ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ସନ୍ନ୍ୟାସ ନେଇ ଚମକାଇଲେ ଏହି ଭେଟେରାନ୍ କ୍ରିକେଟର
ନୂଆଦିଲ୍ଲୀ,୩୧।୧: ଚାମ୍ପିଅନ୍ସ ଟ୍ରଫିର ଠିକ୍ ପୂର୍ବରୁ ଅବସର ଘୋଷଣା କରି ଚମକାଇଲେ ଜଣେ ଲୋକପ୍ରିୟ କ୍ରିକେଟର। ଫଳରେ ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟରରେ ବ୍ରେକ ଲାଗିଛି। ସେ ହେଲେ ଆଫଗାନିସ୍ତାନ କ୍ରିକେଟର ଶାପୁର ଜାଦ୍ରାନ। ୩୭ ବର୍ଷ ବୟସରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ…
ଲିଟିଲ ମାଷ୍ଟରଙ୍କ ବଡ଼ ଉପଲବ୍ଧି: ଏହି ପୁରସ୍କାରରେ ସମ୍ମାନିତ କରିବ ବିସିସିଆଇ
ନୂଆଦିଲ୍ଲୀ,୩୧।୧: ଭାରତୀୟ କ୍ରିକେଟ ଦଳ ପୂର୍ବତନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ବିସିସିଆଇ ଲାଇଫଟାଇମ ଆଚିଭମେଣ୍ଟ ପୁରସ୍କାରରେ ସମ୍ମାନିତ କରିବାକୁ ଯାଉଛି। ବିସିସିଆଇ ଶନିବାର ଏହାର ବାର୍ଷିକ କାର୍ଯ୍ୟକ୍ରମରେ ମାଷ୍ଟର ବ୍ଲାଷ୍ଟରଙ୍କୁ ଏହି ସମ୍ମାନ ପ୍ରଦାନ କରିବ। ଭାରତ ପାଇଁ ୬୬୪ଟି ଅନ୍ତର୍ଜାତୀୟ…
ହଠାତ୍ କ୍ରିକେଟରୁ ଅବସର ନେଇ ସମସ୍ତଙ୍କ ଚମକାଇଦେଲେ ବିଶ୍ୱକପ ବିଜୟର ହିରୋ
କାବୁଲ,୩୧।୧: ପ୍ରାୟ ୧୦ ବର୍ଷ ଧରି ଆଫଗାନିସ୍ତାନ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ଭୟଙ୍କର ଦ୍ରୁତ ବୋଲର ଶାପୁର ଜାଦ୍ରାନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ସେ ଦେଶର ଭୟଙ୍କର ଦ୍ରୁତ ବୋଲରମାନଙ୍କ ମଧ୍ୟରୁ ଜଣେ ଥିଲେ। ଏହି ବାମହାତୀ ପେସର…
ଇଂଲଣ୍ଡକୁ ଧୂଳି ଚଟେଇ ବିଶ୍ୱକପ୍ ଫାଇନାଲ୍ରେ ଭାରତ
ନୂଆଦିଲ୍ଲୀ,୩୧।୧: ଭାରତ ୨୦୨୫ରେ ଅନୁଷ୍ଠିତ ୧୯ ବର୍ଷରୁ କମ ମହିଳା ଟି-୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି। ଶୁକ୍ରବାର ସେମିଫାଇନାଲରେ ଟିମ ଇଣ୍ଡିଆ ଇଂଲଣ୍ଡକୁ ପରାସ୍ତ କରିଥିଲା। ଭାରତୀୟ ୧୯ ବର୍ଷରୁ କମ ଦଳ ଏହି ମ୍ୟାଚକୁ ୯ ଉଇକେଟ୍ରେ ଜିତିଥିଲା।…
କିଏ ସେହି ହିମାଂଶୁ ସାଙ୍ଗୱାନ, ଯିଏ କୋହଲିଙ୍କୁ କଲେ କ୍ଲିନ୍ବୋଲ୍ଡ
ନୂଆଦିଲ୍ଲୀ,୩୧।୧: ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ରଣଜୀ ଟ୍ରଫି ମ୍ୟାଚ ଖେଳୁଛନ୍ତି। ସେ ଶେଷ ଥର ପାଇଁ ୧୨ ବର୍ଷ ପୂର୍ବେ ରଣଜୀ ମ୍ୟାଚ ଖେଳିଥିଲେ। ସେବେଠାରୁ ବହୁତ କିଛି ବଦଳି ଯାଇଛି। ବିରାଟ ରଣଜୀ ଟ୍ରଫିରେ ରେଲୱେ…
Barabati Stadium: ଫେବୃଆରୀ ୯ରେ ବାରବାଟୀ ଲଢ଼େଇ: ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
କଟକ,୩୧।୧: ଫେବୃଆରୀ ୯ରେ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଇଣ୍ଡିଆ-ଇଂଲଣ୍ଡ ଏକଦିବସୀୟ କ୍ରିକେଟ ମ୍ୟାଚ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବାରବାଟୀ ଷ୍ଟାଡିୟମରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ପ୍ରସ୍ତୁତି ସନ୍ତୋଷଜନକ ରହିଥିବା…
ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଅଷ୍ଟ୍ରେଲିଆକୁ ଲାଗିଲା ୪୪୦ ଭୋଲ୍ଟର ଝଟ୍କା
ନୂଆଦିଲ୍ଲୀ,୩୧।୧: ୨୦୨୫ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଅଷ୍ଟ୍ରେଲିଆ କ୍ରିକେଟ ଟିମ୍କୁ ଏକ ବଡ଼ ଝଟ୍କା ଲାଗିଛି। ଦଳର ଭୟଙ୍କର ଅଲରାଉଣ୍ଡର ମିଚେଲ ମାର୍ଶ ପିଠି ଆଘାତ ଯୋଗୁ ଚାମ୍ପିଅନ୍ସ ଟ୍ରଫିରୁ ବାଦ ପଡ଼ିଛନ୍ତି। ଏହା ସହିତ, ଏବେ ତାଙ୍କ ପାଇଁ ଆଇପିଏଲ୍…
କ୍ଲିନ୍ବୋଲ୍ଡ ହେଲେ ବିରାଟ କୋହଲି: ଷ୍ଟାଡିୟମରେ ଖେଳିଗଲା ନିରାଶା
ନୂଆଦିଲ୍ଲୀ,୩୧।୧: ରଣଜୀ ଟ୍ରଫିରେ ମଧ୍ୟ ବିରାଟ କୋହଲିଙ୍କ ଖରାପ ଫର୍ମ ଜାରି ରହିଛି। ରେଲୱେ ବିପକ୍ଷ ମ୍ୟାଚ୍ର ପ୍ରଥମ ଇନିଂସରେ କୋହଲି ମାତ୍ର ୬ ରନ କରି ଆଉଟ ହୋଇଥିଲେ। ତାଙ୍କୁ ହିମାଂଶୁ ସାଙ୍ଗୱାନ କ୍ଲିନ ବୋଲ୍ଡ କରିଛନ୍ତି। ବିରାଟ ଗତ…
ଚାମ୍ପିଅନ୍ସ ଟ୍ରଫି ୨୦୨୫ ଉଦଘାଟନୀ ଉତ୍ସବରେ ଯୋଗଦେବେ ନାହିଁ ରୋହିତ ଶର୍ମା: ପଛରେ ରହିଛି ଏମିତି କାରଣ
ନୂଆଦିଲ୍ଲୀ,୩୧।୧: ଚାମ୍ପିଅନ୍ସ ଟ୍ରଫି ୨୦୨୫ ଉଦଘାଟନୀ ଉତ୍ସବର ତାରିଖ ଘୋଷଣା କରାଯାଇଛି। ଟୁର୍ନାମେଣ୍ଟର ଉଦଘାଟନୀ ଉତ୍ସବ ଲାହୋରରେ ଅନୁଷ୍ଠିତ ହେବ। ଏଥିପାଇଁ ତାରିଖ ୧୬ ଫେବୃଆରୀ ସ୍ଥିର କରାଯାଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ପାକିସ୍ତାନ ରାଷ୍ଟ୍ରପତି…
ରଣଜୀ ଟ୍ରଫି ଇତିହାସରେ ପ୍ରଥମଥର ଘଟିଲା ଏମିତି କିଛି, ଯାହା ପୂର୍ବରୁ କେବେ ହୋଇ ନ ଥିଲା
ମୁମ୍ବାଇ,୩୧।୧: ରଣଜୀ ଟ୍ରଫି ୨୦୨୪-୨୫ରେ ୩୦ ଜାନୁଆରୀରେ ମୁମ୍ବାଇ ଏବଂ ମେଘାଳୟ ମଧ୍ୟରେ ଆରମ୍ଭ ହୋଇଥିବା ଏକ ମ୍ୟାଚରେ ବଡ଼ ରେକର୍ଡ ସୃଷ୍ଟି ହୋଇଛି। ଯାହା ଏପର୍ଯ୍ୟନ୍ତ ଭାରତୀୟ ଘରୋଇ କ୍ରିକେଟ ଇତିହାସରେ କେବେ ହୋଇ ନ ଥିଲା। ଶରଦ ପାୱାର…
ଉପରାଷ୍ଟ୍ରପତିଙ୍କୁ ଭେଟିଲେ ବିରାଟ କୋହଲି
ନୂଆଦିଲ୍ଲୀ,୩୧।୧: ବିରାଟ କୋହଲି ଦୀର୍ଘ ୧୨ ବର୍ଷର ବ୍ୟବଧାନ ପରେ ରଣଜୀ ଟ୍ରଫିକୁ ଫେରିଛନ୍ତି। ଦିଲ୍ଲୀ ବନାମ ରେଳବାଇ ମ୍ୟାଚ ଜାନୁଆରୀ ୩୦ ତାରିଖରେ ଆରମ୍ଭ ହୋଇଛି। ରେଳବାଇ ପ୍ରଥମ ଇନିଂସରେ ୨୪୧ ରନରେ ଅଲଆଉଟ ହୋଇଥିଲା। ପ୍ରଥମ ଦିନର ଖେଳ…
ରଣଜୀ ମ୍ୟାଚ୍ ଖେଳିବା ପାଇଁ କେତେ ଟଙ୍କା ନେଉଛନ୍ତି ବିରାଟ କୋହଲି: ଜାଣିଲେ ହେବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ,୩୧।୧: ରଣଜୀ ଟ୍ରଫିରେ ଦିଲ୍ଲୀ ଏବଂ ରେଳବାଇ ଦଳ ମୁହାଁମୁହିଁ ହୋଇଛନ୍ତି। ଦୁଇ ଦଳ ମଧ୍ୟରେ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍ରେ ବିରାଟ କୋହଲି ଖେଳୁଛନ୍ତି। ସେ ବହୁତ ଦିନ ପରେ ଘରୋଇ କ୍ରିକେଟକୁ ଫେରିଛନ୍ତି,…

