ଖେଳ

ମ୍ୟାଚ୍‌ ମଝିରେ ହଠାତ୍‌ ମେଡିକାଲ ଗଲେ ବୁମ୍‌ରା: ଟିମ୍‌ ଇଣ୍ଡିଆର ବଢିଲା ସମସ୍ୟା

ସିଡନୀ,୪।୧: ସିଡନୀରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ପଞ୍ଚମ ତଥା ଶେଷ ଟେଷ୍ଟ ମଧ୍ୟରେ ଟିମ ଇଣ୍ଡିଆର ସମସ୍ୟା ବଢୁଥିବା ପରି ମନେ ହେଉଛି। ଏହି ମ୍ୟାଚରେ ଦଳର ଅଧିନାୟକ ଥିବା ଜସପ୍ରୀତ ବୁମ୍‌ରା ହଠାତ୍‌ ପଡ଼ିଆ ଛାଡିଥିଲେ ଏବଂ ପ୍ରାୟ…

ଅଚାନକ ଅଧିନାୟକ ହୋଇଗଲେ ବିରାଟ କୋହଲି: ମ୍ୟାଚ୍‌ ମଝିରେ ନିଆଗଲା ବଡ଼ ନିଷ୍ପତ୍ତି, ଜାଣନ୍ତୁ କାହିଁକି

ସିଡନୀ,୪।୧: ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ପଞ୍ଚମ ତଥା ଶେଷ ଟେଷ୍ଟ ସିଡନୀରେ ଖେଳାଯାଉଛି। ସିଡନୀ ଟେଷ୍ଟରେ ଟିମ ଇଣ୍ଡିଆ ପାଇଁ ଏପର୍ଯ୍ୟନ୍ତ ଅନେକ ଉତ୍ଥାନ-ପତନ ଦେଖାଯାଇଛି। ମ୍ୟାଚର ସବୁଠାରୁ ବଡ ପରିବର୍ତ୍ତନ ଅଧିନାୟକ ରୋହିତ ଶର୍ମାଙ୍କ ରୂପରେ ଦେଖିବାକୁ ମିଳିଥିଲା। ରୋହିତ…

ଗୋଟିଏ ଓଭରରେ ବଡ଼ କାରନାମା କଲେ ମହମ୍ମଦ ସିରାଜ୍‌

ସିଡନୀ,୪।୧: ସିଡନୀ ଟେଷ୍ଟର ପ୍ରଥମ ଇନିଂସରେ ମହମ୍ମଦ ସିରାଜ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି। ସେ ଗୋଟିଏ ଓଭରରେ ଦୁଇ ଜଣ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍‌ କରି ପଞ୍ଚମ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆକୁ ଏକ ଦୃଢ ସ୍ଥିତିକୁ ନେବାରେ ସାହାଯ୍ୟ…

ଅବସରକୁ ନେଇ ଶେଷରେ ମୁହଁ ଖୋଲିଲେ ରୋହିତ ଶର୍ମା: କଲେ ଆଶ୍ଚର୍ଯ୍ୟଜନକ ଖୁଲାସା

ସିଡନୀ,୪।୧୨: ସିଡନୀ ଟେଷ୍ଟର ଦ୍ୱିତୀୟ ଦିନରେ ଅବସର ନେବା ଉପରେ ରୋହିତ ଶର୍ମା ମୁହଁ ଖୋଲିଛନ୍ତି। ଖରାପ ଫର୍ମ ସହ ସଂଘର୍ଷ କରୁଥିବା ରୋହିତଙ୍କୁ ସିଡନୀରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ପଞ୍ଚମ ତଥା ଶେଷ ଟେଷ୍ଟରୁ ଡ୍ରପ କରାଯାଇଥିଲା।ଏହା ପରେ…

୪୭ ବର୍ଷର ରେକର୍ଡ ଭାଙ୍ଗିଦେଲେ ଜସପ୍ରୀତ ବୁମ୍‌ରା

ସିଡନୀ,୪।୧୨: ଜସପ୍ରୀତ ବୁମ୍‌ରା କ୍ରିକେଟରେ ତାଙ୍କ ନାମରେ ଆଉ ଏକ ଐତିହାସିକ ରେକର୍ଡ ସୃଷ୍ଟି କରିଛନ୍ତି। ସେ ବର୍ତ୍ତମାନ ଅଷ୍ଟ୍ରେଲିଆରେ ଖେଳାଯାଇଥିବା କୌଣସି ଟେଷ୍ଟ ସିରିଜରେ ସର୍ବାଧିକ ଉଇକେଟ ନେଇଥିବା ଭାରତୀୟ ବୋଲର ହୋଇପାରିଛନ୍ତି। ସେ ସ୍ପିନ ବୋଲିଂରେ ଭାରତୀୟ କିମ୍ବଦନ୍ତୀ…

ଜାତୀୟ ଖୋ ଖୋ ଟିମ୍‌ର ପ୍ରଯୋଜକ ହେବେ ଓଡ଼ିଶା ସରକାର

ଭୁବନେଶ୍ୱର, ୩।୧: ଦେଶର ‘ଖୋ ଖୋ’ ଖେଳ ପାଇଁ ଆସିଛି ଏକ ସୁବର୍ଣ୍ଣ ସମୟ । ଓଡିଶା ସରକାର ଏହି ଖେଳକୁ ଯୋଗାଇ ଦେବେ ପ୍ରୋତ୍ସାହନ। ପୂର୍ବରୁ ଜାତୀୟ ହକି ଖେଳକୁ ଓଡିଶା ସ୍ପନସର୍ କରିଥିବା ବେଳେ, ଏବେ ଖୋ ଖୋ…

କ୍ୟାଚ୍‌ ଧରିବାକୁ ଦୌଡୁଥିବା ବେଳେ ପରସ୍ପର ସହ ପିଟି ହୋଇଗଲେ ୨ ଅଷ୍ଟ୍ରେଲିୟ ଖେଳାଳି, ଚେତା ହରାଇଲେ…

କାନ୍‌ବେରା,୩।୧: କ୍ୟାଚ୍‌ ନେବାକୁ ଚେଷ୍ଟା କରୁଥିବା ବେଳେ ପରସ୍ପର ସହ ଧକ୍କା ହୋଇଗଲେ ଦୁଇ କ୍ରିକେଟର। ଏହା ଏତେ ଜୋର୍‌ ଥିଲା ଯେ ଉଭୟ ଖେଳାଳି ଚେତା ହରାଇବା ସ୍ଥିତି ଉପୁଜିଥିଲା। ଶେଷରେ ତାଙ୍କୁ ଡାକ୍ତରଖାନା ନିଆଯାଇଛି। ବିଗ ବ୍ୟାସ୍‌ ଲିଗ୍‌ର…

ରୋହିତଙ୍କ ପାଇଁ ପନ୍ତଙ୍କ ଆଖିରେ ଲୁହ, କହିଲେ-ଆମେ ତାଙ୍କୁ ଲିଡ୍‌ର ଭାବେ…

ସିଡନୀ,୩।୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୫ମ ଟେଷ୍ଟ ସିଡନୀରେ ଆରମ୍ଭ ହୋଇଛି। ଏହି ଟେଷ୍ଟରୁ ରୋହିତ ଶର୍ମା ବାଦ ପଡ଼ିଥିବା ବେଳେ ଜସପ୍ରିତ ବୁମ୍‌ରାଙ୍କ ନେତୃତ୍ୱରେ ଖେଳୁଛି ଦଳ। ଏବେ ରୋହିତଙ୍କୁ ଦଳରୁ ବାଦ୍‌ ପଡ଼ିବାକୁ ନେଇ ଋଷଭ ପନ୍ତଙ୍କ ବୟାନ ସାମ୍ନାକୁ…

ସିଡନୀ ଟେଷ୍ଟ ପରେ ସନ୍ନ୍ୟାସ ନେବେ ଏହି ଖେଳାଳି…

ସିଡନୀ,୩।୧: ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା କ୍ରମାଗତ ଭାବେ ଖରାପ ଫର୍ମ ଏବଂ ଅଧିନାୟକତ୍ୱକୁ ନେଇ ସଂଘର୍ଷ କରୁଛନ୍ତି। ଏହି କାରଣରୁ ସେ ନିଜକୁ ସିଡନୀ ଟେଷ୍ଟରୁ ଡ୍ରପ୍‌ କରିଛନ୍ତି। ଏହି ଟେଷ୍ଟ ପରେ ରୋହିତ ଟେଷ୍ଟ କ୍ରିକେଟରୁ ଅବସର…

ଡାଇଭ୍‌ ମାରି ବଲ୍‌ ରୋକିବା ବେଳେ ଭାଙ୍ଗିଲା ଗୋଡ଼! ମଇଦାନରୁ ହ୍ବିଇଲ୍‌ ଚେୟାରରେ ଡାକ୍ତରଖାନା ଗଲେ…

କେପଟାଉନ୍‌,୩।୧: ଦକ୍ଷିଣ ଆଫ୍ରିକା ଏବଂ ପାକିସ୍ତାନ ମଧ୍ୟରେ କେପ୍‌ଟାଉନ୍‌ରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଦୁଃଖଦ ଘଟଣା ଘଟିଛି। ଫିଲ୍ଡିଂ ସମୟରେ ସାଇମ୍‌ ଆୟୁବ୍‌ ଆହତ ହୋଇଛନ୍ତି। ପାକିସ୍ତାନ ବୋଲିଂର ସପ୍ତମ ଓଭରରେ ଏହି ଦୁର୍ଘଟଣା ଘଟିଛି। କ୍ରିକେଟର ଅବ୍ବାସଙ୍କ ବଲ୍‌କୁ…

କଣ୍ଟ୍ରୋଲ କରିପାରୁ ନାହାଁନ୍ତି ବିରାଟ, ସୁଧୁରୁ ନାହାଁନ୍ତି କିଙ୍ଗ, ଏଥରବି ରାଗିଗଲେ ଅନୁଷ୍କା

ନୂଆଦିଲ୍ଲୀ,୩।୧: ଖରାପ ଫର୍ମ ହେତୁ ରୋହିତ ଶର୍ମା ସିଡନୀ ଟେଷ୍ଟ ମ୍ୟାଚରୁ ନିଜକୁ ବାଦ ଦେଇଛନ୍ତି, କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷ ପଞ୍ଚମ ଟେଷ୍ଟ ମ୍ୟାଚରେ ବିରାଟ କୋହଲିଙ୍କ ରନର ମରୁଡ଼ି ଜାରି ରହିଛି। ଆହୁରି ଆଶ୍ଚର୍ଯ୍ୟଜନକ କଥା ହେଉଛି କୋହଲି ବାରମ୍ବାର…

ହାର୍‌ ମାନିଲେନି ରିଷଭ ପନ୍ତ: ଭାଙ୍ଗିଲେ ସଚିନ-ରୋହିତଙ୍କ ରେକର୍ଡ

ସିଡନୀ,୩।୧: ସିଡନୀ ଟେଷ୍ଟର ପ୍ରଥମ ଇନିଂସରେ ୧୮୫ ରନରେ ଟିମ ଇଣ୍ଡିଆ ଅଲଆଉଟ ହୋଇଥିଲା। ରିଷଭ ପନ୍ତ ୪୦ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଏହି ଇନିଂସରେ ପନ୍ତ ଗୁରୁତର ଆହତ ହୋଇଥିଲେ। କିନ୍ତୁ ସେ ହାର ମାନି ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?