ଖେଳ

ଚାମ୍ପିଅନ୍ସ ଟ୍ରଫିରେ ଅନେକ ରେକର୍ଡ ଭାଙ୍ଗିଲେ ଇବ୍ରାହିମ୍ ଜାଦ୍ରନ୍, ପଛରେ ପଡିଲେ ସଚିନ

ନୂଆଦିଲ୍ଲୀ,୨୬ା୨: ବୁଧବାର ଚାମ୍ପିଅନ୍ସ ଟ୍ରଫିରେ ଗ୍ରୁପ୍ ବି ମୁକାବିଲାରେ ଆଫଗାନିସ୍ତାନର ଇବ୍ରାହିମ୍ ଜାଦ୍ରନ୍ ୧୪୬ ବଲ୍ ରେ ୧୭୭ ରନ୍ କରି ଇଂଲଣ୍ଡ ବିପକ୍ଷରେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ଏହି ଇନିଂସ ସହିତ ଜାଦ୍ରନ୍ ଅନେକ ରେକର୍ଡ ଭାଙ୍ଗିଥିଲେ।…

ସନ୍ନ୍ୟାସ ନେବେ ପାକିସ୍ତାନର ଏହି ଷ୍ଟାର ବ୍ୟାଟ୍ସମ୍ୟାନ୍‌, ଚାମ୍ପିଅନ୍ସ ଟ୍ରଫି ପରାଜୟକୁ ନେଇ PCBରେ ହଙ୍ଗାମା

ଇସଲାମାବାଦ,୨୬।୨: ଘରୋଇ ମଇଦାନରେ ଆୟୋଜିତ ଚାମ୍ପିଅନ୍ସ ଟ୍ରଫିରେ ଲଜ୍ଜାଜନକ ପ୍ରଦର୍ଶନ ପରେ ପାକିସ୍ତାନ କ୍ରିକେଟ ଦଳରେ ଅଶାନ୍ତି ଆରମ୍ଭ ହୋଇଛି। ନ୍ୟୁଜିଲ୍ୟାଣ୍ଡ ଏବଂ ଭାରତଠାରୁ ପରାଜୟ ପରେ ଏବେ ପାକିସ୍ତାନ କ୍ରିକେଟ ଦଳର ଜଣେ ବଡ଼ ଖେଳାଳି ଅବସର ନେବାକୁ ନିଷ୍ପତ୍ତି…

Champions Trophy: ଚାମ୍ପିଅନ୍ସ ଟ୍ରଫିରେ ସୁରକ୍ଷା ଦେବାକୁ ସଫା ସଫା ମନା କରିଦେଲେ ପାକିସ୍ତାନର ପୋଲିସ କର୍ମଚାରୀ, ୧୦୦ରୁ ଅଧିକ Suspend

ନୂଆଦିଲ୍ଲୀ,୨୬।୨: ଏଥର ପଡ଼ୋଶୀ ଦେଶ ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫିର ଆୟୋଜକ ସାଜିଛି। ପ୍ରାୟ ୨୯ ବର୍ଷ ପରେ କୌଣସି ଟୁର୍ନାମେଣ୍ଟର ଆୟୋଜକ ଦାୟିତ୍ୱ ପାକିସ୍ତାନକୁ ମିଳିଛି, ହେଲେ ଏହାର ଟିମ୍‌ ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିଛି। ଏସବୁ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫିକୁ ନେଇ…

ହଠାତ୍‌ ସନ୍ନ୍ୟାସ ଘୋଷଣା କରି ଚମକାଇଲେ ଏହି ଅଷ୍ଟ୍ରେଲିୟ କ୍ରିକେଟର

ନୂଆଦିଲ୍ଲୀ,୨୬।୨: ଜଣେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଅବସର ଘୋଷଣା କରି ଚମକାଇଛନ୍ତି। ତାଙ୍କ ୧୬ ବର୍ଷର କ୍ୟାରିଅରରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ସେ ହେଲେ ଜାସନ ବେହେରେଣ୍ଡର୍ଫ। ବର୍ତ୍ତମାନ ସେ ରାଜ୍ୟ କ୍ରିକେଟରୁ ବିଦାୟ ନେଇଛନ୍ତି। ଅର୍ଥାତ ସେ ଟି-୨୦ ଲିଗ୍‌ରେ ଖେଳିବା…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସବୁଠାରୁ ବଡ଼ ଶକ୍ତି ‘ହନୁମାନ ଚାଳିଶା’

ନୂଆଦିଲ୍ଲୀ,୨୬।୨: ଭାରତୀୟ କ୍ରିକେଟ ଟିମ୍‌ ଲଗାତାର ଦୁଇଟି ମ୍ୟାଚ ଜିତିବା ପରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସେମିଫାଇନାଲରେ ପହଞ୍ଚି ସାରିଛି। ଦଳ ମାର୍ଚ୍ଚ ୨ ରେ ନ୍ୟୁଜିଲାଣ୍ଡ ସହିତ ମୁକାବିଲା କରିବ। ଏହା ପୂର୍ବରୁ ଅନେକ ଭାରତୀୟ ଖେଳାଳି ସାକ୍ଷାତକାର ଦେଇ…

Champions Trophy 2025: ଏପର୍ଯ୍ୟନ୍ତ ପ୍ରତିଶ୍ରୁତି ପାଳନ କରିନାହାନ୍ତି ରୋହିତ: ଅପେକ୍ଷାରେ ଅକ୍ଷର ପଟେଲ

ନୂଆଦିଲ୍ଲୀ,୨୬।୨: ଭାରତୀୟ ଅଧିନାୟକ ରୋହିତ ଶର୍ମା ସାଥୀ ଖେଳାଳି ଅକ୍ଷର ପଟେଲଙ୍କୁ ଦେଇଥିବା ପ୍ରତିଶ୍ରୁତି ଏପର୍ଯ୍ୟନ୍ତ ପାଳନ କରିନାହାନ୍ତି। ଅକ୍ଷର ଏବେ ବି ଡିନର ପାଇଁ ଅପେକ୍ଷା କରିଛି। ବାଂଲାଦେଶ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫିର ଗ୍ରୁପ ଏର ପ୍ରଥମ ମ୍ୟାଚ୍‌ରେ ଅକ୍ଷର…

Virat Kohli Ranking:ପାକିସ୍ତାନ ବିପକ୍ଷରେ ଶତକ ହାସଲ ପରେ କୋହଲିଙ୍କୁ ମିଳିଲା ବଡ଼ ପୁରସ୍କାର

ନୂଆଦିଲ୍ଲୀ,୨୬।୨: ଆଇସିସି ପକ୍ଷରୁ ବୁଧବାର ଦିନିକିଆ ରାଙ୍କିଂ ପ୍ରକାଶ କରିଛି। ବିରାଟ କୋହଲି ଏଥିରୁ ଲାଭ ପାଇଛନ୍ତି। ୨୦୨୫ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍‌ରେ କୋହଲି ପାକିସ୍ତାନ ବିପକ୍ଷରେ ଶତକ ହାସଲ କରିଥିଲେ। କୋହଲିଙ୍କୁ ରାଙ୍କିଂ ମାଧ୍ୟମରେ ଏହାର ପୁରସ୍କାର ମିଳିଛି। ଦିନିକିଆ…

ପାକିସ୍ତାନରେ ଶେଷ ହୋଇଯିବ କ୍ରିକେଟ: ଜେଲରେ ଥାଇ ବିସ୍ଫୋରକ ବୟାନ ଦେଲେ ପୂର୍ବତନ ଅଧିନାୟକ ଇମ୍ରାନ୍‌ ଖାନ

ଇସଲାମାବାଦ,୨୬।୨: ବିଶ୍ୱକପ ବିଜେତା ପୂର୍ବତନ ଅଧିନାୟକ ଇମ୍ରାନ୍‌ ଖାନ ଭାରତଠାରୁ ପାକିସ୍ତାନର ପରାଜୟ ଏବଂ ଚାମ୍ପିଅନ୍ସ ଟ୍ରଫିରୁ ବିଦାୟ ଉପରେ ନିରାଶା ପ୍ରକାଶ କରିଛନ୍ତି। ତାଙ୍କ ଭଉଣୀ ଆଲିମା ଖାନ ଏହି ସୂଚନା ଦେଇଛନ୍ତି। ରାୱଲପିଣ୍ଡିର ଆଦିଆଲା ଜେଲରେ ପୂର୍ବତନ ପାକିସ୍ତାନ…

ଝଗଡ଼ା ପରେ ହୀରାର ମୁଦି ମାଗନ୍ତି ଧନଶ୍ରୀ! ସମସ୍ତଙ୍କ ସାମ୍ନାରେ ପୋଲ୍‌ ଖୋଲିଲେ ଚହଲ, କହିଲେ…

ମୁମ୍ବାଇ,୨୬।୨: ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମାଙ୍କ ଛାଡପତ୍ର ଖବର ଆଜିକାଲି ସବୁଠି ଚର୍ଚ୍ଚାରେ। ୟୁଜଭେନ୍ଦ୍ର ଏବଂ ଧନଶ୍ରୀ ଛାଡପତ୍ର ପାଇଁ ଆବେଦନ କରିଛନ୍ତି ଏବଂ ମାମଲା କୋର୍ଟରେ ଅଛି। ଏହି ସବୁ ଖବର ମଧ୍ୟରେ, ଦୁହିଁଙ୍କର ଏକ…

ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମ୍ୟାଚ ବାତିଲ ହେବା ପରେ ଇଂଲଣ୍ଡର ଲାଗିଲା ଲଟେରୀ, ଆଫଗାନିସ୍ତାନଙ୍କୁ ବି ଫାଇଦା, ବୁଝନ୍ତୁ ପୂରା ସମୀକରଣ

ନୂଆଦିଲ୍ଲୀ,୨୬।୨: ମଙ୍ଗଳବାର ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଛି। ବର୍ଷା ଯୋଗୁ ମ୍ୟାଚରେ ଟସ୍‌ ହୋଇପାରିଲା ନାହିଁ। ଏପରି ପରିସ୍ଥିତିରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଦଳ ନିରାଶ…

କୋହଲିଙ୍କଠାରୁ ଭଲ ଦିନିକିଆ ବ୍ୟାଟର ଦେଖି ନାହିଁ: ପଣ୍ଟିଂ

ଦୁବାଇ,୨୬ା୨: ମୁଁ ବିରାଟ କୋହଲିଙ୍କଠାରୁ ଭଲ ଦିନିକିଆ ବ୍ୟାଟର ଦେଖି ନାହିଁ ବୋଲି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ କହିଛନ୍ତି। ଏଥିସହିତ କୋହଲି ୫୦ ଓଭର ଫର୍ମାଟରେ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ନାମରେ ଥିବା ସର୍ବାଧିକ ରନ କରିବାର ରେକର୍ଡକୁ…

ପାକିସ୍ତାନର ପରାଜୟରେ ଦୁଃଖ ପ୍ରକାଶ କଲେ ଇମ୍ରାନ

ନୂଆଦିଲ୍ଲୀ,୨୫ା୨: ପାକିସ୍ତାନର ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଚଳିତ ଚାମ୍ପିୟନ୍ସ ଟ୍ରଫିରେ ଜାତୀୟ କ୍ରିକେଟ ଦଳର ନୈରାଶ୍ୟଜନକ ପ୍ରଦର୍ଶନରେ ଦୁଃଖ ପ୍ରକାଶ କରିଥିବା ତାଙ୍କ ଭଉଣୀ ଆଲୀମା ଖାନ୍‌ କହିଛନ୍ତି। କରାଚୀରେ ନ୍ୟୁଜିଲାଣ୍ଡଠାରୁ ଓ ଦୁବାଇରେ ଭାରତଠାରୁ ପରାଜୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri