ଖେଳ

ଯୁଦ୍ଧବୀର ସିଂ କିଏ? ୫ ଭଉଣୀ ମିଶି ପୂରଣ କରିଥିଲେ କ୍ରିକେଟର ହେବାର ସ୍ବପ୍ନ, ଏବେ ରୋହିତ-ଯଶସ୍ବୀଙ୍କ ଉଇକେଟ ନେଇ ଅଛନ୍ତି ଚର୍ଚ୍ଚାରେ…

ନୂଆଦିଲ୍ଲୀ,୨୪।୧: ଦୀର୍ଘ ସମୟ ପରେ ରଣଜୀ ଟ୍ରଫିକୁ ଫେରିଥିବା ରୋହିତ ଶର୍ମାଙ୍କ ଖରାପ ଫର୍ମ ଜାରି ରହିଛି। ଭାରତୀୟ ଅଧିନାୟକ ଉଭୟ ଇନିଂସରେ ବିଫଳ ହୋଇଛନ୍ତି। ପ୍ରଥମ ଇନିଂସରେ ସେ ଉମର ନାଜିରଙ୍କ ଦ୍ୱାରା ଆଉଟ୍‌ ହୋଇଥିବା ବେଳେ ଦ୍ୱିତୀୟ ଇନିଂସରେ…

ରଣଜୀରେ ଲଗାତାର ଦ୍ୱିତୀୟ ଥର ପାଇଁ ଫେଲ୍‌ ହେଲେ ରୋହିତ, ଏଥର ଦ୍ରାବିଡଙ୍କ ବୋଲର୍‌ ନେଲେ ଉଇକେଟ

ନୂଆଦିଲ୍ଲୀ,୨୪।୧: ପୂର୍ବଭଳି ଖେଳିପାରୁନାହାନ୍ତି ଅଧିନାୟକ ରୋହିତ ଶର୍ମା। ଅନ୍ତର୍ଜାତୀୟ କ୍ରିକେଟରେ ଫେଲ୍‌ ହେବା ପରେ ଏବେ ସେ ଘରୋଇ କ୍ରିକେଟ ଖେଳୁଛନ୍ତି। ହେଲେ ରଣଜୀ ଟ୍ରଫିର ଦୁଇଟିଯାକ ମ୍ୟାଚ୍‌ରେ ସେ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଛନ୍ତି। ଜମ୍ମୁ-କଶ୍ମୀର ବିପକ୍ଷ ପ୍ରଥମ…

ଅନୁଷ୍କାଙ୍କ ଚିନ୍ତାରେ ଖେଳିପାରୁ ନାହାନ୍ତି ବିରାଟ, ବଡ଼ ବୟାନ ଦେଲେ ବରିଷ୍ଠ କ୍ରିକେଟର

ନୂଆଦିଲ୍ଲୀ,୨୪।୧: ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ବ୍ରାଡ ହଗ୍ କହିଛନ୍ତି ଯେ ବର୍ତମାନ ସମୟରେ ଷ୍ଟାର ଇଣ୍ଡିଆ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ଖରାପ ପ୍ରଦର୍ଶନ ପଡ଼ିଆରେ ଘଟୁଥିବା ଘଟଣା ଅପେକ୍ଷା “ବାହାରେ ଘଟୁଥିବା ଘଟଣା” ଯୋଗୁଁ ହୋଇପାରେ। ସେ ଏହା ମଧ୍ୟ କହିଛନ୍ତି…

୧୬ ବର୍ଷ ବୟସରେ ଇତିହାସ ରଚିଲେ ଏହି କ୍ରିକେଟର୍‌ଙ୍କ ପୁଅ: ପିତାଙ୍କ ୨୭ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ

ଲଣ୍ଡନ,୨୪।୧: ଇଂଲଣ୍ଡର କିମ୍ବଦନ୍ତୀ ଖେଳାଳି ଆଣ୍ଡ୍ରୁ ଫ୍ଲିଣ୍ଟଫଙ୍କ ପୁଅ କ୍ରିକେଟରେ ତାଙ୍କଠାରୁ ଆଗକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ରକି ଫ୍ଲିଣ୍ଟଫ ଘରୋଇ କ୍ରିକେଟରେ ଇଂଲଣ୍ଡ ଲାୟନ୍ସ ପାଇଁ ଖେଳି ଏକ ଶତକ ହାସଲ କରିଛନ୍ତି। ସେ ଏବେ ଏହି ଦଳ ପାଇଁ…

ପୁଣି ବାଦ୍‌ ପଡ଼ିଲେ ଶାମି? ଦ୍ୱିତୀୟ ଟି୨୦ ପୂର୍ବରୁ…

ନୂଆଦିଲ୍ଲୀ,୨୪।୧: ଭେଟେରାନ ଦ୍ରୁତ ବୋଲର୍‌ ମହମ୍ମଦ ଶାମୀଙ୍କ ପ୍ରଶଂସକଙ୍କ ପାଇଁ ନିରାଶାଜନକ ଖବର। ଆହତ ସମସ୍ୟା ଯୋଗୁ ଦୀର୍ଘ ୧୪ ମାସ ଧରି ଦଳରୁ ସେ ବାଦ୍‌ ପଡ଼ିଥିବା ବେଳେ ଇଂଲଣ୍ଡ ବିପକ୍ଷ ସିରିଜରେ ଖେଳିପାରନ୍ତି ବୋଲି କୁହାଯାଉଥିଲା। ହେଲେ ପ୍ରଥମ…

ପତ୍ନୀଙ୍କଠାରୁ ଅଲଗା ହେବା ଖବର ମଧ୍ୟରେ ଚହଲ ଏମିତି ପୋଷ୍ଟ କଲେ ଯାହାକୁ ନେଇ ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୧: କ୍ରିକେଟର ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀଙ୍କ ଛାଡପତ୍ର ଖବର ସୋସିଆଲ ମିଡିଆରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ତଥାପି, ଏହି ଦମ୍ପତି ଏପର୍ଯ୍ୟନ୍ତ ଏ ବିଷୟରେ କୌଣସି ସ୍ପଷ୍ଟ ବୟାନ ଦେଇନାହାଁନ୍ତି। ଏବେ ଦୁହେଁ ସୋସିଆଲ ମିଡିଆରେ ଲଗାତାର କ୍ରିପ୍ଟକ୍‌…

ରୋହିତଙ୍କଠାରୁ ଅଧିକ ଧନୀ ସେହ୍ବାଗ, ଅବସରକୁ ୧୦ ବର୍ଷ ହୋଇଥିଲେ ହେଁ କୋଟିରେ କରନ୍ତି ରୋଜଗାର

ନୂଆଦିଲ୍ଲୀ,୨୪।୧: ଟିମ୍‌ ଇଣ୍ଡିଆ ଅଧିନାୟକଙ୍କ ଗଣତି କେବଳ ଭାରତ ନୁହେଁ ବରଂ ବିଶ୍ୱର ଭେଟେରାନ କ୍ରିକେଟରଙ୍କ ମଧ୍ୟରେ ହୋଇଥାଏ। ଏହି ଖେଳରୁ ପ୍ରତିଷ୍ଠା ସହ ସେ ଭଲ ରୋଜଗାର ମଧ୍ୟ କରିଥାନ୍ତି। ହେଲେ ଭାରତୀୟ ଟିମ୍‌ର ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହ୍ବାଗଙ୍କ…

ମ୍ୟାଚ୍‌ ପରେ ପିଟିବି ବୋଲି ଧମକ ଦେଇଥିଲେ ଗୌତମ ଗମ୍ଭୀର, ଚାଞ୍ଚଲ୍ୟକର ଅଭିଯୋଗ ଆଣିଲେ…

ନୂଆଦିଲ୍ଲୀ,୨୩।୧: ପୂର୍ବତନ ଟିମ ଇଣ୍ଡିଆ କ୍ରିକେଟର ମନୋଜ ତିୱାରୀ ଏକ ସାକ୍ଷାତକାରରେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ବିରୋଧରେ ଏକ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି। ଗମ୍ଭୀର ଏକ ମ୍ୟାଚ ସମୟରେ ତାଙ୍କୁ ଗାଳିଗୁଲଜ କରିଥିଲେ। ଏପରିକି ତାଙ୍କୁ ମାଡ଼ ମାରିବାକୁ ଧମକ…

ପତ୍ନୀ ଆରତୀଙ୍କୁ ଛାଡ଼ପତ୍ର ଦେବେ ସେହ୍ବାଗ? ୨୧ ବର୍ଷ ବୈବାହିକ ଜୀବନରେ ଝଡ଼…

ନୂଆଦିଲ୍ଲୀ,୨୩।୧: କ୍ରିକେଟଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହ୍ବାଗ ପତ୍ନୀ ଆରତୀ ଅହଲାଓ୍ବଟ୍‌ଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି। ଉଭୟଙ୍କ ୨୧ ବର୍ଷର ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହୋଇଛି। ରିପୋର୍ଟ ମୁତାବକ, ସେହ୍ବାଗ-ଆରତୀ ପରସ୍ପରଠାରୁ ଏକ…

ଭଲିବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରକୁ ହରାଇ ମୋହନା ଚାମ୍ପିୟନ

ଦିଗପହଣ୍ଡି,୨୩।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରି ଗାଁ ପଞ୍ଚାୟତ ଗୋଲାଣ୍ଡା ଗ୍ରାମ ବୃନ୍ଦାବନ ଚନ୍ଦ୍ର ସ୍ପୋର୍ଟିଂ କ୍ଳବ ଆନୁକୂଲ୍ୟରେ ସପ୍ତାହ ଧରି ଚାଲିଥିବା ଗୌରୀଶଙ୍କର ଓ ଚନ୍ଦନ ସ୍ମାରକୀ ଆନ୍ତଃଜିଲା ଭଲିବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି ।…

ଦଶମ ଶ୍ରେଣୀର ଛାତ୍ର ଅଙ୍କିତ ଚାଟାର୍ଜୀ କିଏ? ଯିଏ ସୌରଭ ଗାଙ୍ଗୁଲିଙ୍କ ୩୫ ବର୍ଷ ପୁରୁଣା ରେକର୍ଡ ଭାଙ୍ଗି ଚର୍ଚ୍ଚାରେ…

ନୂଆଦିଲ୍ଲୀ,୨୩।୧: ରଣଜୀ ଟ୍ରଫି ୨୦୨୪-୨୫ ସିଜିନରେ ଲିଗ୍‌ ପର୍ଯ୍ୟାୟର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏଥିରେ ରୋହିତ ଶର୍ମା, ରିଷଭ ପନ୍ତ, ଶୁଭମନ ଗିଲ ଭଳି ଷ୍ଟାର ଖେଳାଳିମାନେ ଖବର ଶିରୋନାମା ପାଲଟିଛନ୍ତି। ବିସିସିଆଇର ନିର୍ଦ୍ଦେଶକ୍ରମେ ଟିମ ଇଣ୍ଡିଆର ଏହି ଅଭିଜ୍ଞ…

ରଣଜୀରେ ବି ଫେଲ୍‌ ହିଟ୍‌ମ୍ୟାନ୍‌: ଭାଇରାଲ୍‌ ହେଉଛି ଭିଡିଓ

ମୁମ୍ବାଇ,୨୩।୧: ଟେଷ୍ଟ କ୍ରିକେଟରେ ଖରାପ ଫର୍ମ ସହିତ ସଂଘର୍ଷ କରୁଥିବା ରୋହିତ ଶର୍ମା ରଣଜୀ ଟ୍ରଫିରେ ମଧ୍ୟ ଫ୍ଲପ୍‌ ହୋଇଛନ୍ତି। ରଣଜୀ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ମାତ୍ର ୩ ରନ କରି ପାଭିଲିୟନ ଫେରିଥିଲେ। ରୋହିତ ମ୍ୟାଚ୍‌ର ପ୍ରଥମ ଇନିଂସରେ ୧୯ଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri