ଅଲିମ୍ପିକ୍ସରେ ପଦକ ଜିତି ଭୁବନେଶ୍ୱରରେ ପହଞ୍ଚିଲେ ଅମିତ ରୋହିଦାସ: ଜୋରଦାର ସ୍ବାଗତ
ଭୁବନେଶ୍ୱର,୧୬।୮: ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଘରକୁ ଫେରିଛନ୍ତି ହକି ତାରକା ଅମିତ ରୋହିଦାସ। ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଛି। ଭାଜପା ବିଧାୟକ ବାବୁ ସିଂ, ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କିଙ୍କ…
ଚାମ୍ପିୟନ୍ସ ଟ୍ରଫି ପାଇଁ ଟିମ ଇଣ୍ଡିଆ ପାକିସ୍ତାନ ଯିବ ନା ନାହିଁ? ଜୟ ଶାହା ଦେଲେ ଏହି ଜବାବ
ନୂଆଦିଲ୍ଲୀ,୧୬।୮: ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଆୟୋଜିତ ହେବ। କିନ୍ତୁ ଟୁର୍ନାମେଣ୍ଟ ପାଇଁ ପାକିସ୍ତାନ ଯିବାକୁ ଟିମ ଇଣ୍ଡିଆର କୌଣସି ମନୋବଳ ନାହିଁ। ଏ ପର୍ଯ୍ୟନ୍ତ ଅନେକ ପ୍ରକାରର ଖବର ବାହାରକୁ ଆସିଛି । କିନ୍ତୁ ବର୍ତ୍ତମାନ ବିସିସିଆଇ ସଚିବ ଜୟ…
ବିସିସିଆଇରୁ ଭିଭିଏସ ଲକ୍ଷ୍ମଣଙ୍କୁ ମିଳିଲା ବଡ ଅଫର
ନୂଆଦିଲ୍ଲୀ,୧୫।୮: ପୂର୍ବତନ ଭାରତୀୟ ଦଳର ଭେଟେରାନ କ୍ରିକେଟର ଭିଭଏସ ଲକ୍ଷ୍ମଣ ବାଙ୍ଗାଲୋରର ଜାତୀୟ କ୍ରିକେଟ ଏକାଡେମୀ (ଏନସିଏ) ର ମୁଖ୍ୟ ରହିବେ। ବିସିସିଆଇ ଏକ ବର୍ଷ ପାଇଁ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରିଛି। ନଭେମ୍ବର ୨୦୨୧ରୁ ତାଙ୍କର ପ୍ରଥମ ତିନି-ବର୍ଷ ଚୁକ୍ତିନାମା…
ଅପିଲ ଖାରଜ ହେବା ପରେ ପ୍ରଥମ ପୋଷ୍ଟ ଶେୟାର କଲେ ଭିନେଶ, ଫଟୋ ଦେଖିଲେ ଭାଙ୍ଗିଯିବ ହୃଦୟ
ନୂଆଦିଲ୍ଲୀ,୧୫।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ପରେ ଭାରତୀୟ ପ୍ରଶଂସକଙ୍କୁ ଏକ ବଡ ଝଟକା ଲାଗିଛି। ଅଯୋଗ୍ୟତା ପରେ ରେସଲର ଭିନେଶ ଫୋଗଟ କୋର୍ଟ ଅଫ ଆର୍ବିଟ୍ରେସନ ଫର ସ୍ପୋର୍ଟସ (ସିଏଏସ) ରେ ଡିସକ୍ୱାଲିଫିକେଶନ ପରେ ଆବେଦନ କରିଥିଲେ। ଭିନେଶଙ୍କ ଆବେଦନ ପ୍ରତ୍ୟାଖ୍ୟାନ କରାଯାଇଥିଲା।…
ତେନ୍ଦୁଲକରଙ୍କ ସର୍ବକାଳୀନ ରେକର୍ଡ ଭାଙ୍ଗିବେ ଜୋ ରୁଟ
ନୂଆଦିଲ୍ଲୀ,୧୫।୮: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଙ୍ଗ ଅନୁଭବ କରିଛନ୍ତି ଯେ ଇଂଲଣ୍ଡର ବ୍ୟାଟ୍ସମ୍ୟାନ ଜୋ ରୁଟ ଆଗାମୀ ବର୍ଷରେ ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ ସଂଗ୍ରହ କରିଥିବା ମହାନ କ୍ରକେଟର ସଚିନ ତେନ୍ଦୁଲକରଙ୍କ ସର୍ବକାଳୀନ ରେକର୍ଡକୁ ଅତିକ୍ରମ କରିବେ। ୱେଷ୍ଟଇଣ୍ଡିଜ…
ମୁହଁ ଖୋଲିଲେ ମନୁ ଭାକର, କହିଲେ ସେ ବହୁତ ଭଲ…
ନୂଆଦିଲ୍ଲୀ,୧୫।୮: ପ୍ୟାରିସ ଅଲିମ୍ପିକ୍ସରେ ଡବଲ ବ୍ରୋଞ୍ଜ ପଦକ ଜିତି ଭାରତ ପାଇଁ ଇତିହାସ ସୃଷ୍ଟି କରିଥିବା ସୁଟର ମନୁ ଭାକର ବର୍ତ୍ତମାନ ହାଇଲାଇଟରେ ଅଛନ୍ତି। ମନୁ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଥିବା ସ୍ବାଧୀନ ଭାରତର ପ୍ରଥମ ଆଥଲେଟ ଅଟନ୍ତି ।…
ମୋଦିଙ୍କୁ ବଡ଼ ଉପହାର ଦେଲେ ମନୁ ଭାକର-ଶ୍ରୀଜେଶ
ପ୍ୟାରିସ୍,୧୫।୮: ପ୍ୟାରିସ୍ ଅଲିମ୍ପିକ୍ସରେ ଭାଗ ନେଉଥିବା ଭାରତୀୟ ଆଥଲେଟମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଭେଟିଥିଲେ। ଏହି ସମୟ ମଧ୍ୟରେ ଭାରତୀୟ ପ୍ରଧାନମନ୍ତ୍ରୀ ଆଥଲେଟ୍ମାନଙ୍କ ସହ କଥାବାର୍ତ୍ତା କରିଥିଲେ। ପ୍ୟାରିସ ଅଲିମ୍ପିକ୍ସରେ ଭାରତର ୧୧୭ ଆଥଲେଟ ଅଂଶଗ୍ରହଣ କରିଥିଲେ। ଭାରତୀୟ ହକି ଦଳର ଗୋଲକିପର…
ଭିନେଶଙ୍କୁ ମିଳିବନି ପଦକ, ପିଟି ଉଷା କହିଲେ…
ନୂଆଦିଲ୍ଲୀ,୧୫।୮: କୋର୍ଟ ଅଫ ଆର୍ବିଟ୍ରେସନ ଫ୍ର ସ୍ପୋଟର୍ସ(ସିଏଏସ)ରେ ଭିନେଶ ଫଗୋଟଙ୍କ ଆବେଦନ ଖାରଜ ହୋଇଯାଇଛି। ଏହି ସମୟରେ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓସି) ସଭାପତି ପିଟି ଉଷାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। କୋର୍ଟ ଅଫ ଆର୍ବିଟ୍ରେସନ ଫର୍ ସ୍ପୋର୍ଟ (ସିଏଏସ)ରେ ଭିନେଶଙ୍କ…
ଭିନେଶ ଫୋଗଟଙ୍କୁ ମିଳିବନି ରୌପ୍ୟ ପଦକ, ଆବେଦନ ଖାରଜ
ନୂଆଦିଲ୍ଲୀ, ୧୪।୦୮: ମଉଳି ଯାଇଛି ଭିନେଶ ଫୋଗାଟଙ୍କ ସ୍ବପ୍ନ। ଶେଷ ଆଶା ମଧ୍ୟ ବ୍ୟର୍ଥ ଯାଇଛି। ରୌପ୍ୟ ପଦକ ଦାବିରେ କୋର୍ଟ ଅଫ ଆଵିଟ୍ରେସନ ଫ୍ର ସ୍ପୋର୍ଟ୍ସ(ସିଏଏସ)ରେ ଭିନେଶଙ୍କ ଆବେଦନ ଖାରଜ ହୋଇଯାଇଛି।ଭିନେଶଙ୍କ ଆବେଦନର ବିଚାର ପୂର୍ବରୁ ହୋଇସାରିଥିବା ବେଳେ କେବଳ…
ସେପ୍ଟେମ୍ବର ୫ରୁ ଦୁଲୀପ୍ ଟ୍ରଫି: ସମସ୍ତ ସିନିୟରଙ୍କୁ ଡାକରା
ନୂଆଦିଲ୍ଲୀ, ୧୪।୦୮: ସେପ୍ଟେମ୍ବର ୫ ତାରିଖରୁ ଆରମ୍ଭ ହେବାକୁ ଥିବା ଘରୋଇ କ୍ରିକେଟ ଟୁର୍ନାମେଣ୍ଟ ଦୁଲୀପ ଟ୍ରଫି ପାଇଁ ଖେଳାଳି ଚୟନ କରିଛି ବିସିସିଆଇ। ଏଥର ନୂଆ ଫର୍ମାଟରେ ଆୟୋଜିତ ହେବାକୁ ଯାଉଥିବା ଏହି ପ୍ରମୁଖ ଘରୋଇ ଟୁର୍ନାମେଣ୍ଟ ଖେଳିବା ପାଇଁ…
ମର୍ଣ୍ଣି ମର୍କେଲ ଭାରତର ନୂଆ ବୋଲିଂ କୋଚ୍ ନିଯୁକ୍ତ
ନୂଆଦିଲ୍ଲୀ, ୧୪।୦୮: ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ମର୍ଣ୍ଣି ମର୍କେଲ ଭାରତର ନୂତନ ବୋଲିଂ କୋଚ୍ ନିଯୁକ୍ତ ହୋଇଛନ୍ତି। ମର୍କେଲଙ୍କ ନବ ନିଯୁକ୍ତ ଗୌତମ ଗମ୍ଭୀରଙ୍କ ନେତୃତ୍ୱରେ ଆସିଷ୍ଟାଣ୍ଟ କୋଚ୍ ଅଭିଷେକ ନାୟାର ଏବଂ ରିଆନ୍ ଦଶ ଡଚ୍ ଏବଂ…
ଏହି ଯୁବତୀଙ୍କ ପ୍ରେମରେ ‘କ୍ଲିନ୍ ବୋଲ୍ଡ’ ହାର୍ଦ୍ଦିକ ପାଣ୍ଡ୍ୟା!
ନୂଆଦିଲ୍ଲୀ,୧୪।୮: ଭାରତୀୟ ପେସର୍ ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ପ୍ରାୟ ଏକ ମାସ ପୂର୍ବରୁ ସେ ତାଙ୍କ ସ୍ତ୍ରୀ ନତାଶା ଷ୍ଟାନକୋଭିକଙ୍କ ଠାରୁ ଅଲଗା ହୋଇଥିଲେ। ଏବେ ହାର୍ଦ୍ଦିକ ଜଣେ ବ୍ରିଟିଶ୍ ସିଙ୍ଗରଙ୍କ ପ୍ରେମରେ ଉବୁଟୁବୁ ହେଉଥିବା…
Archives


