ଖେଳ

ବିରାଟଙ୍କ ନୂଆ ଘର: ଖୁବ ସୁନ୍ଦର ଇଣ୍ଟିରିୟର ସହ ଭଲ ଲୋକେଶନ, ଦାମ ରହିଛି…

ନୂଆଦିଲ୍ଲୀ,୯।୭: ନିକଟରେ ବିରାଟ କୋହଲି ତାଙ୍କର ଗୋଟିଏ ସ୍ବପ୍ନ ପୂରଣ କରିଥିଲେ। ଏହି ସ୍ବପ୍ନ ଟି -୨୦ ବିଶ୍ୱକପ ଜିତିବା। ୨୯ ଜୁନ ରେ ଟିମ ଇଣ୍ଡିଆ ଟି -୨୦ ବିଶ୍ୱକପ ୨୦୨୪ ଟାଇଟଲ ଜିତିଛି। ବହୁ ପୂର୍ବରୁ କୋହଲି ତାଙ୍କର…

ହାଇକୋର୍ଟ ଗଲେ ଯୁବରାଜ: ପଛରେ ରହିଛି ଏମିତି କାରଣ

ନୂଆଦିଲ୍ଲୀ,୯।୭: ବିଲଡରଙ୍କ ବିରୋଧରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ଯୁବରାଜ ସିଂଙ୍କୁ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିବାକୁ ପଡିଛି। ଯୁବରାଜ ସିଂଙ୍କ ଆବେଦନ ଉପରେ ଏକ ରିଏଲ ଇଷ୍ଟେଟ କମ୍ପାନୀକୁ ଦିଲ୍ଲୀ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ପୂର୍ବତନ ଭାରତୀୟ କିମ୍ବଦନ୍ତୀ…

କେକେଆରରେ ଗମ୍ଭୀରଙ୍କ ସ୍ଥାନ ନେବେ ଦ୍ରାବିଡ!, ଜାଣନ୍ତୁ କ’ଣ କହିଲା କୋଲକାତା

ନୂଆଦିଲ୍ଲୀ,୯।୭: ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଟି -୨୦ ବିଶ୍ୱକପ ୨୦୨୪ ପରେ ସେ ଥଟ୍ଟା କରି କହିଥିଲେ ଯେ, ବର୍ତ୍ତମାନ ସେ ବେରୋଜଗାର ରହିବେ। କିନ୍ତୁ ଏହା ଘଟୁଥିବା ପରି ମନେ ହେଉନାହିଁ…

ଭାରତୀୟ ଖେଳାଳିଙ୍କୁ ଆକ୍ରମଣ କରିବାକୁ ମାଡ଼ି ଆସିଲା ସିଂହ, ତାପରେ…

ନୂଆଦିଲ୍ଲୀ,୦୯।୭: ଅନ୍ତର୍ଜାତୀୟ ଟି-୨୦ ସିରିଜ୍‌ ପାଇଁ ଜିମ଼୍ବାୱେ ଗସ୍ତରେ ରହିଛି ଟିମ୍‌ ଇଣ୍ଡିଆ । ପ୍ରଥମ ମ୍ୟାଚ୍‌ ଜିମ଼୍ବାୱେ ଠାରୁ ହାରିବା ପରେ ଦ଼୍ବିତୀୟ ମ୍ୟାଚ୍‌ରେ ଜବରଦସ୍ତ ବିଜୟ ହାସଲ କରିଛି ଟିମ୍‌ ଇଣ୍ଡିଆ । ଏହି ବିଜୟ ପରେ ବ୍ରେକ୍‌…

କୋହଲିଙ୍କ ପବ୍‌ ଉପରେ ପୋଲିସର ବଡ଼ ଆକ୍ସନ

ବେଙ୍ଗାଲୁରୁ,୯।୭: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପବ୍‌କୁ ଝଟ୍‌କା ଲାଗିଛି। ବେଙ୍ଗାଲୁରୁରେ ଅବସ୍ଥିତ ଏହି One8 କମ୍ୟୁନ ପବ ମ୍ୟାନେଜରଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରିଛି। ଅଭିଯୋଗ ହୋଇଛି, ଏହି ପବ ରାତି ୧ଟାରେ…

ବିସିସିଆଇ ସଚିବ ଜୟ ଶାହା ହେବେ ଅଧିକ ପାଓ୍ବାରଫୁଲ୍‌: ଏବେ ମିଳିପାରେ ଏହି ପଦ

ନୂଆଦିଲ୍ଲୀ,୯।୭: ଜୟ ଶାହା ୨୦୧୯ଠାରୁ କ୍ରିକେଟ ଫର କ୍ରିକେଟ ବୋର୍ଡ ଅଫ ସେକ୍ରେଟାରୀ ଭାବରେ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ତାଙ୍କ ହାତରେ ବହୁତ ପାଓ୍ବାର୍‌ ଅଛି, କିନ୍ତୁ ଏବେ ଅନୁମାନ କରାଯାଉଛି ଯେ ଯଦି ଜୟ ଶାହା ଆଇସିସି ଅଧ୍ୟକ୍ଷ ପଦ…

ବିଶ଼୍ବକପ୍‌ ଜିତିଲେ କ୍ରିକେଟ୍‌ ଟିମ୍‌କୁ ମିଳେ କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୦୯।୭: ଭାରତୀୟ ଟିମ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୦୨୪ ଟି-୨୦ ବିଶ଼୍ବକପ୍‌ ଜିତି ଇତିହାସ ରଚିଛି । ଟିମ୍‌ ବ୍ଲୁ ରୋହିତ ଶର୍ମାଙ୍କ ନେତୃତ଼୍ବରେ ୧୧ ବର୍ଷର ଅପେକ୍ଷାର ଅନ୍ତ ଘଟାଇଛନ୍ତି। ୨୦୧୩ ମସିହାରେ ଭାରତୀୟ ଟିମ୍‌ ଶେଷଥର ପାଇଁ ଆଇସିସି…

ଯୁବରାଜ ମୋ ପାଇଁ ଗର୍ବ କରୁଥିବେ: ଅଭିଷେକ

ହରାରେ,୯ା୭: ଜିମ୍ବାଓ୍ବେ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଶତକ ହାସଲ କରିବା ପରେ ବର୍ତ୍ତମାନ ଯୁବରାଜ ସିଂ ତାଙ୍କୁ ନେଇ ଗର୍ବ କରୁଥିବେ ବୋଲି କହିଛନ୍ତି କ୍ରିକେଟର ଅଭିଷେକ ଶର୍ମା। ଭାରତ ପାଇଁ ଦ୍ୱିତୀୟ ମ୍ୟାଚ୍‌ ଖେଳୁଥିବା ଅଭିଷେକ ବିସ୍ଫୋରକ ବ୍ୟାଟିଂ…

ପ୍ୟାରିସ୍‌ ଅଭିମୁଖେ ଭାରତୀୟ ହକି ଦଳ

ବେଙ୍ଗାଲୁରୁ, ୯।୭: ପ୍ୟାରିସ ଅଲିମ୍ପିକ୍ସ ଚଳିତ ମାସ ୨୬ ତାରିଖରୁ ଆରମ୍ଭ ହେବ। ଏଥିରେ ଭାଗ ନେବାପାଇଁ ଭାରତୀୟ ପୁରୁଷ ହକି ଦଳ ସୋମବାର ପ୍ୟାରିସ ଅଭିମୁଖେ ଯାତ୍ରା କରିଛି। ଏହି ଯାତ୍ରାର ପ୍ରାରମ୍ଭିକ ପର୍ଯ୍ୟାୟରେ ଭାରତୀୟ ଦଳ ସୁଇଜରଲାଣ୍ଡ ଯାଇ…

ଭାରତ-ମ୍ୟାନ୍‌ମାର ମ୍ୟାଚ ଆଜି

ନୂଆଦିଲ୍ଲୀ, ୯ା୭: ୟାଙ୍ଗୁନ (ମ୍ୟାନମାର) ସ୍ଥିତ ଥୁଉନା ଷ୍ଟାଡିୟମରେ ଭାରତ ନିଜଠାରୁ ଉଚ୍ଚ ର଼୍ୟାଙ୍କିଙ୍ଗପ୍ରାପ୍ତ ପଡ଼ୋଶୀ ମ୍ୟାନମାର ମହିଳା ଫୁଟ୍‌ବଲ ଦଳ ସହ ଦୁଇଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବ। ପ୍ରଥମ ମ୍ୟାଚ ମଙ୍ଗଳବାର ଖେଳାଯିବ। ୬୭ତମ ର଼୍ୟାଙ୍କିଙ୍ଗପ୍ରାପ୍ତ ଭାରତ ପୂର୍ବରୁ ମ୍ୟାନମାର…

କ୍ୱାର୍ଟରରେ ନାଭାରୋ, ରିବାକିନା

ଓ୍ବିମ୍ବେଲଡନ୍‌,୯ା୭:ସୋମବାର ଟେନିସ୍‌ ଗ୍ରାଣ୍ଡସ୍ଲାମ ଓ୍ବିମ୍ବେଲଡନ୍‌ର ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଏମ୍ମା ନାଭାରୋ, ଏଲିନା ରିବାକିନା, ଏଲିନା ସ୍ବିତୋଲିନା ଓ ଜେଲେନା ଅଷ୍ଟାପେଙ୍କୋ। ସେହିପରି ପୁରୁଷ ବର୍ଗରେ ଲରେଞ୍ଜୋ ମୁସେଟ୍ଟି, ଆଲେକ୍ସ ଡି ମିନାଉର ଓ ଟେଲର ଫ୍ରିଟ୍ଜ…

ଗଗନ ନାରଙ୍ଗ ଚିଫ୍‌ ଡି’ ମିଶନ

ନୂଆଦିଲ୍ଲୀ, ୯ା୭ : ମେରୀ କମ୍‌ଙ୍କ ସ୍ଥାନରେ ଲଣ୍ଡନ ଅଲିମ୍ପିକ୍‌ ବ୍ରୋଞ୍ଜ ପଦକ ବିଜେତା ଶୁଟର ଗଗନ ନାରଙ୍ଗଙ୍କୁ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ଦଳର ଚିଫ୍‌ ଡି’ ମିଶନ ଭାବେ ମନୋନୀତ କରାଯାଇଛି। ଜୁଲାଇ ୨୬ରେ ଉଦ୍‌ଘାଟନୀ ଉତ୍ସବରେ ଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?