ଝୁଲଣ ଗୋସ୍ବାମୀଙ୍କୁ ମିଳିଛି ନୂଆ ଦାୟିତ୍ୱ, ବିଦେଶରେ ଯାଇ କରିବେ ଗୌତମ ଗମ୍ଭୀରଙ୍କ ଭଳି କାମ
ନୂଆଦିଲ୍ଲୀ,୧୩।୭: ଅଷ୍ଟ୍ରେଲିଆ ଏବଂ ଭାରତ ପରେ ବର୍ତ୍ତମାନ ୱେଷ୍ଟଇଣ୍ଡିଜ ମଧ୍ୟ ମହିଳା ଟି -୨୦ କ୍ରିକେଟ ଲିଗ ଆରମ୍ଭ କରିଛି। ମହିଳା କାରିବିଆନ ପ୍ରିମିୟର ଲିଗର ପରବର୍ତ୍ତୀ ସିଜନ ଆସନ୍ତା ମାସର ୨୧ ତାରିଖରୁ ଆରମ୍ଭ ହେବ। ଏହି ଲିଗ ୨୯ଅଗଷ୍ଟ…
ଟି-୨୦ ବିଶ଼୍ବକପ୍ ଆୟୋଜନକୁ ନେଇ ଉଠିଲା ପ୍ରଶ୍ନ, ଇସ୍ତଫା ଦେଲେ ଦୁଇ ବରିଷ୍ଠ ଅଧିକାରୀ
ନୂଆଦିଲ୍ଲୀ, ୧୩।୦୭: ଆଇସିସି ଟି-୨୦ ବିଶ଼୍ବକପ୍ ୨୦୨୪ର ଆୟୋଜନକୁ ନେଇ ଟୁର୍ଣ୍ଣାମେଣ୍ଟ ଚାଲିଥିବା ସମୟରେ ଅନେକ ଲୋକ ପ୍ରଶ୍ନ ଉଠାଇଥିଲେ । ଏନେଇ ବସିବାକୁ ଥିବା ଆଇସିସି ବୈଠକରେ ଆଲୋଚନା ହେବ ବୋଲି ଜଣାପଡ଼ିଛି । ଶ୍ରୀଲଙ୍କାରେ ବସିବାକୁ ଥିବା ଏହି…
ଆଜି ଭାରତ-ପାକିସ୍ତାନ ମଧ୍ୟରେ ହେବ ଫାଇନାଲ, ଦୋହରାଇବ ୨୦୦୭ ଟି-୨୦ ବିଶ୍ୱକପ୍ର ଇତିହାସ
ନୂଆଦିଲ୍ଲୀ,୧୩।୭: ଫାଇନାଲରେ ଭାରତ ଏବଂ ପାକିସ୍ତାନର ଦଳ ମୁହାଁମୁହିଁ ହେବେ। ଖେଳାଯାଉଥିବା ଓ୍ବାଲର୍ଡ ଚାମ୍ପିୟନସିପ ଅଫ ଲିଜେଣ୍ଡସ୍ ୨୦୨୪ରେ ଇଣ୍ଡିଆ ଚାମ୍ପିୟନ୍ସ ଏବଂ ପାକିସ୍ତାନ ଚାମ୍ପିୟନ୍ସ ଦଳ ଫାଇନାଲରେ ପ୍ରବେଶ କରିଛନ୍ତି। ଇଣ୍ଡିଆ ଚାମ୍ପିୟନ୍ସ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି ଏବଂ…
ସହଜ ଗ୍ରୁପ୍ରେ ସିନ୍ଧୁ ଓ ପ୍ରଣୟ
କୁଆଲାଲମ୍ପୁର, ୧୩ା୭ : ପ୍ୟାରିସ ଗେମ୍ସ ଜୁଲାଇ ୨୬ରୁ ଆରମ୍ଭ ହେଉଥିବା ପ୍ୟାରିସ ଗେମ୍ସ ପାଇଁ ଦୁଇଥର ଅଲିମ୍ପିକ ପଦକ ବିଜୟିନୀ ପି.ଭି. ସିନ୍ଧୁ ଓ ଏଚ୍.ଏସ୍. ପ୍ରଣୟଙ୍କୁ ସହଜ ଗ୍ରୁପ୍ରେ ସ୍ଥାନ ମିଳିଛି। ରିଓ ଗେମ୍ସରେ ରୌପ୍ୟ ଏବଂ ଟୋକିଓ…
ଭାରତୀୟ ଦଳରେ ଆର୍ଯ୍ୟନ
ଭୁବନେଶ୍ୱର, ୧୩।୭ (ତପନ ସ୍ବାଇଁ): ଓଡ଼ିଶାର ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ହ୍ୟାଣ୍ଡବଲ ଖେଳାଳି ଆର୍ଯ୍ୟନ ବ୍ରାହ୍ମିନଙ୍କ ପାଇଁ ଆସିଛି ଆଉ ଏକ ବଡ଼ ସୁଯୋଗ। ସେ ଶନିବାରଠାରୁ ୨୬ ପର୍ଯ୍ୟନ୍ତ ହେବାକୁ ଯାଉଥିବା ଏସିଆନ ଜୁନିୟର ବାଳକ ହ୍ୟାଣ୍ଡବଲ ପ୍ରତିଯୋଗିତା ପାଇଁ…
ଫାଇନାଲରେ ଅଲ୍କାରାଜ
ଓ୍ବିମ୍ବେଲଡନ,୧୩ା୭: ଡିଫେଣ୍ଡିଂ ଚାମ୍ପିୟନ ସ୍ପେନ୍ର କାର୍ଲୋସ ଅଲ୍କାରାଜ ଚଳିତ ଓ୍ବିମ୍ବେଲଡନ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ସେଣ୍ଟର କୋର୍ଟରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ସେ ବିନା ପତାକାରେ ଖେଳୁଥିବା ରୁଷିଆର ଡାନିଲ ମେଡଭେଡେଭଙ୍କୁ ୬-୭…
ମୀନା ସାନ୍ତାଙ୍କୁ ୩ ସ୍ବର୍ଣ୍ଣ ସହ ୫ ପଦକ
ଭୁବନେଶ୍ୱର, ୧୩।୭(ତପନ ସ୍ବାଇଁ): ଓଡ଼ିଶା ଭାରୋତ୍ତୋଳନ ସଂଘ ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମର ବିଜୁ ପଟ୍ଟନାୟକ ଓ୍ବେଟ୍ଲିଫ୍ଟିଙ୍ଗ୍ ହଲ୍ରେ ଚାଲିଥିବା ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଭାରୋତ୍ତୋଳନ ଜୋନାଲ ଲିଗ୍ରେ ଓଡ଼ିଶା ପ୍ରତିଯୋଗୀଙ୍କ ପ୍ରଭାବୀ ପ୍ରଦର୍ଶନ…
ଫେରୁଛି ହକି ଇଣ୍ଡିଆ ଲିଗ୍: ରାଉରକେଲା-ରାଞ୍ଚିରେ ଖେଳାଯିବ ମ୍ୟାଚ୍
ଭୁବନେଶ୍ୱର, ୧୨।୭: ପୁଣି ଫେରୁଛି ହକି ଇଣ୍ଡିଆ ଲିଗ୍(ଏଚ୍ଆଇଏଲ୍)। ଦୀର୍ଘ ୭ ବର୍ଷର ବ୍ୟବଧାନ ପରେ ଏହି ଲିଗ୍ ପୁଣି ଆରମ୍ଭ ହେବାକୁ ଯାଉଥିବା ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ସୂଚନା ଦେଇଛନ୍ତି। ଚଳିତ ବର୍ଷ ଡିସେମ୍ବର ୨୭ କିମ୍ବା…
ଜେମ୍ସ ଆଣ୍ଡରସନଙ୍କ ଅବସରକୁ ନେଇ ଭାବୁକ ହେଲେ ‘କ୍ରିକେଟର ଭଗବାନ’
ନୂଆଦିଲ୍ଲୀ,୧୨।୭: ଇଂଲଣ୍ଡର ତାରକା ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଟେଷ୍ଟ କ୍ରିକେଟକୁ ବିଦାୟ ନେଇଛନ୍ତି। ଲର୍ଡସରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ ତାଙ୍କ କ୍ୟାରିୟରର ଶେଷ ମ୍ୟାଚ ଥିଲା। ସେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିସାରିଛନ୍ତି। ସେ…
ହକି ଇଣ୍ଡିଆ ସଭାପତିଙ୍କ ବଡ଼ ଘୋଷଣା, ରାଉରକେଲାରେ…
ଭୁବନେଶ଼୍ବର, ୧୨।୦୭: ଚଳିତ ବର୍ଷ ଡିସେମ଼୍ବର ୨୭ ତାରିଖରୁ ହକି ଇଣ୍ଡିଆ ଲିଗ୍ ଆରମ୍ଭ ହେବ । ଏନେଇ ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀ ସୂଚନା ଦେଇଛନ୍ତି । ଏହି ଲିଗ୍ ଡିସେମ଼୍ବର ୨୭ରୁ ଆରମ୍ଭ ହୋଇ ୨୦୨୫ ଫେବୃଆରୀ…
୧୯ରେ ଭାରତ-ପାକିସ୍ତାନ ମହାମୁକାବିଲା
କଲମ୍ବୋ,୧୨ା୭: ସ୍ଥାନୀୟ ଦାମ୍ବୁଲାରେ ମହିଳା ଟି୨୦ କ୍ରିକେଟ ଏସିଆ କପ୍ ଟୁର୍ନାମେଣ୍ଟର ପ୍ରଥମ ଦିବସ ଜୁଲାଇ ୧୯ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ। ଏହାର ଦିନକ ପରେ ଆୟୋଜକ ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ମ୍ୟାଚ…
ବଡ଼ ବିଜୟ ପରେ ବି ଭାରତକୁ ଟପି ପାରିଲାନି ଇଂଲଣ୍ଡ
ନୂଆଦିଲ୍ଲୀ, ୧୨।୦୭: ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ସିରିଜ୍ରେ ଇଂଲଣ୍ଡ ବୃହତ୍ ବ୍ୟବଧାନରେ ବଡ଼ ବିଜୟ ହାସଲ କରିଛି । କିନ୍ତୁ ଦଳ ଏବେବି ବିଶ଼୍ବ ଟେଷ୍ଟ ଚାମ୍ପିୟନ୍ ପଏଣ୍ଟ ଟେବୁଲ୍ର ତଳେ ରହିଛି । ଅନ୍ୟପଟେ ଭାରତୀୟ କ୍ରିକେଟ୍ ଟିମ୍…

