ଖେଳ

ପୁଣି ଧୋନୀଙ୍କ ସହିତ ଖେଳିବେ ଅଶ୍ୱିନୀ: ଏହି ତିନି ବଡ଼ ଖେଳାଳିଙ୍କୁ ଦଳରେ ସାମିଲ କଲା ଚେନ୍ନାଇ

ନୂଆଦିଲ୍ଲୀ,୨୪।୧୧: ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ଷ୍ଟାର ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନୀଙ୍କୁ ପୁଣିଥରେ ଦଳରେ ସାମିଲ କରିଛି। ରବିବାର ଅନୁଷ୍ଠିତ ନିଲାମୀରେ ଟିମ୍ ଅଶ୍ୱିନୀଙ୍କୁ ୯.୭୫ କୋଟି ଟଙ୍କାରେ କିଣିଛି। ଅଶ୍ୱିନୀ ଚେନ୍ନାଇରେ ତାଙ୍କର ଆଇପିଏଲ କ୍ୟାରିୟର ଆରମ୍ଭ କରିଥିବା ବେଳେ ଏବେ…

ବାରମ୍ବାର ଅନୁଷ୍କାଙ୍କୁ ଦେଖାଇବା ଯୋଗୁ ରାଗିଗଲେ ପ୍ରଶଂସକ

ପର୍ଥ,୨୪।୧୧: ପର୍ଥରେ ଗର୍ଜିଛି ବିରାଟଙ୍କ ବ୍ୟାଟ୍‌। ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମୁକାବିଲାର ତୃତୀୟ ଦିନରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ମାରିଛନ୍ତି। ଏହି ସମୟରେ ମଇଦାନରେ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଉପସ୍ଥିତ ଥିଲେ। ବିରାଟ ଯେତେବେଳେ ଶତକ ମାରିଥିଲେ, ସେ…

ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଡେଭିଡ୍‌ ମିଲରଙ୍କୁ ମିଳିଲା ନୂଆ ଟିମ୍‌, ୭ ଗୁଣା ଦାମ୍‌ ଦେଇ କିଣିଲା…

ଦୁବାଇ,୨୪।୧୧: ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଡେଭିଡ୍‌ ମିଲରଙ୍କୁ ନୂଆ ଟିମ୍‌ ମିଳିଛି। ତାଙ୍କର ବେସ୍‌ ପ୍ରାଇସ୍‌ ଦେଢ଼ କୋଟି ଟଙ୍କା ଥିଲା। ଏହି ଖେଳାଳିଙ୍କୁ ୭ ଗୁଣା ଅଧିକ ଟଙ୍କା ଦେଇ ଲକ୍ଷ୍ନୌ ସୁପର ଜାଏଣ୍ଟସ କିଣିଛି। ୭.୫୦ କୋଟି…

ଅକ୍ସନରେ ଚହଲଙ୍କୁ ନେବାକୁ ଟଣାଓଟରା: ୯ ଗୁଣା ଅଧିକ ଦାମ୍‌ ଦେଇ କିଣିନେଲା ଏହି ଟିମ୍‌…

ଦୁବାଇ,୨୪।୧୧:ଆଇପିଏଲ୍‌ର ସବୁଠାରୁ ସଫଳ ବୋଲର୍‌ ଯୁଜବେନ୍ଦ୍ର ଚହଲଙ୍କୁ ମେଗା ଅକ୍ସନରେ ରାଜସ୍ଥାନ ରୟାଲ୍ସ ରିଟେନ୍‌ କରି ନ ଥିଲା। ଏମିତିରେ ସେ ମେଗା ଅକ୍ସନକୁ ଫେରିଥିଲେ। ରବିବାର କରାଯାଉଥିବା ଅକ୍ସନରେ ତାଙ୍କ ପାଇଁ ଏକାଧିକ ଟିମ୍‌ ନିଲାମ ଡାକିଥିଲେ। ସେ ବେସ୍‌…

ନିଲାମ ଡାକିଲା ଆର୍‌ସିବି, ଦିଲ୍ଲୀ ଓହରିବା ପରେ ପନ୍ତଙ୍କୁ କିଣିଲା ଏହି ଟିମ୍‌

ଦୁବାଇ,୨୪।୧୧: ଆଇପିଏଲ୍‌ ୨୦୨୫ ନିଲାମରେ ଋଷଭ ପନ୍ତଙ୍କ କ୍ରେଜ୍‌। ଜୋରଦାର ନିଲାମ ଡାକରା ପରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ତାଙ୍କୁ ୨୭ କୋଟି ଟଙ୍କାରେ କିଣିଛି। ଏଭଳି ସେ ଆଇପିଏଲ୍‌ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ପାଲଟିଛନ୍ତି। କିଛି ସମୟ ପୂର୍ବରୁ…

IPL Mega Auction 2025 Live: ଶ୍ରେୟାସଙ୍କୁ ଟପିଗଲେ ପନ୍ତ, ଚହଲ-ଶାମି-ସିରାଜଙ୍କୁ କିଣିଲା…

ଦୁବାଇ,୨୪।୧୧: ଅପେକ୍ଷାର ଅନ୍ତ ଘଟିଛି। ବହୁ ପ୍ରତିକ୍ଷିତ ଆଇପିଏଲ୍‌ ୨୦୨୫ ଲାଗି ନିଲାମ ରବିବାର ଅନୁଷ୍ଠିତ ହେଉଛି। ଏଥିରେ ୫୭୭ ଖେଳାଳି ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି। ଅକ୍ସନରେ ମୋଟ ୧୦ ଟିମ୍‌ ଭାଗ ନେଉଥିବା ବେଳେ ଖର୍ଚ୍ଚ କରିବାକୁ ୬୪୧…

ଛକା ମାରି ସିକ୍ୟୁରିଟି ଗାର୍ଡଙ୍କ ମୁଣ୍ଡ ଫଟାଇଦେଲେ ବିରାଟ କୋହଲି !

ପର୍ଥ,୨୪।୧୧: ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ଟିମ୍‌ ଇଣ୍ଡିଆ ଦୃଢ଼ ସ୍ଥିତିରେ ପହଞ୍ଚିଛି। ଏହି ମୁକାବିଲାର ପ୍ରଥମ ଇନିଂସରେ ଟିମ୍‌ ଇଣ୍ଡିଆ ବିଫଳ ହେବା ପରେ ଦ୍ୱିତୀୟ ଇନିଂସରେ ଜବରଦସ୍ତ ପ୍ରଦର୍ଶନ କରୁଛି। ପ୍ରଥମେ ଯଶସ୍ବୀ ଜୈସଓ୍ବାଲଙ୍କ ଶତକ ପରେ କେଏଲ୍‌…

ନିଜ ନାଁ ବଦଳାଇ ଦେଲେ ସଞ୍ଜୁ ସାମସନ୍‌, ନେଲେ ଚମକାଇବା ଭଳି ନିଷ୍ପତ୍ତି

ନୂଆଦିଲ୍ଲୀ,୨୩।୧୧: ନିଜର ନାଁ ବଦଳାଇ ଦେଇଛନ୍ତି ଭାରତୀୟ କ୍ରିକେଟର ସଞ୍ଜୁ ସାମସନ। ଗତ କିଛି ଦିନ ଧରି ଜବରଦସ୍ତ ଫର୍ମରେ ଥିବା ଏହି କ୍ରିକେଟର ଭିନ୍ନ କାରଣକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଏବେ ସେ ସୈୟଦ ମୁସ୍ତାକ ଅଲି ଟୁର୍ନାମେଣ୍ଟର ୫…

ଭୟଙ୍କର ଦୁର୍ଘଟଣା ବେଳେ ଜୀବନ ବଞ୍ଚାଇଥିବା ୨ ଦେବଦୂତଙ୍କୁ ଏହି ଉପହାର ଦେଇଛନ୍ତି ପନ୍ତ, ଅଷ୍ଟ୍ରେଲିଆରେ ହେଲା ଖୁଲାସା…

ନୂଆଦିଲ୍ଲୀ,୨୩।୧୧: ୨୦୨୨ ଡିସେମ୍ବର ୩୦…ଏହି ତାରିଖକୁ ଭାରତୀୟ କ୍ରିକେଟ ପ୍ରଶଂସକ କେବେ ବି ଭୁଲିପାରିବେ ନାହିଁ। କାରଣ ଏହି ଦିନ କ୍ରିକେଟର ଋଷଭ ପନ୍ତ ଭୟଙ୍କର କାର୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଦିଲ୍ଲୀ-ଡେରାଡୁନ ଜାତୀୟ ରାଜପଥରେ ତାଙ୍କ କାର୍‌ ଡିଭାଇଡରରେ ପିଟି…

୩୩ କୋଟିରେ ପନ୍ତଙ୍କୁ କିଣିଲା ପଞ୍ଜାବ, ମେଗା ଅକ୍ସନ ପୂର୍ବରୁ…

ନୂଆଦିଲ୍ଲୀ,୨୩।୧୧: ଆଇପିଏଲ୍‌ ମେଗା ଅକ୍ସନ ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି। ଏହାପରେ ଅନେକ ଖେଳାଳିଙ୍କ ଭାଗ୍ୟର ଫଳାଫଳ ଆସିବ। ନଭେମ୍ବର ୨୪ରୁ ଆରମ୍ଭ ହେବାକୁ ଥିବା ଅକ୍ସନରେ ୫୭୭ଜଣ ଖେଳାଳିଙ୍କ ଉପରେ ନିଲାମ ଡ଼କାଯିବ। ହେଲେ କିଛି ଖେଳାଳିଙ୍କ…

ପ୍ରଥମ ଟେଷ୍ଟ: ୨୧୮ ରନ୍‌ରେ ଆଗୁଆ ରହି ଦୃଢ ସ୍ଥିତିରେ ଭାରତ

ପର୍ଥ,୨୩ା୧୧: ପର୍ଥରେ ଅନୁଷ୍ଠିତ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ଦୃଢ ସ୍ଥିତିରେ ରହିଛି ଭାରତ। ଯଶପ୍ରୀତ୍‌ ବୁମ୍‌ରାଙ୍କ ୫ ଉଇକେଟ ସଫଳତା, ଅଷ୍ଟ୍ରେଲିଆ ମାଟିରେ ଜୟସ୍ବାଲଙ୍କ ପ୍ରଥମ ଅର୍ଦ୍ଧଶତକ ବଳରେ ଭାରତ ଦ୍ୱିତୀୟ ଦିନର ଷ୍ଟମ୍ପସ ବେଳକୁ ୨୧୮ ରନ୍‌ରେ ଆଗୁଆ…

ଇତିହାସ ରଚିଲେ ରାହୁଲ-ଜୟସ୍ବାଲ: ୨୦୦୪ ପରେ ପ୍ରଥମଥର ଘଟିଲା ଏମିତି

ପର୍ଥ,୨୩।୧୧: ପର୍ଥ ଟେଷ୍ଟରେ ଯଶସ୍ବୀ ଜୟସ୍ବାଲ ଏବଂ କେ.ଏଲ ରାହୁଲ ଇତିହାସ ସୃଷ୍ଟି କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ରାହୁଲ ଏବଂ ଯଶସ୍ବିଙ୍କ ମଧ୍ୟରେ ଏକ ଶତକୀୟ ଭାଗିଦାରୀ ହୋଇଛି। ୨୦୦୪ ପରଠାରୁ ଏହା ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri