ଖେଳ

ହାର୍ଦ୍ଦିକଙ୍କଠାରୁ ଅଲଗା ହେବା ପରେ ପ୍ରଥମ ଫଟୋ ଶେୟାର କଲେ ନତାଶା

ନୂଆଦିଲ୍ଲୀ,୧୯।୭: ଭାରତୀୟ କ୍ରିକଟେର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନାତାଶା ଷ୍ଟାନକୋଭିକ ପାରସ୍ପରିକ ସହମତିରେ ଅଲଗା ହୋଇଛନ୍ତି। ଜୁଲାଇ ୧୮ରେ, ଏହି ଦମ୍ପତି ସେମାନଙ୍କ ଛାଡପତ୍ର ହେବା ଘୋଷଣା କରିଥିଲେ। ଏହି ଦମ୍ପତି ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ କହିଛନ୍ତି ଯେ ଦୁହେଁ…

ଟିମ ଇଣ୍ଡିଆରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି, ବିସିସିଆଇ କଲା…

ନୂଆଦିଲ୍ଲୀ,୧୯।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟି -୨୦ ସିରିଜ ୨୭ ଜୁଲାଇରୁ ଆରମ୍ଭ ହେବ। ଏହା ପରେ ଦିନିକିଆ ସିରିଜ ଖେଳାଯିବ। ଏଥିପାଇଁ ବିସିସିଆଇ ଗୁରୁବାର ଦଳ ଘୋଷଣା କରିଛି। ଟିମ ଇଣ୍ଡିଆରେ ଶିବମ ଦୁବେ ମଧ୍ୟ ସ୍ଥାନ ପାଇଛନ୍ତି।…

ରୋହିତଙ୍କ ପରେ କିଏ ହେବେ ଅଧିନାୟକ? ଗମ୍ଭୀର ଦେଲେ ବଡ଼ ସଙ୍କେତ

ନୂଆଦିଲ୍ଲୀ,୧୯।୭: ରୋହିତ ଶର୍ମା ଏବଂ ବିରାଟ କୋହଲି ଟି -୨୦ ଫର୍ମାଟରୁ ଅବସର ନେବା ପରେ ଭାରତୀୟ କ୍ରିକେଟରେ ଉତ୍ତେଜନା ତୀବ୍ର ହୋଇଛି। ଶ୍ରୀଲଙ୍କା ଗସ୍ତ ପାଇଁ ସୂର୍ଯ୍ୟକୁମାର ଯାଦବଙ୍କୁ ଟି -୨୦ ଦଳର ଅଧିନାୟକ କରାଯାଇଛି, କିନ୍ତୁ ସମସ୍ତଙ୍କ ଆଖି…

ଆଜି ଭାରତ-ପାକିସ୍ତାନ ମହାମୁକାବିଲା

ଡମ୍ବୁଲା,୧୯ା୭: ମହିଳା ଏସିଆ କପ୍‌ କ୍ରିକେଟ୍‌ ଟି୨୦ ମ୍ୟାଚ୍‌ ନବମ ସଂସ୍କରଣ ଶୁକ୍ରବାର ଠାରୁ ଆରମ୍ଭ ହେବ। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପ୍ରଥମ ଦିନରେ ପରସ୍ପରକୁ ଭେଟିବେ। ଅନ୍ୟପକ୍ଷେ ୮ ଦଳର ଅଧିନାୟକଙ୍କ ଉପସ୍ଥିତିରେ ଟ୍ରଫି ଉନ୍ମୋଚନ…

IPLରେ ଏଣ୍ଟ୍ରି କରିବାକୁ ଚାହୁଁଛନ୍ତି ଗୌତମ ଆଦାନୀ: କିଣିବେ ଗୁଜରାଟ ଟାଇଟାନ୍ସ

ନୂଆଦିଲ୍ଲୀ, ୧୯।୭: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ଫ୍ରାଞ୍ଚାଇଜ ଗୁଜରାଟ ଟାଇଟାନ୍ସ’କୁ କିଣିବାକୁ ଚାହୁଁଛନ୍ତି ଶିଳ୍ପପତି ଗୌତମ ଆଦାନୀ। ସିଭିସି କ୍ୟାପିଟାଲ ମାଲିକାନାରେ ଥିବା ଗୁଜରାଟ ଟାଇଟାନ୍ସକୁ ସହଯୋଗୀ ଟୋରେଣ୍ଟ ସହିତ ମିଶି ଆଦାନୀ ସମୂହ କିଣିବାକୁ ଯାଉଥିବା ଏକ ରିପୋର୍ଟରୁ…

ଛାଡ଼ପତ୍ର ପରେ ହାର୍ଦ୍ଦିକ ପାଣ୍ଡ୍ୟା ସ୍ତ୍ରୀ ନତାଶାଙ୍କୁ ଦେବେ ଏତିକି ଟଙ୍କାର ସମ୍ପତ୍ତି…

ନୂଆଦିଲ୍ଲୀ,୧୯ା୭: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଇତିମଧ୍ୟରେ ସ୍ତ୍ରୀ ନତାଶା ଷ୍ଟାନ୍‌କୋଭିକଙ୍କୁ ଛାଡ଼ପତ୍ର ଦେଇଛନ୍ତି। ଗୁରୁବାର ସୋସିଆଲ ମିଡିଆରେ ପୋଷ୍ଟ କରି ହାର୍ଦ୍ଦିକ ତାଙ୍କ ସ୍ତ୍ରୀଙ୍କଠାରୁ ଅଲଗା ହେବା ଘୋଷଣା କରିଛନ୍ତି। ହାର୍ଦ୍ଦିକ କହିଛନ୍ତି, ୪ ବର୍ଷ ଏକାଠି ରହିବା ପରେ ମୁଁ…

ହାର୍ଦ୍ଦିକ-ନତାଶାଙ୍କ ଛାଡପତ୍ର ପରେ ଏବେ କାହା ପାଖରେ ରହିବେ ପୁଅ ଅଗସ୍ତ୍ୟା?

ନୂଆଦିଲ୍ଲୀ,୧୯।୭: ଭାରତୀୟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକ ଆନୁଷ୍ଠାନିକ ଭାବେ ଅଲଗା ହୋଇଛନ୍ତି। ଛାଡପତ୍ର ଖବରକୁ ପାଣ୍ଡ୍ୟା ଏବଂ ନତାଶା ନିଶ୍ଚିତ କରିଛନ୍ତି। କିନ୍ତୁ ଏବେ ପ୍ରଶ୍ନ ହେଉଛି ତାଙ୍କ ପୁଅ ଅଗସ୍ତ୍ୟା କାହା…

ଅଧାରୁ ଏହିସବୁ କ୍ରିକେଟର୍‌ଙ୍କ ହାତ ଛାଡିଦେଇଥିଲେ ସ୍ତ୍ରୀ : ନାଁ ଜାଣିଲେ ହେବେ ଚକିତ

ଭାରତରେ ବିବାହ ଏକ ପବିତ୍ର ବନ୍ଧନ ଭାବରେ ବିବେଚନା କରାଯାଏ। ବିବାହକୁ ୭ ଜନ୍ମର ବନ୍ଧନ ବୋଲି କୁହାଯାଏ। ବେଳେବେଳେ ଏହାକୁ ବଜାୟ ରଖିବା କଷ୍ଟକର ହୋଇଯାଏ ଏବଂ ସ୍ବାମୀ-ସ୍ତ୍ରୀଙ୍କୁ ଅଲଗା ହେବାକୁ ପଡେ। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା…

ଗମ୍ଭୀରଙ୍କ ପାଇଁ ୭ ବର୍ଷେ ଏହି କାମ କରିବେ ବିରାଟ କୋହଲି

ନୂଆଦିଲ୍ଲୀ,୧୯।୭: ଟିମ ଇଣ୍ଡିଆର ନୂତନ କୋଚ ଗୌତମ ଗମ୍ଭୀର ଶ୍ରୀଲଙ୍କା ଗସ୍ତରୁ ତାଙ୍କ କାର୍ଯ୍ୟକାଳ ଆରମ୍ଭ କରିବାକୁ ଯାଉଛନ୍ତି। ଗମ୍ଭୀର ନିଜ ପ୍ରଥମ ଗସ୍ତକୁ ଜିତିବାକୁ ସମସ୍ତ ପ୍ରକାର ପ୍ରୟାସ କରୁଛନ୍ତି। ସେ ଚୟନକର୍ତ୍ତାଙ୍କ ସହ ଟି-୨୦ ଏବଂ ଦିନିକିଆ ସିରିଜ…

କରିଥିଲେ ପ୍ରେମ ବିବାହ, ଏହି ବଡ଼ କାରଣରୁ ଭାଙ୍ଗିଗଲା ହାର୍ଦ୍ଦିକ-ନତାଶାଙ୍କ ସମ୍ପର୍କ

ନୂଆଦିଲ୍ଲୀ,୧୯।୮: ଟିମ ଇଣ୍ଡିଆର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକଙ୍କ ଛାଡପତ୍ର ହୋଇଯାଇଛି। ଏନେଇ ଦୁହେଁ ଗୁରୁବାର ସୋସିଆଲ ମିଡିଆରେ ଶେୟାର କରି ବିବାହ ବିଚ୍ଛେଦ ଖବରକୁ ସ୍ପଷ୍ଟ କରିଥିଲେ। ୨୦୨୦ରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶାଙ୍କ…

ନତାଶାଙ୍କୁ ୩ଥର ବିବାହ କରିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୧୯।୭: ଭାରତୀୟ କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସର୍ବିଆ ମଡେଲ ନତାଶା ଷ୍ଟାନକୋଭିକ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କରି ଉଭୟ ସେମାନଙ୍କ ପ୍ରଶଂସକଙ୍କୁ ସେମାନଙ୍କ ଅଲଗା ବିଷୟରେ ସୂଚନା ଦେଇଛନ୍ତି। ଉଭୟ ନିଜ ସମ୍ପର୍କ…

ଜୋତା ଲୁଚାରେ ଏତିକି ଟଙ୍କା ଦେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା, ଜାଣିଲେ ଉଡିଯିବ ହୋଶ୍‌: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୯।୭: ଟିମ ଇଣ୍ଡିଆର ତାରକା ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ଏକ ଖରାପ ସମୟ ଦେଇ ଗତି କରୁଛନ୍ତି। ତାଙ୍କ ସ୍ତ୍ରୀ ନତାଶା ଷ୍ଟାନକୋଭିକଙ୍କ ସହ ତାଙ୍କର ଛାଡପତ୍ର ହୋଇଛି। ଏନେଇ ଉଭୟ ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଛନ୍ତି। ହାର୍ଦ୍ଦିକ ୨୦୨୦ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri