ଖେଳ

ବୁମ୍‌ରା ହେଲେ ଟେଷ୍ଟ ଟିମ୍‌ର ଅଧିନାୟକ, ମେଲବର୍ନ ଟେଷ୍ଟ ପରେ ବଡ଼ ଘୋଷଣା…

ନୂଆଦିଲ୍ଲୀ,୩୧।୧୨: ମେଲବର୍ନ ଟେଷ୍ଟ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ପରାଜୟ ପରେ ଅଧିନାୟକ ରୋହିତ ଶର୍ମାକୁ ହଟାଇବାକୁ ଲଗାତାର ଦାବି ହେଉଛି। ତାଙ୍କ ସ୍ଥାନରେ ଷ୍ଟାର ଦ୍ରୁତ ବୋଲର୍‌ ଜସପ୍ରିତ ବୁମ୍‌ରାଙ୍କୁ ଟିମ୍‌ ଇଣ୍ଡିଆର ଅଧିନାୟକତ୍ୱ ଦେବା ଲାଗି ସମର୍ଥନ କରାଯାଉଛି। ସେ…

କାହାକୁ ମିଳିବ ୨୦୨୪ ଟି -୨୦ କ୍ରିକେଟର ଅଫ ଦ ଇୟର ଆଓ୍ବାର୍ଡ, ଲିଷ୍ଟରେ ଏମାନେ, ଭାରତରୁ ଅଛନ୍ତି…

ନୂଆଦିଲ୍ଲୀ,୩୧।୧୨: ୨୦୨୪ ବର୍ଷ ଟି -୨୦ ଆନ୍ତର୍ଜାତୀୟ କ୍ରିକେଟ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର ଥିଲା। ଏହା ଟିମ ଇଣ୍ଡିଆ ପାଇଁ ମଧ୍ୟ ସ୍ବତନ୍ତ୍ର ଥିଲା କାରଣ ଭାରତ ଦ୍ୱିତୀୟ ଥର ପାଇଁ ଟି-୨୦ ବିଶ୍ୱକପ ଟାଇଟଲ ଜିତିଛି। ଯାହାର ଫାଇନାଲ ମ୍ୟାଚ…

ମେଲବର୍ନରେ ହାରିବା ପରେ ବି WTC 2025 ଫାଇନାଲରେ ପହଞ୍ଚିପାରେ ଭାରତ, ଏମିତି ରହିଛି ସମୀକରଣ

ନୂଆଦିଲ୍ଲୀ,୩୧।୧୨: ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ମ୍ୟାଚରେ ପରାଜୟ ପରେ ଭାରତୀୟ ଦଳର ବିଶ୍ୱ ଟେଷ୍ଟ ଚାମ୍ପୟନସିପ ଫାଇନାଲରେ ପ୍ରବେଶ କରିବାର ଆଶା ମଉଳି ଯାଇଛି। ତେବେ ଟିମ ଇଣ୍ଡିଆ ଏପର୍ଯ୍ୟନ୍ତ ଦୌଡରୁ ବାହାରି ନାହିଁ। ଯଦି ସମୀକରଣକୁ…

ଆସିଗଲା ଟିମ୍‌ ଇଣ୍ଡିଆର କାର୍ଯ୍ୟସୂଚୀ: ୨୦୨୫ରେ ଏହି ଦଳ ବିପକ୍ଷରେ ଖେଳିବ ଟେଷ୍ଟ ସିରିଜ୍‌

ନୂଆଦିଲ୍ଲୀ,୩୧।୧୨: ଚଳିତ ବର୍ଷ ଭାରତୀୟ କ୍ରିକେଟ ଦଳର ପ୍ରଦର୍ଶନ ମିଶ୍ରିତ ହୋଇଥିଲା। ପ୍ରାୟ ୧୭ ବର୍ଷ ପରେ ଭାରତୀୟ ଦଳ ଟି-୨୦ ବିଶ୍ୱକପ ଟାଇଟଲ ଜିତିଥିଲା, କିନ୍ତୁ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ପରାଜୟର ସମ୍ମୁଖୀନ ହୋଇଥିଲା। ଟେଷ୍ଟ ସିରିଜରେ ନ୍ୟୁଜିଲାଣ୍ଡ…

ଅବସର ଉପରେ ରୋହିତ ଶର୍ମା ନେଇସାରିଛନ୍ତି ନିଷ୍ପତ୍ତି! ବିସିସିଆଇ ଶୀଘ୍ର କରିବ ଘୋଷଣା, ରିପୋର୍ଟରେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୧୨: ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ବର୍ଡର-ଗାଭାସ୍କର ଟ୍ରଫ ପରେ ଅବସର ନେବାକୁ ଯାଉଛନ୍ତି। ଏକ ମିଡିଆ ରିପୋର୍ଟ ଅନୁଯାୟୀ, ରୋହିତ ବର୍ତ୍ତମାନର ସିରିଜ ପରେ ତାଙ୍କ କ୍ୟାରିୟର ବିଷୟରେ ଏକ ବଡ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଆମେ ଆପଣଙ୍କୁ…

ସନ୍ୟାସ ନେବେ ବିରାଟ କୋହଲି, ରୋହିତ ଶର୍ମା! ପୂର୍ବତନ କ୍ରିକେଟରଙ୍କ ଚମକାଇବା ଭଳି ତଥ୍ୟ

ନୂଆଦିଲ୍ଲୀ,୩୧।୧୨: ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ବର୍ଡର ଗାଭାସ୍କର ଟ୍ରଫିରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଅତ୍ୟନ୍ତ ନିରାଶାଜନକ ପ୍ରଦର୍ଶନ କରିଛନ୍ତି। ଏହି କାରଣରୁ ଭାରତର ବ୍ୟାଟିଂ କ୍ରମାଗତ ଭାବେ ଫ୍ଲପ ହେଉଛି ଏବଂ ଟିମ ଇଣ୍ଡିଆକୁ ମଧ୍ୟ ମେଲବୋର୍ନ ଟେଷ୍ଟ…

ଲଜ୍ଜାଜନକ ରେକର୍ଡ ହାସଲ କଲେ ରୋହିତ ଶର୍ମା:ପଛରେ ପଡ଼ିଲେ ମାଷ୍ଟରବ୍ଲାଷ୍ଟର

ମେଲବୋର୍ନ,୩୧।୧୨: ମେଲବୋର୍ନ ଟେଷ୍ଟରେ ଅଷ୍ଟ୍ରେଲିଆ ୧୮୪ ରନ ବ୍ୟବଧାନରେ ଭାରତକୁ ପରାସ୍ତ କରିଛି। ଏହି ପରାଜୟ ପରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଏବଂ ବ୍ୟାଟିଂ ଉପରେ ପ୍ରଶ୍ନ ଉଠିଛି। ଏଥି ସହିତ ମେଲବୋର୍ନରେ ପରାଜୟ ପରେ ରୋହିତଙ୍କ ଏକ ଲଜ୍ଜାଜନକ ତଥା…

ଜୟସ୍ବାଲଙ୍କ ଆଉଟକୁ ତେଜିଲା ବିବାଦ

ମେଲବୋର୍ନ, ୩୧।୧୨: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ କ୍ରିକେଟ ଟେଷ୍ଟର ଅନ୍ତିମ ଦିବସରେ ସୋମବାର ଯଶସ୍ବୀ ଜୟସ୍ବାଲଙ୍କ ଆଉଟକୁ ନେଇ ବିବାଦୀୟ ସ୍ଥିତି ଦେଖା ଦେଇଛି। ଏହା ଏବେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଜୟସ୍ବାଲ ୮୪ ରନ କରିଥିବାବେଳେ କଟ୍‌…

ଫୁଲଟସ୍‌ ବଲ୍‌ରେ ଛକା ମାରି ଟଳିପଡ଼ିଲେ…କ୍ରିକେଟ ମଇଦାନରେ ଖେଳାଳିଙ୍କ ଦୁଃଖଦ ମୃତ୍ୟୁ

ମୁମ୍ବାଇ,୩୦।୧୨: ମହାରାଷ୍ଟ୍ରର ଜଲନା ସହରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଖ୍ରୀଷ୍ଟମାସ ଅବସରରେ ‘ଫ୍ରେସର ବଏଜ’ ଗ୍ରାଉଣ୍ଡରେ ଏକ କ୍ରିକେଟ ଟୁର୍ନାମେଣ୍ଟର ଆୟୋଜନ କରାଯାଇଥିଲା। ଖେଳ ସମୟରେ ଜଣେ କ୍ରିକେଟର ଛକା ମାରିବା ମାତ୍ରେ ସେ ହଠାତ୍‌ ତଳେ ପଡ଼ିଯାଇ…

ଆଉ ଚାଲୁନି ବ୍ୟାଟ! ସିଡନୀ ଟେଷ୍ଟ ପରେ ଅବସର ନେବେ ରୋହିତ: ରିପୋର୍ଟ

ନୂଆଦିଲ୍ଲୀ,୩୦।୧୨: ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ନେଇ ‘ନିଜର ନିଷ୍ପତ୍ତି ନେଇସାରିଛନ୍ତି’। ସିଡନୀରେ ୨୦୨୪-୨୫ ବର୍ଡ଼ର-ଗାଭାସ୍କର ଟ୍ରଫିର ଶେଷ ଟେଷ୍ଟ ପରେ ଯଦି ଭାରତ ୨୦୨୫ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିଏସି) ରେ ପ୍ରବେଶ କରିବାରେ ବିଫଳ ହୁଏ ତେବେ…

‘ମରିଯାଇଛି କିଙ୍ଗ, ବହୁତ-ବହୁତ ଖୁସି ଅଛି ଅଷ୍ଟ୍ରେଲିଆ…’ ଭାରତର ପରାଜୟ ପରେ ବଡ଼ ବୟାନ ଦେଲେ…

ନୂଆଦିଲ୍ଲୀ,୩୦।୧୨:ଭାରତୀୟ ଟିମ୍‌ର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ଏବେ କ୍ରିକେଟ ବିଶେଷଜ୍ଞଙ୍କ ସମେତ ପ୍ରଶଂସକଙ୍କ ଟାର୍ଗେଟରେ ଅଛନ୍ତି। ମେଲବୋର୍ନ ଟେଷ୍ଟ ମୁକାବିଲାରେ କୋହଲି ବ୍ୟାଟିଂରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି। ଦଳର ଆବଶ୍ୟକତା ସମୟରେ ମଧ୍ୟ ସେ ବିଫଳ ରହିଥିଲେ। ଏବେ ତାଙ୍କୁ ନେଇ…

ସନ୍ୟାସ ନେବେ ରୋହିତ ଶର୍ମା! ମେଲବର୍ନ ଟେଷ୍ଟ ପରେ ଅବସରକୁ ନେଇ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୩୦।୧୨: ମେଲବର୍ନ ଟେଷ୍ଟରେ ଭାରତୀୟ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଅଷ୍ଟ୍ରେଲିଆ ପଞ୍ଚମ ଦିନରେ ୧୮୪ ରନ ବ୍ୟବଧାନରେ ଭାରତକୁ ପରାସ୍ତ କରିଛି। ଏହି ପରାଜୟ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଅବସର ଖବର କ୍ରମାଗତ ଭାବେ ଚର୍ଚ୍ଚାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?