Posted inଖେଳ

ଦୁବାଇରୁ ଟ୍ରଫି ଧରି ସ୍ବଦେଶ ଫେରିଲେ ଚାମ୍ପିୟନ୍ସର ଚାମ୍ପିୟନ, ବିମାନବନ୍ଦରରେ ପ୍ରଶଂସକଙ୍କ ଭିଡ଼

ନୂଆଦିଲ୍ଲୀ,୧୦।୩: ଦୁବାଇରେ ଟ୍ରଫି ଜିତିବା ପରେ ଭାରତୀୟ ଦଳ ନିଜ ଦେଶକୁ ଫେରିଛି। ୨୦୨୫ ଚାମ୍ପିୟନ୍ସ ଟ୍ରଫିର ଫାଇନାଲରେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ୪ ଉଇକେଟ୍‌ରେ ପରାସ୍ତ କରିଛି। ସୂଚନା ଅନୁସାରେ, ଭାରତୀୟ ଦଳର କିଛି ଖେଳାଳି ଦୁବାଇରୁ ସିଧାସଳଖ ମୁମ୍ବାଇରେ ପହଞ୍ଚିଥିବା ଜଣାପଡ଼ିଛି। ଏହି ବିମାନଟି କିଛି ସମୟ ପୂର୍ବରୁ ମୁମ୍ବାଇ ବିମାନବନ୍ଦରରେ ଅବତରଣ କରିଛି। ଅଧିନାୟକ ରୋହିତ ଶର୍ମାଙ୍କୁ ତାଙ୍କ ପରିବାର ସହିତ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଛି ଏବଂ ତାଙ୍କୁ ଦେଖିବା ପାଇଁ ବିମାନବନ୍ଦରରେ ପ୍ରଶଂସକଙ୍କ ଭିଡ଼ ଜମିଥିଲା।

ଭାରତୀୟ ଦଳ ଏମିରେଟ୍ସ ବିମାନ EK 508 ଯୋଗେ ମୁମ୍ବାଇରେ ଅବତରଣ କରିଛନ୍ତି। ସୋମବାର ବିଳମ୍ବିତ ରାତିରେ ସମସ୍ତ ଖେଳାଳି ନିଜ ନିଜ ସହରକୁ ଫେରିବେ ବୋଲି ଖବର ରହିଛି। ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟତୀତ ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅକ୍ଷର ପଟେଲଙ୍କୁ ମଧ୍ୟ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଛି। ରୋହିତ ଶର୍ମା ତାଙ୍କ ଲଗଜରୀ କାର୍‌, ରେଞ୍ଜ ରୋଭରରେ ବିମାନବନ୍ଦର ଛାଡିଥିବାର କିଛି ଫଟୋ ସାମ୍ନାକୁ ଆସିଛି। ଅନ୍ୟପକ୍ଷରେ, ଦିଲ୍ଲୀ ବିମାନବନ୍ଦରରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ସହ ଦ୍ରୁତ ବୋଲର ହର୍ଷିତ ରାଣାଙ୍କୁ ମଧ୍ୟ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଥରେ ଏସଆଇଆର୍‌ (SIR) ବିରୋଧରେ ଏକ ବଡ଼ ଘୋଷଣା କଲା ସିଜେପି (CJP)

ନୂଆଦିଲ୍ଲୀ,୫।୧୧: ‘କକରୋଚ ଜନତା ପାର୍ଟି’ (CJP) ନଭେମ୍ବର ୭ରେ କେରଳର କୋଚି ଠାରେ ଏକ ବଡ଼ ଧରଣର ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଘୋଷଣା କରିଛି। ଏହି…

OPSC ପକ୍ଷରୁ ୩୪୦ ASO ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ: ଏହି ଦିନରୁ ଆବେଦନ, ବୟସସୀମା ୨୧ରୁ…

ଭୁବନେଶ୍ୱର,୫ା୧୧: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ରାଜ୍ୟର ଯୁବକଯୁବତୀଙ୍କ ପାଇଁ ଏକ ବଡ଼ ନିଯୁକ୍ତି ସୁଯୋଗ ଆସିଛି। ଗୃହ ବିଭାଗ ଅଧୀନରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର…

କୁନି ଝିଅ ସ୍ୱସ୍ତିକାଙ୍କ କମାଲ: ୩୨ଟି ବିଭାଗରେ ଦକ୍ଷତା ପ୍ରଦର୍ଶନ, ଇଣ୍ଡିଆନ୍ ବୁକ୍ ଅଫ୍ ରେକର୍ଡରେ ପାଇଲେ ସ୍ଥାନ

ହାଟଡିହୀ/ଛେନାପଦୀ,୫ା୧୧(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ମାତ୍ର ୪ ବର୍ଷର କୁନି ଝିଅ ସ୍ୱସ୍ତିକା ରାଉତ ୨୦ ପ୍ରକାର ଯୋଗାସନ ସମେତ…

କମ୍ବଳ ଘୋଡ଼େଇ ଶୋଇଥିବା ଅବସ୍ଥାରେ ଚାପିଦେଲା ମାଟି-ପଥର: ଭୂସ୍ଖଳନ ସ୍ଥଳରୁ ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ ଉଦ୍ଧାର

ଜି.ଉଦୟଗିରି,୫ା୧୧ (ଚିନ୍ମୟ କୁମାର ସେଠି): କନ୍ଧମାଳ ଏବଂ ଗଞ୍ଜାମ ଜିଲା ସୀମାନ୍ତ ବାଇବାଲି ପଞ୍ଚାୟତର ଗିଡ଼ିପାବାଲି ଗ୍ରାମରେ ଘଟିଥିବା ଭୟଙ୍କର ଭୂସ୍ଖଳନ ସ୍ଥାନରେ ଗୁରୁବାର ସକାଳୁ ପୁଣି…

କଡ଼ା ବିରୋଧ ପରେ ପଛଘୁଞ୍ଚା: ନିଜ ସୀମାରେ ବୁଥ୍ କରି ଓଡ଼ିଶା ଭୋଟରଙ୍କୁ ହାତେଇଲା ଆନ୍ଧ୍ର, ୪୮% ମତଦାନ

ପଟ୍ଟାଙ୍ଗି,୫।୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ବିବାଦୀୟ କୋଟିଆ ପଞ୍ଚାୟତକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ପୁଣି ଥରେ ଛକାପଞ୍ଜା ଦେଖାଦେଇଛି।…

କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ମୋଟ ସମ୍ପତ୍ତି କେତେ? ଫର୍ମ, ଫିଟନେସ, ଆୟ ଦୃଷ୍ଟିରୁ ବିଶ୍ୱର ଏକ ନମ୍ବର କ୍ରୀଡ଼ାବିତ

ନୂଆଦିଲ୍ଲୀ,୫।୧୧: ବିଶ୍ୱ କ୍ରୀଡ଼ା ଇତିହାସରେ ଏପରି କିଛି ନାମ ରହିଛି ଯାହା ସୀମା, ପିଢ଼ି ଏବଂ ରେକର୍ଡର ଊର୍ଦ୍ଧ୍ୱକୁ ଯାଇ ଇତିହାସର ସୁବର୍ଣ୍ଣ ପୃଷ୍ଠାରେ ନିଜର ସ୍ଥାନ…

BCCIର ବଡ଼ ନିଷ୍ପତ୍ତି, ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜର ପ୍ରଥମ ମ୍ୟାଚ ପାଇଁ ସ୍ଥାନ ପରିବର୍ତ୍ତନ

ନୂଆଦିଲ୍ଲୀ,୫।୧୧: ଡିସେମ୍ବରରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚକୁ ଦିଲ୍ଲୀରୁ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ…

WPL 2027 ଟ୍ରଫିକୁ ନେଇ ବଡ଼ କଥା କହିଲେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୫।୧୧: ମହିଳା ପ୍ରିମିୟର ଲିଗ (WPL) ୨୦୨୭ ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏହି ଟୁର୍ଣ୍ଣାମେଣ୍ଟ ଜାନୁଆରୀ ୧୪ରୁ ଆରମ୍ଭ ହେବ ଏବଂ ଫେବୃଆରୀ ୭ରେ ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?