ଖେଳ

ଘରୋଇ ସିରିଜର ‘ରାଜା’ ହେଉଛି ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୧୫।୧: ଘରୋଇ ଟି -୨୦ ସିରିଜରେ କୌଣସି ଦଳ ଭାରତକୁ ପରାସ୍ତ କରିବା ସହଜ ନୁହେଁ। ଆଜିକାଲି ଟିମ ଇଣ୍ଡିଆ ଏବଂ ଆଫଗାନିସ୍ତାନ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଖେଳାଯାଉଛି। ଯେଉଁଥିରେ ଭାରତ ୨ଟିରେ ବିଜୟ...

ଏସିଆ ଅଲିମ୍ପିକ କ୍ୱାଲିଫାୟର୍ସ: ଯୋଗେଶଙ୍କୁ ଦୁଇ ସ୍ବର୍ଣ୍ଣ ପଦକ

ଜାକର୍ତ୍ତା,୧୫ା୧: ଏସିଆ ଅଲିମ୍ପିକ କ୍ୱାଲିଫାୟର୍ସରେ ଭାରତୀୟ ଶୁଟରମାନଙ୍କ ଆଧିପତ୍ୟ ଜାରି ରହିଛି। ସୋମବାର ଯୋଗେଶ ସିଂ ଦୁଇ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ପୁରୁଷ ୨୫ ମିଟର ସେଣ୍ଟର ଫାୟାର ପିସ୍ତଲ ପ୍ରତିଯୋଗିତାର ଉଭୟ ସିଙ୍ଗଲ୍ସ ଓ ଟିମ୍‌ ଇଭେଣ୍ଟରେ...

କଟକକୁ ହରାଇ ସେମିଫାଇନାଲରେ ପହଞ୍ଚିଲା ସମ୍ବଲପୁର

ପଦ୍ମପୁର,୧୫ା୧(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ରାଜବୋଡାସମ୍ବର ଖେଳପଡିଆଠାରେ ବୋରାସମ୍ବର ସ୍ପୋଟିଂ ଦ୍ବାରା ଆୟୋଜିତ ୨୮ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପର ସୋମବାର ତୃତୀୟ ଦିବସରେ ୟୁନିୟନ ସ୍ପୋଟିଂ କଟକ ଏବଂ ଏମ୍‌ଏମସିସି ସମ୍ବଲପୁର ମଧ୍ୟରେ ମ୍ୟାଚ ହୋଇଥିଲା। କଟକ...

ଆଇସିସି ଟୁର୍ନାମେଣ୍ଟରେ ଟିମ ଇଣ୍ଡିଆ କ୍ରମାଗତ ଭାବେ ହାରିଯାଉଛି କାହିଁକି? ଜିତିବାର ଫର୍ମୂଲା କହିଲେ ଯୁବରାଜ

ନୂଆଦିଲ୍ଲୀ,୧୫।୧: ଟିମ ଇଣ୍ଡିଆ ଗତ ୧୦ ବର୍ଷ ଧରି ଆଇସିସି ଟ୍ରଫି ଜିତିବାରେ ବିଫଳ ହୋଇଛି। ଭାରତୀୟ ଦଳ ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୧୩ ଜିତିଛି, କିନ୍ତୁ ସେବେଠାରୁ ଆଇସିସି ଟ୍ରଫି ଜିତିବାରେ ସକ୍ଷମ ହୋଇ ନାହିଁ। ଯଦିଓ ଟିମ...

ଯଶସ୍ବୀଙ୍କୁ ରୋହିତଙ୍କ ଠାରୁ ମିଳିଲା ଖାସ୍‌ ଆଡଭାଇସ୍‌, କହିଲେ ଏଭଳି ସିନିୟର ଥିଲେ…

ନୂଆଦିଲ୍ଲୀ,୧୫।୧: ଭାରତୀୟ ଖେଳାଳି ଯଶସ୍ବୀ ଜସୱାଲଙ୍କ ପ୍ରତିଭା କାହାଠାରୁ ଲୁଚି ନାହିଁ। ଆଫଗାନିସ୍ତାନ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି -୨୦ରେ ୨୦୦ ଷ୍ଟ୍ରାଇକ ହାରରେ ଯୁବ ଭାରତୀୟ ଓପନର୍‌ ବ୍ୟାଟିଂ କରିଥିଲେ ଏବଂ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଲିଭାଇଥିଲେ।...

ଲାଇଭ ମ୍ୟାଚରେ ପଡ଼ିଆ ମଝିକୁ ଆସି କୋହଲିଙ୍କ ପାଦ ଛୁଇଁଲେ ଯୁବକ, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୧୫।୧: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କର କୋଟି କୋଟି ପ୍ରଶଂସକ ଅଛନ୍ତି। ପ୍ରଶଂସକମାନେ ମଧ୍ୟ କୋହଲିଙ୍କୁ ଭେଟିବାକୁ ଇଚ୍ଛା କରନ୍ତି, କିନ୍ତୁ ସମସ୍ତେ ତାଙ୍କୁ ଭେଟିବା ପାଇଁ ଭାଗ୍ୟବାନ ନୁହଁନ୍ତି ଯେ ତାଙ୍କୁ ଭେଟିପାରିବେ। ଲାଇଭ ମ୍ୟାଚ ସମୟରେ କୋହଲିଙ୍କୁ...

ଡିପଫେକ୍‌ ଭିଡିଓର ଶିକାର ହେଲେ ତେନ୍ଦୁଲକର, ସରକାରଙ୍କୁ କଲେ ଏହି ନିବେଦନ

ନୂଆଦିଲ୍ଲୀ,୧୫।୧: ନିକଟରେ ବଲିଉଡ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡିପଫେକ୍‌ ଭିଡିଓ ଭାଇରାଲ ପରେ ବର୍ତ୍ତମାନ ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ଡିପଫେକ୍‌ ଭିଡିଓର ଶିକାର ହୋଇଛନ୍ତି। ମାଷ୍ଟର ବ୍ଲାଷ୍ଟର ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ସମଗ୍ର ପ୍ରସଙ୍ଗକୁ...

ବଡ଼ ଭାଇଙ୍କ ପରେ କ୍ରିକେଟ୍‌ରେ ରାଜ୍‌ କରିବାକୁ ଯାଉଛନ୍ତି ସାନ ଭାଇ

ନୂଆଦିଲ୍ଲୀ,୧୫।୧୨: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି କ୍ରିକେଟ ଦୁନିଆରେ ନିଜର ପାରଦର୍ଶିତା ପ୍ରମାଣ କରିଛନ୍ତି। ତାଙ୍କର ଉତ୍କୃଷ୍ଟ ବୋଲିଂ କୌଶଳ ବିଷୟରେ ସମସ୍ତେ ଜାଣନ୍ତି। କିନ୍ତୁ ବର୍ତ୍ତମାନ ତାଙ୍କ ସାନଭାଇ ମହମ୍ମଦ କୈଫ ମଧ୍ୟ ଚମତ୍କାର ବୋଲିଂ କରୁଛନ୍ତି।...

କୋହଲିଙ୍କ ସହ ଖେଳିବାକୁ ଅପେକ୍ଷା କରିଛନ୍ତି ଟେନିସ ଲିଜେଣ୍ଡ ନୋଭାକ ଜୋକୋଭିକ

ନୂଆଦିଲ୍ଲୀ,୧୫।୧: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ‘ଅଷ୍ଟ୍ରେଲିୟ ଓପନ’ର ଠିକ ପୂର୍ବରୁ ଟେନିସ କିମ୍ବଦନ୍ତୀ ନୋଭାକ ଜୋକୋଭିକ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥଙ୍କ ସହ କ୍ରିକେଟ ଖେଳିଥିଲେ। ଟେନିସ କୋର୍ଟରେ ଦୁହେଁ ମଧ୍ୟ ମୁହାଁମୁହିଁ ହୋଇଥିଲେ। ଏହା ପରେ ଜୋକୋଭିକ କ୍ରିକେଟ...

ବିଜେଇଏମ୍‌କୁ ଆନ୍ତଃ ସ୍କୁଲ କ୍ରିକେଟ ଟାଇଟଲ

ଭୁବନେଶ୍ୱର, ୧୫।୧, (ତପନ ସ୍ବାଇଁ): ୟୁନିଟ-୨ ବାଳିକା ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ଭୁବନେଶ୍ୱର ଆନ୍ତଃ ସ୍କୁଲ କ୍ରିକେଟ ଟୁର୍ନାମେଣ୍ଟରେ ବିଜେଇଏମ୍‌ ସ୍କୁଲ ଚାମ୍ପିୟନ ହୋଇଛି। ରବିବାର ଫାଇନାଲରେ ଏହି ଦଳ ଖଣ୍ଡଗିରୀର ସେଣ୍ଟ ଜାଭିଅର ସ୍କୁଲକୁ ପରାସ୍ତ କରିଛି।...

ମୋହନ ବାଗାନ ଏସ୍‌ଜିର ଦ୍ୱିତୀୟ ବିଜୟ

ଭୁବନେଶ୍ୱର, ୧୫।୧,(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା କଳିଙ୍ଗ ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ମୋହନ ବାଗାନ ସୁପର ଜାଏଣ୍ଟ୍ସ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ରବିବାର ଅନୁଷ୍ଠିତ ଦିବସର ପ୍ରଥମ ମ୍ୟାଚ୍‌ରେ ଏହି ଦଳ ହାଇଦ୍ରାବାଦ ଏଫ୍‌ସିକୁ...

ରାଜ୍ୟ ସ୍କୁଲ୍ସ ଓପନ ଚେସ୍‌: ସାଇ ରଞ୍ଜନ ଚାମ୍ପିୟନ

ଭୁବନେଶ୍ୱର, ୧୫।୧ (ତପନ ସ୍ବାଇଁ): କେଶୁରାସ୍ଥିତ ରୟାଲ ପବ୍ଲିକ୍‌ ସ୍କୁଲରେ ରବିବାର ଆୟୋଜିତ ୭ମ ଆର.ଏନ. ଦାସ ସ୍ମାରକୀ ରାଜ୍ୟ ସ୍କୁଲ୍ସ ଓପନ ଚେସ୍‌ ଚାମ୍ପିୟନଶିପ୍‌ରେ ଯାଜପୁର ଟାଉନ୍‌ ଡିଏଭିର ସାଇ ରଞ୍ଜନ ମିଶ୍ର ଚାମ୍ପିୟନ ହୋଇଛନ୍ତି। ଆର.ଏନ. ଦାଶ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri