ପିସିବିଠାରୁ ୩୬ଗୁଣା ଧନୀ ବିସିସିଆଇ
ନୂଆଦିଲ୍ଲୀ, ୨। ୯: କ୍ରିକେଟ ଏଭଳି ଏକ ଖେଳ ଯାହାର ଲୋକପ୍ରିୟତା କାହିଁରେ କେତେ। ଏଥିରେ ରୋଜଗାର ମଧ୍ୟ ବହୁତ ଅଧିକ। ବିଶ୍ବର ସମସ୍ତ କ୍ରିକେଟ ବୋର୍ଡ ମଧ୍ୟରୁ ଭାରତର ବିସିସିଆଇ ଶୀର୍ଷ ଧନୀ ବୋର୍ଡ ମାନ୍ୟତା ପାଇଛି। ସେହିଭଳି...
ଏସିଆ କପ: ପାକିସ୍ତାନ ବିରୋଧରେ ଭାରତ ଜିତିଲା ଟସ,ପ୍ରଥମେ ବ୍ୟାଟିଂ…
କାଣ୍ଡି,୨।୯ : ଶନିବାର (ସେପ୍ଟେମ୍ବର ୨) ଏସିଆ କପର ତୃତୀୟ ମ୍ୟାଚରେ ଭାରତ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ଶ୍ରୀଲଙ୍କାର କାଣ୍ଡିର ପଲେକଲେ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି। ଗ୍ରୁପ ଏରେ ଏହି ସଂସ୍କରଣରେ ଏହା ହେଉଛି...
ବାବରଙ୍କ ରଣହୁଙ୍କାର, କହିଲେ ‘କେହି କାହାଠାରୁ କମ୍ ନୁହଁନ୍ତି’
ପାଲିକେଲେ,୨।୯: ଏସିଆ କପ୍ ୨୦୨୩ ଟୁର୍ନାମେଣ୍ଟରେ ଶନିବାର ଖେଳାଯିବାକୁ ଥିବା ମୁକାବିଲାରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ। ଶ୍ରୀଲଙ୍କାର ପାଲିକେଲେରେ ଖେଳାଯିବାକୁ ଥିବା ଏହି ହାଇ ଭୋଲ୍ଟେଜ୍ ମୁକାବିଲା ଉପରେ ସମସ୍ତଙ୍କ ନଜର ରହିଛି।...
ଦିନିକିଆରେ ଶେଷ ଥର ପାଇଁ କେବେ ମୁହାଁମୁହିଁ ହୋଇଥିଲେ ଭାରତ-ପାକିସ୍ତାନ…
ନୂଆଦିଲ୍ଲୀ,୨।୯: ଏସିଆ କପ୍ ୨୦୨୩ରେ ସେପ୍ଟେମ୍ବର ୨ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦୀର୍ଘ ୪ ବର୍ଷର ବ୍ୟବଧାନ ପରେ ଉଭୟ ଟିମ୍ ଏହି ଫର୍ମାଟରେ ମୁହାଁମୁହିଁ ହେବେ। ଏହା ପୂର୍ବରୁ ଉଭୟ ଟିମ୍ ୨୦୧୯ ଜୁନ୍...
ଏସିଆ କପ୍ ଜର୍ସିରେ କାହିଁକି ଲେଖାଯାଇନାହିଁ ହୋଷ୍ଟ ପାକିସ୍ତାନର ନାଁ, ଜାଣନ୍ତୁ…
ନୂଆଦିଲ୍ଲୀ,୨।୯: ପାକିସ୍ତାନ ଆୟୋଜନରେ ଏସିଆ କପ୍ ୨୦୨୩ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ପ୍ରଥମ ଦୁଇ ମୁକାବିଲା ପରେ ଖେଳାଳିଙ୍କ ଜର୍ସିକୁ ନେଇ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। କାରଣ ସମସ୍ତ ଟିମ୍ ଖେଳାଳିଙ୍କ ଜର୍ସିରେ ଆୟୋଜକ ଦେଶର ନାମ ଦେଖିବାକୁ...
ଆନନ୍ଦଙ୍କୁ ହଟାଇ ଗୁକେଶ ଭାରତର ନମ୍ବର ଓ୍ବାନ୍
ଚେନ୍ନାଇ,୨ା୯: କିମ୍ବଦନ୍ତୀ ବିଶ୍ୱନାଥନ ଆନନ୍ଦଙ୍କୁ ହଟାଇ ସ୍ବଳ୍ପ ବୟସ୍କ ଗ୍ରାଣ୍ଡମାଷ୍ଟର ଡି. ଗୁକେଶ ଭାରତର ଟପ୍ ଚେସ୍ ଖେଳାଳି ହୋଇଛନ୍ତି। ଆନନ୍ଦ ୧୯୮୬ ଜୁଲାଇରୁ ଏପର୍ଯ୍ୟନ୍ତ ଭାରତର ନମ୍ବର ଓ୍ବାନ ଖେଳାଳି ରହି ଆସିଥିଲେ। ନିକଟରେ ବାକୁଠାରେ ଫିଡେ ବିଶ୍ୱକପ୍...
ଆଜି ଭାରତ ବନାମ ପାକିସ୍ତାନ
ପାଲିକେଲେ, ୨।୯: ଏସିଆ କପ୍ କ୍ରିକେଟ ଟୁର୍ନାମେଣ୍ଟରେ ଶନିବାର ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଦଳ ବିପକ୍ଷ ମ୍ୟାଚ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଏଥର ମଧ୍ୟ ଏହି ମ୍ୟାଚ ଉପରେ ସମସ୍ତଙ୍କ...
ଭାରତ ବିପକ୍ଷ ମୁକାବିଲା ଲାଗି ଦଳ ଘୋଷଣା କଲା ପାକିସ୍ତାନ, ଜାଣନ୍ତୁ କାହାକୁ ମିଳିଲା ସୁଯୋଗ
ନୂଆଦିଲ୍ଲୀ, ୧। ୯: ଏସିଆ କପ୍ ୨୦୨୩ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସେପ୍ଟେମ୍ବର ୨ ଅର୍ଥାତ ରେ ମ୍ୟାଚ ଅନୁଷ୍ଠିତ ହେବ। ଏହି ମ୍ୟାଚ ପଲ୍ଲିକେଲରେ ଭାରତୀୟ ସମୟାନୁସାରେ ଅପରାହ୍ନ ୩ଟାରେ ଖେଳାଯିବ। ତେବେ ଏହି ବ୍ଲକବଷ୍ଟର ମୁକାବିଲା...
ଟେନିସରୁ ଇଜନରଙ୍କ ଅବସର
ନ୍ୟୁୟର୍କ,୧ା୯: ୟୁଏସ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାରେ ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ମ୍ୟାଚରେ ପରାଜୟ ପରେ ଆମେରିକାର ଟେନିସ ଖେଳାଳି ଜନ୍ ଇଜନର ଟେନିସରୁ ଅବସର ନେଇଛନ୍ତି। ବର୍ତ୍ତମାନ ତାଙ୍କୁ ୩୮ବର୍ଷ ବୟସ ହୋଇଛି। ଖେଳକୁ ଗୁଡ୍ ବାଏ...
ଭାରତ-ପାକିସ୍ତାନ ମ୍ୟାଚରେ ହୋଇପାରେ ବର୍ଷା
ପାଲିକେଲେ,୧।୯: ଏସିଆ କପ୍ କ୍ରିକେଟ ଟୁର୍ନାମେଣ୍ଟରେ ଶନିବାର ଭାରତ-ପାକିସ୍ତାନ ମଧ୍ୟରେ ମହାମୁକାବିଳା ହେବ। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ମ୍ୟାଚ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଏଥର ମଧ୍ୟ ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି। ଭାରତର ଟପ୍-୩ ବ୍ୟାଟର ରୋହିତ ଶର୍ମା,...
ଉତ୍ଥାନ ପଥରେ ଭାରତୀୟ ମହିଳା ହକି
ଇତିହାସର ପୃଷ୍ଠା ଲେଉଟାଇଲେ ଜଣାଯାଏ ଯେ ଭାରତୀୟ ମହିଳା ହକି ଦଳର ସଫଳ ଅନ୍ତର୍ଜାତୀୟ ପଦାର୍ପଣ ଆଜକୁ ପ୍ରାୟ ୫୦ବର୍ଷ ପୂର୍ବରୁ ହୋଇଛି। ‘ଓମେନ୍ ଇନ୍ ବ୍ଲୁ’ ନାମରେ ପରିଚିତ ଆମ ମହିଳା ହକି ଦଳ ଅନେକ ଉତ୍ଥାନ ପତନ...
ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମେରି କମ
ଇମ୍ଫାଲ,୧।୯: ମଣିପୁରରେ ଘଟିଥିବା ହିଂସା ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ଦ ହେବାର ନାଁ ନେଉନାହିଁ। ଏହି ସମୟରେ ବକ୍ସିଂ ତାରକା ଏମ୍ ସି ମେରି କମ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଏକ ଚିଠି ଲେଖି ସୁରକ୍ଷାକୁ ସୁନିଶ୍ଚିତ କରିବାକୁ...
Archives


