ଖେଳ

ପ୍ରଥମ ଟି -୨୦ରେ ଆଫଗାନିସ୍ତାନକୁ ୬ ଉଇକେଟ୍‌ରେ ହରାଇଲା ଭାରତ

ମୋହାଲି,୧୧।୧: ମୋହାଲିରେ ଖେଳାଯାଉଥିବା ଆଫଗାନିସ୍ତାନ- ଭାରତ ଟି -୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତ ୬ ଉଇକେଟ୍‌ରେ ବିଜୟୀ ହୋଇଛି। ଭାରତ ୧୫୯ ରନ୍‌ର ଲକ୍ଷକୁ ପିଛା କରି ୧୭.୩ ଓଭରରେ ଜିତିଛି। ଭାରତ ପାଇଁ ଶିବମ ଦୁବେ ୪୦ ବଲ୍‌ରେ…

ଅଷ୍ଟ୍ରେଲିଆରେ ଅଭ୍ୟାସ କରିବେ ଓଡ଼ିଆ ପୁଅ କିଶୋର

ନୂଆଦିଲ୍ଲୀ,୧୧ା୧: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪କୁ ଦୃଷ୍ଟିରେ ରଖି ଭାରତୀୟ ଆଥ୍‌ଲେଟଙ୍କୁ ବିଦେଶରେ ଅଭ୍ୟାସ କରିବାକୁ ଅନୁମତି ଦେଇଛି କ୍ରୀଡ଼ା ମନ୍ତ୍ରଣାଳୟ। ଗୁରୁବାର ଓଡ଼ିଆ ଜାଭେଲିନ୍‌ ଥ୍ରୋୟର କିଶୋର ଜେନାଙ୍କୁ ଅଷ୍ଟ୍ରେଲିଆରେ ପ୍ରସ୍ତୁତି ପାଇଁ ଅନୁମତି ମିଳିଥିବା ବେଳେ ଟୋକିଓ ଅଲିମ୍ପିକ୍ସ ପଦକ…

ମୋହାଲିରେ ଆଫଗାନିସ୍ତାନ ଦେଖାଇଲା ଦମ୍‌, ଭାରତକୁ ଦେଲା ୧୫୯ ରନ୍‌ର ଲକ୍ଷ୍ୟ

ମୋହାଲି,୧୧।୧: ମୋହାଲିରେ ଆଫଗାନିସ୍ତାନ- ଭାରତ ଟି -୨୦ ସିରିଜର ପ୍ରଥମ ମ୍ୟାଚ ଖେଳାଯାଉଛି। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୨୦ ଓଭରରେ ୫ ଉଇକେଟ୍‌ ହରାଇ ୧୫୮ ରନ୍‌ କରିଛି। ତେବେ ଟିମ୍‌ ଇଣ୍ଡିଆ ଆଗରେ ୧୫୯ ରନ୍‌ର ବିଜୟ…

ପ୍ରବଳ ଥଣ୍ଡାରେ କମ୍ପୁଛନ୍ତି କ୍ରିକେଟର: ଶେୟାର ହେଲା ଭିଡିଓ

ମୋହାଲି,୧୧।୧: ଗୁରୁବାର ୩ ଟି -୨୦ ମ୍ୟାଚ ସିରିଜର ପ୍ରଥମ ଟି -୨୦ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ମୋହାଲିରେ ଖେଳାଯିବ। କିନ୍ତୁ ଏହା ପୂର୍ବରୁ ସୋସିଆଲ ମିଡିଆରେ ଏକ ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଅକ୍ଷର…

ଏହି କାରଣରୁ ଟିମ ଇଣ୍ଡିଆର ପ୍ଲେ-୧୧ରୁ ବାଦ୍‌ ପଡ଼ିଲେ ଯଶସ୍ବୀ

ମୋହାଲି,୧୧।୧: ମୋହାଲିରେ ଆଫଗାନିସ୍ତାନ-ଭାରତ ଟି -୨୦ ସିରିଜର ପ୍ରଥମ ମ୍ୟାଚ ଖେଳାଯାଉଛି। ଟିମ ଇଣ୍ଡିଆ ଟସ୍‌ ଜିତି ଆଫଗାନିସ୍ତାନ ବିପକ୍ଷରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ତେବେ ପ୍ରଥମ ମ୍ୟାଚରେ ଭାରତୀୟ ବ୍ୟାଟର୍‌ ଯଶସ୍ବୀ ଜୟଓ୍ବାଲ ବାଦ୍‌ ପଡିଛନ୍ତି। ବିସିସିଆଇ…

ଆଫଗାନିସ୍ତାନ-ଭାରତ ଟି -୨୦ ସିରିଜ: ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ଭାରତ

ମୋହାଲି,୧୧।୧: ମୋହାଲିରେ ଆଫଗାନିସ୍ତାନ-ଭାରତ ଟି -୨୦ ସିରିଜର ପ୍ରଥମ ମ୍ୟାଚ ଖେଳାଯାଉଛି। ଟିମ ଇଣ୍ଡିଆ ଟସ୍‌ ଜିତି ଆଫଗାନିସ୍ତାନ ବିପକ୍ଷରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଆମନ୍ତ୍ରଣ ପାଇ ଆଫଗାନିସ୍ତାନ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ। ପ୍ଲେ-୧୧ରେ ଉଇକେଟ୍‌ କିପର…

ରୋହିତ ଶର୍ମାଙ୍କୁ ପ୍ରଶଂସା କଲେ ପୂର୍ବତନ ଭାରତୀୟ ଖେଳାଳି

ନୂଆଦିଲ୍ଲୀ, ୧୧।୧: ଟିମ ଇଣ୍ଡିଆ ମୋହାଲିରେ ଆଫଗାନିସ୍ତାନ ବିପକ୍ଷ ଟି -୨୦ ସିରିଜର ପ୍ରଥମ ମ୍ୟାଚ ଖେଳିବ। ଦୀର୍ଘ ଦିନ ପରେ ରୋହିତ ଶର୍ମା ଭାରତୀୟ ଟି -୨୦ ଦଳକୁ ଫେରିଛନ୍ତି। ଏହି ସିରିଜରେ ରୋହିତ ଭାରତର ଅଧିନାୟକ ହେବେ। ପୂର୍ବତନ…

ମହମ୍ମଦ ସିରାଜଙ୍କ ଉପରେ ନୋଟ ବର୍ଷା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୧।୧: ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତ ବହୁତ ଭଲ ଥିଲା। ସେ ୨ମ୍ୟାଚ ଟେଷ୍ଟ ସିରିଜରେ ୯ ୱିକେଟ ନେଇଥିଲେ। ଟେଷ୍ଟ ସିରିଜରେ ଅଧିକାଂଶ ୱିକେଟ ନେଇଥିବା ବୋଲର ତାଲିକାରେ ସିରାଜ…

ଉପରକୁ ଉଠିଲେ ବିରାଟ କୋହଲି

ନୂଆଦିଲ୍ଲୀ,୧୧।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଟିମ ଇଣ୍ଡିଆ ଘରୋଇ ଦଳକୁ ପରାସ୍ତ କରିଥିଲା। ଭାରତର ଏହି ବିଜୟ ସହିତ ସିରିଜ ୧-୧ରେ ବରାବର ହୋଇଥିଲା। ବର୍ତ୍ତମାନ ଆଇସିସି ଟେଷ୍ଟର ର଼୍ୟାଙ୍କିଂ ପ୍ରକାଶ…

ରାହୁଲ ଦ୍ରାବିଡଙ୍କ କୋଚ୍‌ କିଏ ଜାଣନ୍ତି? ଯିଏ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ କରିଥିଲେ ଡେବ୍ୟୁ, ୯୧ ରନ୍‌ରେ ୮ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ…

ନୂଆଦିଲ୍ଲୀ,୧୧।୧: ଟିମ୍‌ ଇଣ୍ଡିଆର କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି ରାହୁଲ ଦ୍ରାବିଡ। ହେଲେ କ’ଣ ଆପଣ ଦ୍ରାବିଡଙ୍କ କୋଚ୍‌ଙ୍କୁ ଜାଣନ୍ତି, ଯିଏ କି ତାଙ୍କୁ ଭାରତୀୟ ଟିମ୍‌ ଲାଗି ଖେଳିବା ଲାଗି ସଠିକ୍‌ ମାର୍ଗଦର୍ଶନ ଦେଇଥିଲେ। ହୁଏତ ନା। କହିରଖିବୁ,…

ସନ୍ନ୍ୟାସ ନନେଇ କୋଚ୍‌ ହେଲେ ଏହି ଭେଟେରାନ ଭାରତୀୟ କ୍ରିକେଟର, ଟିମ୍‌ ଇଣ୍ଡିଆ ବିପକ୍ଷରେ କରିବେ କାମ

ନୂଆଦିଲ୍ଲୀ,୧୧।୧: ଚଳିତ ମାସରେ ଭାରତ-ଆଫଗାନିସ୍ତାନ ମଧ୍ୟରେ ଟି୨୦ ସିରିଜ ଖେଳାଯିବ। ଏହାପରେ ଭାରତ ଇଂଲଣ୍ଡ ବିପକ୍ଷରେ ୫ ଟେଷ୍ଟ ମ୍ୟାଚ୍‌ର ସିରିଜ ଖେଳିବ। ଏହି ସିରିଜର ଠିକ୍‌ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇ…

ଖୋର୍ଦ୍ଧାକୁ ହରାଇ ଫରେଷ୍ଟ ଭିଲାଇ ଚାମ୍ପିୟନ

ନୂଆପଡ଼ା,୧୧।୧(ମକାରୁ ବେମାଲ): ସ୍ଥାନୀୟ ମିନି ଷ୍ଟାଡିୟମରେ ଚାଲିଥିବା ସର୍ବଭାରତୀୟ ୩୨ତମ ୱାଇଏମ୍‌ସି କପ୍‌ କ୍ରିକେଟ ବୁଧବାର ଫାଇନାଲ ମ୍ୟାଚ୍‌ରେ ଇଷ୍ଟକୋଷ୍ଟ ଖୋର୍ଦ୍ଧାକୁ ହରାଇ ଫରେଷ୍ଟ ଭିଲାଇ ଚାମ୍ପିୟନ ହୋଇଛି। ଖୋର୍ଦ୍ଧା ବ୍ୟାଟିଂ କରି ନିର୍ଦ୍ଧାରିତ ୩୦ ଓଭରରେ ୧୦ ଉଇକେଟ ହରାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri