ପାକିସ୍ତାନର ଦାବିକୁ ଭାରତର ନା: ପୁଣି ବଢିଲା ଚାମ୍ପିୟନ୍ସ ଟ୍ରଫି ବିବାଦ
ନୂଆଦିଲ୍ଲୀ,୨।୧୨: ପୁଣି ଚାମ୍ପିୟନ୍ସ ଟ୍ରଫିକୁ ନେଇ ବିବାଦ ବଢିବାରେ ଲାଗିଛି। ଚାମ୍ପିଅନ୍ସ ଟ୍ରଫି ମାମଲାରେ ପାକିସ୍ତାନ କ୍ରିକେଟ ବୋର୍ଡ ଚାହୁଁଥିଲା ଯେ, ହାଇବ୍ରିଡ ମଡେଲକୁ ଗ୍ରହଣ କରିବା ବଦଳରେ ସେ ମଧ୍ୟ ଲାଭବାନ ହେବା ଉଚିତ ଏବଂ ବିସିସିଆଇ ମଧ୍ୟ ସନ୍ତୁଷ୍ଟ…
ଅନସୋଲ୍ଡ ହୋଇକି ମଧ୍ୟ ଆଇପିଏଲରେ ଖେଳିପାରନ୍ତି ଏହି ୩ ଷ୍ଟାର୍ ଖେଳାଳି, ଜାଣନ୍ତୁ କିପରି
ନୂଆଦିଲ୍ଲୀ,୨।୧୨: ନଭେମ୍ବର ୨୪ ଏବଂ ୨୫ରେ ଆଇପିଏଲ ୨୦୨୫ର ମେଗା ନିଲାମ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ୧୮୨ ଖେଳାଳି କିଣିବା ପାଇଁ ୬୩୯.୧୯ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏଥିରେ ୬୨ ଜଣ ବିଦେଶୀ ଖେଳାଳିଙ୍କୁ କ୍ରୟ କରାଯାଇଥିବା ବେଳେ ୮…
ଭାରତକୁ ସେଇଠି ଜବାବ ଦେଇ ଆସ: ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଧମକ ଦେଲେ ପାକିସ୍ତାନ କ୍ରିକେଟର୍
ନୂଆଦିଲ୍ଲୀ,୨।୧୨:୨୦୨୫ ଚାମ୍ପିଅନ୍ସ ଟ୍ରଫି ଉପରେ ବିବାଦର ଅନ୍ତ ନାହିଁ। ଅନେକ ଦିନ ମନା କରିବା ପରେ ପିସିବି ଶେଷରେ ହାଇବ୍ରିଡ ମଡେଲରେ ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ କରିବାକୁ ରାଜି ହୋଇଛି। ଏହି ସମୟରେ ପାକିସ୍ତାନ ପୂର୍ବତନ ଶୋଏବ ଅଖତର ଏକ ବିବାଦୀୟ…
ଅଷ୍ଟ୍ରେଲିଆ ଟିମ୍ରେ ଫାଟ! ଏବେ ଡ୍ରେସିଂ ରୁମ୍କୁ ନେଇ ମୁହଁ ଖୋଲିଲେ…
ପର୍ଥ,୨।୧୨: ପର୍ଥ ଟେଷ୍ଟରେ ଭାରତ ଅଷ୍ଟ୍ରେଲିଆ ଟିମ୍କୁ ଶୋଚନୀୟ ଭାବେ ପରାଜିତ କରିଥିଲା। ଯେଉଁ ମଇଦାନରେ ଅଷ୍ଟ୍ରେଲିଆ କେବେ ବି ପରାଜିତ ହୋଇ ନ ଥିଲା, ସେଠାରେ ୨୯୫ ରନ୍ ବ୍ୟବଧାନରେ ହାରିବା ଚର୍ଚ୍ଚାର ବିଷୟ ପାଲଟିଥିଲା। ଏସବୁ ମଧ୍ୟରେ ଜୋଶ…
ବାଜିଲା ମୋହର! ଆୟରଙ୍କଠାରୁ ୨୨.୨୫ କୋଟି ଟଙ୍କା କମ୍ରେ କିଣା ହୋଇଥିବା ଖେଳାଳି ହେବେ KKR ଅଧିନାୟକ
ନୂଆଦିଲ୍ଲୀ,୨।୧୨: କେକେଆର୍ ୨୩.୭୫ କୋଟି ଟଙ୍କାରେ ସବୁଠାରୁ ମହଙ୍ଗା ଖେଳାଳି ଭାବେ ଭେଙ୍କଟେଶ ଆୟରଙ୍କୁ କିଣିଥିଲା। ଏହା ପରଠାରୁ ତାଙ୍କୁ ଦଳ ଅଧିନାୟକ କରିବ ବୋଲି ଆଶା କରାଯାଇଥିଲା। ନିଜେ ଆୟର ମଧ୍ୟ ନେତୃତ୍ୱ ନେବାକୁ ଇଚ୍ଛା ପ୍ରକାଶ କରିଥିଲେ। ହେଲେ…
୪୬ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଦେଲେ ୱେଷ୍ଟଇଣ୍ଡିଜ ବୋଲର୍
ନୂଆଦିଲ୍ଲୀ,୨।୧୨: ୱେଷ୍ଟଇଣ୍ଡିଜ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ ଜାମାଇକର କିଙ୍ଗଷ୍ଟନ୍ରେ ଖେଳାଯାଉଛି। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ ଦ୍ରୁତ ବୋଲର ଜାଡେନ ସିଲ୍ସ ଚମତ୍କାର ପ୍ରଦର୍ଶନ କରି ୪୬ ବର୍ଷର ରେକର୍ଡ ଭାଙ୍ଗିଛନ୍ତି।…
‘ବିଶ୍ୱ ରେକର୍ଡ’ଠାରୁ ମାତ୍ର କିଛି ପାଦ ଦୂରରେ ବିରାଟ କୋହଲି: ଲାରାଙ୍କୁ ପଛରେ ପକାଇବେ…
ଆଡିଲେଡ୍,୨।୧୨: ପର୍ଥରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ବିରାଟ କୋହଲି ଏକ ଚମତ୍କାର ଶତକ ହାସଲ କରିଥିଲେ। ସେ ୮ ଚୌକା ଏବଂ ୨ ଛକା ସହାୟତାରେ ୧୪୩ ବଲରେ ଅପରାଜିତ ୧୦୦ ରନର ଇନିଂସ ଖେଳିଥିଲେ।…
‘ପୂର୍ବରୁ ନିର୍ଦ୍ଧାରିତ ଥିଲା ଚାମ୍ପିଅନ୍ସ ଟ୍ରଫିର ହାଇବ୍ରିଡ ମଡେଲ’
ନୂଆଦିଲ୍ଲୀ,୨।୧୨: ୨୦୨୫ ଫେବୃଆରୀରେ ଚାମ୍ପିଅନ୍ସ ଟ୍ରଫି ଖେଳାଯିବ। ଏହାକୁ ନେଇ ୧୦୦ରୁ କମ୍ ଦିନ ବାକି ଥିବା ବେଳେ ଏଯାଏ କାର୍ଯ୍ୟସୂଚୀ ଜାରି କରାଯାଇନାହିଁ। ହେଲେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଏବଂ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଏହାର ଆୟୋଜନକୁ ନେଇ…
ଫୁଟବଲ ମ୍ୟାଚ ସମୟରେ ସଂଘର୍ଷ, ୧୦୦ରୁ ଅଧିକ ମୃତ
ଗୁଇନିଆ,୨।୧୨: ଗୁଇନିଆର ଦ୍ୱିତୀୟ ବୃହତ୍ତମ ସହର ଏନ ଜିରିକୋରେ(N’Zerekore) ରେ ଏକ ଫୁଟବଲ ମ୍ୟାଚ ରେ ପ୍ରଶଂସକଙ୍କ ମଧ୍ୟରେ ସଂଘର୍ଷରେ ରବିବାର ଡଜନେରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ବୋଲି ଡାକ୍ତରଖାନା ସୂତ୍ରରୁ ପ୍ରକାଶ। ଡାକ୍ତରଖାନାରେ ଆଖି ନ ପାଇବା ପର୍ଯ୍ୟନ୍ତ…
ICC ଅଧ୍ୟକ୍ଷ ପଦ ସମ୍ଭାଳିଲେ ଜୟ ଶାହା, ଚାମ୍ପିୟନ୍ସ ଟ୍ରଫିକୁ ନେଇ ନିଷ୍ପତ୍ତି ପୂର୍ବରୁ…
ନୂଆଦିଲ୍ଲୀ,୧।୧୨: ଆଇସିସି ଅଧ୍ୟକ୍ଷ ଭାବେ ନିଜର କାର୍ଯ୍ୟକାଳ ଆରମ୍ଭ କରିଛନ୍ତି ଜୟ ଶାହା। ତାଙ୍କୁ ଏବେ ୩୫ ବର୍ଷ ହୋଇଥିବା ଯୋଗୁ ସେ ସବୁଠାରୁ କମ୍ ବୟସର ଆଇସିସି ଅଧ୍ୟକ୍ଷ ପାଲଟିଛନ୍ତି। ଚାମ୍ପିୟନ୍ସ ଟ୍ରଫିକୁ ନେଇ ବିବାଦ ଚାଲିଥିବା ବେଳେ ଶାହା…
ଶେଷ ହେଲା ଏହି ୩ ଭାରତୀୟ ଖେଳାଳିଙ୍କ ଆଇପିଏଲ କ୍ୟାରିୟର, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଏମାନଙ୍କ ଅନସୋଲ୍ଡ
ନୂଆଦିଲ୍ଲୀ,୧।୧୨: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ମେଗା ନିଲାମରେ ଖେଳାଳିଙ୍କ ଉପରେ ବହୁ ଟଙ୍କା ବର୍ଶା ହୋଇଛି। ଦଳ ପ୍ରାୟ ୬୪୦କୋଟି ଟଙ୍କା ଖର୍ଚ୍ଚ କରି ୧୮୩ ଖେଳାଳି କିଣିଥିଲେ। ଆଇପିଏଲ ଇତିହାସରେ ଋଷଭ ପନ୍ତ ସବୁଠାରୁ ମହଙ୍ଗା ଖେଳାଳି ହୋଇଥିବାବେଳେ…
କ୍ରିକେଟ ମଇଦାନରେ WWE ଭଳି ଦୃଶ୍ୟ, ଫାଫ୍ ଡୁ ପ୍ଲେସିସ୍ଙ୍କୁ ଉଠାଇ ବାହାରେ ଫିଙ୍ଗିଲେ ବଲ ବଏ;Video
ଆବୁଧାବି,୩୦।୧୧: ଆବୁଧାବି ଟି୨୦ ଲିଗ୍ ୨୦୨୪ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶନିବାର ଏହି ଲିଗ୍ରେ ଗ୍ରୁପ୍ ଷ୍ଟେଜ୍ର ଅନ୍ତିମ ଦିନର ମୁକାବିଲା ଖେଳାଯାଇଥିଲା। ଏହାପରେ ଡିସେମ୍ବର ପହିଲାରେ ପ୍ଲେଅଫ୍ ମ୍ୟାଚ୍ ଆରମ୍ଭ ହେବ। ଏସବୁ ମଧ୍ୟରେ ସୋସିଆଲ ମିଡିଆରେ ଦକ୍ଷିଣ ଆଫ୍ରିକା…
Archives


