ଦିନେ ଥିଲେ ଟିମ୍ର କ୍ୟାପ୍ଟେନ୍, ହେଲେ ଆଜି ସବୁ ଫର୍ମାଟ୍ରୁ ବ୍ୟାନ୍ କଲା କ୍ରିକେଟ୍ ବୋର୍ଡ
ନୂଆଦିଲ୍ଲୀ, ୧୭।୦୮: ଜଣେ ଅନୁଭବୀ ୱିକେଟ୍ କିପର ଭାବେ ଜଣାଶୁଣା ନିରୋଶନ ଡିକ୍ୱେଲା । ହେଲେ ତାଙ୍କ ଉପରେ ଏବେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ । ନିକଟରେ ଶେଷ ହୋଇଥିବା ଲଙ୍କା ପ୍ରିମିୟର ଲିଗ୍ ୨୦୨୪ରେ ଏହି…
ଭାରତ ଫେରିଲେ ଭିନେଶ, ବିମାନବନ୍ଦରରେ ହେଲା ଭବ୍ୟ ସ୍ବାଗତ, ଇମୋଶନାଲ ହୋଇଗଲେ ରେସଲର, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ,୧୭।୮: ଭାରତୀୟ ରେସଲର ଭିନେଶ ଫୋଗଟ ପ୍ୟାରିସରୁ ଭାରତ ଫେରିଛନ୍ତି। ତାଙ୍କୁ ଶନିବାର ସକାଳେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା, ଯେଉଁଠାରେ ଭାରତର ଅଲିମ୍ପିକ ପଦକ ବିଜେତା ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲିକ ମଧ୍ୟ…
ବିସିସିଆଇର କଠୋର ନିୟମ: ଜୟ ଶାହା କହିଲେ ଯଦି କୌଣସି ଖେଳାଳି ଆହତ ହୁଅନ୍ତି…, ବିରାଟ-ରୋହିତଙ୍କୁ ନେଇ ଦେଲେ ବଡ଼ ବୟାନ
ନୂଆଦିଲ୍ଲୀ,୧୭।୮: କିଛି ଦିନ ହେବ ଦିଲୀପ ଟ୍ରଫିର ଆଗାମୀ ସିଜିନଏକ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଟୁର୍ନାମେଣ୍ଟ ୫-୨୨ସେପ୍ଟେମ୍ବର ପର୍ଯ୍ୟନ୍ତ ଖେଳାଯିବ, ଯେଉଁଥିରେ ଭାରତୀୟ ଜାତୀୟ କ୍ରିକେଟ ଦଳ ପାଇଁ ଖେଳୁଥିବା ଖେଳାଳିଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ଜାତୀୟ ଦଳ ପାଇଁ…
ଭାରତ ମନା କରିବା ପରେ ଏହି ଆଫ୍ରିକୀୟ ଦେଶରେ ହୋଇପାରେ ଟି-୨୦ ବିଶ୍ୱକପ
ନୂଆଦିଲ୍ଲୀ,୧୭।୮: ପୁରୁଷ ଟି -୨୦ ବିଶ୍ୱକପ ଚଳିତ ବର୍ଷ ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଭାରତୀୟ ଦଳ ଚାମ୍ପିୟନ ହୋଇଥିଲେ। ଏହି ବିଶ୍ୱକପ ପରେ ଆଇସିସିର ପରବର୍ତ୍ତୀ ବଡ କାର୍ଯ୍ୟକ୍ରମ ଥିଲା ମହିଳା…
ଜଶପ୍ରୀତ ବୁମ୍ରାଙ୍କ ରୋଲ୍ ମଡେଲ୍ କିଏ ଜାଣନ୍ତି: ବଡ଼ ରାଜ୍ ଖୋଲିଲେ…
ନୂଆଦିଲ୍ଲୀ,୧୭।୮: ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଆଜି ଦୁନିଆର ସବୁଠାରୁ ବିପଜ୍ଜନକ ବୋଲରଙ୍କ ମଧ୍ୟରେ ଗଣିତ ହୋଇଛନ୍ତି। କିନ୍ତୁ ଏହି ଅବସ୍ଥାରେ ପହଞ୍ଚିବା ଯାତ୍ରା ସହଜ ନ ଥିଲା। ନିକଟରେ ଅହମ୍ମଦାବାଦରେ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ…
ଧୋନିଙ୍କ ଆଇପିଏଲ ଦରମାରୁ କଟିବ ୩ ଗୁଣା! ଏହି ନିୟମ ଯୋଗୁ ହେବ କୋଟି କୋଟି ଟଙ୍କା କ୍ଷତି
ନୂଆଦିଲ୍ଲୀ,୧୭।୮: ନିକଟରେ ବିସିସିଆଇ ଆଇପିଏଲ ଦଳ ମାଲିକଙ୍କ ସହ ଏକ ବୈଠକ କରିଥିଲା। ସେହି ବୈଠକରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କୁ ଜଣେ ଅନକ୍ୟାପଡ ବା ଅଣସଂରକ୍ଷିତ ଖେଳାଳି ଘୋଷଣା କରାଯାଇଥିଲା। ସେତେବେଳେ ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ)…
କୁସ୍ତିକୁ ଫେରିଲେ ଭିନେଶ! ଚିଠି ଶେୟାର କରି ବଡ଼ ସଙ୍କେତ ଦେବା ପରେ ଭଉଣୀ ଗୀତା ଫୋଗଟ କହିଲେ…
ନୂଆଦିଲ୍ଲୀ,୧୭।୮: ଭାରତୀୟ ରେସଲର ଭିନେଶ ଫୋଗଟ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରୁ ୧୦୦ ଗ୍ରାମ ଅଧିକ ହେତୁ ଅଯୋଗ୍ୟ ହୋଇଥିଲେ। ଏହି ପ୍ରସଙ୍ଗରେ ଭିନେଶ ମଧ୍ୟ ଆବେଦନ କରିଥିଲେ। କିନ୍ତୁ ତାଙ୍କ ଆବେଦନକୁ ମଧ୍ୟ ଖାରଜ କରାଯାଇଥିଲା। ସେ ରୌପ୍ୟ ପଦକ ପାଇଁ…
ସନ୍ୟାସରୁ ୟୁଟର୍ନ ନେଲେ ଭିନେଶ ଫୋଗଟ! ୩ ପୃଷ୍ଠାର ଚିଠି ଶେୟାର କରି କହିଦେଲେ ଏମିତି…
ନୂଆଦିଲ୍ଲୀ,୧୭।୮: ପ୍ୟାରିସ ଅଲିମ୍ପିକ୍ସରେ ପଦକ ହରାଇଥିବା ଭିନେଶ ଫୋଗଟ ସୋସିଆଲ ମିଡିଆରେ ପୋଷ୍ଟ କରି ନିଜର ଯନ୍ତ୍ରଣା ପ୍ରକାଶ କରିଛନ୍ତି। ଭାରତୀୟ କୁସ୍ତିଯୋଦ୍ଧା ୩ ପୃଷ୍ଠାର ଚିଠି ଶେୟାର କରି ନିଜର ମତ ରଖିଛନ୍ତି। ଫୋଗଟ କହିଛନ୍ତି ଯେ ପ୍ୟାରିସ ଅଲିମ୍ପିକ୍ସ…
ଓଡ଼ିଶା ଫେରି ନବୀନଙ୍କୁ ଭେଟିଲେ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଅମିତ୍ ରୋହିଦାସ୍
ଭୁବନେଶ୍ୱର,୧୬।୮: ଭାରତୀୟ ହକି ଦଳ ଲଗାତାର ଦ୍ୱିତୀୟ ଥର ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ଦଳର ସଦସ୍ୟ ଥିବା ଓଡ଼ିଶାର ଅମିତ ରୋହିଦାସ ଶୁକ୍ରବାର ଓଡ଼ିଶା ଫେରିଛନ୍ତି। ଅମିତଙ୍କୁ ବିମାନ ବନ୍ଦରରେ ବିପୁଳ ସ୍ୱାଗତ କରାଯାଇଥିବା ବେଳେ ମାଧ୍ୟାନରେ ମୁଖ୍ୟମନ୍ତ୍ରୀ ମୋହନ…
ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ଶ୍ୱଶୁରଙ୍କୁ ଡିମାଣ୍ଡ କଲେ ୫-୬ ଏକର ଜମି
ଇସଲାମାବାଦ,୧୬।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ପାକିସ୍ତାନ କେବଳ ଗୋଟିଏ ପଦକ ପାଇଥିଲା। ସେହି ପଦକକୁ ଜାଭେଲିନ ଥ୍ରୋରେ ଅର୍ଶଦ ନଦୀମ ଜିତିଥିଲେ। ଭାରତର ତାରକା ଜାଭେଲିନ ଥ୍ରୋ ଖେଳାଳି ନୀରଜ ଚୋପ୍ରାଙ୍କୁ ପରାସ୍ତ କରି ଅର୍ଶଦ ଏହା ହାସଲ କରିଛନ୍ତି। ଏହି…
ଭାରତୀୟ ଟିମ୍କୁ ପୁଣି ଫେରିବେ କି ଇଶାନ୍ କିଶନ୍? ଘରୋଇ କ୍ରିକେଟ୍ରେ ଦମ୍ଦାର ପ୍ରଦର୍ଶନ
ନୂଆଦିଲ୍ଲୀ, ୧୬।୦୮: ଭାରତୀୟ କ୍ରିକେଟ୍ ଟିମ୍ରୁ ବର୍ତ୍ତମାନ ପାଇଁ ବାଦ୍ ପଡ଼ିଥିବା ୱିକେଟ୍ କିପର ଇଶାନ୍ କିଶନ୍ ଘରୋଇ କ୍ରିକେଟ୍ରେ ଜବରଦସ୍ତ ଫର୍ମରେ ଥିବା ଦେଖିବାକୁ ମିଳୁଛି । ବୁଚି ବାବୁ ଟୁର୍ଣ୍ଣାମେଣ୍ଟରେ ଝାଡ଼ଖଣ୍ଡର କ୍ୟାପ୍ଟେନ୍ ଦ଼୍ବାୟିତ଼୍ବରେ ଥିବା ଇଶାନ୍ ୱିକେଟ୍…
ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଅମିତ୍ ରୋହିଦାସ୍ଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୬।୮: ପ୍ୟାରିସ୍ ଅଲମ୍ପିକ୍ସରେ ପଦକ ଜିତିବା ପରେ ଭାରତୀୟ ପୁରୁଷ ହକି ଦଳର ଏକମାତ୍ର ଓଡିଆ ଖେଳାଳୀ ଅମିତ୍ ରୋହିଦାସ୍ ଆଜି ଓଡିଶାରେ ପହଞ୍ଚିଛନ୍ତି। ଭୁବନେଶ୍ୱରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଅମିତ୍ଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି…
Archives


