ଖେଳ

ନ୍ୟୁଜିଲାଣ୍ଡ ବିପକ୍ଷରେ ଜବରଦସ୍ତ ବିଜୟ ହାସଲ କଲା ଭାରତ

ମାଉଣ୍ଟ ମଙ୍ଗାନୁଇ,୨୦।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ଜବରଦସ୍ତ ବିଜୟ ହାସଲ କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ଚମତ୍କାର ଶତକ ପରେ ଦୀପକ ହୁଡାଙ୍କ ବୋଲିଂ ଯାଦୁରେ ଘରୋଇ ଦଳ ଧରାଶାୟୀ ହୋଇଛି।...

ରେକର୍ଡ ବର୍ଷା କଲେ ସୂର୍ଯ୍ୟକୁମାର

ମାଉଣ୍ଟ ମାଙ୍ଗାନୁଇ,୨୦।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ମାଉଣ୍ଟ ମାଙ୍ଗାନୁଇରେ ଖେଳାଯାଉଛି। ଏହି ମ୍ୟାଚରେ ବିଶ୍ୱର ଏକ ନମ୍ବର ଟି-୨୦ ବ୍ୟାଟ୍ସମ୍ୟାନ ଭାରତର ସୂର୍ଯ୍ୟକୁମାର ଯାଦବ ୫୧ ବଲରେ ୧୧୧...

ସୂର୍ଯ୍ୟକୁମାରଙ୍କ ଶତକ: ନ୍ୟୁଜିଲାଣ୍ଡକୁ ୧୯୨ ରନ୍‌ ଟାର୍ଗେଟ୍‌ ଦେଲା ଭାରତ

ମାଉଣ୍ଟ ମଙ୍ଗାନୁଇ,୨୦।୧୧: ଭାରତର ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ମାଉଣ୍ଟ ମଙ୍ଗାନୁଇରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ସମ୍ମୁଖରେ ଭାରତ ୧୯୨ ରନ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଟସ ହାରି ପରେ ପ୍ରଥମେ ବ୍ୟାଟିଂ କରି ଭାରତର ଆରମ୍ଭ...

ବିଶ୍ୱ ରେକର୍ଡ କଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୨୦।୧୧: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି୨୦ ମୁକାବିଲା ରବିବାର ଖେଳାଯାଉଛି। ଏହି ମ୍ୟାଚ୍‌ର ଟସ୍‌ ପଡ଼ିବା ମାତ୍ରେ ଭାରତୀୟ ଦଳ ଏକ ବଡ ରେକର୍ଡ କରିଛି। ଏକ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ସଂଖ୍ୟକ ମ୍ୟାଚ୍‌ ଖେଳିବାର ବିଶ୍ୱ ରେକର୍ଡ ଦଳ...

ଟସ୍‌ ଜିତି ନ୍ୟୁଜିଲାଣ୍ଡର ବୋଲିଂ ନିଷ୍ପତ୍ତି, ୧୫ ଓଭର ସୁଦ୍ଧା ଭାରତର ସ୍କୋର ୧୨୨/୩

ମାଉଣ୍ଟ ମଙ୍ଗାନୁଇ, ୨୦।୧୧: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ ରବିବାର ଏଠାରେ ଖେଳାଯାଉଛି। ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଭାରତ ବ୍ୟାଟିଂ ନିମନ୍ତ୍ରଣ ପାଇ ଭଲ ଆରମ୍ଭ କରିଛି। ତେବେ ଖବର...

ମନେପଡ଼ିବେ ମାରାଡୋନା

ରେଫରିଙ୍କ ହ୍ବିସିଲ ବାଜିବ। ପଡ଼ିଆରେ ଖେଳାଳିମାନଙ୍କ ମଧ୍ୟରେ ଲଢ଼େଇ ଆରମ୍ଭ ହେବ। ସମର୍ଥକମାନେ ଗ୍ୟାଲେରିରେ ନାଚିବେ। ଏସବୁ ଦେଖିବାକୁ ମିଳିବ କାତାରରେ। କିନ୍ତୁ ଜଣେ ଅନୁପସ୍ଥିତ ରହିବେ। ଲୋକେ ତାଙ୍କୁ ‘ଗଡ୍‌ ଅଫ୍‌ ଫୁଟ୍‌ବଲ’ କହୁଥିବା ବେଳେ ଅନ୍ୟ କେତେକ...

ପୁଅଙ୍କୁ ଭେଟି ଭାବବିହ୍ବଳ ହେଲେ ଧାଓ୍ବନ

ନୂଆଦିଲ୍ଲୀ,୧୯।୧୧: ଟିମ୍‌ ଇଣ୍ଡିଆ ଓପନର୍‌ ଶିଖର ଧାଓ୍ବନ ନ୍ୟୁଜିଲାଣ୍ଡ ଗସ୍ତରେ ଦିନିକିଆ ଟିମ୍‌ରେ ନେତୃତ୍ୱ ନେବେ। ନଭେମ୍ବର ୨୫ରୁ ସିରିଜ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଧାଓ୍ବନ ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି। ସେଠାରେ ସେ ପୁଅ ଜୋରାଓ୍ବରଙ୍କୁ ଭେଟି ଭାବବିହ୍ବଳ...

ରବିବାର ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ୱିତୀୟ ଟି୨୦ ଖେଳିବ ଭାରତ; ଏମିତି ହୋଇପାରେ ସମ୍ଭାବ୍ୟ ଏକାଦଶ

ନୂଆଦିଲ୍ଲୀ,୧୯।୧୧: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି୨୦ ରବିବାର ଖେଳାଯିବ। ଏହି ମ୍ୟାଚ୍‌ରେ ବର୍ଷା ବାଧକ ସାଜିପାରେ ବୋଲି କୁହାଯାଉଥିବା ବେଳେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ ଖରା ହେବ ବୋଲି କହିଛନ୍ତି। ତେବେ ଯଦି ଏହି ମ୍ୟାଚ୍‌ ଖେଳାଯାଏ ତେବେ...

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖୁସିଖବର, ଆଇପିଏଲ୍‌ ୨୦୨୩ରେ ଖେଳିବେ ଏହି ଘାତକ ବୋଲର୍‌!

ନୂଆଦିଲ୍ଲୀ,୧୯।୧୧: ଇଂଲଣ୍ଡର ତାରକା ଫାଷ୍ଟ ବୋଲର୍‌ ଜୋଫ୍ରା ଆର୍ଚରଙ୍କୁ ଆଇପିଏଲ୍‌ ୨୦୨୨ ମେଗା ନିଲାମରେ ୮ କୋଟି ଟଙ୍କାରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) କିଣିଥିଲା। ମାତ୍ର ଆହତ ସମସ୍ୟା ଯୋଗୁ ଗତ ସିଜନ୍‌ରେ ସେ ଖେଳିପାରି ନ ଥିଲେ। ଏବେ କିନ୍ତୁ...

ଜାତୀୟ ଚୟନ କମିଟି ବହିଷ୍କୃତ ହେବା ପରେ ଖୁସି ମନାଉଛନ୍ତି କୋହଲିଙ୍କ ପ୍ରଶଂସକ

ନୂଆଦିଲ୍ଲୀ,୧୯।୧୧: ଟି୨୦ ବିଶ୍ୱକପ୍‌ ସେମିଫାଇନାଲରେ ପରାଜିତ ହୋଇ ଫେରିବା ପରଠାରୁ ସମାଲୋଚିତ ହେଉଛି ଟିମ୍‌ ଇଣ୍ଡିଆ। ଏଭଳି ସ୍ଥିତିରେ ବିସିସିଆଇ ଶୁକ୍ରବାର ରାତିରେ ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ୪ଜଣିଆ ସଦସ୍ୟ ବିଶିଷ୍ଟ ସିନିୟର ସିଲେକ୍ସନ କମିଟିକୁ ବହିଷ୍କାର କରିଛି। ଏନେଇ...

କିଏ ହେବ ଭାରତୀୟ ଟିମ୍‌ର ନୂତନ ମୁଖ୍ୟ ଚୟନକର୍ତ୍ତା? ସବୁଠୁ ଆଗରେ ଏହି ଭେଟେରାନ୍‌

ନୂଆଦିଲ୍ଲୀ,୧୯।୧୧: ବିସିସିଆଇ ଶୁକ୍ରବାର ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ୪ ଜଣିଆ ସଦସ୍ୟ ବିଶିଷ୍ଟ ସିନିୟର ସିଲେକ୍ସନ କମିଟିକୁ ବହିଷ୍କାର କରିଛି। ଭାରତୀୟ କ୍ରିକେଟ ଦଳ ଟି୨୦ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରି ନ ପାରିବାରୁ ବୋର୍ଡ ଏହି ପଦକ୍ଷେପ ନେଇଛି।...

ଇଷ୍ଟବେଙ୍ଗଲକୁ ହରାଇଲା ଓଡ଼ିଶା ଏଫ୍‌ସି

କୋଲକାତା, ୧୯।୧୧: ସ୍ଥାନୀୟ ବିବେକାନନ୍ଦ ଯୁବଭାରତୀ କ୍ରୀଡ଼ାଙ୍ଗନରେ ଶୁକ୍ରବାର ଅନୁଷ୍ଠିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌) ମ୍ୟାଚରେ ଓଡ଼ିଶା ଏଫ୍‌ସି ୪-୨ ଗୋଲରେ ଇଷ୍ଟବେଙ୍ଗଲକୁ ପରାସ୍ତ କରିଛି। ଭୁବନେଶ୍ୱର ଭିତ୍ତିକ ଓଡ଼ିଶା ଏଫ୍‌ସି ପକ୍ଷରୁ ପେଦ୍ରୋ ମାର୍ଟିନ ୪୭ ଓ ୪୮ତମ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri