ଖେଳ

ଡୋପ୍‌ ଜାଲରେ ଜାଭେଲିନ୍‌ ଥ୍ରୋୟର ମନୁ

ପଞ୍ଚକୁଲା(ହରିୟାଣା),୨୮ା୬: ଜାଭେଲିନ ଥ୍ରୋୟର ଡିପି ମନୁଙ୍କୁ ପ୍ରତିଯୋଗିତାରୁ ଦୂରେଇ ରଖିବା ଲାଗି ନ୍ୟାଶନାଲ ଆଣ୍ଟି ଡୋପିଙ୍ଗ ଏଜେନ୍ସି (ନାଡା) ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ନିର୍ଦ୍ଦେଶ ପ୍ରଦାନ କରିବା ସେ ଡୋପ୍‌ ଜାଲରେ ପଡ଼ିଥିବା ସନ୍ଦେହ କରାଯାଉଛି। ୨୦୨୩ ଏସିଆନ…

ରୋମାଞ୍ଚକର ହେବ ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ୍‌ ମ୍ୟାଚ୍‌

ନୂଆଦିଲ୍ଲୀ, ୨୬।୦୬: ୨୯ ଜୁନ୍‌ ଅର୍ଥାତ ଶନିବାର ଟି-୨୦ ବିଶ଼୍ବକପ୍‌ର ଫାଇନାଲ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୋରଦାର ଟକ୍କର ହେବାକୁ ଯାଉଛି । ଲମ଼୍ବା ସମୟ ଧରି ବିଶ଼୍ବକପ୍‌ ଟ୍ରଫି ହାତେଇବାକୁ ଟିମ୍‌ ଇଣ୍ଡିଆ ଅପେକ୍ଷା କରିଥିବା ବେଳେ…

ଫାଇନାଲ ପୂର୍ବରୁ ହୃଦୟ ଜିତିଲେ ଦ୍ରାବିଡ, ବିଶ୍ୱକପ୍‌ ଜିତିବାକୁ ନେଇ କହିଲେ…

ନୂଆଦିଲ୍ଲୀ,୨୮।୬: ଭାରତୀୟ ଟିମ୍‌ ଶନିବାର ଆଇସିସି ଟି୨୦ ବିଶ୍ୱକପ୍‌ ଫାଇନାଲ ମୁକାବିଲା ଖେଳିବ। ଶନିବାର ଏହି ନିର୍ଣ୍ଣାୟକ ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ କୋଚ୍‌ ଭାବେ ଭାରତୀୟ ଟିମ୍‌ ସହ ରାହୁଲ ଦ୍ରାବିଡଙ୍କ ଏହା ଅନ୍ତିମ ମ୍ୟାଚ୍‌ ହେବ। ଗତ ନଭେମ୍ବରରୁ…

ଦୁଇ ଅଜେୟ ଟିମ ମଧ୍ୟରେ ହେବ ଫାଇନାଲ, ଯିଏ ବି ଜିତିଲେ ହେବ ଇତିହାସ

ନୂଆଦିଲ୍ଲୀ,୨୮।୬: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଶନିବାର ଟି -୨୦ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପଡ଼ିଆକୁ ଓହ୍ଲାଇବ। ଫାଇନାଲ ପର୍ଯ୍ୟନ୍ତ ଉଭୟ ଦଳ ନିଜ ଅଭିଯାନରେ ଅପରାଜିତ ରହିଛନ୍ତି। ଏହାର ଅର୍ଥ ଯେକୌଣସି ଦଳ ଜିତିବ, ଟୁର୍ନାମେଣ୍ଟରେ…

ପନ୍ତ କଲେ କମାଲ, ସେମିଫାଇନାଲରେ ଜିତିବା ପରେ ଦୀନେଶ କାର୍ତ୍ତିକ ଦେଲେ ଖାସ୍‌ ମେଡାଲ

ନୂଆଦିଲ୍ଲୀ,୨୮।୬: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଗୁରୁବାର ଟି -୨୦ ବିଶ୍ୱକପ ୨୦୨୪ର ସେମିଫାଇନାଲ ଖେଳାଯାଇଥିଲା । ଯେଉଁଥିରେ ଭାରତ ଏହି ମ୍ୟାଚକୁ ଏକ ବଡ଼ ବ୍ୟବଧାନରେ ଜିତି ନେଇଛି। ଏହି ବିଜୟ ପରେ ଟିମ ଇଣ୍ଡିଆ ଟି -୨୦ ବିଶ୍ୱକପ…

କୋହଲିଙ୍କ ଖରାପ ଫର୍ମକୁ ନେଇ ଉଠିଲା ପ୍ରଶ୍ନ: ରୋହିତ ଶର୍ମା କହିଲେ…

ନୂଆଦିଲ୍ଲୀ,୨୮।୬: ଟି-୨୦ ବିଶ୍ୱକପ ସେମିଫାଇନାଲରେ ଭାରତ ୬୮ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଏହିପରି ଭାରତୀୟ ଦଳ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ଫାଇନାଲରେ ଆଡେନ ର୍ମାାମଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ଦଳକୁ ଭେଟିବ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ…

କୋହଲିଙ୍କ ଫର୍ମଙ୍କୁ ନେଇ ଏମିତି କହିଦେଲେ କୋଚ ରାହୁଲ ଦ୍ରାବିଡ

ଗୁଏନା,୨୮।୬: ଟି-୨୦ ବିଶ୍ୱକପ ୨୦୨୪ର ସେମିଫାଇନାଲରେ ଇଂଲଣ୍ଡ ବିପକ୍ଷରେ ୬୮ ରନ ବିଜୟ ସହ ଫାଇନାଲରେ ପ୍ରବେଶ କରିଛି। ବର୍ତ୍ତମାନ ଜୁନ ୨୯ରେ ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ଭେଟିବ। ଭାରତ ତୃତୀୟ ଥର ପାଇଁ ଟି-୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ…

୧୦ ବର୍ଷରେ ୧୦ ଆଇସିସି ଟୁର୍ନାମେଣ୍ଟ ହାରିଲାଣି ଭାରତ…ପୁଣି ଆସିଛି ସୁବର୍ଣ୍ଣ ସୁଯୋଗ

ନୂଆଦିଲ୍ଲୀ,୨୮।୭: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ଟି୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି। ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଭାରତ ୨୯ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ। ବାରବାଡୋସର ବ୍ରିଜଟାଉନର କିଙ୍ଗଷ୍ଟନ୍ ଓଭାଲ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ। କିନ୍ତୁ ଏହାପୂର୍ବରୁ…

ପ୍ରଥମଥର ଏମିତି କାମ କରିପାରିଲେ ନାହିଁ ବିରାଟ କୋହଲି

ନୂଆଦିଲ୍ଲୀ,୨୮।୫: ଟି-୨୦ ବିଶ୍ୱକପ ୨୦୨୪ରେ ବିରାଟ କୋହଲିଙ୍କ ବ୍ୟାଟ୍‌ ଶାନ୍ତ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ସମଗ୍ର ଟୁର୍ନାମେଣ୍ଟରେ ତାଙ୍କର ସର୍ବାଧିକ ସ୍କୋର ୩୭ ରନ ଏବଂ ସେ ସୁପର -୮ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ଏହି ଇନିଂସ ଖେଳିଛନ୍ତି। କିନ୍ତୁ ସେମିଫାଇନାଲରେ…

ବଡ଼ ରେକର୍ଡ ହାସଲ କଲେ ‘ହିଟ୍‌ମ୍ୟାନ୍‌’

ନୂଆଦିଲ୍ଲୀ,୨୮।୬: ଟି-୨୦ ବିଶ୍ୱକପ ୨୦୨୪ର ଦ୍ୱିତୀୟ ସେମିଫାଇନାଲରେ ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷରେ ୫୪ ରନ ଇନିଂସ ଖେଳି ଅନେକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। ଅଧିନାୟକ ଇନିଂସ ଖେଳି ସେ ଟିମ ଇଣ୍ଡିଆକୁ ୧୭୧ ସ୍କୋରରେ ପହଞ୍ଚାଇବାରେ ସାହାଯ୍ୟ କରିଥିଲେ।…

ଫାଇନାଲ୍‌କୁ ଯିବା ସତ୍ତ୍ୱେ ଭୋ ଭୋ ହୋଇ କାନ୍ଦିଲେ ରୋହିତ ଶର୍ମା: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୮।୭: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଟି-୨୦ ବିଶ୍ୱକପ ୨୦୨୪ର ଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚରେ ଭାରତୀୟ ଦଳ ପାଇଁ ବୋଲର ଏବଂ ବ୍ୟାଟ୍ସମ୍ୟାନ ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି ମ୍ୟାଚରେ ଅଧିନାୟକ ରୋହିତ ଶର୍ମା…

ଅର୍ଶଦୀପ-ବୁମ୍‌ରାଙ୍କ ଘାତକ ବୋଲିଂ: ଭାଙ୍ଗିଗଲା ୧୭ ବର୍ଷ ପୁରୁଣା ରେକର୍ଡ

ନୂଆଦିଲ୍ଲୀ,୨୮।୬: ଟି-୨୦ ବିଶ୍ୱକପ ୨୦୨୪ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତ ଗତ ଟି-୨୦ ବିଶ୍ୱକପର ସେମିଫାଇନାଲ ପାଇଁ ଇଂଲଣ୍ଡରୁ ପ୍ରତିଶୋଧ ନେଇଛି। ଭାରତୀୟ ଦଳ ସେମିଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ଟି-୨୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?