ଖେଳ

ଦଳ ଛାଡ଼ିଲେ ଗମ୍ଭୀର, ସୁଟ୍‌ କଲେ ଇମୋଶନାଲ୍‌ ଭିଡିଓ

ନୂଆଦିଲ୍ଲୀ, ୭।୭: ଟି-୨୦ ବିଶ଼୍ବକପ୍‌ ବିଜୟ ପରେ ଭାରତୀୟ ଟିମ୍‌ର ହେଡ୍‌ କୋଚ୍‌ ରାହୁଲ ଦ୍ରାବିଡ଼ କୋଚ୍‌ ପଦରୁ ବିଜାୟ ଘୋଷଣା କରିଛନ୍ତି । ଅନ୍ୟପଟେ ତାଙ୍କ ସ୍ଥାନରେ ଭାରତୀୟ ଦଳର ପୂର୍ବତନ ଖେଳାଳି ଗୌତମ ଗମ୍ଭୀର ମୁଖ୍ୟ କୋଚ୍‌ ରେସ୍‌ର…

ବିଶ୍ୱ ଚାମ୍ପିୟନ୍‌ ଅଧିନାୟକ ରୋହିତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ନୀତା ଅମ୍ବାନୀ, ଜାଣନ୍ତୁ କ’ଣ ପୁରା ଘଟଣା-Video

ନୂଆଦିଲ୍ଲୀ,୭।୭: ଆଇପିଏଲ୍‌ ୨୦୨୪ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ହଠାତ ରୋହି ଶର୍ମାଙ୍କୁ ପଦରୁ ହଟାଇ ଦେଇଥିଲା। ଏହା ପରେ ଏହି ମାମଲା ବେଶ ଚର୍ଚ୍ଚାରେ ରହିଥିଲା। ଏପରିକି ମୁମ୍ବାଇର ଫଲୋଅର୍ସ ସଂଖ୍ୟା କମିଯାଇଥିଲା। ହେଲେ ଏସବୁ ମଧ୍ୟରେ ପୁଣିଥରେ…

ବିସିସିଆଇ ସଚିବ କଲେ ବଡ଼ ଘୋଷଣା: ଏହି ୪ ଖେଳାଳିଙ୍କୁ ଦେଲେ ଟି-୨୦ ବିଶ୍ୱକପ୍‌ ଜିତିବାର ଶ୍ରେୟ

ନୂଆଦିଲ୍ଲୀ,୭ା୭: ନିକଟରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟି-୨୦ ବିଶ୍ୱକପ୍‌ ଜିତିଥିଲା। ଏଥିସହ ବର୍ତ୍ତମାନ ବିସିସିଆଇ ସଚିବ ଜୟ ଶାହା ଏକ ବଡ଼ ଘୋଷଣା କରିଛନ୍ତି। ବାସ୍ତବରେ ଜୟ ଶାହା ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ, ଅଧିନାୟକ ରୋହିତ…

ଧୋନୀଙ୍କ ଜନ୍ମ ଦିନରେ ଏମିତି ବ୍ୟବହାର ଦେଖାଇଲେ ସ୍ତ୍ରୀ, ଆଶ୍ଚର୍ଯ୍ୟ ହୋଇଗଲେ  …

ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଜି ୪୩ ବର୍ଷରେ ପଦାର୍ପଣ କରିଛନ୍ତି। ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ସେ ୭ ଜୁଲାଇ ୧୯୮୧ ମସିହାରେ ଉତ୍ତରାଖଣ୍ଡ ଲାୱଲିରେ ଜନ୍ମଗ୍ରହଣ…

ପାକିସ୍ତାନ ଠାରୁ ହାରିଲା ଭାରତ, ଫେଲ୍‌ ମାରିଲେ ଲିଜେଣ୍ଡ୍‌ ବାହିନୀ

ନୂଆଦିଲ୍ଲୀ, ୭।୭: ଇଂଲଣ୍ଡରେ ଆୟୋଜିତ ବିଶ଼୍ବ ଚାମ୍ପିୟନ୍‌ସିପ୍‌ ଅଫ୍‌ ଲିଜେଣ୍ଡସ୍‌ ୨୦୨୪ ଟୁର୍ଣ୍ଣାମେଣ୍ଟ ଜାରି ରହିଛି । ଏହି ଟୁର୍ଣ୍ଣାମେଣ୍ଟର ୮ତମ ମ୍ୟାଚ୍‌ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଖେଳାଯାଇଛି । ଏହି ମ୍ୟାଚ୍‌କୁ କ୍ରିକେଟ୍‌ ପ୍ରେମୀ ଅପେକ୍ଷା କରି ରହିଥିଲେ…

ମ୍ୟାଚ୍‌ ଚାଲିଥିବା ବେଳେ ହେଲା ହୃଦ୍‌ଘାତ, ପୁଅଙ୍କ ସାମ୍ନାରେ ଆଖି ବୁଜିଲେ ଏହି ଖେଳାଳି

ନୂଆଦିଲ୍ଲୀ,୬।୭: କ୍ରୀଡା ଜଗତ ସହ ଜଡିତ ଏକ ଖରାପ ଖବର ସାମ୍ନାକୁ ଆସିଛି। ଖେଳ ସମୟରେ ବାଂଲାଦେଶର ଶୀର୍ଷ ଚେସ୍‌ ଗ୍ରାଣ୍ଡମାଷ୍ଟରଙ୍କ ମୃତ୍ୟୁ ଘଟିଛି। ବାଂଲାଦେଶର ଖ୍ୟାତନାମା ଚେସ ଗ୍ରାଣ୍ଡମାଷ୍ଟର ଜିଆଉର ରେହମାନ(୫୦)ଙ୍କର ଜୁଲାଇ ୫ ରେ ମୃତ୍ୟୁ ଘଟିଛି। ଜାତୀୟ…

କିଏ ସେ ଅଭିଷେକ ଶର୍ମା? ଯିଏ ବନ୍ଧୁଙ୍କ ଅଧିନାୟକତ୍ୱରେ ଭାରତ ପାଇଁ ଡେବ୍ୟୁ କରି ଚର୍ଚ୍ଚାରେ, ହେଲେ ଖେଳାଳି ନମ୍ବର-୧୧୧

ହରାରେ,୬।୭: ଟି୨୦ ବିଶ୍ୱକପ୍‌ ୨୦୨୪ ଜିତିବାର ୭ ଦିନ ପରେ ଟିମ୍‌ଇଣ୍ଡିଆରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି। କହିବାର ତାତ୍ପର୍ଯ୍ୟ ଶୁଭମନ ଗିଲଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ଜିମ୍ବାଓ୍ବେ ବିପକ୍ଷରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମୁକାବିଲା…

ବିଶ୍ୱ ଚାମ୍ପିୟନ ଭାରତକୁ ହରାଇଲା ଜିମ୍ବାୱେ, ଫେଲ୍ ମାରିଲା ଯୁବ ବାହିନୀ

ନୂଆଦିଲ୍ଲୀ,୬।୭: ଟି୨୦ ବିଶ୍ୱକପରେ ଚାମ୍ପିୟନ ହେବା ପରେ ପ୍ରଥମ ମୁକାବିଲାରେ ଜିମ୍ବାୱେ ନିକଟରୁ ପରାଜୟର ସାମ୍ନା କରିଛି ଭାରତ। ୫ ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ହରାରେ ସ୍ପୋଟର୍‌ସ କ୍ଲବରେ ଖେଳା ଯାଇଥିବା ବେଳେ ଭାରତ ୧୩ ରନ୍‌ରେ ହାରି…

ଭାଓନଙ୍କ ଉପରେ ବର୍ଷିଲେ ରବି ଶାସ୍ତ୍ରୀ, କହିଲେ ନିଜେ ତ କେବେ କପ୍‌ ଉଠାଇନାହାନ୍ତି…

ନୂଆଦିଲ୍ଲୀ,୬।୭: ଇଂଲଣ୍ଡର ପୂର୍ବତନ କ୍ରିକେଟର ତଥା କମେଣ୍ଟେଟର ମାଇକେଲ ଭାଓନ ଟି୨୦ ବିଶ୍ୱକପ୍‌ ସମୟରେ ଭାରତକୁ ସମର୍ଥନ ଦେବାକୁ ନେଇ ଆଇସିସି ଉପରେ ଅନେକ ପ୍ରଶ୍ନ ଉଠାଇଥିଲେ। ଭାରତୀୟ ଦଳକୁ ଦୃଷ୍ଟିରେ ରଖି ପୁରା କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଥିଲା। ଏହି କାରଣରୁ…

ମ୍ୟାଚ ଫିକ୍ସିଂ: ୬ ବର୍ଷ ବାସନ୍ଦ ହେଲେ ଏହି ଖେଳାଳି

ଲଣ୍ଡନ,୬ା୭: ବୋସନିଆ-ହର୍ଜଗୋଭିନାର ଜଣେ ପୂର୍ବତନ ଟେନିସ ଖେଳାଳିଙ୍କୁ ୬ ବର୍ଷ ବାସନ୍ଦ କରାଯାଇଛି। ସେ ମ୍ୟାଚ ଫିକ୍ସିଂ କାର୍ଯ୍ୟକଳାପରେ ଲିପ୍ତ ଥିବା ସ୍ବୀକାର କରିବା ପରେ ତାଙ୍କୁ ଏହି ଦଣ୍ଡ ବିଧାନ କରାଯାଇଥିବା ଖେଳର ଇଣ୍ଟିଗ୍ରିଟି ୟୁନିଟ୍‌ ପକ୍ଷରୁ ଏହି ସୂଚନା…

କ୍ରୀଡ଼ା ପାଇଁ ସମର୍ପିତ ଓଡ଼ିଶା ସରକାର; ଚାମ୍ପିୟନ ମହିଳା ରଗ୍‌ବୀ ଦଳକୁ ରାତି ଅଧରେ କଲେ ସ୍ୱାଗତ

ଭୁବନେଶ୍ୱର, ୬।୭: ମହାରାଷ୍ଟ୍ରର ପୁଣେସ୍ଥିତ ବେଲଓ୍ବୋଡ଼ି ଷ୍ଟାଡିୟମରେ ଗୁରୁବାର ଉଦ୍‌ଯାପିତ ସର୍ବଭାରତୀୟ ସିନିୟର ମହିଳା ରଗ୍‌ବୀ ୭ ଏସ୍‌ ଚାମ୍ପିୟନଶିପ୍‌ରେ ଓଡ଼ିଶା ଦଳ ଚାମ୍ପିୟନ ହୋଇଛି। ବିମାନ କାରଣରୁ ବିଜୟୀ ଓଡ଼ିଶା ଟିମ୍ ଶୁକ୍ରବାର ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ ବେଳେ ସେମାନଙ୍କୁ ବିଜୁ…

ଆଇପିଏଲ୍‌ରେ ଦଳ ବଦଳାଇବେ ଅଶ୍ୱିନ, ଧୋନୀଙ୍କ ଟିମ୍‌କୁ ଫେରିବା ନେଇ ଦେଲେ ବଡ଼ ସଙ୍କେତ…

ନୂଆଦିଲ୍ଲୀ,୬।୭: ଟିମ୍‌ ଇଣ୍ଡିଆ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଆଇପିଏଲ୍‌ରେ ଏବେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଛନ୍ତି। ଏହାପୂର୍ବରୁ ଅନେକ ବର୍ଷ ଯାଏ ସେ ମହେନ୍ଦ୍ର ସିଂହ ଧୋନୀଙ୍କ ଟିମ୍‌ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳୁଥିଲେ। ଚଳିତ ବର୍ଷ ଶେଷରେ ଆଇପିଏଲ୍‌ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?