ଖେଳ

ଭାରତ ବିପକ୍ଷ ଶେଷ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା: ବାଦ୍‌ ପଡ଼ିଲେ ମିଚେଲ ମାର୍ଶ

ସିଡନୀ,୨।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫି ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ଅଛି। ସିରିଜର ଚାରୋଟି ଟେଷ୍ଟ ମ୍ୟାଚ ଖେଳାଯାଇଛି। ବର୍ତ୍ତମାନ ପଞ୍ଚମ ତଥା ଶେଷ ଟେଷ୍ଟ ମ୍ୟାଚ ଜାନୁଆରୀ ୩ ତାରିଖରୁ ଖେଳାଯିବ। ଏହି ଟେଷ୍ଟ ପାଇଁ…

ଟିମ୍‌ ଇଣ୍ଡିଆରେ ଫାଟ! ମୁହଁ ଖୋଲିଲେ ଗୌତମ ଗମ୍ଭୀର

ସିଡନୀ,୨।୧: ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟରେ ପରାଜୟ ଭାରତୀୟ କ୍ରିକେଟ ଦଳରେ ମତଭେଦ ସୃଷ୍ଟି କରିଛି। ଏହି ପରାଜୟ ପରେ ଡ୍ରେସିଂ ରୁମରେ ମତଭେଦର ଖବର ସାମ୍ନାକୁ ଆସିଛି। ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ମଧ୍ୟରେ…

ସିଡନୀ ଟେଷ୍ଟ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା: ଦଳରୁ ବାଦ୍‌ ପଡ଼ିଲେ…

ସିଡନୀ,୨।୧: ବର୍ତ୍ତମାନ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିରେ କଙ୍ଗାରୁ ଦଳ ୨-୧ରେ ଆଗୁଆ ରହିଛି। ବର୍ତ୍ତମାନ ସିରିଜର ପଞ୍ଚମ ତଥା ଶେଷ ଟେଷ୍ଟ ଜାନୁଆରୀ ୩ରୁ ସିଡନୀରେ ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ଭାରତୀୟ ଦଳରେ ମତଭେଦ…

ବୈଶାଳୀ ଜିତିଲେ ଓ୍ବାଲର୍‌ଡ ବ୍ଲିଜ୍‌ ବ୍ରୋଞ୍ଜ

ନ୍ୟୁୟର୍କ, ୨।୧ (ପି.ଟି.): ଭାରତର ବୈଶାଳୀ ଓ୍ବାଲର୍‌ଡ ବ୍ଲିଜ୍‌ ଚେସ୍‌ ଚାମ୍ପିୟନଶିପ୍‌ର ମହିଳା ବିଭାଗରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ରାପିଡ ଇଭେଣ୍ଟରେ କୋନେରୁ ହମ୍ପି ଟାଇଟଲ ଜିତିଥିବାବେଳେ ବୈଶାଳୀଙ୍କ ଏହି ସଫଳତା ଯୋଗୁ ଭାରତ ପାଇଁ ଟୁର୍ନାମେଣ୍ଟ ସ୍ମରଣୀୟ ହୋଇଛି।…

ଗମ୍ଭୀରଙ୍କୁ ମିଳିଲା ଅଲ୍ଟିମେଟମ୍‌! ଏବେ ହାତରେ ମାତ୍ର ୬୮ ଦିନ, ଟିମ୍‌ ଇଣ୍ଡିଆ ଖେଳରେ ସୁଧାର ନ ହେଲେ…

ନୂଆଦିଲ୍ଲୀ,୧।୧: ନୂଆ ବର୍ଷର ପ୍ରଥମ ଦିନରେ ବଡ଼ ଅଡ଼ୁଆରେ ଫସଛନ୍ତି ଭାରତୀୟ ଟିମ୍‌ର ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର। ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ ସିରିଜରେ ଦଳ ଖରାପ ପ୍ରଦର୍ଶନ କରୁଛି। ନିକଟରେ ମେଲବର୍ନ ଟେଷ୍ଟ ଶେଷ ହେବା ପରେ କୋଚ୍‌ ଗମ୍ଭୀର…

ହୁମା କ୍ୟୁରେସିଙ୍କୁ ବିବାହ କଲେ ଶିଖର ଧାଓ୍ବନ!

ନୂଆଦିଲ୍ଲୀ,୧।୧: ଭାରତୀୟ କ୍ରିକେଟର ଶିଖର ଧାଓ୍ବନ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାରେ। ଗତ ବର୍ଷ କ୍ରିକେଟରଙ୍କ ଛାଡ଼ପତ୍ର ହେବା ପରେ ସେ ଏକାକୀ ଜୀବନ ବିତାଉଛନ୍ତି। ଏବେ ସୋସିଆଲ ମିଡିଆରେ ଶିଖର ଧାଓ୍ବନ ଏବଂ ହୁମା କ୍ୟୁରେସିଙ୍କ ଏକ…

ବର୍ଷ ଆରମ୍ଭରୁ ଇତିହାସ ରଚିଲେ ଜସପ୍ରିତ ବୁମ୍‌ରା, ଆଜି ଯାଏ ଯାହା ଭାରତୀୟ କ୍ରିକେଟରେ କେବେ ବି…

ନୂଆଦିଲ୍ଲୀ,୧।୧: ଟିମ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରା ବର୍ଡର ଗାଭାସ୍କର ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ସେ ଏହି ସିରିଜରେ ସର୍ବାଧିକ ୱିକେଟ ନେଇଥିବା ବୋଲର୍‌ ପାଲଟିଛନ୍ତି। ଏହା ବ୍ୟତୀତ ସେ କିଛି ସମୟ ପାଇଁ ଆଇସିସି ଟେଷ୍ଟ ମାନ୍ୟତାରେ…

୨୦୨୫ରେ ରୋହିତ-ବିରାଟଙ୍କୁ ବଡ଼ ଝଟ୍‌କା ଦେବ BCCI? ହୋଇପାରେ କୋଟି କୋଟି ଟଙ୍କାର କ୍ଷତି, ଏହି ଖେଳାଳି ପାଇବେ ଲାଭ…

ନୂଆଦିଲ୍ଲୀ,୧।୧: ଟିମ୍‌ ଇଣ୍ଡିଆ ଲାଗି ବର୍ଷ ୨୦୨୪ ବେଶ ରୋମାଞ୍ଚକର ଥିଲା। ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଭଳି ଭେଟେରାନ ଏହି ବର୍ଷ ଫିକା ପଡ଼ିଥିବା ବେଳେ ଯଶସ୍ବୀ ଜୈସଓ୍ବାଲ ଏବଂ ନୀତୀଶ କୁମାର ରେଡ୍ଡି ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନକୁ…

୨୦୨୪ର ସର୍ବଶ୍ରେଷ୍ଠ ଟେଷ୍ଟ-୧୧ ଘୋଷଣା: ଦଳରେ ସ୍ଥାନ ପାଇଲେ ଭାରତର ୨ ଖେଳାଳି

ନୂଆଦିଲ୍ଲୀ,୧।୧: ୨୦୨୪ର ସର୍ବଶ୍ରେଷ୍ଠ ଟେଷ୍ଟ ଦଳ ଘୋଷଣା କରାଯାଇଛି। ଏହି ଦଳରେ ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ କମିନ୍ସ ଏବଂ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଟ୍ରାଭିସ ହେଡ ସ୍ଥାନ ପାଇ ନାହାଁନ୍ତି। ଏହି ଦଳର ଅଧିନାୟକ ଭାବେ ଭାରତର ତାରକା ଦ୍ରୁତ ବୋଲର ଜସପ୍ରୀତ…

ଗମ୍ଭୀର, ରୋହିତ ଶର୍ମାଙ୍କୁ ଟ୍ୟୁସନ୍ କରିବ ବିସିସିଆଇ; ଅଶ୍ବିନୀଙ୍କ ଅବସର ପାଲଟିବ ହଟ୍ ଟପିକ୍

ନୂଆଦିଲ୍ଳୀ,୧।୧: ୨୦୨୪ ବର୍ଷ ଭାରତୀୟ କ୍ରିକେଟ୍ ଦଳ ପାଇଁ ନୈରାଶ୍ୟଜନକ ଫଳାଫଳ ସହିତ ଶେଷ ହୋଇଛି। ଯାହା ଫଳରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ଯୋଗ୍ୟତା ହରାଇପାରେ। ପ୍ରଥମେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଘରୋଇ ମାଟିରେ ମୂଳପୋଛ ଏବଂ ପରେ ଆଡିଲେଡ ଏବଂ…

ଥ୍ୟାଙ୍କ୍‌ ୟୁ….ପରାଜୟ ପରେ ରୋହିତ ଶର୍ମାଙ୍କ ପୋଷ୍ଟ ହେଉଛି ଭାଇରାଲ୍‌

ନୂଆଦିଲ୍ଳୀ,୧।୧: ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ ଖେଳୁଥିବା ଟିମ ଇଣ୍ଡିଆକୁ ମେଲବୋର୍ନରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଏହି ପରାଜୟ ପରେ ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ପ୍ରଶ୍ନ ଉଠିଥିଲା। ରୋହିତଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ କ୍ରମାଗତ ଭାବେ…

ଭାରତର ପରାଜୟ ପରେ ଫିଟିଲା ଗୁମର: ଗମ୍ଭୀରଙ୍କ କଥା ଣୁଣି ନ ଥିଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୧।୧: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ମତ ଚୟନକର୍ତ୍ତାଙ୍କ ଶୁଣିନାହାନ୍ତି। ଚୟନକର୍ତ୍ତାମାନେ ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ ପାଇଁ ଅଧିକାଂଶ ଯୁବ ଖେଳାଳିଙ୍କ ଉପରେ ବିଶ୍ୱାସ ପ୍ରକଟ କରିଥିଲେ। ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରାଙ୍କ ସମେତ ଅନେକ ଅଭିଜ୍ଞ ଖେଳାଳିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?