ଖେଳ

IPL 2025: ବିଶ୍ୱ ବିଜେତା ଭାରତୀୟ ଖେଳାଳିଙ୍କ ଦରମା କେତେ ଜାଣନ୍ତୁ: ରୋହିତଙ୍କଠାରୁ ଅଧିକ ଦରମା ପାଇବେ ଶେୟସ ଆୟାର

ନୂଆଦିଲ୍ଲୀ,୨୯।୧୧: ଆଇପିଏଲ୍‌ ୨୦୨୫ ପାଇଁ ନିଲାମ ହୋଇଛି। ଏଥର ନିଲାମ ଅନେକ ରେକର୍ଡ ଭାଙ୍ଗିଲା। ରିଷଭ ପନ୍ତ ସବୁଠାରୁ ଦାମୀ ଖେଳାଳି ଥିଲେ। ଏଥିସହିତ ଶ୍ରେୟସ ଆୟର ମଧ୍ୟ ୨୫ କୋଟି ଟଙ୍କାର ପ୍ରତିବନ୍ଧକ ଭାଙ୍ଗିଛନ୍ତି। ନିଲାମ ପୂର୍ବରୁ ୪୬ ଖେଳାଳିଙ୍କୁ…

IPL 2025: ଏହି ଖେଳାଳିଙ୍କ ବଡ଼ ପ୍ରଶଂସକ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, କହିଲେ…

ନୂଆଦିଲ୍ଲୀ,୨୯।୧୧: ଆଇପିଏଲ୍‌ ୨୦୨୫ ଆରମ୍ଭ ହେବାକୁ ଯାଉଛି। ଆଇପିଏଲ ହେଉଛି ଦେଶ ଏବଂ ବିଶ୍ୱରେ ସର୍ବାଧିକ ଦେଖାଯାଉଥିବା କ୍ରିକେଟ ଲିଗ। ଭାରତ କଥା ଛାଡନ୍ତୁ, ସମଗ୍ର ବିଶ୍ୱରେ ଆଇପିଏଲ ବିଷୟରେ ବହୁତ ଉତ୍ସାହ ଅଛି। ବିରାଟ କୋହଲି, ରୋହିତ ଶର୍ମା, ମହେନ୍ଦ୍ର…

PSL ରେ ଅଂଶ ଗ୍ରହଣ କରିବାକୁ ଖେଳାଳିଙ୍କୁ ବାରଣ କଲା ଇଂଲଣ୍ଡ, IPL ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ,୨୯।୧୧: ଚାମ୍ପିୟନ୍ସ ଟ୍ରଫି ବିବାଦ ମଧ୍ୟରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) କୁ ଆଉ ଏକ ଝଟକା ଦେଇଛି ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି)। ନୂତନ ଭାବେ ପ୍ରସ୍ତୁତ ହୋଇଥିବା ପଲିସୀ ଅନୁଯାୟୀ ଗ୍ରୀଷ୍ମ ମାସରେ ଇଂଲଣ୍ଡର ଖେଳାଳିଙ୍କୁ…

ଏହି ହେବେ ଆରସିବିର ଆଗାମୀ ଅଧିନାୟକ, ପୂର୍ବତନ ଖେଳାଳି କଲେ କନଫର୍ମ

ନୂଆଦିଲ୍ଲୀ,୨୯।୧୧: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୫ର ମେଗା ନିଲାମରେ ବହୁ ଅର୍ଥ ଖର୍ଚ୍ଚ କରିଥିଲା । କିନ୍ତୁ ଦଳ ଫାଫ ଡୁ ପ୍ଲେସିସ ଏବଂ ଗ୍ଲେନ ମ୍ୟାକ୍ସୱେଲଙ୍କୁ କିଣିପାରିନାହିଁ। ଗତ ସିଜନରେ ଡୁପ୍ଲେସିସ ଦଳର ଅଧିନାୟକ ଥିଲେ। କିନ୍ତୁ ବର୍ତ୍ତମାନ…

ଅଷ୍ଟ୍ରେଲିଆ ପାର୍ଲାମେଣ୍ଟରେ ଏମିତି କଥା କହିଦେଲେ ରୋହିତ ଶର୍ମା: ସମସ୍ତେ କରୁଛନ୍ତି ବାଃ ବାଃ

କାନବେରା,୨୯ା୧୧: ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍‌ ମଧ୍ୟରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍‌ଙ୍କୁ ଭେଟିଛି ଭାରତୀୟ କ୍ରିକେଟ ଦଳ। ନଭେମ୍ବର ୩୦ ତାରିଖରେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଏକାଦଶ ବିପକ୍ଷରେ ଅଭ୍ୟାସ ମ୍ୟାଚ୍‌ ରହିଥିବା ବେଳେ ଭାରତୀୟ ଦଳର ସମସ୍ତ ଖେଳାଳି ଓ ସପୋର୍ଟ…

ହଠାତ୍‌ ପଡ଼ିଆରେ ଚାଲିଗଲା ଏହି ଭାରତୀୟ କ୍ରିକେଟର୍‌ଙ୍କ ଜୀବନ: କ୍ରିକେଟ୍‌ ଜଗତ ସ୍ତବ୍ଧ

ନୂଆଦିଲ୍ଲୀ,୨୯।୧୧: ମହାରାଷ୍ଟ୍ରର ପୁଣେରେ ଏକ ହୃଦୟବିଦାରକ ଘଟଣା ଘଟିଛି। ୩୫ ବର୍ଷୀୟ ପେସାଦାର କ୍ରିକେଟର ଇମ୍ରାନ ପଟେଲଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ପଟେଲ ଏକ ଲିଗ ମ୍ୟାଚରେ ନିଜ ଦଳ ପାଇଁ ଇନିଂସ କରିବାକୁ ଆସିଥିଲେ। ଯେତେବେଳେ ସେ ଅମ୍ପାୟାରଙ୍କୁ ତାଙ୍କ…

୨୦୨୪ରେ ପ୍ରଥମଥର ଘଟିଲା ଏମିତି: ରୁଟ୍‌ଙ୍କୁ ପାଣି ପିଆଇଦେଲେ ଡେବ୍ୟୁଟାଣ୍ଟ୍‌

ଖ୍ରୀଷ୍ଟଚର୍ଚ୍ଚ,୨୯।୧୧: ଇଂଲଣ୍ଡ କ୍ରିକେଟ ଦଳ ବର୍ତ୍ତମାନ ନ୍ୟୁଜିଲାଣ୍ଡ ଗସ୍ତରେ ଅଛି। ତିନି ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ନଭେମ୍ବର ୨୮ରୁ ଖ୍ରୀଷ୍ଟଚର୍ଚ୍ଚରେ ଖେଳାଯାଉଛି। ଏହି ଟେଷ୍ଟରେ ଇଂଲଣ୍ଡ ବ୍ୟାଟିଂର ମେରୁଦଣ୍ଡ କୁହାଯାଉଥିବା ଜୋ ରୁଟ ଶୂନରେ ଆଉଟ୍‌ ହୋଇଛନ୍ତି। ରୁଟଙ୍କ…

ଭାରତ ବିନା ଖେଳାଯିବ ଚାମ୍ପିଅନ୍ସ ଟ୍ରଫି? ପିସିବିର ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୮।୧୧: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ନେଇ ନଭେମ୍ବର ୨୯ରେ ଆଇସିସିର ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ବିସିସିଆଇ ଏବଂ ପିସିବି ସହିତ ସମସ୍ତ ବୋର୍ଡ ସଦସ୍ୟ ଉପସ୍ଥିତ ରହିବେ। ତେବେ ଏହି ଟୁର୍ନାମେଣ୍ଟର ଆୟୋଜକ ଅଧିକାର ପାକିସ୍ତାନ ନିକଟରେ…

ପୁଣି ଡିସେମ୍ବରରେ ହେବ ଅକ୍ସନ, ଏଥର ବେଙ୍ଗାଲୁରୁରେ ଡକାଯିବ ନିଲାମ, ସାମ୍ନାକୁ ଆସିଲା ତାରିଖ…

ନୂଆଦିଲ୍ଲୀ,୨୮।୧୧: ଆଇପିଏଲ୍‌ ୨୦୨୫ ଲାଗି ମେଗା ଅକ୍ସନର ଆୟୋଜନ କରାଯାଇଥିଲା। ଏହି ଅକ୍ସନରେ ଖେଳାଳିଙ୍କ ଉପରେ ରେକର୍ଡ ଟଙ୍କା ବର୍ଷା କରାଯାଇଥିଲା। ଏବେ କ୍ରିକେଟ ପ୍ରଶଂସକ ଆଉ ଏକ ଅକ୍ସନ ଦେଖିବାକୁ ପାଇବେ। ଏଥୀ ମହିଳା ପ୍ରିମିୟର ଲିଗ୍‌ ୨୦୨୫ ଲାଗି…

୩୦ କୋଟି ରୋଜଗାର କରି ବିଶ୍ୱ ରେକର୍ଡ କଲେ ପନ୍ତ, କୋହଲିଙ୍କୁ ବି ଟପିଗଲେ…

ନୂଆଦିଲ୍ଲୀ,୨୮।୧୧: ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ ଲାଗି ନଭେମ୍ବର ୨୪ ଏକ ସ୍ମରଣୀୟ ଦିନ। କାରଣ ଏହି ଦିନ ତାଙ୍କ ଉପରେ ଟଙ୍କା ବର୍ଷା ହୋଇଛି ଯାହାର କଳ୍ପନା କେହି ବି କରି ନ ଥିଲେ। ତେବେ ଆଇପିଏଲ ଅକ୍ସନରେ ଲକ୍ଷ୍ନୌ…

ରାଜ୍ୟସ୍ତରୀୟ ଖୋ ଖୋ ପ୍ରତିଯୋଗିତା: ଭୁବନେଶ୍ୱର କିସ୍‌ ଚାମ୍ପିୟନ

ଦିଗପହଣ୍ଡି/ପାଟପୁର,୨୮।୧୧(ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ପାଟପୁର ବିଶ୍ୱାସ ରାୟ ବିଜ୍ଞାନ ମହାବିଦ୍ୟାଳୟ ମିନି ଷ୍ଟାଡିୟମରେ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଆନୁକୁଲ୍ୟରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ଯୁକ୍ତ ୨ ଆନ୍ତଃ ଉଚ୍ଚମାଧ୍ୟମିକ ବିଦ୍ୟାଳୟ…

ହଠାତ ସନ୍ନ୍ୟାସ ଘୋଷଣା କରି ଚମକାଇଲେ ଟିମ୍‌ ଇଣ୍ଡିଆର ଏହି ଖେଳାଳି, ବିରାଟଙ୍କ ସହ ଜିତିଥିଲେ ବିଶ୍ୱକପ୍‌

ନୂଆଦିଲ୍ଲୀ,୨୮।୧୧: ବର୍ତ୍ତମାନ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଛି। ଏସବୁ ମଧ୍ୟରେ ଟିମ୍‌ ଇଣ୍ଡିଆର ଜଣେ ଖେଳାଳି ସନ୍ନ୍ୟାସ ଘୋଷଣା କରିଛନ୍ତି। ଏହି ଖେଳାଳି ଦଳ ପାଇଁ ଅନ୍ତିମ ଅନ୍ତର୍ଜାତୀୟ ମୁକାବିଲା ୨୦୧୯ରେ ଖେଳିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?