୪ର୍ଥ ରାଉଣ୍ଡରେ ଅଲକାରାଜ, ପେଗୁଲା
ନ୍ୟୁୟର୍କ,୪ା୯(ପି.ଟି.): ଟେନିସ୍ ଗ୍ରାଣ୍ଡସ୍ଲାମ ୟୁଏସ୍ ଓପନ ମହିଳା ସିଙ୍ଗଲ୍ସର ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି ଜେସିକା ପେଗୁଲା, ମାଡିସନ୍ କିସ୍ ଓ ଓନ୍ସ ଜାବେର୍। ଏହା ସହିତ ଚତୁର୍ଥ ରାଉଣ୍ଡରେ ଦୁଇ ଆମେରିକୀୟ ଖେଳାଳି ପେଗୁଲା ଓ କିସ୍ ପରସ୍ପର...
ଓମେନ୍ସ ବିଗ୍ ବାଶ୍ ଲିଗ୍: ହରମନପ୍ରୀତ ଖେଳିବା ପକ୍କା
ମେଲବୋର୍ନ, ୩ା୯: ଓମେନ୍ସ ବିଗ୍ ବାଶ୍ ଲିଗ୍ (ଡବ୍ଲ୍ୟୁବିବିଏଲ୍)ର ବିଦେଶୀ ଖେଳାଳି ଚିଠାରେ କେବଳ ଜଣେ ମାତ୍ର ଭାରତୀୟ ହରମନପ୍ରୀତ କୌର ସ୍ଥାନ ପାଇଛନ୍ତି। ମେଲବୋର୍ନ ରେନେଗେଡ୍ସ ତାଙ୍କୁ ଦଳରେ ରଖିଛି। ଉଦ୍ଘାଟନୀ ଡବ୍ଲ୍ୟୁବିବିଏଲ୍ ବିଦେଶୀ ଖେଳାଳି ତାଲିକାରେ ୟାସ୍ତିକା...
କୋହଲିଙ୍କ ଦିଓ୍ବାନା ହେଲେ ପାକିସ୍ତାନ ପ୍ରଶଂସକ
ନୂଆଦିଲ୍ଲୀ,୩।୯: ଭାରତୀୟ କ୍ରିକେଟର୍ ବିରାଟ କୋହଲିଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ଅଛନ୍ତି। ଏହାର ସଦ୍ୟତମ ଉଦାହରଣ ପାକିସ୍ତାନରେ ଦେଖିବାକୁ ମିଳିଛି। ଏଠାରେ ଜଣେ ପ୍ରଶଂସକ କୋହଲିଙ୍କ ଏକ ଚିତ୍ର ବାଲିରେ କରିଛନ୍ତି। ସୋସିଆଲ ମିଡିଆରେ ଏହାର...
ପାଣ୍ଡ୍ୟାଙ୍କ ଜୋତା ଫିତା ବାନ୍ଧିଲେ ପାକିସ୍ତାନ କ୍ରିକେଟର୍
ନୂଆଦିଲ୍ଲୀ,୩।୮: ଏସିଆ କପ ୨୦୨୩ର ତୃତୀୟ ମ୍ୟାଚ ଜିତିବା ପାଇଁ ଭାରତ ପାକିସ୍ତାନକୁ ୨୬୭ ରନ ଲକ୍ଷ୍ୟ ଦେଇଥିଲା। ଏହି ମ୍ୟାଚ ସହିତ ଜଡିତ ଏକ ଫଟୋ ସୋସିଆଲ ମିଡିଆରେ ଭାରତର ଇନିଂସ ସମୟରେ ପାକିସ୍ତାନ ଖେଳାଳି ଶାଦବ ଖାନ...
କ୍ରିକେଟରେ ଫ୍ଲପ୍, ହକିରେ ହିଟ୍ ଟିମ୍ ଇଣ୍ଡିଆ: ପାକିସ୍ତାନକୁ ହରାଇଲା…
ନୂଆଦିଲ୍ଲୀ,୩ା୯: ଭାରତୀୟ ପୁରୁଷ ହକି ଦଳ ଏସିଆ କପ ଫାଇଭସ୍ ଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଟାଇଟଲ ଜିତିଛି। ପେନାଲ୍ଟି ଶୁଟଆଉଟରେ ଭାରତ ୨-୧ରେ ଜିତିଥିଲା। ଫୁଲ ଟାଇମ ଶେଷରେ ମ୍ୟାଚ ୪-୪ ଡ୍ରରେ ଶେଷ ହୋଇଥିଲା, ଯେଉଁ କାରଣରୁ...
ପ୍ରସିଦ୍ଧ କ୍ରିକେଟର୍ ହିଥ୍ ଷ୍ଟ୍ରିକଙ୍କ ପରଲୋକ
ହରାରେ,୩।୯: ଜିମ୍ବାୱେର ପୂର୍ବତନ କ୍ରିକେଟର ହିଥ୍ ଷ୍ଟ୍ରିକଙ୍କ ପରଲୋକ ଘଟିଛି। ୪୯ ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ଦେଇଛନ୍ତି। ଏଥର ତାଙ୍କ ଦେହାନ୍ତ ଖବର ସମ୍ପୂର୍ଣ୍ଣ ସଠିକ। କାରଣ ମୃତ୍ୟୁ ଖବର ତାଙ୍କ ପରିବାର ପରିବାର ଦ୍ୱାରା ନିଶ୍ଚିତ...
କୋହଲି-ରୋହିତଙ୍କୁ ଅପମାନିତ କଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୩ା୯: ଏସିଆ କପ୍ରେ ଭାରତ ବନାମ ପାକିସ୍ତାନ ମ୍ୟାଚ ବର୍ଷା ଯୋଗୁ ରଦ୍ଦ ହୋଇଛି। ବର୍ଷା ହେତୁ ମ୍ୟାଚ ଶେଷ ହୋଇପାରି ନ ଥିଲା, କିନ୍ତୁ ପାକିସ୍ତାନର ଶାହିନ ଆଫ୍ରିଦି, ନସିମ ଶାହା ଏବଂ ହରିସ ରୌଫ ଚମତ୍କାର ପ୍ରଦର୍ଶନ...
ଦେବାଶିଷଙ୍କୁ ଡବଲ୍ସ ଟାଇଟଲ୍
ଭୁବନେଶ୍ୱର,୩।୯(ସରୋଜ ଜେନା): ରାଜ୍ୟର ପ୍ରତିଭାବାନ ଯୁବ ଟେନିସ୍ ତାରକା ଦେବାଶିଷ ସାହୁ ତେଲଙ୍ଗାନାରେ ଅନୁଷ୍ଠିତ ଆଇଟିଏଫ୍ ଜୁନିୟର ଟେନିସ ଟୁର୍ନାମେଣ୍ଟର ସିଙ୍ଗଲ୍ସ ବର୍ଗରେ ରନର ଅପ୍ ହୋଇଥିବା ବେଳେ ଡବଲ୍ସରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି। ହାଇଦ୍ରାବାଦର ଅଜିଜ ନଗର...
ବର୍ଷା ଯୋଗୁ ପାକିସ୍ତାନକୁ ଫାଇଦା: ୩ ପଏଣ୍ଟ ସହ ଏବେ ଦଳ…
ପାଲେକେଲ,୨।୯: ଏସିଆ କପ୍ ୨୦୨୩ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲାକୁ କ୍ରିକେଟ ପ୍ରଶଂସକ ଅପେକ୍ଷା କରି ରହିଥିଲେ। ହେଲେ ଏହି ମ୍ୟାଚ୍ ବର୍ଷା ଯୋଗୁ ବିନା ଫଳାଫଳରେ ଶେଷ ହୋଇଛି। ଫଳରେ ଉଭୟ ଦଳ ପଏଣ୍ଟ ବାଣ୍ଟିବାକୁ ବାଧ୍ୟ...
‘ଓଡ଼ିଆଙ୍କ ପାଇଁ ପ୍ରେରଣାର ଉତ୍ସ କିଶୋର’
ଭୁବନେଶ୍ୱର,୩୯(ସରୋଜ ଜେନା): ବିଶ୍ୱ ଆଥ୍ଲେଟିକ୍ସ ଚାମ୍ପିୟନଶିପ୍ରେ ନିଜର ଚମତ୍କାର ପ୍ରଦର୍ଶନ ଜରିଆରେ ସମସ୍ତଙ୍କ ହୃଦୟ ଜିତିଥିବା ଜାଭେଲିନ୍ ଥ୍ରୋୟର କିଶୋର ଜେନାଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରିଛନ୍ତି ଓଡ଼ିଶା ସରକାର। ବିଶ୍ୱ ଚାମ୍ପିୟନଶିପ୍ରେ ଚମତ୍କାର ପ୍ରଦର୍ଶନ ପରେ ରାଜ୍ୟ ସରକାରଙ୍କ...
ରୋହିତ-ଶୁବମାନ-କୋହଲି ପାକିସ୍ତାନ ବିପକ୍ଷରେ ବିଫଳ: ବିଶ୍ୱକପ ପାଇଁ ପ୍ରସ୍ତୁତି ଏପର୍ଯ୍ୟନ୍ତ ହୋଇନି ସମ୍ପୂର୍ଣ୍ଣ…
କାଣ୍ଡି,୩।୯ : ଏସିଆ କପ ୨୦୨୩ର ତୃତୀୟ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା। କିନ୍ତୁ ବର୍ଷା ଯୋଗୁ ଏହି ମ୍ୟାଚ ବାତିଲ କରାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୨୬୬ ରନ ସଂଗ୍ରହ କରିଥିଲା। ତେବେ ଟିମ...
ପଏଣ୍ଟ ବାଣ୍ଟିଲେ ଭାରତ, ପାକିସ୍ତାନ
ପାଲେକେଲ୍,୩।୯(ପି.ଟି.): ଏସିଆ କପ୍ କ୍ରିକେଟ୍ ୨୦୨୩ର ବହୁ ପ୍ରତୀକ୍ଷିତ ଭାରତ ପାକିସ୍ତାନ ମ୍ୟାଚ୍ ଶନିବାର ବିନା ଫଳାଫଳରେ ଶେଷ ହୋଇଛି। ଫଳରେ ଉଭୟ ଦଳ ପଏଣ୍ଟ ବାଣ୍ଟିବାକୁ ବାଧ୍ୟ ହୋଇଛନ୍ତି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍ରେ ଭାରତ ପକ୍ଷରୁ ହାର୍ଦ୍ଦିକ...
Archives


