ଖେଳ

ମୁମ୍ବାଇ ଇଣ୍ଡିଆନ୍ସକୁ ବଡ଼ ଝଟକା, ଆଇପିଏଲ ୨୦୨୪ରୁ ବାଦ ପଡି ପାରନ୍ତି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା!

ନୂଆଦିଲ୍ଲୀ,୨୩।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୪ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରିଛି। ହାର୍ଦ୍ଦିକ ରୋହିତଙ୍କ ବଦଳରେ ଏହି ଦାୟିତ୍ୱ ପାଇଥିଲେ, ମୁମ୍ବାଇକୁ ରୋହିତ ୫ ଥର ଆଇପିଏଲ ଚମ୍ପିୟାନ କରାଇଥିଲେ। ବର୍ତ୍ତମାନ ହାର୍ଦ୍ଦିକଙ୍କ ଫିଟନେସକୁ ନେଇ…

ଧୋନିଙ୍କ ରେକର୍ଡ ଭାଙ୍ଗିଲେ କେ.ଏଲ ରାହୁଲ

ନୂଆଦିଲ୍ଲୀ,୨୩।୧୨: ୨୦୨୩ କେ.ଏଲ ରାହୁଲଙ୍କ ପାଇଁ ବହୁତ ଭଲ ପ୍ରମାଣିତ ହୋଇଛି। ଯଦିଓ, ସେ ଚଳିତ ବର୍ଷ କିଛି ମାସ ଆହତ ଥିଲେ ମଧ୍ୟ ସୁସ୍ଥ ହେବା ପରେ ରାହୁଲ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ରାହୁଲ ଜଣେ ଉଇକେଟ୍‌ କିପର…

କୋହଲିଙ୍କ ବିଷୟରେ କହି ହୃଦୟ ଜିତିଲେ ଗମ୍ଭୀର

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟର ବିରାଟ କୋହଲି ଏବଂ ଗୌତମ ଗମ୍ଭୀର ପଡ଼ିଆରେ ଥରେ ନୁହେଁ ଦୁଇଥର ଆଇପିଏଲରେ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଛି। ଦ୍ୱିତୀୟ ଥର ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଗତ ସିଜିନ୍‌ ଅର୍ଥାତ୍‌ ଆଇପିଏଲ ୨୦୨୩ରେ ହୋଇଥିଲା । ଏହି…

ଟେଷ୍ଟରେ ଭାରତ ସ୍ଥିତି ମଜଭୁତ

ମୁମ୍ବାଇ,୨୩।୧୨: ଓ୍ବାଙ୍ଖେଡେ ଷ୍ଟାଡିୟମରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ଏକମାତ୍ର ମହିଳା କ୍ରିକେଟ ଟେଷ୍ଟରେ ଭାରତ ମଜଭୁତ ସ୍ଥିତିରେ ରହିଛି। ଦ୍ୱିତୀୟ ଦିବସ ଖେଳ ଶେଷ ବେଳକୁ ଭାରତ ୭ ଉଇକେଟ ହରାଇ ୩୭୬ ରନ୍‌ ସଂଗ୍ରହ କରିଛି। ୩ ଉଇକେଟ ସୁରକ୍ଷିତ…

ଆରମ୍ଭ ହେଲା ସର୍ବଭାରତୀୟ ଓପନ କରାଟେ

ଭୁବନେଶ୍ୱର, ୨୩।୧୨(ତପନ ସ୍ବାଇଁ): ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ପରିସରରେ ସର୍ବଭାରତୀୟ ଓପନ କରାଟେ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏଥିରେ ଭାରତର ବିଭିନ୍ନ ରାଜ୍ୟରୁ ମୋଟ ୮୫୦ କରାଟେକା ଅଂଶଗ୍ରହଣ କରୁଛନ୍ତି। ପ୍ରଥମ ଦିବସରେ ସିନିୟରର ମହିଳା ଓ ପୁରୁଷ ଏବଂ…

କୁସ୍ତି ମହାସଂଘ ଗଠନର ଦିନକ ନପୁରୁଣୁ ବିବାଦ

ନୂଆଦିଲ୍ଲୀ, ୨୩ା୧୨: ନୂଆ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ଗଠନ ହେବାର ଦିନକ ପରେ ସେଥିରେ ବିବାଦଦେଖାଦେଇଛି। ଜାତୀୟ ଜୁନିୟର ପ୍ରତିଯୋଗିତାକୁ ସ୍ଥଗିତ ରଖିବା ଲାଗି ଏହି କ୍ରୀଡ଼ା ପରିଷଦର ଜେନେରାଲ ସେକ୍ରେଟାରୀ ପ୍ରେମଚାନ୍ଦ ଲୋଚାବ ଦାବି କରିଛନ୍ତି। ପ୍ରତିଯୋଗିତାର ଦିନ ଧାର୍ଯ୍ୟ…

ଦିଲୀପ ତିର୍କୀଙ୍କୁ ପି.ଏଚ୍‌.ଡି. ସମ୍ମାନ

ନୂଆଦିଲ୍ଲୀ, ୨୩ା୧୨: କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ଶ୍ରୀ ୟୁନିଭର୍ସିଟି ତରଫରୁ ହକି ଇଣ୍ଡିଆ ସଭାପତି ଓ ପୂର୍ବତନ ଭାରତୀୟ ଅଧିନାୟକ, ପଦ୍ମଶ୍ରୀ ଦିଲୀପ ତିର୍କୀଙ୍କୁ ସ୍ପୋଟର୍‌ସ ସାଇନ୍ସରେ ପିଏଚ୍‌ଡି ସମ୍ମାନରେ ସମ୍ମାନିତ କରାଯାଇଛି। ତିର୍କୀ ତାଙ୍କ କ୍ୟାରିୟରରେ…

ନିରାଶ ମୁହଁ, ଓଦା ଆଖି…ପ୍ରଧାନମନ୍ତ୍ରୀଙ୍କ ଆବାସ ନିକଟ ଫୁଟପାଥରେ ପଦ୍ମଶ୍ରୀ ରଖି ଫେରିଲେ ବଜରଙ୍ଗ

ନୂଆଦିଲ୍ଲୀ, ୨୨ା୧୨: କିଛି ମାସ ପୂର୍ବରୁ ହରିଦ୍ୱାର ଯାଇ ଗଙ୍ଗା ନଦୀରେ ନିଜର ପଦକସବୁକୁ ଭସାଇ ଦେବାର ଧମକ ଦେଇଥିଲେ ରେସଲର ବଜରଙ୍ଗ ପୁନିଆ । ଏବେ ସେ ଏଭଳି କିଛି କରିଛନ୍ତି ଯାହାକି ଅନେକଙ୍କୁ ଚକିତ କରିଛି। ବ୍ରିଜ୍‌ଭୂଷଣ ଶରଣ…

ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ାଇଲେ ସୂର୍ଯ୍ୟକୁମାର

କେପଟାଉନ୍‌,୨୨।୧୨: ଦକ୍ଷିଣ ଆଫ୍ରିକା ଗସ୍ତରେ ଆହତ ହୋଇଛନ୍ତି ଭାରତୀୟ ଟିମ୍‌ର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ। ଫଳରେ ସେ ଆସନ୍ତା କିଛି ସପ୍ତାହ ଯାଏ କ୍ରିକେଟରୁ ଦୂରରେ ରହିବେ। ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଅନ୍ତିମ ଟି୨୦ ମୁକାବିଲାରେ ସୂର୍ଯ୍ୟକୁମାର ଆହତ…

୩-୨ରେ ସିରିଜ ଜିତିଲା ଓ୍ବେଷ୍ଟଇଣ୍ଡିଜ

ଟାରୋବା,୨୨ା୧୨: ଓ୍ବେଷ୍ଟଇଣ୍ଡିଜ ଅନ୍ତିମ ଓଭରରେ ଇଂଲଣ୍ଡକୁ ପରାସ୍ତ ୫ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଟି୨୦ ସିରିଜକୁ ୩-୨ରେ ଜିତି ନେଇଛି। ସ୍ଥାନୀୟ ବ୍ରାଏନ ଲାରା ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୧୯.୩ ଓଭରରେ…

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମ ଟିକେଟ

ଭୁବନେଶ୍ୱର, ୨୨।୧୨: ଅଲ୍‌ଟିମେଟ ଖୋ ଖୋ (ୟୁକେକେ) ଲିଗ୍‌ର ଦ୍ୱିତୀୟ ସଂସ୍କରଣ ଚଳିତ ମାସ ୨୪ ତାରିଖରୁ ଆରମ୍ଭ ହେବ। କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଏହା ଖେଳାଯିବ। ୟୁକେକେର ସିଇଓ ତଥା ଲିଗ୍‌ କମିଶନର ତେନଜିଂ ନିୟୋଗି ପ୍ରତିଯୋଗିତାର…

ପଦ୍ମଶ୍ରୀ ଫେରାଇଲେ ରେସଲର ବଜରଙ୍ଗ ପୁନିଆ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି କଲେ ଘୋଷଣା

ନୂଆଦିଲ୍ଲୀ,୨୨।୧୨: ବ୍ରିଜ ଭୂଷଣ ଶରଣ ସିଂହଙ୍କ ଘନିଷ୍ଠ ସଞ୍ଜୟ ସିଂହ ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ବଡ ନିଷ୍ପତ୍ତି ନେଇଛନ୍ତି। ପୁନିଆ ଭାରତ ସରକାରଙ୍କ ଠାରୁ ମିଳିଥିବା ପଦ୍ମଶ୍ରୀ ପୁରସ୍କାରକୁ ଫେରାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri