ବ୍ରିଜ୍ ଭୂଷଣଙ୍କ ବାସଭବନରୁ କାର୍ଯ୍ୟାଳୟ ସ୍ଥାନାନ୍ତର
ନୂଆଦିଲ୍ଲୀ, ୩୦ା୧୨: କ୍ରୀଡ଼ା ମନ୍ତ୍ରଣାଳୟର ଆପତ୍ତି ଉଠାଇବା ପରେ ଭାରତ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ) ଶୁକ୍ରବାର ଏହାର କାର୍ଯ୍ୟାଳୟକୁ ମହାସଂଘର ପୂର୍ବତନ ସଭାପତି ତଥା ଭାଜପା ଏମ୍ପି ବ୍ରିଜଭୂଷଣ ଶରଣ ସିଂଙ୍କ ବାସଭବନରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବାଧ୍ୟ ହୋଇଛି। ଡବ୍ଲ୍ୟୁଏଫ୍ଆଇର…
ରଣଜୀ ଟ୍ରଫି ପାଇଁ ଓଡ଼ିଶା ଦଳ ଘୋଷିତ: ସାନ୍ତନୁ ଅଧିନାୟକ
ଭୁବନେଶ୍ୱର, ୩୦।୧୨ (ତପନ ସ୍ବାଇଁ): ଆସନ୍ତା ରଣଜୀ ଟ୍ରଫି ସିଜନରେ ଓଡ଼ିଶା ଦଳର ଅଭିଯାନ ଜାନୁୟାରୀ ୫ରୁ ଆରମ୍ଭ ହେବ। ଭଦୋଦରାଠାରେ ଓଡ଼ିଶା ଏହାର ପ୍ରଥମ ମ୍ୟାଚରେ ବରୋଦାକୁ ଭେଟିବ। ସେହିପରି ଦ୍ୱିତୀୟ ମ୍ୟାଚ ଗ୍ବାଲିୟରଠାରେ ମଧ୍ୟପ୍ରଦେଶ ବିପକ୍ଷରେ ଖେଳିବ ଓଡ଼ିଶା।…
ଗୁଜରାଟ, ଚେନ୍ନାଇ ବିଜୟୀ
ଭୁବନେଶ୍ୱର, ୩୦।୧୨ (ତପନ ସ୍ବାଇଁ): କଟକର ଜବାହରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମରେ ଚାଲିଥିବା ଅଲ୍ଟିମେଟ ଖୋ ଖୋ ସିଜନ-୨ର ଅନୁଷ୍ଠିତ ୨ଟି ମ୍ୟାଚରେ ଗୁଜରାଟ ଜାଏଣ୍ଟ୍ସ ଓ ଚେନ୍ନାଇ କୁଇକ୍ ଗନ୍ସ ବିଜୟୀ ହୋଇଛି। ଦିବସର ପ୍ରଥମ ମ୍ୟାଚରେ ଚେନ୍ନାଇ କୁଇକ୍…
ମହାରାଷ୍ଟ୍ରକୁ ସ୍ବର୍ଣ୍ଣ, ଓଡ଼ିଶା ଚତୁର୍ଥ
ଭୁବନେଶ୍ୱର, ୩୦ା୧୨ (ବିଜୟ ରଣା): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମସ୍ଥିତ ଜିମ୍ନାଷ୍ଟିକ୍ସ ସେଣ୍ଟରରେ ଚାଲିଥିବା ଜାତୀୟ ଜୁନିୟର ଜିମ୍ନାଷ୍ଟିକ୍ସ ଚାମ୍ପିୟନଶିପ୍ର ଶୁକ୍ରବାର ଥିଲା ଦ୍ୱିତୀୟ ଦିବସ। ମହିଳା ଦଳଗତ ବିଭାଗରେ ମହାରାଷ୍ଟ୍ର ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ଦିଲ୍ଲୀ ରୌପ୍ୟ ଏବଂ ପଶ୍ଚିମବଙ୍ଗ…
ବାମଣ୍ଡା କପ୍ କ୍ରିକେଟ: ରାଞ୍ଚି ସେଲ୍ ଚାମ୍ପିୟନ
ଦେବଗଡ଼,୨୯।୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମଠାରେ ୩୩ତମ ବାମଣ୍ଡା କପ୍ କ୍ରିକେଟ ଟୁର୍ନାମେଣ୍ଟ ଶୁକ୍ରବାର ଉଦ୍ଯାପିତ ହୋଇଯାଇଛି। ଏଥିରେ ରାଞ୍ଚି ସେଲ୍ ଚାମ୍ପିୟନ ହୋଇଛି। ଫାଇନାଲ ମ୍ୟାଚ ଜିମଖାନା ରାଉରକେଲା ଓ ରାଞ୍ଚି ସେଲ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।…
ଫେୟାରଓ୍ବେଲ ଟେଷ୍ଟରେ ନେତୃତ୍ୱ ନେବେ ଏଲଗାର
ସେଞ୍ଚୁରିଅନ,୨୯।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ସିରିଜର ଦ୍ୱିତୀୟ କ୍ରିକେଟ ଟେଷ୍ଟ ଜାନୁୟାରୀ ୩ରୁ କେପ୍ଟାଉନ୍ରେ ଆରମ୍ଭ ହେବ। ଆହତ ଅଧିନାୟକ ଟେମ୍ବା ବଭୁମାଙ୍କ ସ୍ଥାନରେ ଡିନ୍ ଏଲଗାର ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଦଳର ନେତୃତ୍ୱ ନେବେ। ଏହା…
ସେଞ୍ଚୁରିଅନ ଟେଷ୍ଟରେ ହାରିବା ପରେ ମଲମ ଭଳି କାମ କରୁଛି ରୋହିତ-ବିରାଟଙ୍କ ଏହି ଭିଡିଓ
ନୂଆଦିଲ୍ଲୀ,୨୯।୧୨: ସେଞ୍ଚୁରିଅନରେ ଖେଳାଯାଇଥିବା ବକ୍ସିଂ ଡେ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଭାରତୀୟ କ୍ରିକେଟ ଦଳକୁ ୧ ଇନିଂସ ଏବଂ ୩୨ ରନରେ ପରାସ୍ତ କରିଛି। ଏହି ପରାଜୟ ସହିତ ଭାରତୀୟ ଦଳର ୩୨ବର୍ଷ ପୁରୁଣା ସ୍ବପ୍ନ ମଧ୍ୟ ଭାଙ୍ଗିଗଲା। କିନ୍ତୁ, ଏହି…
ପାକିସ୍ତାନ ଚିତ୍ପଟାଙ୍ଗ୍: ବକ୍ସିଂ ଡେ’ ଟେଷ୍ଟ ହାତେଇଲା ଅଷ୍ଟ୍ରେଲିଆ
ମେଲବୋର୍ନ,୨୯।୧୨: ମେଲବୋର୍ନରେ ଖେଳାଯାଇଥିବା ରୋମାଞ୍ଚକର ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ୭୯ ରନ୍ରେ ପାକିସ୍ତାନକୁ ପରାସ୍ତ କରିଛି। ପାକିସ୍ତାନର ୩୧୭ ରନ ଲକ୍ଷ୍ୟ ଥିଲା, ଏହାର ଜବାବରେ ଦଳ ଚତୁର୍ଥ ଦିନରେ ୨୩୭ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ଅଷ୍ଟ୍ରେଲିଆ ଏହାର ପ୍ରଥମ ଇନିଂସରେ…
ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ହାରିବା ପରେ ଟିମ ଇଣ୍ଡିଆକୁ ଝଟକା, ଆଇସିସି ଲଗାଇଲା ଜରିମାନା
ନୂଆଦିଲ୍ଲୀ,୨୯।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ପରାଜୟର ସାମ୍ନା କରିଛି। ଏହି ପରାଜୟ ପରେ ଟିମ ଇଣ୍ଡିଆକୁ ଆଉ ଏକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି। ଆଇସିସି ଭାରତୀୟ ଦଳ ଉପରେ ଜରିମାନା ଲଗାଇଛି। ଟିମ…
ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ଟିମ୍ ସହିତ ସାମିଲ ହେଲେ ଆବେଶ ଖାନ
ମୁମ୍ବାଇ, ୨୯ା୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ଲଜ୍ଜାଜନକ ଇନିଂସ ପରାଜୟର ସାମ୍ନା କରିଛି। ଅନ୍ୟପଟେ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଦ୍ରୁତ ବୋଲର ମହମ୍ମଦ ସାମୀଙ୍କ ବଦଳରେ ଭାରତୀୟ ଦଳ ସହିତ ସାମିଲ ହୋଇଛନ୍ତି ଦ୍ରୁତ ବୋଲର…
ଟେଷ୍ଟରେ ଶୁବମାନ ଗିଲ୍ଙ୍କ ପ୍ରଦର୍ଶନ ବଢାଇପାରେ ଟିମ ଇଣ୍ଡିଆର ଟେନସନ୍
ନୂଆଦିଲ୍ଲୀ,୨୯।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଛି। ଏହି ମ୍ୟାଚରେ ଶୁବମାନ ଗିଲ କିଛି ବିଶେଷ ପ୍ରଦର୍ଶନ କରିପାରି ନାହାନ୍ତି। ପ୍ରଥମ ଇନିଂସରେ ୨ ରନ୍ ଏବଂ ଦ୍ୱିତୀୟ ଇନିଂସରେ ୨୬…
ବିଶ୍ୱକପ୍ରେ ହାରିବା ପରେ ବି ଟିମ ଇଣ୍ଡିଆର ରହିଛି ଭଲ ରେକର୍ଡ
ନୂଆଦିଲ୍ଲୀ,୨୯।୧୨: ବିଶ୍ୱକପ୍ ୨୦୨୩ର ଫାଇନାଲରେ ଟିମ ଇଣ୍ଡିଆକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଫାଇନାଲ ମ୍ୟାଚକୁ ଛାଡି ଦେଲେ ଏହି ବିଶ୍ୱକପ୍ ଭାରତ ପାଇଁ ବହୁତ ଭଲ ଥିଲା। ସେମିଫାଇନାଲ ପର୍ଯ୍ୟନ୍ତ ଟିମ ଇଣ୍ଡିଆ ପ୍ରତ୍ୟେକ ମ୍ୟାଚ ଜିତିଛି। ରୋହିତ ଶର୍ମାଙ୍କ…

