ଖେଳ

କେକେଆର ପାଇଁ ବିଜୟ ଲକ୍ଷ୍ୟ ୧୪୫ ରନ…

ଚେନ୍ନାଇ,୧୪।୫ : ଆଇପିଏଲ ୨୦୨୩ର ୬୧ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ(କେକେଆର) ରବିବାର ରୟାଲ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ)କୁ ଭେଟିଥିଲା। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ସିଏସକେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି...

ଗ୍ରାଣ୍ଡସ୍ଲାମ ବିଜେତା ଡେଭିଡ୍‌ସନଙ୍କ ପରଲୋକ

ମେଲବୋର୍ନ,୧୪ା୫: ଅଷ୍ଟ୍ରେଲିଆ ଟେନିସ୍‌ ଖେଳାଳି ଓଏନ୍‌ ଡେଭିଡ୍‌ସନଙ୍କ ପରଲୋକ ହୋଇଯାଇଛି। ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ଡେଭିଡ୍‌ସନ ତାଙ୍କ କ୍ୟାରିୟରରେ ୧୩ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିଲେ। ତନ୍ମଧ୍ୟରେ ୧୧ଟି ମିକ୍ସଡ ଡବଲ୍ସ ଏବଂ ଦୁଇଟି ପୁରୁଷ ଡବଲ୍ସ ଟାଇଟଲ...

୧୧୨ ରନରେ ସିଏସକେର ବୃହତ ବିଜୟ …

ଜୟପୁର,୧୪।୫ : ଆଇପିଏଲ ୨୦୨୩ର ୬୦ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ(ଆରଆର) ବିପକ୍ଷରେ ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ୧୧୨ ରନରେ ବିଜୟ ହାସଲ କରିଛି। ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ଆରଆର ୧୦.୩ ଓଭରରେ ୧୦ ଓ୍ବିକେଟ ହରାଇ ୫୯...

ଟସ ଜିତିଲା ସିଏସକେ, ପ୍ରଥମେ ବ୍ୟାଟିଂ…

ଚେନ୍ନାଇ,୧୪।୫ : ଆଇପିଏଲ ୨୦୨୩ର ୬୧ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ(କେକେଆର) ରବିବାର ରୟାଲ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ)କୁ ଭେଟିଛି। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ସିଏସକେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି...

‘୨୨ ଦିନ ହେଲା ଭାଜପାରୁ କେହି ଆସି ନାହାନ୍ତି ଆମ ପାଖକୁ’, ଅଭିଯୋଗ ଆଣିଲେ ମହିଳା ରେସଲର, ମହିଳା ଏମପିଙ୍କୁ ଲେଖିବେ ଚିଠି

ନୂଆଦିଲ୍ଲୀ,୧୪।୫: ଦିଲ୍ଲୀର ଜନ୍ତର ମନ୍ତରରେ ଧାରଣାରେ ବସିଥିବା ମହିଳା ରେସଲରଙ୍କ ଆଖିରେ ପୁଣିଥରେ ଲୁହ ଦେଖିବାକୁ ମିଳିଛି। ଏହି ମହିଳା ରେସଲରମାନେ ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି।...

ଆରଆର ପାଇଁ ବିଜୟ ଲକ୍ଷ୍ୟ ୧୭୨ରନ…

ଜୟପୁର,୧୪।୫ : ଆଇପିଏଲ ୨୦୨୩ର ୬୦ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ(ଆରଆର) ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ମଧ୍ୟରେ ମ୍ୟାଚ ହେଉଛି। ଏହି ମ୍ୟାଚ ଜୟପୁରର ସାୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଆରସିବି ଟସ ଜିତି ପ୍ରଥମେ ବ୍ୟାଟିଂ...

ମାତୃଦିବସରେ ଏହି କ୍ରିକେଟରମାନେ ମା’ଙ୍କ ପାଇଁ ଲେଖିଲେ ଏମିତି ବାର୍ତ୍ତା

ଆଜି ଅର୍ଥାତ୍‌ ମେ’ ୧୪ରେ ସମଗ୍ର ବିଶ୍ୱରେ ପାଳନ କରାଯାଉଛି ମାତୃଦିବସ। ଏହି ବିଶେଷ ଉତ୍ସବରେ ଅଭିନେତାଙ୍କଠାରୁ ଆରମ୍ଭ କରି କ୍ରିକେଟରଙ୍କ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆ ମାଧ୍ୟମରେ ଏକ ସ୍ବତନ୍ତ୍ର ପୋଷ୍ଟ ଶେୟାର କରି ନିଜ ନିଜ ମା’ଙ୍କୁ...

ଜୟପୁର ଆକାଶ ମେଘୁଆ: ମ୍ୟାଚ ବାତିଲ ହେଲେ ପଏଣ୍ଟ ଭାଗ କରିବେ ଆରଆର-ଆରସିବି…

ଜୟପୁର,୧୪।୫ : ଆଇପିଏଲ ୨୦୨୩ ର ୬୦ ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଜୟପୁରର ସାୱାଇ ମାନସିଂହ ଷ୍ଟାଡିୟମରେ ଅପରାହ୍ନ ସାଢ଼େ ୩ଟା ରୁ ଖେଳାଯିବ। ପ୍ରଶଂସକମାନେ ଏହି ରାଜକୀୟ ମ୍ୟାଚ ପାଇଁ...

ଚେନ୍ନାଇରେ ଧୋନି-ନୀତୀଶ ମୁହାଁମୁହିଁ…

ଚେନ୍ନାଇ,୧୪।୫ : ଆଇପିଏଲ ୨୦୨୩ର ୬୧ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ(କେକେଆର) ରବିବାର ରୟାଲ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ)କୁ ଭେଟିବ। ଏହି ମ୍ୟାଚ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ। ପଏଣ୍ଟ ଟେବୁଲରେ କେକେଆର ଦଳ ଅଷ୍ଟମ ସ୍ଥାନରେ ଏବଂ...

ଆଇପିଏଲ-୨୦୨୩ର ୬୦ତମ ମ୍ୟାଚ: ଆରଆର-ଆରସିବି ଲଢ଼େଇ…

ଜୟପୁର,୧୪।୫ : ଆଇପିଏଲ ୨୦୨୩ର ୬୦ତମ ମ୍ୟାଚ ରେ ରାଜସ୍ଥାନ ରୟାଲ୍ସ(ଆରଆର) ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)କୁ ଭେଟିବ। ଏହି ମ୍ୟାଚ ଜୟପୁରର ସାୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯିବ। ପଏଣ୍ଟ ଟେବୁଲରେ ରାଜସ୍ଥାନର ଦଳ ପଞ୍ଚମ ସ୍ଥାନରେ ଏବଂ ବାଙ୍ଗାଲୋରର...

୩୧ ରନରେ ଜିତିଲା ପିବିକେଏସ …

ନୂଆଦିଲ୍ଲୀ,୧୩।୫ : ଆଇପିଏଲ ୨୦୨୩ର ୫୯ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)  ବିପକ୍ଷରେ   ପଞ୍ଜାବ କିଙ୍ଗ୍ସ(ପିବିକେଏସ) ୩୧ ରନରେ  ବିଜୟ ହାସଲ କରିଛି । ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ଡିସି  ୨୦ ଓଭରରେ  ୮ ୱିକେଟ ହରାଇ  ୧୩୬ ...

ଡିସି ପାଇଁ ବିଜୟ ଲକ୍ଷ୍ୟ ୧୬୮ ରନ…

ନୂଆଦିଲ୍ଲୀ,୧୩।୫ : ଆଇପିଏଲ ୨୦୨୩ର ୫୯ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଏବଂ ପଞ୍ଜାବ କିଙ୍ଗ୍ସ(ପିବିକେଏସ) ମୁହାଁମୁହିଁ ହୋଇଥିଲେ। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଡିସି ଟସ ଜିତତି ପ୍ରଥମେବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଟିମ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri