ହଠାତ୍ କାହିଁକି ଅବସର ନେଲେ ଆର.ଅଶ୍ୱିନ୍: ନିଜେ କଲେ ଖୁଲାସା
ବ୍ରିସବେନ,୧୯।୧୨: ଅଷ୍ଟ୍ରେଲିଆ ବିପକ୍ଷରେ ବ୍ରିସବେନ ଟେଷ୍ଟ ପରେ ରବି ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ନେଇଛନ୍ତି। ଅବସର ପରେ ଅଶ୍ୱିନ ଚେନ୍ନାଇରେ ପହଞ୍ଚିବା ପରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଥିଲା। ଏହି ଅବସରରେ ରବି ଅଶ୍ୱିନ କହିଛନ୍ତି, ମୁଁ ଆଇପିଏଲରେ ଚେନ୍ନାଇ…
ମେଲବର୍ନ ବିମାନବନ୍ଦରରେ କୋହଲିଙ୍କ ସହ ଏମିତି କଲେ ବିଦେଶୀ ଖବରଦାତା, ରାଗିଗଲେ କିକ୍ରେଟର୍, ଜାଣନ୍ତୁ ପୂରା ମାମଲା
ନୂଆଦିଲ୍ଲୀ,୧୯।୧୨: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ମେଲବର୍ନ ବିମାନବନ୍ଦରରେ କୋହଲିଙ୍କ ସହ ବିବାଦ ହୋଇଛି। ଖବର ଅନୁଯାୟୀ ମେଲବର୍ନ ବିମାନବନ୍ଦରରେ ଉପସ୍ଥିତ ଥିବା ଟିଭି ଖବରଦାତାଙ୍କ ଉପରେ ବିରାଟ ରାଗିଯାଇଛନ୍ତି। ଫଟୋ କିମ୍ବା…
ଭାରତ ଛାଡି ସବୁଦିନ ପାଇଁ ପରିବାର ସହ ଲଣ୍ଡନ ପଳାଇବେ ବିରାଟ କୋହଲି
ନୂଆଦିଲ୍ଲୀ,୧୯।୧୨: ଆଜିକାଲି ଟିମ ଇଣ୍ଡିଆର ଭେଟେରାନ ଖେଳାଳି ବିରାଟ କୋହଲି ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚରେ ସେ କିଛି ବିଶେଷ କରିପାରି ନ ଥିଲେ। ଏବେ କୋହଲିଙ୍କ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି।…
୪୫ ବର୍ଷ ପରେ ୨୦୨୪ରେ ଏମିତି ଲଜ୍ଜାଜନକ ରେକର୍ଡ କଲା ଭାରତ
ନୂଆଦିଲ୍ଲୀ,୧୯।୧୨: ୨୦୨୪ ବର୍ଷ ଭାରତୀୟ କ୍ରିକେଟ ପାଇଁ ଏପରି ଉତ୍ଥାନ-ପତନ ଆଣିଥିଲା, ଯାହା ପ୍ରଶଂସକମାନେ ଭୁଲିଯିବା କଷ୍ଟକର। ଯଦିଓ ଭାରତୀୟ ଦଳ ଚଳିତ ବର୍ଷ ଟି-୨୦ ବିଶ୍ୱକପ ଜିତିଛି, ତେବେ ଇତିହାସରେ ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡକୁ ମଧ୍ୟ ଟେଷ୍ଟ ସିରିଜ…
ନ୍ୟୁଜିଲାଣ୍ଡକୁ ମିଳିଲା ଦିନିକିଆ-ଟି୨୦ର ନୂଆ ଅଧିନାୟକ
ନୂଆଦିଲ୍ଲୀ,୧୮।୧୨: ମିଚେଲ ସାଣ୍ଟନରଙ୍କୁ ଆଧିକାରୀକ ଭାବେ ନ୍ୟୁଜିଲାଣ୍ଡର ହ୍ବାଇଟ୍ ବଲ୍ ଟିମ୍ର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ସେ କେନ୍ ଓ୍ବିଲିୟମସନଙ୍କ ସ୍ଥାନ ନେବେ, ଯିଏ କି ଆମେରିକା ଏବଂ ଓ୍ବେଷ୍ଟଇଣ୍ଡିଜରେ ଟି୨୦ ବିଶ୍ୱକପ୍ରୁ ଦଳ ବାହାର ହେବା ପରେ ପଦ…
ପୁଲଓ୍ବାମା ଶହୀଦଙ୍କ ପୁଅଙ୍କ ଜୀବନ ବଦଳାଇଦେଲେ ସେହ୍ବାଗ, ଟିମ୍ରେ ହେଲା ଚୟନ
ନୂଆଦିଲ୍ଲୀ,୧୮।୧୨: ୨୦୧୯ ଫେବୃଆରୀ ୧୪ରେ ପୁଲଓ୍ବାମାରେ ଆତଙ୍କବାଦୀମାନେ ସିଆର୍ପିଏଫ୍ ଯବାନଙ୍କ ବସ୍କୁ ଉଡାଇ ଦେଇଥିଲେ। ଏଥିରେ ୪୦ ଯବାନ ଶହୀଦ ହୋଇଥିଲେ। ଉକ୍ତ ଯବାନଙ୍କ ମଧ୍ୟରେ ଜଣେ ବିଜୟ ସୋରେଙ୍ଗ ଥିଲେ।ଏବେ ତାଙ୍କ ପୁଅ ରାହୁଲ ସୋରେଙ୍ଗଙ୍କୁ ବିରେନ୍ଦ୍ର ସେହ୍ବାଗ ପ୍ରତିଭାବାନ…
ଅଶ୍ୱିନଙ୍କ ସନ୍ନ୍ୟାସ ଘୋଷଣାର ସମୟକୁ ନେଇ ପ୍ରଶ୍ନ ଉଠାଇଲେ ଗାଭାସ୍କର, କହିଦେଲେ ଏମିତି
ବ୍ରିସବେନ,୧୮।୧୨: ଭାରତୀୟ ଟିମ୍ର ପୂର୍ବତନ ଅଧିନାୟକ ତଥା ନିଜ ସମୟର ଭେଟେରାନ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ରବିଚନ୍ଦ୍ରନ ଅଶ୍ୱିନଙ୍କ ଅବସର ଘୋଷଣା ନେଇ ପ୍ରଶ୍ନ ଉଠାଇଛନ୍ତି। ବିଶେଷକରି ସନ୍ନ୍ୟାସ ନେବାର ସମୟକୁ ସେ ଆଲୋଚନା କରିଛନ୍ତି। ଅଶ୍ୱିନ ଟେଷ୍ଟ ସିରିଜ ଶେଷ…
ତୁମେମାନେ ମୋତେ ମାରିଦେବ…ଅଶ୍ୱିନଙ୍କ ଅବସର ପରେ ଏମିତି କାହିଁକି କହିଲେ ରୋହିତ?
ନୂଆଦିଲ୍ଲୀ,୧୮।୧୨: ଗାବା ଟେଷ୍ଟ ଡ୍ର’ ହେବା ପରେ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଅବସର ଘୋଷଣା କରି ସମସ୍ତଙ୍କୁ ଚମକାଇଦେଇଛନ୍ତି। ଏହା ପରେ ସେ ଅଧିନାୟକ ରୋହିତ ଶର୍ମାଙ୍କ ସହ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଏଥିରେ ରୋହିତ ଏଭଳି…
ଇମୋଶନାଲ୍ ହେଲେ କୋହଲି, ଅଶ୍ୱିନଙ୍କୁ ନେଇ କହିଦେଲେ ଏମିତି କଥା
ନୂଆଦିଲ୍ଳୀ,୧୮।୧୨: ଗାବାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ ପରେ ରବିଚନ୍ଦ୍ରନ ଅଶ୍ୱିନ ଅବସର ଘୋଷଣା କରିଛନ୍ତି। ଅଶ୍ୱିନ ଆଉ ଅନ୍ତର୍ଜାତୀୟ କ୍ରିକେଟରେ ଖେଳିବେ ନାହିଁ। ଅବସର ନେବା ପୂର୍ବରୁ ବିରାଟ କୋହଲିଙ୍କ ସହ ଏକ ଫଟୋ ଭାଇରାଲ…
ବର୍ଷା ବିଗାଡିଦେଳା ଖେଳ: ଗାବା ଟେଷ୍ଟ ଡ୍ର’
ବ୍ରିସବେନ,୧୮।୧୨: ବ୍ରିସବେନର ଗାବା ଠାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଡ୍ର ହୋଇଥିଲା। ଅଷ୍ଟ୍ରେଲିଆ ଜିତିବା ପାଇଁ ଭାରତକୁ ୨୭୫ ରନର ଲକ୍ଷ୍ୟ ଦେଇଥିଲା। କିନ୍ତୁ ମ୍ୟାଚର ପଞ୍ଚମ ଦିନରେ ଚା’ ବିରତି ପରେ…
୭୬୫ ଉଇକେଟ୍, ୪୩୯୪ ରନ୍..ଅଶ୍ୱିନଙ୍କ ୧୪ ବର୍ଷ କ୍ରିକେଟ୍ କ୍ୟାରିୟର୍ ଥିଲା ଏମିତି
ନୂଆଦିଲ୍ଲୀ,୧୮।୧୨: ଭାରତର କିମ୍ବଦନ୍ତୀ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ବର୍ଷା ଯୋଗୁ ଭାରତ ବନାମ ଅଷ୍ଟ୍ରେଲିଆ ବ୍ରିସବେନ ଟେଷ୍ଟକୁ ଡ୍ର ଘୋଷଣା କରାଯାଇଛି। ମ୍ୟାଚ ଡ୍ର ଘୋଷିତ ହେବା ପରେ ଅଶ୍ୱିନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି,…
ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଲେ ଅଶ୍ୱିନ୍, ଗାବା ଟେଷ୍ଟ ପରେ କଲେ ଘୋଷଣା
ନୂଆଦିଲ୍ଲୀ,୧୮।୧୨: ଟିମ ଇଣ୍ଡିଆର ଭେଟେରାନ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ଅବସର ଘୋଷଣା କରିଛନ୍ତି। ତାଙ୍କୁ ଆଉ ଅନ୍ତର୍ଜାତୀୟ କ୍ରିକେଟରେ ଦେଖିବାକୁ ମିଳିବ ନାହିଁ। ଦ ଗାବାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ ପରେ ଅଶ୍ୱିନ ଏହି ଘୋଷଣା…

