ଇତିହାସ ରଚିଲା ଆୟର୍ଲାଣ୍ଡ, କ୍ରିକେଟରେ ପ୍ରଥମ ଥର ଲାଗି କଲା ଏଭଳି କାରନାମା
ଆବୁଧାବି,୧।୩: ପ୍ରଥମ ଥର ଲାଗି ଟେଷ୍ଟ ମ୍ୟାଚ୍ ଜିତି ଇତିହାସ ରଚିଛି ଆୟର୍ଲାଣ୍ଡ। ୨୦୧୮ରେ ପ୍ରଥମ ଥର ଲାଗି ଟେଷ୍ଟ କ୍ରିକେଟ ଖେଳିଥିଲା ଏହି ଦଳ। ଆଫଗାନିସ୍ତାନ ବିପକ୍ଷରେ ଏକ ଜବରଦସ୍ତ ମୁକାବିଲାରେ ୬ ଉଇକେଟରେ ଦଳ ବିଜେତା ହୋଇଛି। ଏଭଳି…
ବିସିସିଆଇ ନିଷ୍ପତ୍ତିକୁ କପିଳ ଦେବଙ୍କ ସମର୍ଥନ
ନୂଆଦିଲ୍ଲୀ,୧ା୩: ଘରୋଇ କ୍ରିକେଟ ନ ଖେଳିଲେ ଖେଳାଳିଙ୍କୁ ଜାତୀୟ ଦଳ ଚୟନ ପାଇଁ ଗ୍ରହଣ କରାଯିବ ନାହିଁ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ନେଇଥିବା ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ପୂର୍ବତନ ବିଶ୍ୱକପ ବିଜୟୀ ଅଧିନାୟକ କପିଳ ଦେବ। ନିକଟରେ ବିସିସିଆଇ…
ବିସିସିଆଇ କଠୋର ହେବା ପରେ ରଣଜୀ ଖେଳିବେ ବୋଲି ହଁ ଭରିଲେ ଶ୍ରେୟସ, ସେମିଫାଇନାଲରେ…
ନୂଆଦିଲ୍ଲୀ,୧।୩: ରଣଜୀ ଟ୍ରଫି ଟୁର୍ନାମେଣ୍ଟ ୨୦୨୪ର ସେମିଫାଇନାଲରେ ଅଜିଙ୍କ୍ୟ ରାହାନେ ଅଧିନାୟକ ଥିବା ମୁମ୍ବାଇ ଟିମ୍ ପହଞ୍ଚିଛି। ଏବେ ସେମିଫାଇନାଲରେ ମୁମ୍ବାଇର ମୁକାବିଲା ତାମିଲନାଡ଼ୁ ସହ ହେବ। ଶନିବାର ଅର୍ଥାତ ମାର୍ଚ୍ଚ ୨ରୁ ଏହାର ଆରମ୍ଭ ହେବ। ତେବେ ଏହି ମୁକାବିଲାରେ…
‘ଆୟର-କିଶନଙ୍କ ପ୍ରତି ଅନ୍ୟାୟ ହୋଇଛି’
ନୂଆଦିଲ୍ଲୀ,୧।୩: ବିସିସିଆଇ ପକ୍ଷରୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଘୋଷଣା ହେବା ପରଠାରୁ ବିବାଦ ଉପୁଜିଛି। ବିଶେଷକରି ଶ୍ରେୟାସ ଆୟର ଏବଂ ଈଶାନ କିଶନଙ୍କ ନାମ କୌଣସି ଗ୍ରେଡ୍ରେ ନ ଥିବାରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବୋର୍ଡ ପକ୍ଷରୁ ଉଭୟଙ୍କ ନାମକୁ ବିଚାରକୁ ନିଆଯାଇ…
ଲକ୍ଷ୍ନୌ ଦେଲା କ୍ରୁନାଲ ପାଣ୍ଡ୍ୟାଙ୍କୁ ଝଟ୍କା
ନୂଆଦିଲ୍ଲୀ,୧।୩: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍୦୨୪) ଆରମ୍ଭ ହେବା ପୂର୍ବରୁ ଲକ୍ଷ୍ନୌ ସୁପର ଜିଆଣ୍ଟସ୍(ଏଲ୍ଏସ୍ଜି) ବଡ଼ ପଦକ୍ଷେପ ନେଇଛି। ଫ୍ରାଞ୍ଚାଇଜ୍ କେଏଲ୍ ରାହୁଲ ଅଧିନାୟକ ରହିବେ। ହେଲେ ତାଙ୍କ ଡେପୁଟି ଅର୍ଥାତ ଉପଅଧିନାୟକ ଭାବେ ଓ୍ବେଷ୍ଟଇଣ୍ଡିଜର ମହାନ କ୍ରିକେଟର ନିକୋଲାସ ପୁରନ୍ଙ୍କୁ ଦାୟିତ୍ୱ…
ପଡ଼ିଆରେ ପରସ୍ପର ଧକ୍କା ହେଲେ ୨ ବ୍ୟାଟ୍ସମ୍ୟାନ୍: ଆଉ ତା’ପରେ ଘଟିଲା ଏମିତି…ଦେଖନ୍ତୁ ଭିଡିଓ
ଓ୍ବେଲିଙ୍ଗଟନ୍,୧।୩: ପ୍ରଥମ ଟେଷ୍ଟ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଓ୍ବେଲିଙ୍ଗଟନ୍ରେ ଖେଳାଯାଉଛି। ଏହି ଟେଷ୍ଟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନ୍ୟୁଜିଲାଣ୍ଡର ସ୍କୋର ଗୋଟିଏ ଉଇକେଟ୍ ଉଇକେଟ ପାଇଁ ୧୨ ରନ ଥିଲା। ମିଚେଲ ଷ୍ଟାର୍କ ଅଷ୍ଟ୍ରେଲିଆ…
୨୦ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଗ୍ରୀନ-ହେଜଲଉଡ୍
ୱେଲିଙ୍ଗଟନ୍,୧।୩: କ୍ୟାମେରନ ଗ୍ରୀନ ଏବଂ ଜୋସ ହେଜେଲଉଡଙ୍କ ଯୋଡି ଶୁକ୍ରବାର ଇତିହାସ ସୃଷ୍ଟି କରିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଦଶମ ଉଇକେଟ ପାଇଁ ଉଭୟ ୧୧୬ ରନ ଭାଗିଦାରୀ କରିଥିଲେ। ଏହି…
ଦ୍ୱିଗୁଣିତ ହେବ ଭାରତ-ପାକିସ୍ତାନ ରୋମାଞ୍ଚ: ମୁକ୍ତିଲାଭ କଲା ନେଟଫ୍ଲିକ୍ସ ‘ଦି ଗ୍ରେଷ୍ଟ ରାଇଭଲରୀ’ର ଟିଜର
ନୂଆଦିଲ୍ଲୀ,୧।୩: କ୍ରିକେଟ ଭାରତରେ ଏକ ପର୍ବଠାରୁ କମ ନୁହେଁ। ଭାରତୀୟମାନେ ମଧ୍ୟ ଏହି ପର୍ବ ପାଳନ କରିବା ପାଇଁ ନିଜ କାର୍ଯ୍ୟ ଛାଡିଥାନ୍ତି। ବିଶେଷ କରି ଯେତେବେଳେ ପଡୋଶୀ ଦେଶ ପାକିସ୍ତାନ ସହିତ ପ୍ରତିଯୋଗିତା ହୁଏ, ସେତେବେଳେ ଉତ୍ସାହ ଶିଖରରେ ପହଞ୍ଚେ।…
କୋହଲିଙ୍କୁ ବିଶେଷ ଡିମାଣ୍ଡ କଲେ ଅଭିନେତ୍ରୀ, କ’ଣ ଏହାକୁ ପୂରା କରିପାରିବେ ବିରାଟ?
ନୂଆଦିଲ୍ଲୀ,୧।୩: ତାମିଲ ଏବଂ ତେଲୁଗୁ ଚଳଚ୍ଚିତ୍ରର ସୁପର ଷ୍ଟାର ବର୍ଷା ବୋଲମ୍ମା କ୍ରିକେଟକୁ ବହୁତ ଭଲ ପାଆନ୍ତି । ବିଶେଷକରି ତାଙ୍କୁ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ମ୍ୟାଚରେ ପ୍ରାୟତଃ ଦେଖିବାକୁ ମିଳେ। ତେବେ ଆଇପିଏଲ ୨୦୨୪ ସିଜିନ ଆରମ୍ଭ ପୂର୍ବରୁ…
ଏଲିନାଙ୍କୁ ଦିଲୀପଙ୍କ ପ୍ରଶଂସା
ରାଉରକେଲା,୧ା୩(ପି.ଟି.):ହକି ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଏଲିନା ନର୍ମାନ ମଙ୍ଗଳବାର ଇସ୍ତଫା ପ୍ରଦାନ କରିବା ପରେ ସଭାପତି ଦିଲୀପ ତିର୍କୀ ମୁହଁ ଖୋଲିଛନ୍ତି। ଜଣେ ସିଇଓ ଭାବରେ ଏଲିନା ଉଲ୍ଲେଖନୀୟ କାମ କରିବା ସହ ଭାରତରେ ହକିର ବିକାଶ କରିଛନ୍ତି ବୋଲି…
ରୋନାଲ୍ଡୋ ଗୋଟିଏ ମ୍ୟାଚ୍ରୁ ବାସନ୍ଦ
ରିୟାଧ,୧ା୩(ପି.ଟି.):ଫ୍ୟାନ୍ଙ୍କ ଉଦ୍ଦେଶ୍ୟରେ ଆପତ୍ତିଜନକ ଭଙ୍ଗୀ ପ୍ରଦର୍ଶନ କରିବା କାରଣରୁ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ଗୋଟିଏ ମ୍ୟାଚ୍ରୁ ବାସନ୍ଦ କରାଯାଇଛି। ସାଉଦି ଆରବ ଲିଗ୍ର ଏକ ମ୍ୟାଚ୍ ସମୟରେ ଅଲ୍ ନାସର ଖେଳାଳି ରୋନାଲ୍ଡୋ ଦର୍ଶକ ଗ୍ୟାଲେରିରେ ଥିବା ଅଲ ଶବାବ ଫ୍ୟାନ୍ଙ୍କୁ ଏଭଳି…
ବିରାଟଙ୍କଠାରୁ ବି ଅଧିକ ପାଓ୍ବାରଫୁଲ ଜୟ ଶାହା? ଟପ ଟେନ ତାଲିକାରେ ଧୋନି-ନିରଜ ଚୋପ୍ରା ସାମିଲ
ନୂଆଦିଲ୍ଲୀ,୨୯।୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସଚିବ ଜୟ ଶାହା ଦେଶର କ୍ରିକେଟ ଦୁନିଆର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ହୋଇପାରିଛନ୍ତି। ଏହି ପ୍ରସଙ୍ଗରେ ସେ ବିରାଟ କୋହଲିଙ୍କୁ ମଧ୍ୟ ପଛରେ ଛାଡିଛନ୍ତି। ନିକଟରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଭାରତର…
Archives


