କ୍ରିକେଟରେ ହାଇଡ୍ରାମା! ଅଧିନାୟକ କଥା ନ ଶୁଣିବାରୁ ମଇଦାନ ଛାଡ଼ି ପଳାଇଲେ ବୋଲର୍
ନୂଆଦିଲ୍ଲୀ,୭।୧୧: ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ୍ରେ ଓ୍ବେଷ୍ଟଇଣ୍ଡିଜ୍ ଦଳ ଚମତ୍କାର ପ୍ରଦର୍ଶନ କରି ବିଜେତା ହୋଇଥିଲା। ଏଥିସହିତ ସେମାନେ ସିରିଜକୁ ୨-୧ରେ ଜିିତିଥିଲେ। ତେବେ ମ୍ୟାଚ୍ରେ ଦଳର ପ୍ରଦର୍ଶନ ଜବରଦସ୍ତ ଥିଲେ ହେଁ…
‘ଅଷ୍ଟ୍ରେଲିଆରେ ବି ଫେଲ୍ ମାରିବେ ରୋହିତ-ବିରାଟ’
ନୂଆଦିଲ୍ଲୀ,୬।୧୧: ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସମୟ ଠିକ୍ ଚାଲିନାହିଁ। ବାଲାଂଦେଶ ବିପକ୍ଷରେ ଉଭୟ ରନ୍ କରିବାରେ ବିଫଳ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ସମାନ ଘଟିଥିଲା। ଫଳସ୍ବରୂପ ଏବେ ଦୁହେଁ ପ୍ରଶ୍ନ ଘେରରେ ଅଛନ୍ତି।…
ବୁଢା ହୋଇଗଲେଣି ରୋହିତ ଶର୍ମା, ଅବସର ନେଇଯାନ୍ତୁ: ହିଟ୍ମ୍ୟାନଙ୍କ ଉପରେ ବର୍ଷିଲେ ପୂର୍ବତନ କ୍ରିକେଟର୍
ନୂଆଦିଲ୍ଲୀ,୬।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଖରାପ ଫର୍ମ ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା। ଫଳରେ ଭାରତ ୩-୦ରେ ପରାଜୟବରଣ କରିଥିଲା। ବିରାଟ ଏବଂ ରୋହିତଙ୍କ ଏହି ଖରାପ ଫର୍ମକୁ ନେଇ ଭାରତୀୟ…
ଭଡାଟିଆଙ୍କୁ ହଇରାଣ କରିପାରିବେ ନାହିଁ ଘର ମାଲିକ, ରହିଛି ଏସବୁ ଅଧିକାର
ନୂଆଦିଲ୍ଲୀ,୬।୧୧: ଭଡା ଘର ଏବଂ ଦୋକାନରେ, ଘର ମାଲିକ ଏବଂ ଭଡାଟିଆଙ୍କ ମଧ୍ୟରେ କିଛି ପ୍ରସଙ୍ଗକୁ ନେଇ ଅନେକ ସମୟରେ ବିବାଦ ଉପୁଜେ। ବେଳେବେଳେ ଏହା କୋର୍ଟକୁ ଯିବା ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥାଏ। ଭାରତରେ ମଡେଲ ଟେନିସି ଆକ୍ଟ (ଟେନିସି…
ମେଗା ନିଲାମ ପାଇଁ ୨ କୋଟି ଟଙ୍କା ବେସ୍ ପ୍ରାଇସ୍ ରଖିଲେ ଏହି ସବୁ ଭାରତୀୟ ଖେଳାଳି
ନୂଆଦିଲ୍ଲୀ,୬।୧୧: ଆଇପିଏଲ ୨୦୨୫ ପାଇଁ ମେଗା ନିଲାମର ତାରିଖ ପ୍ରକାଶ ପାଇଛି। ଘୋଷଣା କରି ବିସିସିଆଇ କହିଛି ଯେ ମେଗା ନିଲାମ ୨୪ ଏବଂ ୨୫ ନଭେମ୍ବରରେ ସାଉଦି ଆରବର ଜେଡ୍ଡା ସହରରେ ଅନୁଷ୍ଠିତ ହେବ। ଏଥର ମେଗା ନିଲାମ ଅତ୍ୟନ୍ତ…
ଅଚାନକ ବଦଳିଲେ ଅଷ୍ଟ୍ରେଲିଆ ଅଧିନାୟକ: ଜାଣନ୍ତୁ କାହିଁକି
ସିଡନୀ,୬।୧୧: ଦିନିକିଆ ଏବଂ ଟି-୨୦ ପାଇଁ ଅଷ୍ଟ୍ରେଲିଆର ନୂତନ ଅଧିନାୟକ ଘୋଷଣା କରାଯାଇଛି। ଜୋସ ଇଂଲିସଙ୍କୁ ଅଷ୍ଟ୍ରେଲିଆର ଦାୟିତ୍ୱ ଦିଆଯାଇଛି। ସେ ଅଧିନାୟକ ଭାବେ ଦିନିକିଆରେ ପ୍ୟାଟ କମିନ୍ସ ଏବଂ ଅନ୍ତର୍ଜାତୀୟ ଟି-୨୦ରେ ମିଚେଲ ମାର୍ଶଙ୍କ ସ୍ଥାନ ନେବେ। ଜୋସ ଇଂଲିଶ…
୧୭ ବର୍ଷ ପରେ ଏକାଠି ଖେଳିବେ ଭାରତ ଏବଂ ପାକିସ୍ତାନ ଖେଳାଳି! ବିରାଟ-ବାବର ଯୋଡି କରିବେ ଧମାଲ୍
ନୂଆଦିୀ,୬।୧୧: କ୍ରିକେଟ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଆଫ୍ରୋ-ଏସିଆ କପ ପୁଣି ଆରମ୍ଭ ହେବାକୁ ଯାଉଛି। ଆଫ୍ରିକୀୟ କ୍ରିକେଟ ଆସୋସିଏସନ (ଏସିଏ) ବାର୍ଷିକ ବୈଠକରେ ୬ ଜଣିଆ ମଧ୍ୟବର୍ତ୍ତୀକାଳୀନ କମିଟି ଗଠନ କରାଯାଇଥିଲା, ଯାହା ଏସୀୟ ଏବଂ ଆଫ୍ରିକୀୟ କ୍ରିକେଟରଙ୍କୁ…
ଅବସର ପରେ ମେଗା ଅକ୍ସନରେ ପାଦ ରଖିଲେ ଆଣ୍ଡରସନ, ୧୦ ବର୍ଷ ପୂର୍ବରୁ ଖେଳିଥିଲେ ଶେଷ ଟି-୨୦ ମ୍ୟାଚ
ନୂଆଦିଲ୍ଲୀ,୬।୧: ଇଂଲଣ୍ଡର ପୂର୍ବତନ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଆଇପିଏଲ ୨୨୫ ପାଇଁ ମେଗା ନିଲାମରେ ନିଜକୁ ପଞ୍ଜୀକୃତ କରିଛନ୍ତି। ୪୨ବର୍ଷିୟ ଆଣ୍ଡରସନ ତାଙ୍କର ପ୍ରଥମ ଆଇପିଏଲ ଋତୁକୁ ଚାହିଁ ରହିଛନ୍ତି। ଏହାପୂର୍ବରୁ ସେ ଥରେ ଆଇପିଏଲ ଖେଳି ନଥିଲେ। ଆଣ୍ଡରସନ…
ପ୍ରଥମ ଥର ପାଇଁ ଆଇପିଏଲ ନିଲାମରେ ରେଜିଷ୍ଟର କଲେ ଇଟାଲୀୟ ଖେଳାଳି, ଜାଣନ୍ତୁ ସେ କିଏ…
ନୂଆଦିଲ୍ଲୀ,୬।୧୧: ଆଇପିଏଲ ୨୦୨୫ ପାଇଁ ହେବାକୁ ଥିବା ମେଗା ନିଲାମ ତାରିଖ ପାଇଁ ଅପେକ୍ଷା ସମାପ୍ତ ହୋଇଛି । ଏହି ମେଗା ନିଲାମ ୨୪ ଏବଂ ୨୫ ନଭେମ୍ବରରେ ସାଉଦି ଆରବର ଜେଡ୍ଡା ଠାରେ ଅନୁଷ୍ଠିତ ହେବ। ବିସିସିଆଇ କହିଛି ଯେ…
କୋହଲିଙ୍କ ଜନ୍ମଦିନରେ ବାବର ଆଜମ କଲେ ଏଭଳି କାମ, ପାକିସ୍ତାନ ପ୍ରଶଂସକ କରୁଛନ୍ତି ସଲାମ..
ନୂଆଦିଲ୍ଲୀ,୫।୧୧: ଭାରତୀୟ କ୍ରିକେଟର ବିରାଟ କୋହଲି ମଙ୍ଗଳବାର ଅର୍ଥାତ ନଭେମ୍ବର ୫ରେ ନିଜର ୩୬ତମ ଜନ୍ମଦିନ ପାଳନ କରୁଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜୟ ସହ ନିଜର ଖରାପ ପ୍ରଦର୍ଶନକୁ ନେଇ ଜନ୍ମଦିନର ଉତ୍ସାହ ଫିକା ପଡ଼ିଯାଇଛି। ଏହାସତ୍ତ୍ୱେ କୋହଲି ପ୍ରଶଂସକ ନିଜର…
କୋହଲିଙ୍କ ଜନ୍ମଦିନରେ ପ୍ରଶଂସକଙ୍କୁ ବଡ଼ ଉପହାର ଦେଲେ ଅନୁଷ୍କା
ଲଣ୍ଡନ,୫।୧୧: ଟେଷ୍ଟ ସିରିଜରେ ନ୍ୟୁଜିଲାଣ୍ଡଠାରୁ ଭାରତୀୟ କ୍ରିକେଟ ଦଳ ଲଜ୍ଜାଜନକ ୩-୦ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ଟିମ ଇଣ୍ଡିଆର ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିସି ଫାଇନାଲ) ଆଶା ପାଇଁ ଏକ ବଡ ଝଟକା ଦେଇଛି। ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ…
କୋହଲିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇ ଏମିତି ଜିନିଷ ମାଗିଦେଲେ ଯୁବରାଜ
ଆଜି ଭାରତୀୟ କ୍ରିକେଟର୍ ବିରାଟ କୋହଲି ୩୬ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଦିନରେ ବିରାଟ କୋହଲିଙ୍କୁ କିଛି ଦେବା ପରିବର୍ତ୍ତେ ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଯୁବରାଜ ସିଂ ତାଙ୍କୁ ଏକ ଜିନିଷ ମାଗିଛନ୍ତି। ଯୁବରାଜ ସିଂ ତାଙ୍କ ଜନ୍ମଦିନର ଅଭିନନ୍ଦନ…
Archives


