ଖେଳ

ପାକିସ୍ତାନକୁ ହରାଇ WCL 2024 ଟାଇଟଲ୍‌ ଜିତିଲା ଇଣ୍ଡିଆ ଚାମ୍ପିଅନ୍ସ

ବର୍ମିଂଘମ,୧୪।୭: ଓ୍ବାଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡସ୍‌(ଡବ୍ଲ୍ୟୁସିଏଲ୍‌) ୨୦୨୪ର ଟାଇଟଲ ଜିତିଛି ଇଣ୍ଡିଆ ଚାମ୍ପିଅନ୍ସ। ଏଠାରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ଯୁବରାଜ ସିଂଙ୍କ ନେତୃତ୍ୱାଧୀନ ଇଣ୍ଡିଆ ଚାମ୍ପିଅନ୍ସ ସହଜ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଟିମ୍‌ ୧୫୬ ରନ୍‌…

ଭାରତର ପ୍ରଥମ ସ୍ବର୍ଣ୍ଣ ପଦକ

ଅଲିମ୍ପିକ୍ସର ନବମ ସଂସ୍କରଣ ୧୯୨୪ରେ ନେଦରଲାଣ୍ଡ୍ସର ଆମଷ୍ଟରଡାମ୍‌ରେ ଅନୁଷ୍ଠିତ ହୋଇଥିଲା। ବ୍ରିଟିଶ ଜାତୀୟ ପତାକା ତଳେ ଖେଳିଥିବା ଭାରତ ଫିଲ୍ଡ ହକିରେ ଐତିହାସିକ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲା। ଜୟପାଲ ସିଂ ମୁଣ୍ଡା ଏହି ଦଳର ନେତୃତ୍ୱ ନେଇଥିବାବେଳେ ହକି ଯାଦୁକର…

୫୮ ବର୍ଷ ପ୍ରତୀକ୍ଷାର ଅନ୍ତ ଲକ୍ଷ୍ୟରେ ବ୍ରିଟେନ୍‌

ବର୍ଲିନ୍‌,୧୪।୭(ପି.ଟି.): ଜର୍ମାନୀରେ ଅନୁଷ୍ଠିତ ୟୁରୋ କପ ଫୁଟବଲ ୨୦୨୪ର ଫାଇନାଲ ମ୍ୟାଚ୍‌ ଇଂଲଣ୍ଡ ଓ ସ୍ପେନ୍‌ ମଧ୍ୟରେ ଖେଳାଯିବ। ସ୍ପେନ ଦଳ ଚତୁର୍ଥ ୟୁରୋ କପ୍‌ ଲକ୍ଷ୍ୟରେ ରହିଥିବା ବେଳେ ଇଂଲଣ୍ଡ ୫୮ ବର୍ଷ ପ୍ରତୀକ୍ଷାର ଅବସାନ ଘଟାଇବା ଲକ୍ଷ୍ୟରେ ରହିଛି।…

ଟିକିମୋହିନୀଙ୍କୁ ଦୁଇଟି ସ୍ବର୍ଣ୍ଣ

ଭୁବନେଶ୍ୱର, ୧୪।୭(ସରୋଜ ଜେନା): ଓଡ଼ିଶା ଭାରୋତ୍ତୋଳନ ସଂଘ ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମର ବିଜୁ ପଟ୍ଟନାୟକ ଓ୍ବେଟ୍‌ଲିଫ୍ଟିଙ୍ଗ୍‌ ହଲ୍‌ରେ ଚାଲିଥିବା ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଭାରୋତ୍ତୋଳନ ଜୋନାଲ ଲିଗ୍‌ରେ ଓଡ଼ିଶା ପ୍ରତିଯୋଗୀଙ୍କ ପ୍ରଭାବୀ ପ୍ରଦର୍ଶନ…

ଚତୁର୍ଥ ଟି୨୦ରେ ଜିମ୍ବାୱେକୁ ହରାଇ ସିରିଜ କବଜା କଲା ଭାରତ

ମୁମ୍ବାଇ,୧୩।୭: ଶନିବାର ହରାରେ ଖେଳାଯାଇଥିବା ଜିମ୍ବାୱେ ବିପକ୍ଷ ଚତୁର୍ଥ ଟି୨୦ ମୁକାବିଲାକୁ ୧୦ ଓ୍ବିକେଟ୍‌ରେ ବିଜୟୀ ହୋଇଛି ଭାରତୀୟ ଟିମ୍। ଏଥି ସହିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ୩-୧ ର ଅଗ୍ରଣୀ ହାସଲ କରିଛି ଭାରତ। ଟସ୍ ଜିତି ଭାରତୀୟ…

ମଇଦାନରେ ପତ୍ନୀଙ୍କୁ ଦେଖି ଏଭଳି କଲେ ଇରଫାନ୍‌ ପଠାନ, ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ Video ଭାଇରାଲ

ନୂଆଦିଲ୍ଲୀ,୧୩।୭: ଓ୍ବାଲ୍ଡ ଚାମ୍ପିଅନ୍ସଶିପ୍‌ ଅଫ୍‌ ଲିଜେଣ୍ଡସ୍‌ ୨୦୨୪ ଫାଇନାଲରେ ଇଣ୍ଡିଆ ଚାମ୍ପିଅନ୍ସ ଟିମ୍‌ ସହ ପାକିସ୍ତାନ ଚାମ୍ପିଅନ୍ସ ମୁହାଁମୁହିଁ ହେବ। ଏହି ମୁକାବିଲାକୁ ନେଇ ଭିନ୍ନ ଧରଣର କ୍ରେଜ୍‌ ଦେଖିବାକୁ ମିଳୁଛି। ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିବା ଖେଳାଳି ଏଥିରେ ଖେଳୁଥିବାରୁ…

ପୁଅ ବାହାଘରରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ କ୍ୟାପଟେନ ନାଁ ଘୋଷଣା କଲେ ନୀତା ଅମ୍ବାନୀ! ଏହି ଷ୍ଟାର ଖେଳାଳି ନେବେ ଦାୟିତ୍ୱ

ନୂଆଦିଲ୍ଲୀ,୧୩।୭: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସର ମାଲିକାଣୀ ନୀତା ଅମ୍ବାନୀ ତାଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଇପିଏଲ ଇତିହାସରେ ନୀତା ଅମ୍ବାନୀଙ୍କ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଅନ୍ୟତମ ସଫଳ ଦଳ। ରୋହିତ…

ଭାରତୀୟ କ୍ରିକେଟ୍‌ ଖେଳାଳି ରିଙ୍କୁ ସିଂଙ୍କ ସହ ଏ ଝିଅ କିଏ ? ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ , ୧୩।୦୭: ଭାରତୀୟ ଟିମ୍‌ର ନୂଆ ଫିନିସର୍‌ ରିଙ୍କୁ ସିଂଙ୍କ ଏକ ଭିଡିଓ ଏବେ ଭାଇରାଲ୍‌ ହୋଇଛି । ଯେଉଁଥିରେ ଭାରତର ଏହି ଖେଳାଳିଙ୍କ ସହ ଜଣେ ଝିଅ ନଜର ଆସୁଛନ୍ତି । ରିଙ୍କୁ ବର୍ତ୍ତମାନ ଟିମ୍‌ ଇଣ୍ଡିଆ ସହ…

ପୁଅ ବିବାହକୁ ନ ଆସିବାରୁ ରାଗିଗଲେ ନୀତା ଅମ୍ବାନୀ, ରୋହିତଙ୍କୁ ମୁମ୍ବାଇ ଇଣ୍ଡିଆନ୍ସରୁ ବିଦା କରିବା ନେଇ କଲେ ବଡ଼ ଘୋଷଣା!

ନୂଆଦିଲ୍ଲୀ,୧୩।୭: ନିକଟରେ ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଦଳ ଟି-୨୦ ବିଶ୍ୱକପ ଜିତି ଇତିହାସ ରଚିଛି। ଯାହା ପରେ ସମସ୍ତେ ଅଧିନାୟକ ରୋହିତ ଶର୍ମାଙ୍କୁ ପ୍ରଶଂସାରେ ପୋତି ପକାଛନ୍ତି। ନିକଟରେ ଅମ୍ବାନୀଙ୍କର ସାନପୁଅ ଅନନ୍ତଙ୍କର ବିବାହ…

ସାମିଙ୍କୁ ନେଇ ଗମ୍ଭୀରଙ୍କ କଣ ରହିଛି ପ୍ଲାନ୍‌, ଆଗକୁ…

ମୁମ଼୍ବାଇ, ୧୩।୦୭: ଭାରତୀୟ କ୍ରିକେଟ୍‌ ଟିମ୍‌ର ମୁଖ୍ୟ କୋଚ୍‌ ପଦରୁ ରାହୁଲ ଦ୍ରାବିଡ଼ ଅବସର ନେବା ପରେ ଏବେ ନୂଆ କୋଚ୍‌ ଭାବେ ଗୌତମ ଗମ୍ଭୀର କାର୍ଯ୍ୟ ଆରମ୍ଭ କରିଛନ୍ତି । ଗମ୍ଭୀରଙ୍କ ଆଗରେ ଏବେ ଅନେକ ଚ୍ୟାଲେଞ୍ଜ ରହିଛି ।…

କାର୍ଯ୍ୟକାଳ ଆରମ୍ଭରୁ ଗମ୍ଭୀର-ବିସିସିଆଇ ମୁହାଁମୁହିଁ!

ନୂଆଦିଲ୍ଲୀ,୧୩।୭: ଟିମ ଇଣ୍ଡିଆର ନୂଆ କୋଚ ହୋଇଛନ୍ତି ଗୌତମ ଗମ୍ଭୀର । ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଗମ୍ଭୀରଙ୍କୁ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଭାବେ ନିଯୁକ୍ତି ଦେଇଛି ବିସିସିଆଇ । ତେବେ ଦ୍ରାବିଡଙ୍କ ସହିତ ବ୍ୟାଟିଂ, କୋଚ…

ଝୁଲଣ ଗୋସ୍ବାମୀଙ୍କୁ ମିଳିଛି ନୂଆ ଦାୟିତ୍ୱ, ବିଦେଶରେ ଯାଇ କରିବେ ଗୌତମ ଗମ୍ଭୀରଙ୍କ ଭଳି କାମ

ନୂଆଦିଲ୍ଲୀ,୧୩।୭: ଅଷ୍ଟ୍ରେଲିଆ ଏବଂ ଭାରତ ପରେ ବର୍ତ୍ତମାନ ୱେଷ୍ଟଇଣ୍ଡିଜ ମଧ୍ୟ ମହିଳା ଟି -୨୦ କ୍ରିକେଟ ଲିଗ ଆରମ୍ଭ କରିଛି। ମହିଳା କାରିବିଆନ ପ୍ରିମିୟର ଲିଗର ପରବର୍ତ୍ତୀ ସିଜନ ଆସନ୍ତା ମାସର ୨୧ ତାରିଖରୁ ଆରମ୍ଭ ହେବ। ଏହି ଲିଗ ୨୯ଅଗଷ୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri