ଖେଳ

ବାଂଲାଦେଶ ଚିତ୍‌ପଟାଙ୍ଗ: ଭାରତକୁ ମାତ୍ର ୯୫ ରନ୍‌ର ଟାର୍ଗେଟ୍‌

କାନପୁର,୧।୧୦: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ କାନପୁରରେ ଚାଲିଛି। ଆଜି ଏହି ଟେଷ୍ଟର ଶେଷ ଦିନ। ଦ୍ୱିତୀୟ ଇନିଂସରେ ବାଂଲାଦେଶ ୧୪୬ ରନ୍‌ରେ ଅଲଆଉଟ୍‌ ହୋଇଛି। ପ୍ରଥମ ଇନିଂସରେ ବାଂଲାଦେଶ…

ଅଚାନକ ଟିମ୍‌ ଇଣ୍ଡିଆରେ ବଡ଼ ପରିବର୍ତ୍ତନ: ଟେଷ୍ଟ ସିରିଜ୍‌ ଚାଲିଥିବାବେଳେ ୩ ଖେଳାଳିଙ୍କୁ ଦଳରୁ ବିଦା କଲା ବିସିସିଆଇ

ନୂଆଦିଲ୍ଲୀ,୧।୧୦: କାନପୁରରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଖେଳାଯାଉଛି। ମ୍ୟାଚର ଚାରି ଦିନ ସମାପ୍ତ ହୋଇଛି ଏବଂ ଆଜି ହେଉଛି ପଞ୍ଚମ ଦିନ। ଟିମ ଇଣ୍ଡିଆ ବିସ୍ଫୋରକ ବ୍ୟାଟିଂ ସହ କାନପୁର ଟେଷ୍ଟକୁ ରୋମାଞ୍ଚକର କରିଛି। ଗୋଟିଏ ପଟେ…

୨୦୨୫ ଆଇପିଏଲରେ ଆରସିବି ପାଇଁ ଖେଳିବେ ରାହୁଲ! ବଡ଼ ସଙ୍କେତ ଦେଲା ଫ୍ରାଞ୍ଚାଇଜ୍‌

ନୂଆଦିଲ୍ଲୀ,୧।୧୦: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ୨୭ ସେପ୍ଟେମ୍ବରରୁ ଖେଳାଯାଉଛି, କିନ୍ତୁ ଭାରତ ଏହି ମ୍ୟାଚ ପାଇଁ ଚତୁର୍ଥ ଦିନ ବ୍ୟାଟିଂ କରିବାର ସୁଯୋଗ ମିଳିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଏହି ମ୍ୟାଚ ସମୟରେ ଏକ ସୋସିଆଲ…

ରୋମାଞ୍ଚକ ସ୍ଥିତିରେ କାନପୁର ଟେଷ୍ଟ: ଭାରତର ଦବ୍‌ଦବା ଜାରି

କାନପୁର,୩୦।୯: କାନପୁରର ଗ୍ରୀନପାର୍କରେ ଭାରତ ଓ ବାଂଲାଦେଶ ମଧରେ ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଟେଷ୍ଟ ମ୍ୟାଚ ବେଶ ରୋଚକ ସ୍ଥିତିରେ ରହିଛି। ଲଗାତାର ଦୁଇ ଦିନ ବର୍ଷାରେ ଧୋଇଯିବା ପରେ ସୋମବାର ଚତୁର୍ଥ ଦିନର ଖେଳ ସମ୍ଭବ ହୋଇଥିଲା। ଭାରତ…

ଐତିହାସିକ ରେକର୍ଡ କଲେ ବିରାଟ କୋହଲି: ଏମିତି କାରନାମା କରିବାରେ ବିଶ୍ୱର ପ୍ରଥମ କ୍ରିକେଟର୍‌

ନୂଆଦିଲ୍ଳୀ,୩୦।୯: ଅନ୍ତର୍ଜାତୀୟ କ୍ରିକେଟରେ ୨୭,୦୦୦ ରନ ସ୍କୋର କରିବାରେ ବିରାଟ କୋହଲି ବିଶ୍ୱର ଚତୁର୍ଥ କ୍ରିକେଟର ହୋଇଛନ୍ତି। ବାଂଲାଦେଶ ବିପକ୍ଷ କାନପୁର ଟେଷ୍ଟ ମ୍ୟାଚରେ ସେ ଏହି ସଫଳତା ହାସଲ କରିଛନ୍ତି। ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ସେ ୩୫…

ଆଇପିଏଲ୍‌ରେ ନିଲାମରେ ଭାଙ୍ଗିବ ସବୁ ରେକର୍ଡ: ଏହି ୩ ଖେଳାଳିଙ୍କ ଉପରେ ହେବ ଟଙ୍କା ବର୍ଷା

ନୂଆଦିଲ୍ଲୀ,୩୦।୯: ଆଇପିଏଲ ମେଗା ନିଲାମ ପୂର୍ବରୁ ବିସିସିଆଇ ରିଟେସନ୍‌ ସମ୍ବନ୍ଧୀୟ ନିୟମ ଘୋଷଣା କରିଛି। ଆଇପିଏଲ ଦଳ ସର୍ବାଧିକ ୫ ଖେଳାଳିଙ୍କୁ ବଜାୟ ରଖିବାରେ ସକ୍ଷମ ହେବେ। ଏହା ବ୍ୟତୀତ, ରାଇଟ ଟୁ ମ୍ୟାଚ (ଆର୍‌ଟିଏମ୍‌) ମାଧ୍ୟମରେ ଜଣେ ପ୍ଲେୟାର୍‌ ସାମିଲ…

ଇତିହାସ ରଚିଲା ଟିମ୍‌ ଇଣ୍ଡିଆ: ବଡ଼ କାରନାମା କଲେ ରୋହିତ-ଯଶସ୍ବୀ ଯୋଡ଼ି

କାନପୁର,୩୦।୯: କାନପୁର ଟେଷ୍ଟରେ ବାଂଲାଦେଶକୁ ଟିମ ଇଣ୍ଡିଆ ଉପଯୁକ୍ତ ଜବାବ ଦେଇଛି। ପ୍ରଥମ ଇନିଂସରେ ରୋହିତ ଶର୍ମା ଏବଂ ଯଶସ୍ବୀ ଜୟସ୍ବାଲ ତାଙ୍କୁ ଏକ ଭଲ ଆରମ୍ଭ କରିଥିଲେ। ରୋହିତ ଏବଂ ଯଶସ୍ବୀ ମାତ୍ର ୩ ଓଭରରେ ୫୦ ରନରୁ ଅଧିକ…

ବିସିସିଆଇର ବଡ ଆକ୍ସନ, ଆଇପିଏଲରେ ଏମିତି ହେଲେ ୨ ବର୍ଷ ପାଇଁ ବ୍ୟାନ

ନୂଆଦିଲ୍ଲୀ,୨୯।୯: ନଭେମ୍ବରରେ ହେବାକୁ ଥିବା ମେଗା ନିଲାମ ପୂର୍ବରୁ ରିଟେଂସନକୁ ନେଇ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ନିୟମ ଜାରି କରିଛି। ବର୍ତ୍ତମାନ ଆଇପିଏଲ ଫ୍ରାଞ୍ଚାଇଜ ଉପସ୍ଥିତ ଥିବା ଟିମରୁ ମୋଟ ୬ଖେଳାଳିଙ୍କୁ ରିଟେନ କରି ପାରିବ। ରିଟେଂସନ ମାଧ୍ୟମରେ କିମ୍ବା…

ଟିମ ସିଲେକ୍ସନରେ ଗମ୍ଭୀରଙ୍କ ଇନପ୍ୟାକ୍ଟ, କୋଚଙ୍କ ନିକଟତମ ଖେଳାଳିଙ୍କ ପାଇଁ ଖୋଲିଲା…

ନୂଆଦିଲ୍ଲୀ,୨୯।୯: ବାଂଲାଦେଶ ବିପକ୍ଷରେ ଖେଳାଯିବାକୁ ଥିବା ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ପାଇଁ ଟିମ ଇଣ୍ଡିଆ ଘୋଷଣା କରାଯାଇଛି। ଅଜିତ ଅଗରକରଙ୍କ ନେତୃତ୍ୱରେ ସିନିୟର ଚୟନ କମିଟି ଶନିବାର ରାତିରେ ୧୫ ଜଣିଆ ଦଳ ଘୋଷଣା କରିଛି। ଏହି…

କାନପୁର ଟେଷ୍ଟରେ ଏମିତି କିଛି କହିଦେଲେ ରିଷଭ ପନ୍ତ…ସବୁଠୁ ହେଉଛି ଚର୍ଚ୍ଚା

କାନପୁର,୨୮।୯: ଭାରତ ବନାମ ବାଂଲାଦେଶ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଷ୍ଟମ୍ପ ପଛରେ ଛିଡା ହୋଇ ରିଷଭ ପନ୍ତ ଏମିତି କିଛି କହିଛନ୍ତି, ଯାହା ଏବେ ଭାଇରାଲ ହୋଇଛି। ପ୍ରଥମ ଦିନରେ କେବଳ ୩୫ ଓଭର ଖେଳାଯାଇଥିଲା, କିନ୍ତୁ ଏହି…

କ୍ରିକେଟ ପ୍ରେମୀଙ୍କ ପାଇଁ ଖରାପ ଖବର: ବର୍ଷା ପାଇଁ ଦ୍ୱିତୀୟ ଦିନର ଖେଳ…

କାନପୁର,୨୮।୯: କାନପୁରର ଗ୍ରୀନ ପାର୍କରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନ ମଧ୍ୟ ଖରାପ ପାଗ ଦ୍ୱାରା ପ୍ରଭାବିତ ହେଉଛି। ମ୍ୟାଚ ସକାଳ ୯ଟା ୩୦ରେ ଆରମ୍ଭ ହେବାର ଥିଲା। କିନ୍ତୁ, ଖରାପ ପାଗକୁ…

ରୋହିତ ଶର୍ମାଙ୍କ ଗୋଟିଏ ନିଷ୍ପତ୍ତିରେ ବଦଳିଗଲା ୬୦ ବର୍ଷର ଇତିହାସ

କାନପୁର,୨୮।୯: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ସେପ୍ଟେମ୍ବର ୨୭ରେ କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଆରମ୍ଭ ହୋଇଛି। ବର୍ଷା ହେତୁ ପ୍ରଥମ ଦିନ ବିଳମ୍ବରେ ଆରମ୍ଭ ହୋଇଥିଲା, ତେଣୁ କେବଳ ୩୫ ଓଭର ଖେଳାଯାଇପାରିବ, ଯେଉଁଥିରେ ବାଂଲାଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?