ଖେଳ

ବିଜେଡି ପରେ ଭାଜପାକୁ ସମର୍ଥନ କଲେ ଆଶୀର୍ବାଦ ବେହେରା: କହିଲେ ଏମିତି

ଭୁବନେଶ୍ୱର,୧୨।୭: ଓଡ଼ିଶା କ୍ରିକେଟ୍‌ ଆସୋସିଏଶନର ପୂର୍ବତନ ସଭାପତି ଆଶୀର୍ବାଦ ବେହେରା ତାଙ୍କ ପକ୍ଷ ବଦଳାଇଛନ୍ତି। ପୂର୍ବରୁ ସେ ବିଜେଡିକୁ ସମର୍ଥନ କରୁଥିଲେ ଏବେ ଭାଜପାକୁ ସମର୍ଥନ କରିବେ ବୋଲି କହିଛନ୍ତି । ଆଗକୁ ଓସିଏରେ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ପ୍ରବେଶ ନେଇ…

ICC ଚାମ୍ପିଅନ୍ସ ଟ୍ରଫିରୁ ବାଦ୍‌ ବଡ଼ିବ ଟିମ୍‌ ଇଣ୍ଡିଆ? ବଡ଼ ଦାବି କଲା ପାକିସ୍ତାନୀ ଗଣମାଧ୍ୟମ…

ନୂଆଦିଲ୍ଲୀ,୧୨।୭: ୨୦୨୫ ଚାମ୍ପଅନ୍ସ ଟ୍ରଫିର ଆୟୋଜନ ଦାୟିତ୍ୱ ପାକିସ୍ତାନକୁ ମିଳିଛି। ଏହି ଆଇସିସି ଟୁର୍ନାମେଣ୍ଟ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ଜୋରଦାର ପ୍ରସ୍ତୁତି ଚଳାଇଛି। ଆସନ୍ତା ବର୍ଷ ଫେବୃଆରୀ ୧୯ରୁ ମାର୍ଚ୍ଚ ୯ ଯାଏ ଏହି ଟୁର୍ନାମେଣ୍ଟ ଖେଳାଯିବ। କିନ୍ତୁ ଏଥିଲାଗି…

ଆଣ୍ଡରସନ୍‌ଙ୍କ ବିଦାୟ, କ୍ରିକେଟ୍‌ ବୋର୍ଡ ଲେଖିଲା ଇମୋସନାଲ୍‌ କ୍ୟାପ୍ସନ୍‌

ନୂଆଦିଲ୍ଲୀ, ୧୨।୦୭: ଇଂଲଣ୍ଡର ମହାନ୍‌ କ୍ରିକେଟ୍‌ ଖେଳାଳି ତଥା ପେସ୍‌ ବୋଲର ଜେମ୍ସ ଆଣ୍ଡରସନ୍‌ ଶୁକ୍ରବାର ନିଜ କ୍ୟାରିୟର୍‌ର ଶେଷ ମ୍ୟାଚ୍‌ ଖେଳିଛନ୍ତି । କ୍ୟାରିୟର୍‌ର ୧୮୮ ତମ ଟେଷ୍ଟ ଟୁର୍ଣ୍ଣାମେଣ୍ଟ ଖେଳି ସେ ୪ ୱିକେଟ୍‌ ନେବାକୁ ସକ୍ଷମ ହୋଇଥିଲେ…

ଗମ୍ଭୀର କୋଚ୍‌ ହେବା ପରେ ଅଡ଼ୁଆରେ ହାର୍ଦ୍ଦିକ ପାଣ୍ଡ୍ୟା? ଆଗାମୀ ଦିନରେ ଘଟିପାରେ ଏଭଳି…

ନୂଆଦିଲ୍ଲୀ,୧୨।୭: ଟିମ୍‌ ଇଣ୍ଡିଆର ନୂଆ କୋଚ୍‌ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତ ଗୌତମ ଗମ୍ଭୀର। ଏହାପରଠାରୁ ତାଙ୍କୁ ନେଇ ନାନାଦି ଚର୍ଚ୍ଚା ଜୋର ଧରିଛି। ଏବେ ସେଭଳି ଏକ ଚର୍ଚ୍ଚା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ହେଉଛି। ଟି୨୦ ବିଶ୍ୱକପ୍‌ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା…

‘ସାକ୍ଷାତକାର ତ ଭଲ ନିଅନ୍ତି, ହେଲେ ଏବେ ଦେଖିବା…’,ଗୌତମ ଗମ୍ଭୀର ହେଡ କୋଚ ହେବା ପରେ ଆଫ୍ରିଦିଙ୍କ ରିଆକ୍ସନ

ନୂଆଦିଲ୍ଲୀ,୧୨।୭: ବିସିସିଆଇ ପୂର୍ବତନ ଭାରତୀୟ ଭେଟେରାନ ଓପନର୍‌ ଗୌତମ ଗମ୍ଭୀରଙ୍କୁ ଟିମ ଇଣ୍ଡିଆର ନୂତନ ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ଗମ୍ଭୀର ଶ୍ରୀଲଙ୍କା ବିପକ୍ଷ ସିରିଜରୁ ଦାୟିତ୍ୱ ଗ୍ରହଣ କରିବେ। ଗମ୍ଭୀର ମୁଖ୍ୟ ପ୍ରଶିକ୍ଷକ ହେବା ପରେ ପାକିସ୍ତାନର ପୂର୍ବତନ…

ଟିମ୍‌ ଇଣ୍ଡିଆର ହେଡ୍‌ କୋଚ ହେବା ପରେ ‘ଚକ-ଦେ’ ଫିଲ୍ମ ଭଳି ବୟାନ ଦେଲେ ଗୌତମ ଗମ୍ଭୀର, କହିଲେ…

ନୂଆଦିଲ୍ଲୀ,୧୨।୭: ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ହେବା ପରେ ଗୌତମ ଗମ୍ଭୀର ଏପରି ବିବୃତ୍ତି ଦେଇଛନ୍ତି, ଯାହା ବଲିଉଡର ସୁପରଷ୍ଟାର ମୁଭି ‘ଚକ-ଦେ’ ଇଣ୍ଡିଆର ସ୍ମୃତିକୁ ସତେଜ କରିବ। ଗୌତମ ଗମ୍ଭୀର କହିଛନ୍ତି ଯେ ଜଣେ ଖେଳାଳି ପ୍ରଥମେ ତାଙ୍କ ଦଳ…

କାର୍‌ ରେସିଂ ଦୁନିଆରେ ପ୍ରବେଶ କଲେ ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ,୧୨।୭: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି କାର୍‌ ରେସିଂ ଦୁନିଆରେ ପ୍ରବେଶ କରିଛନ୍ତି। ଚଳିତ ବର୍ଷ ଅଗଷ୍ଟରୁ ସେପ୍ଟେମ୍ବର ମାସରେ ଭାରତୀୟ ରେସିଂ ଫେଷ୍ଟିଭାଲର ତୃତୀୟ ସିଜନ ସୌରଭ ଗାଙ୍ଗୁଲି କୋଲକାତା…

ଏହି ଖେଳାଳିଙ୍କୁ ବୋଲିଂ କୋଚ୍ କରିବାକୁ ଚାହୁଁଛନ୍ତି ଗମ୍ଭୀର; ବିସିସିଆଇ ନେବ ଶେଷ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨ା୭: ଗୌତମ ଗମ୍ଭୀର ଭାରତୀୟ କ୍ରିକେଟ ଦଳର କୋଚ୍ ନିଯୁକ୍ତ ହୋଇଥିଲା ବେଳେ ବୋଲିଂ କୋଚ୍ ଦୌଡ଼ରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ବୋଲର ମର୍ଣ୍ଣି ମର୍କେଲଙ୍କ ନାଁ ସାମ୍ନାକୁ ଆସିଛି। ପୂର୍ବରୁ ତାଙ୍କର କୋଚିଂ ଅଭିଜ୍ଞତା ମଧ୍ୟ ରହିଛି। ଗତବର୍ଷ ଦିନିକିଆ…

‘ବିରାଟ କୋହଲି ଭାରତକୁ ଭୁଲିଯିବେ…’, ୨୦୨୫ ଚାମ୍ପିୟନ୍ସ ଟ୍ରଫିକୁ ନେଇ ବଡ଼ ଦାବି କଲେ ଶାହିଦ ଆଫ୍ରିଦି

ନୂଆଦିଲ୍ଲୀ,୧୨।୭: ୨୦୨୫ ଚାମ୍ପିୟନ୍ସ ଟ୍ରଫି ସମ୍ବନ୍ଧରେ ବୟାନବାଜି ଜାରି ରହିଛି।ବାସ୍ତବରେ ଏହି ଆଇସିସି ଟୁର୍ନାମେଣ୍ଟ ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଯାଉଛି, କିନ୍ତୁ ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିସିସିଆଇ ପାଇଁ ଟିମ ଇଣ୍ଡିଆକୁ ପାକିସ୍ତାନ ପଠାଇବା ଅତ୍ୟନ୍ତ କଷ୍ଟକର। ଏଭଳି ପରିସ୍ଥିତିରେ…

ଗମ୍ଭୀରଙ୍କ କଥା ରଖିଲାନି ବିସିସିଆଇ: ଦେଲା ରୋକଠୋକ ଜବାବ

ନୂଆଦିଲ୍ଲୀ,୧୨।୭:ବୋର୍ଡ ଅଫ କଣ୍ଟ୍ରୋଲ ଫର୍‌ କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ନିକଟରେ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀରଙ୍କୁ ଦଳର ମୁଖ୍ୟ କୋଚ ଭାବରେ ନିଯୁକ୍ତ କରିଛି। ଗମ୍ଭୀର ଦାୟିତ୍ୱ ନେବା ପୂର୍ବରୁ ମଧ୍ୟ ବୋର୍ଡ ତାଙ୍କୁ ଚକିତ କରିଛି। ଫିଲ୍ଡିଂ…

ବାଉଣ୍ଡାରୀ ପାଖରେ ଏମିତି ଫିଲ୍ଡିଂ କଲେ ଫିଲିପ୍ସ: ସମସ୍ତେ ଚାହିଁ ରହିଗଲେ….

କଲମ୍ବୋ,୧୨।୭: ଲଙ୍କା ପ୍ରିମିୟର ଲିଗ ୨୦୨୪(LPL 2024)ର ଏକ ମ୍ୟାଚ୍‌ କଲମ୍ବୋ ଷ୍ଟାର୍ସ ଏବଂ ଦାମ୍ବୁଲ୍ଲା ସିକ୍ସର୍ସ ମଧ୍ୟରେ ଏହି ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚ ଦାମ୍ବୁଲ୍ଲା ସିକ୍ସର୍ସ ପାଇଁ ସ୍ବତନ୍ତ୍ର ଥିଲା, କାରଣ ଲଗାତାର ତିନିଟି ପରାଜୟ ପରେ, ଦାମ୍ବୁଲ୍ଲା…

ଜୀବନର ଶେଷ ଟେଷ୍ଟରେ ଇତିହାସ ରଚିଲେ ଜେମ୍ସ ଆଣ୍ଡରସନ: ବିଶ୍ୱର ପ୍ରଥମ ଦ୍ରୁତ ବୋଲର୍‌ ଭାବେ କଲେ ଏହି କାରନାମା

ଲର୍ଡସ,୧୨।୭: ଇଂଲଣ୍ଡର ଦ୍ରୁତ ବୋଲର୍‌ ଜେମ୍ସ ଆଣ୍ଡରସନ ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ ଖେଳୁଛନ୍ତି। ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଲଣ୍ଡନର ଲର୍ଡସରେ ଖେଳାଯାଉଛି। ଏହା ଆଣ୍ଡରସନଙ୍କ କ୍ୟାରିୟରର ଶେଷ ମ୍ୟାଚ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?