ଭୁଲ ନିଷ୍ପତ୍ତି ନେଇ ଜୈସଓ୍ବାଲଙ୍କୁ ଦିଆଗଲା ଆଉଟ୍, ରାଗରେ ନିଆଁବାଣ ହୋଇ ଗାଭାସ୍କର କହିଦେଲେ ଏମିତି
ମେଲବୋର୍ନ,୩୦।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ମେଲବୋର୍ନ ଟେଷ୍ଟରେ ଯୁବ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୈସଓ୍ବାଲଙ୍କ ଆଉଟ୍ ହେବାକୁ ନେଇ ବିବାଦ ଦେଖାଦେଇଛି। ଏହି ଖେଳାଳିଙ୍କୁ କ୍ୟାଚ୍ ଆଉଟ୍ ଦେବାକୁ ନେଇ ସୁନୀଲ ଗାଭାସ୍କର ରାଗରେ ନିଆଁବାଣ ହୋଇଛନ୍ତି। ସେ ଅମ୍ପାୟାରମାନଙ୍କ…
ଭାରତର ପରାଜୟ ପରେ କଟା ଘା’ରେ ଚୂନ ମାରିଲେ ଅଶ୍ୱିନ
ଚେନ୍ନାଇ,୩୦।୧୨: ମେଲବୋର୍ନରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ମ୍ୟାଚରେ ଭାରତୀୟ ଦଳ ପରାଜୟର ସମ୍ମୁଖୀନ ହୋଇଛି। ଅଷ୍ଟ୍ରେଲିଆ ମେଲବୋର୍ଣ୍ଣରେ ୧୮୪ ରନ୍ରେ ଟିମ ଇଣ୍ଡିଆକୁ ପରାସ୍ତ କରି ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଟିମ ଇଣ୍ଡିଆର ମ୍ୟାଚ ଚାଲିଥିଲା ପୂର୍ବତନ…
୧୩ ବର୍ଷ ପରେ ମେଲବୋର୍ନରେ ହାରିଲା ଭାରତ: ଏହି ହୃଦୟବିଦାରକ ପରାଜୟର ୫ ବଡ଼ କାରଣ
ମେଲବୋର୍ନ,୩୦।୧୨: ଅଷ୍ଟ୍ରେଲିଆ ୧୮୪ ରନରେ ମେଲବୋର୍ନ ଟେଷ୍ଟ ଜିତିଛି। ଭାରତର ୩୪୦ ରନ୍ର ଏକ ବଡ଼ ଲକ୍ଷ୍ୟ ଥିଲା ଏବଂ ଚତୁର୍ଥ ଇନିଂସରେ ଏଭଳି ଲକ୍ଷ୍ୟ ହାସଲ କରିବା ସହଜ ନୁହେଁ। ଟିମ ଇଣ୍ଡିଆ ସହିତ ମଧ୍ୟ ସମାନ ଘଟଣା ଘଟିଛି…
ମେଲବୋର୍ନ ଟେଷ୍ଟ ହାରିବାର ବଡ଼ କାରଣ କହିଲେ ରୋହିତ ଶର୍ମା, ନୀତୀଶ ରେଡ୍ଡୀଙ୍କୁ ଦେଲେ ସ୍ପେଶାଲ ବାର୍ତ୍ତା
ନୂଆଦିଲ୍ଲୀ,୩୦।୧୨: ଅଷ୍ଟ୍ରେଲିଆ ମାଟିରେ କ୍ରମାଗତ ତୃତୀୟ ଟେଷ୍ଟ ସିରିଜ ଜିତିବାର ଭାରତୀୟ ଦଳର ସ୍ବପ୍ନ ସୋମବାର ଭାଙ୍ଗି ଯାଇଛି। ବକ୍ସିଂ ଡେ ଟେଷ୍ଟର ଶେଷ ଦିନରେ କଙ୍ଗାରୁ ଦଳ ଭାରତୀୟ ଦଳକୁ ୧୮୪ ରନରେ ପରାସ୍ତ କରିଛି। ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ…
ଭାରତୀୟ ବ୍ୟାଟ୍ସମ୍ୟାନ୍ ଫେଲ୍: ଅଷ୍ଟ୍ରେଲିଆର ଚମକପ୍ରଦ ବିଜୟ
ମେଲବୋର୍ନ,୩୦।୧୨: ମେଲବୋର୍ନରେ ଚାଲିଥିବା ବକ୍ସିଂ ଡେ ଟେଷ୍ଟରେ ଅଷ୍ଟ୍ରେଲିଆ ୧୮୪ ରନ୍ରେ ଭାରତକୁ ପରାସ୍ତ କରିଛି। ଜିତିବା ପାଇଁ ୩୪୦ ରନର ଲକ୍ଷ୍ୟକୁ ପଛରେ ପକାଇ ଭାରତର ଦ୍ୱିତୀୟ ଇନିଂସକୁ ୧୫୫ ରନ୍ରେ ଅଲଆଉଟ୍ ହୋଇଥିଲା। ଭାରତୀୟ ଦଳ ଆଜି ଲକ୍ଷ୍ୟ…
ବିଶ୍ୱ ରାପିଡ ଚେସ୍: ହମ୍ପି ଚାମ୍ପିୟନ
ନ୍ୟୁୟର୍କ, ୨୯।୧୨ (ପି.ଟି.): ଭାରତୀୟ ଗ୍ରାଣ୍ଡମାଷ୍ଟର କୋନେରୁ ହମ୍ପି ଫିଡେ ମହିଳା ବିଶ୍ୱ ରାପିଡ ଚେସ୍ ଚାମ୍ପିୟନ ହୋଇଛନ୍ତି। ଅନ୍ତିମ ରାଉଣ୍ଡରେ ଇଣ୍ଡୋନେସିଆର ଇନେନେ ସୁକାନ୍ଦରଙ୍କୁ ହରାଇ ସେ ଏହି ସଫଳତା ପାଇଛନ୍ତି। ଭାରତର ଏହି ନମ୍ବର ଓ୍ବାନ ମହିଳା ଚେସ୍…
ଆଶ୍ଚର୍ଯ୍ୟ ହେଲେ ପ୍ରଶଂସକ: ବିରାଟଙ୍କ ଗୋଡ଼ରେ ରହିଛି ୬…
ନୂଆଦିଲ୍ଲୀ, ୨୯।୧୨: ଭାରତୀୟ କ୍ରିକେଟ ଦଳର ଉଦୟମାନ କ୍ରିକେଟର ନୀତିଶ କୁମାର ରେଡ୍ଡୀ ତାଙ୍କ ଖେଳ ଜୀବନର ପ୍ରଥମ ଟେଷ୍ଟ ଶତକ ମେଲବର୍ଣ୍ଣ ଗ୍ରାଉଣ୍ଡରେ ଚାଲିଥିବା ଟେଷ୍ଟରେ ହାସଲ କରିଛନ୍ତି। ନୀତିଶ ଏବଂ ତାଙ୍କ ପରିବାର ଲୋକଙ୍କ ପାଇଁ ଏହା ଏକ…
ପାକିସ୍ତାନକୁ ହରାଇ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଦକ୍ଷିଣ ଆଫ୍ରିକା
ନୂଆଦିଲ୍ଲୀ, ୨୯।୧୨: ଚମତ୍କାର ପ୍ରଦର୍ଶନ କରି ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ପ୍ରବେଶ କରିଛି ଦକ୍ଷିଣ ଆଫ୍ରିକା। ଟ୍ୱେମ୍ବା ଭୁଭାମାଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ସେଞ୍ଚୁରିଆନରେ ପାକିସ୍ତାନକୁ ଦୁଇ ଉଇକେଟରେ ହରାଇ ଏହି ସଫଳତା ହାସଲ କରିଛି। ଏହି ମ୍ୟାଚରେ…
OCA ସଭାପତି ପଦରୁ ଇସ୍ତଫା ଦେଲେ ବବି ଦାସ
କଟକ,୨୯।୧୨: ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ବିଜେଡିର ବରିଷ୍ଠ ରାଜନେତା ପ୍ରଣବ ପ୍ରକାଶ ଦାସ(ବବି)। ଏନେଇ ସୂଚନା ଦେଇଛନ୍ତି ସମ୍ପାଦକ ସଞ୍ଜୟ ବେହେରା। ବ୍ୟକ୍ତିଗତ କାରଣ ଦର୍ଶାଇ ବବି ଇସ୍ତଫା ଦେଇଥିବା ବେଳେ ଆଶାଟା ୪୫ ଦିନ…
ମେଲ୍ବୋର୍ନ ଟେଷ୍ଟ: ଅଷ୍ଟ୍ରେଲିଆ ୩୩୩ ରନରେ ଅଗ୍ରଣୀ
ମେଲବୋର୍ନ, ୨୯।୧୨: ଅସମାପ୍ତ ଦଶମ ଉଇକେଟ ଯୋଡ଼ିରେ ନାଥାନ ଲିୟନ ଓ ସ୍କଟ ବୋଲାଣ୍ଡଙ୍କ ଅର୍ଦ୍ଧଶତକୀୟ ଭାଗୀଦାରି ବଳରେ ଅଷ୍ଟ୍ରେଲିଆ ମେଲବୋର୍ନ କ୍ରିକେଟ ଟେଷ୍ଟରେ ଭାରତ ବିପକ୍ଷରେ ଓଭରଅଲ୍ ୩୩୩ ରନରେ ଅଗ୍ରଣୀ ହାସଲ କରିଛି। ରବିବାର ୪ର୍ଥ ଦିବସ ଖେଳ…
ହୃଦୟ ଜିତିବ ୩୫ ସେକେଣ୍ଡର ଭିଡିଓ, ସୁନିଲ ଗାଭାସ୍କରଙ୍କୁ ବିଶେଷ ସମ୍ମାନ ଦେଲେ ନୀତୀଶ ରେଡ୍ଡୀଙ୍କ ପିତା
ନୂଆଦିଲ୍ଲୀ,୨୯।୧୨: ଅଷ୍ଟ୍ରେଲିଆ ସହ ଖେଳାଯାଉଥିବା ମେଲବୋର୍ନ ଟେଷ୍ଟ ମ୍ୟାଚରେ ଶତକ ହାସଲ କରି ନୀତୀଶ କୁମାର ରେଡ୍ଡୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ତାଙ୍କ ଶତକ ସମଗ୍ର ଦେଶକୁ ଗର୍ବିତ କରିଥିଲା। ମେଲବୋର୍ନ ଷ୍ଟାଡିୟମରେ ଉପସ୍ଥିତ ଥିବା ତାଙ୍କ ପରିବାର ଅତ୍ୟନ୍ତ ଭାବପ୍ରବଣ…
ବିସ୍ଫୋରକ ବୋଲିଂ ସହ ବିଶ୍ୱ ରେକର୍ଡ, ୧୪୮ ବର୍ଷର ଟେଷ୍ଟ ରେକର୍ଡ ବଦଳାଇ ଦେଲେ ବୁମରା
ନୂଆଦିଲ୍ଲୀ,୨୯।୧୨: ଭାରତୀୟ କ୍ରିକେଟ ଦଳର ସୁପରଷ୍ଟାର ବୋଲର ଜସପ୍ରୀତ ବୁମରା ଇତିହାସ ସୃଷ୍ଟି କରିଛନ୍ତି। ସେ ଟେଷ୍ଟ କ୍ରିକେଟରେ ଡବଲ ସେଞ୍ଚୁରି ହାସଲ କରିଛନ୍ତି। ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆର ଟପ ଫର୍ମ ବ୍ୟାଟ୍ସମ୍ୟାନ ଟ୍ରାଭିସ ହେଡଙ୍କୁ ଆଉଟ୍ କରି ଜସପ୍ରୀତ ବୁମରା…

