ଯୌନ ଶୋଷଣ ଅଭିଯୋଗ ଆଣିଲେ ଜେନ୍ନି
ମାଡ୍ରିଡ୍, ୭ା୯(ପି.ଟି.): ଫିଫା ମହିଳା ବିଶ୍ୱକପ ଚାମ୍ପିୟନ ସ୍ପେନ୍ ଦଳର ଷ୍ଟ୍ରାଇକର ଜେନ୍ନି ହର୍ମୋସୋ ଫୁଟବଲ ସଂଘ ମୁଖ୍ୟ ଲୁଇସ୍ ରୁବେଲ୍ସଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି। ସ୍ପେନ୍ ଦଳ ବିଶ୍ୱକପ୍ ଫାଇନାଲ ମ୍ୟାଚ୍ରେ ଇଂଲଣ୍ଡକୁ ପରାସ୍ତ କରିବା...
ସେମିରେ ବୋପାନ୍ନା-ଇବ୍ଡେନ
ନ୍ୟୁୟର୍କ, ୭।୯ (ପି.ଟି.): ଭାରତର ରୋହନ ବୋପାନ୍ନା ଓ ଅଷ୍ଟ୍ରେଲିଆର ମାଥ୍ୟୁ ଇବ୍ଡେନ ୭ ସେଟ୍ ପଏଣ୍ଟ ସେଭ୍ କରି ଚଳିତ ୟୁଏସ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏହି ଭାରତ-ଅଷ୍ଟ୍ରେଲିଆ ଯୋଡ଼ି କ୍ୱାର୍ଟରଫାଇନାଲରେ...
ରାଜେନ୍ଦ୍ର ଚୟନକର୍ତ୍ତା
ଭୁବନେଶ୍ୱର, ୭।୯ (ତପନ ସ୍ବାଇଁ): ପୂର୍ବତନ ଅନ୍ତର୍ଜାତୀୟ ଫୁଟବଲ ତାରକା ରାଜେନ୍ଦ୍ର ପ୍ରସାଦ ସିଂ ଚଳିତ ବି.ସି. ରୟ ଟ୍ରଫି ଜାତୀୟ ଜୁନିୟର ଫୁଟବଲ ଟୁର୍ନାମେଣ୍ଟରେ ଚୟନକର୍ତ୍ତା ଦାୟିତ୍ୱ ତୁଲାଇବେ। ୨୦୨୩-୨୪ ଜାତୀୟ ବାଳକ ଦଳପାଇଁ ସେ ଖେଳାଳି ଚୟନ...
ପ୍ରଥମଥର ସେମିରେ ଶେଲ୍ଟନ
ନ୍ୟୁୟର୍କ, ୭।୯(ଏପି): ଆମେରିକାର ବେନ୍ ଶେଲ୍ଟନ ପ୍ରଥମଥର ପାଇଁ ୟୁଏସ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। କୌଣସି ଗ୍ରାଣ୍ଡସ୍ଲାମରେ ମଧ୍ୟ ଏହା ତାଙ୍କର ପ୍ରଥମ ସେମିଫାଇନାଲ ପ୍ରବେଶ। ୨୦ ବର୍ଷୀୟ ବେନ୍ କ୍ୱାର୍ଟର ଫାଇନାଲରେ...
‘ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ ସିରିଜ୍ ଏବେ ସମ୍ଭବ ନୁହେଁ’
ନୂଆଦିଲ୍ଲୀ,୬।୯: ନିକଟରେ ବିସିସିଆଇ ସଭାପତି ରୋଜର ବିନି ପାକିସ୍ତାନ ଗସ୍ତରେ ଯାଇଥିଲେ। ରୋଜର ବିନି ଏବଂ ରାଜୀବ ଶୁକ୍ଲା ଲାହୋରରେ ମ୍ୟାଚ ଦେଖିଥିଲେ। ଏଥି ସହ ପାକିସ୍ତାନ କ୍ରିକେଟ ବୋର୍ଡର ଅଧିକାରୀମାନେ ରୋଜର ବିନି ଏବଂ ରାଜୀବ ଶୁକ୍ଲାଙ୍କୁ ସ୍ବାଗତ...
ଏସିଆ କପ ସୁପର ୪: ପ୍ରଥମ ମ୍ୟାଚରେ ଟସ ଜିତି ବାଂଲାଦେଶର ବ୍ୟାଟିଂ, ବିପର୍ଯ୍ୟୟର ସମ୍ମୁଖୀନ…
ଲାହୋର,୬।୯ : ଏସିଆ କପର ସୁପର ୪ର ପ୍ରଥମ ମ୍ୟାଚ ପାକିସ୍ତାନ ଦଳ ଏବଂ ବାଂଲାଦେଶ ମଧ୍ୟରେ ପାକିସ୍ତାନର ଲାହୋର ସ୍ଥିତ ଗଦାଫି ଷ୍ଟାଡିୟମରେ ଖେଳାଯାଉଛି। ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ...
‘ମୋ ବଲ୍ ପଢିପାରୁ ନ ଥିଲେ ଦ୍ରାବିଡ’
ନୂଆଦିଲ୍ଲୀ,୬।୯: କିମ୍ବଦନ୍ତୀ ଶ୍ରୀଲଙ୍କାର ସ୍ପିନର ମୁଥିୟା ମୁରଲୀଧରନ ଏକ ବଡ଼ ଖୁଲାସା କରିଛନ୍ତି। ଭାରତୀୟ ଦଳର ପୂର୍ବତନ ଖେଳାଳି ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡଙ୍କୁ ନେଇ ଏକ ଇଭେଣ୍ଟରେ ମୁରଲୀଧରନ କହିଛନ୍ତି ଯେ, ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ବାଗ...
ମ୍ୟାଚ ଫିକ୍ସିଂ ଅଭିଯୋଗରେ ଅନ୍ତର୍ଜାତୀୟ କ୍ରିକେଟର୍ ଗିରଫ
କଲମ୍ବୋ,୬।୯: ମ୍ୟାଚ ଫିକ୍ସିଂ ଅଭିଯୋଗରେ ଶ୍ରୀଲଙ୍କାର ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ସଚ୍ଚିଥ୍ରା ସେନାୟାକେଙ୍କୁ ବୁଧବାର ଗିରଫ କରାଯାଇଛି। ଶ୍ରୀଲଙ୍କା ପାଇଁ ସମସ୍ତ ତିନୋଟି ଫର୍ମାଟରେ ଖେଳିଥିବା ସେନାୟାକେଙ୍କୁ ୨୦୨୦ରେ ଲଙ୍କା ପ୍ରିମିୟର ଲିଗ (ଏଲ୍ପିଏଲ୍) ସମୟରେ ଏକ ମ୍ୟାଚ ଫିକ୍ସିଂ...
ଅମ୍ବାନୀଙ୍କଠାରୁ ବି ମହଙ୍ଗା ସେହ୍ବାଗଙ୍କ ସ୍କୁଲ; ଜାଣନ୍ତୁ ଏହାର ଫିସ୍, କ୍ରିକେଟରଙ୍କ ରୋଜଗାର…
ନୂଆଦିଲ୍ଲୀ,୬।୯: ନିଜର ବିସ୍ଫୋରକ ବ୍ୟାଟିଂକୁ ନେଇ ପରିଚିତ ବିରେନ୍ଦ୍ର ସେହ୍ବାଗଙ୍କ ‘ସେହ୍ବାଗ ଇଣ୍ଟରନ୍ୟାଶନାଲ ସ୍କୁଲ’ ବେଶ ଲୋକପ୍ରିୟ। ୨୩ ଏକର ଜମିରେ ପରିବ୍ୟାପ୍ତ ଏହି ସ୍କୁଲ ୩୦୦ ଛାତ୍ରୀଛାତ୍ରଙ୍କୁ ନେଇ ଆରମ୍ଭ ହୋଇଥିଲା। ୨୦୧୪ରେ ସେହ୍ବାଗ ସ୍କୁଲ ଖୋଲିବାକୁ ୨୦-୩୦...
ବିଗ୍ ବି’ଙ୍କୁ ମିଳିଲା ବିଶ୍ୱକପ୍ର ଗୋଲଡେନ୍ ଟିକେଟ୍
ଆଜିକାଲି ଅମିତାଭ ବଚ୍ଚନ କୁଇଜ୍ ଶୋ’ ‘କୌନ ବନେଗା କରୋଡପତି’ର ୧୫ତମ ସିଜନ ହୋଷ୍ଟ କରୁଛନ୍ତି। ପ୍ରତ୍ୟେକ ଥର ପରି ଲୋକମାନେ ଅମିତାଭ ବଚ୍ଚନଙ୍କ ମଜାଳିଆ ଶୈଳୀକୁ ପସନ୍ଦ କରୁଛନ୍ତି। ଏହି ଶୋ’ ମାଧ୍ୟମରେ ଅମିତାଭ ବଚ୍ଚନ କ୍ରିକେଟ୍କୁ କେତେ...
ଦର୍ଶକଙ୍କୁ କ୍ଷମା ମାଗିଲେ ଅଧିନାୟକ
କଲମ୍ବୋ,୬।୯: ୨୦୨୩ ଏସିଆ କପର ସୁପର-୪ରେ ସ୍ଥାନ ପାଇବାକୁ ଆଫଗାନିସ୍ତାନ ଦଳ ବଞ୍ଚିତ ହୋଇଛି। ଦଳକୁ ଶ୍ରୀଲଙ୍କା ବିପକ୍ଷ ଡୁ କିମ୍ବା ଡାଏ ମ୍ୟାଚ୍ରେ ୨ ରନ୍ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଶ୍ରୀଲଙ୍କା ବିପକ୍ଷ ପରାଜୟ ପରେ ଆଫଗାନିସ୍ତାନ...
ସୁପର-୪ରେ ଶ୍ରୀଲଙ୍କାର ଦମ୍ଦାର ଏଣ୍ଟ୍ରି
ପାଲେକେଲ,୬।୯: ଏସିଆ କପ୍ର ସୁପର-୪ ଲାଗି ଯୋଗ୍ୟତା ଅର୍ଜନ କରିଛି ଶ୍ରୀଲଙ୍କା। ମଙ୍ଗଳବାର ଖେଳାଯାଇଥିବା ଅନ୍ତିମ ଗ୍ରୁପ ମ୍ୟାଚ୍ରେ ଦଳ ଆଫଗାନିସ୍ତାନକୁ ପରାଜିତ କରିଥିଲା। ଫଳରେ ଦଳ ୪ ପଏଣ୍ଟ ସହ ସୁପର-୪ରେ ଦମ୍ଦାର ଏଣ୍ଟ୍ରି କରିଛି। ସୂଚନାଯୋଗ୍ୟ, କୁଶାଲ...
Archives


