ଖେଳ

ରୋହିତଙ୍କ ପାଖରେ ବଡ଼ ସୁଯୋଗ, ଭାଙ୍ଗି ପାରନ୍ତି କ୍ରିସ୍‌ ଗେଲ୍‌ଙ୍କ ରେକର୍ଡ

ନୂଆଦିଲ୍ଲୀ, ୦୭।୦୮: ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ୱାନ୍‌ଡେ ସିରିଜ୍‌ର ଆଜି ଶେଷ ଦିନ ଅର୍ଥାତ ଆଜି ଶେଷ ମ୍ୟାଚ୍‌ । ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଟାଇ ହୋଇଯାଇଥିଲା । ଦ଼୍ବିତୀୟ ମ୍ୟାଚ୍‌ ୩୨ ରନ୍‌ରେ ଶ୍ରୀଲଙ୍କା ବିଜୟୀ…

‘ବ୍ୟବସ୍ଥା ଆଗରେ ହାରି ଯାଇଥିଲେ ଭିନେଶ’

ପ୍ୟାରିସ୍‌,୭ା୮(ପି.ଟି.): ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ର ୫୦ କିଗ୍ରା ମହିଳା କୁସ୍ତି ଇଭେଣ୍ଟର ସେମି ଫାଇନାଲରେ ପହଞ୍ଚିବା ପରେ ଭିନେଶ ଫୋଗଟଙ୍କୁ ନେଇ ଟୁଇଟ୍‌ କରିଛନ୍ତି ବଜରଙ୍ଗ ପୁନିଆ। ୨୯ ବର୍ଷୀୟ ଭିନେଶ ବିଶ୍ୱରେ ନିଜ ବିଜୟର ଧ୍ୱଜା ଉଡାଇଛନ୍ତି ସତ ମାତ୍ର…

ଗ୍ରୀକ୍‌ ଆଥ୍‌ଲେଟ ଡୋପ୍‌ ଟେଷ୍ଟରେ ପଜିଟିଭ

ଏଥେନ୍ସ, ୭ା୮(ଏପି): ପ୍ୟାରିସ ଗେମ୍ସରେ ଜଣେ ଗ୍ରୀକ୍‌ ଆଥଲେଟ୍‌ ଡୋପ୍‌ ଟେଷ୍ଟରେ ଧରାପଡ଼ିଛନ୍ତି। ତାଙ୍କୁ ଆଥଲେଟ ଭିଲେଜ ଛାଡ଼ିବାକୁ କୁହାଯାଇଛି। ଗ୍ରୀସ୍‌ ଅଲିମ୍ପିକ କମିଟି ଏକ ବିବୃତିରେ ପ୍ରକାଶ କରିଛି, ଗ୍ରୀସ୍‌ର ଆଣ୍ଟି-ଡୋପିଙ୍ଗ ଏଜେନ୍ସି ଦ୍ୱାରା ଡୋପ୍‌ ଟେଷ୍ଟ ହୋଇଥିଲା। ଫଳାଫଳ…

ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସରେ ଦୁଇ ଖେଳାଳି

ପ୍ୟାରିସ, ୭ା୮ (ଏପି): ଦୁଇ ଜଣ ମହିଳା ଟେବୁଲ ଟେନିସ ଖେଳାଳି ପ୍ୟାରିସ ଗେମ୍ସରେ ପୂରା ଅଭିଜ୍ଞତା ଲାଭ କରିବେ। ସେମାନେ ହେଲେ ବ୍ରାଜିଲର ବ୍ରୁନା ଆଲେଜାଣ୍ଡ୍ରେ ଓ ଅଷ୍ଟ୍ରେଲିଆର ମେଲିସା ଟାପର। ଦୁହେଁ ଅଲିମ୍ପିକ୍ସରେ ଭାଗ ନେଉଛନ୍ତି। ପରେ ସେମାନେ…

ଫାଇନାଲରେ ଭିନେଶ ଫୋଗଟ; ପଦକ ପକ୍କା

ନୂଆଦିଲ୍ଲୀ,୬।୮: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ର ୫୦ କିଗ୍ରା ମହିଳା କୁସ୍ତି ଇଭେଣ୍ଟର ଫାଇନାଲରେ ପହଞ୍ଚି ଇତିହାସ ରଚିଛନ୍ତି ଭିନେଶ ଫୋଗଟ। ଟୋକିଓ ବିଫଳତାକୁ ପଛରେ ପକାଇ ଭିନେଶ ସୋମବାର ଲଢୁଆ ପ୍ରଦର୍ଶନ କରିଥିଲେ। ପ୍ରଥମ ରାଉଣ୍ଡରେ ଡିଫେଣ୍ଡିଂ ଚାମ୍ପିୟନ ତଥା ବିଶ୍ୱ…

ସେମିଫାଇନାଲରେ ଭିନେଶ ଫୋଗଟ

ନୂଆଦିଲ୍ଲୀ, ୦୬।୦୮: ପ୍ରି-କ୍ୱାର୍ଟରରେ ବିଶ୍ୱ ଚାମ୍ପିୟନଙ୍କୁ ହରାଇବା ପରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରି ସେମି ଫାଇନାଲରେ ପ୍ରବେଶ କରିଛନ୍ତି ଭିନେଶ ଫୋଗଟ। କ୍ଵାଟର ଫାଇନାଲରେ ସେ ୟୁକ୍ରେନର ଓକସାନା ଲିଭଚାଙ୍କୁ ୭-୫ରେ ହରାଇ ସେମିକୁ ଉନ୍ନୀତ ହୋଇଛନ୍ତି। ଏବେ ଭିନେଶ…

ବିଶ୍ୱ ଚମ୍ପିୟନଙ୍କୁ ହରାଇଲେ ଭିନେଶ ଫୋଗଟ; ୧୫ ସେକେଣ୍ଡରେ ପାଲଟାଇଦେଲେ ବାଜି

ନୂଆଦିଲ୍ଲୀ, ୦୬।୦୮: ପ୍ୟାରିସ ଅଲିମ୍ପିକ୍ସର ପ୍ରି-କ୍ୱାର୍ଟର ଫାଇନାଲରେ ଷ୍ଟାର ଇଣ୍ଡିଆନ୍ ରେସଲର ଭିନେଶ ଫୋଗାଟଙ୍କ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଅଲିମ୍ପିକ୍ ଚାମ୍ପିଅନ୍ ତଥା ଚାରିଥର ବିଶ୍ୱ ଚାମ୍ପିଅନ୍ ୟୁୟୁ ସୁସାକିଙ୍କୁ ୫୦ କେଜି ବର୍ଗରେ ୩-୨ ରେ ପରାସ୍ତ କରିଛନ୍ତି। ଏହି…

ଅଲମ୍ପିକ୍ସରେ ନିରାଶ କଲେ ଓଡ଼ିଆ ପୁଅ, ପ୍ୟାରିସ୍‌ ଅଲମ୍ପିକ୍ସ ଯାତ୍ରାର ଅନ୍ତ

ନୂଆଦିଲ୍ଲୀ, ୦୬।୦୮: ଚଳିତ ପ୍ୟାରିସ୍‌ ଅଲମ୍ପିକ୍ସରେ ନିରାଶ କରିଛନ୍ତି ଓଡ଼ିଶାର ପୁଅ କିଶୋର ଜେନା । ପୁରୀ ଜିଲାରୁ ଅଲମ୍ପିକ୍ସ ଯାତ୍ରା କରିଥିବା ଜାଭେଲିନ୍‌ ଷ୍ଟାର କିଶୋର ଜେନା ଅଲମ୍ପିକ୍ସରେ ସେତେଟା ଭଲ ପ୍ରଦର୍ଶନ କରିପାରିନାହାନ୍ତି । ଏସିଆନ୍‌ ଗେମ୍ସରେ ସିଲଭର…

ଫାଇନାଲ୍‌ରେ ସ୍ଥାନ ପକ୍କାକଲେ ନୀରଜ, ପ୍ରଥମ ଥ୍ରୋରେ ବଡ଼ ସଫଳତା

ନୂଆଦିଲ୍ଲୀ, ୦୬।୦୮: ଟୋକିଓ ଅଲମ୍ପିକ୍ସରେ ସ଼୍ବର୍ଣ୍ଣ ବିଜେତା ତଥା ଭାରତୀୟ ଜାଭେଲିନ୍‌ ଷ୍ଟାର ନୀରଜ ଚୋପ୍ରାଙ୍କୁ ବଡ଼ ସଫଳତା ମିଳିଛି । ପ୍ୟାରିସ୍‌ ଅଲମ୍ପିକ୍ସର ଯୋଗ୍ୟତା ପର୍ଯ୍ୟାରୁ ହିଁ ତାଙ୍କୁ ଫାଇନାଲ୍‌ରେ ସ୍ଥାନ ମିଳିଛି । ପ୍ରଥମ ରାଉଣ୍ଡରେ ସେ ୮୯.୩୪…

ସନ୍ୟାସ ପରେ ବି ପୁଣି ମ୍ୟାଚ୍‌କୁ ଫେରିବେ କାର୍ତ୍ତିକ୍‌, ଏହି ମ୍ୟାଚ୍‌ରେ ଆସିବେ ନଜର

ନୂଆଦିଲ୍ଲୀ, ୦୬।୦୮: ଭାରତୀୟ ଦଳର ପୂର୍ବତନ ଖେଳାଳି ତଥା ୱିକେଟ କିପର ଦୀନେଶ କାର୍ତ୍ତିକ ଆଇପିଏଲ ୨୦୨୪ ସିଜନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ପାଇଁ ଖେଳିବା ପରେ ଅବସର ଘୋଷଣା କରିଥିଲେ। ବର୍ତ୍ତମାନ କାର୍ତ୍ତିକଙ୍କୁ ଅନ୍ତର୍ଜାତୀୟ ଟି-୨୦ ଲିଗରେ ନଜର…

ଇତିହାସ ରଚିଲେ ଅବିନାଶ ସାବଲେ: ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସରେ କଲେ ଏମିତି କାରନାମା

ପ୍ୟାରିସ,୬।୮: ପ୍ୟାରିସ୍‌ରେ ଚାଲିଥିବା ଅଲିମ୍ପିକ୍ସ ୨୦୨୪ରେ ଏପର୍ଯ୍ୟନ୍ତ ଭାରତୀୟ ଆଥଲେଟ୍‌ମାନଙ୍କ ଠାରୁ ଅନେକ ଐତିହାସିକ ସଫଳତା ଦେଖିବାକୁ ମିଳିଛି। ବର୍ତ୍ତମାନ ପୁରୁଷ ୩୦୦୦ ମିଟର ଷ୍ଟିପ୍ଲେଚେଜ୍‌ ମଧ୍ୟ ଏକ ଏତିହାସିକ କୀର୍ତ୍ତିମାନ ଦେଖିବାକୁ ମିଳିଥିଲା। ଭାରତର ଅବିନାଶ ସାବଲେ ଇଭେଣ୍ଟ ଫାଇନାଲରେ…

ଆଇପିଏଲ ୨୦୨୫କୁ ନେଇ ବଡ଼ ଖବର: ଏହି ୬ ଦଳର ବଦଳିବେ ଅଧିନାୟକ, ରୋହିତ, କୋହଲି ଯିବେ…

ନୂଆଦିଲ୍ଲୀ୬।୮: ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସିଜନ ଆରମ୍ଭ ହେବାକୁ ବହୁତ ସମୟ ବାକି ଅଛି, କିନ୍ତୁ ଏହା ବିଷୟରେ ଅନେକ ଆଶ୍ଚର୍ଯ୍ୟଜନକ ଖବର ବାହାରକୁ ଆସୁଛି। ଆଇପିଏଲ ୨୦୨୫ ପୂର୍ବରୁ, ଚଳିତ ବର୍ଷ ଆଗାମୀ ସିଜନ ପାଇଁ ଏକ ମେଗା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri