିତ ମହିଳା ଏଏଫ୍‌ସି ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଫୁଟବଲ୍‌ ଟୁର୍ନାମେଣ୍ଟରେ ଜାପାନଠାରୁ ପରାସ୍ତ ହୋଇଛି ଭାରତ। ପ୍ରଥମ ମ୍ୟାଚ୍‌ରେ ଜାପାନ ଭାରତକୁ ୭-୦ ଗୋଲରେ ପରାସ୍ତ କରିଛି। ୧୭ ତମ ମିନିଟରେ ଜାପାନର ୟୋଶିନୋ ନାକାଶିମା…

ଆଇପିଏଲ୍‌ ୨୦୨୪ ସିଜନର ଖେଳାଳି ନିଲାମ: ଭେନ୍ୟୁ ଦୌଡ଼ ଆଗରେ ଏହି ସହର

ନୂଆଦିଲ୍ଲୀ,୨୬ା୧୦: ଖୁବ୍‌ ଶୀଘ୍ର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ ସିଜନର ଖେଳାଳି ନିଲାମ ହେବ। ଏନେଇ ଭେନ୍ୟୁ ଦୌଡ଼ ଆଗରେ ଦୁବାଇ ସହର ସବୁଠାରୁ ଆଗରେ ରହିଛି। ବେଙ୍ଗାଲୁରୁ ଓ ମୁମ୍ବାଇ ମଧ୍ୟ ଏହି ସହର ତାଲିକା ଦୌଡ଼ରେ ରହିଛି। ଏନେଇ…

ଇଂଲଣ୍ଡ ବିପକ୍ଷରେ ଶ୍ରୀଲଙ୍କାର ସହଜ ବିଜୟ, ସେମିଫାଇନାଲ ଦୌଡରୁ ବାଦ ପଡ଼ିଲା ଚମ୍ପିୟନ ଟିମ୍!

ବେଙ୍ଗାଲୁରୁ,୨୬/୧୦: ଶ୍ରୀଲଙ୍କା ଟିମ୍ ଆଇସିସି ବିଶ୍ୱକପରେ ଏହାର ଦ୍ୱିତୀୟ ବିଜୟ ହାସଲ କରିଛି। ଗୁରୁବାର ବେଙ୍ଗାଳୁରୁର ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଥିବା ମୁକାବିଲାରେ ଶ୍ରୀଲଙ୍କା ଟିମ୍ ଇଂଲଣ୍ଡକୁ ୮ ଉଇକେଟରେ ପରାସ୍ତ କରିଛି। ମ୍ୟାଚରେ ଶ୍ରୀଲଙ୍କାକୁ ବିଜୟ ପାଇଁ ଇଂଲଣ୍ଡ ମାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?