ଖେଳ

୭ ବର୍ଷ ପରେ IPL’ରେ ଅର୍ଦ୍ଧଶତକ ହାସଲ କଲେ ଇଣ୍ଡିଆ ଷ୍ଟାର, ଇଣ୍ଟରନେଟରେ ଛାଇଗଲେ

ନୂଆଦିଲ୍ଲୀ,୧୩ା୪: କରୁଣ ନାୟାର ସାତ ବର୍ଷ ମଧ୍ୟରେ ତାଙ୍କର ପ୍ରଥମ ଆଇପିଏଲ ଅର୍ଦ୍ଧଶତକ ହାସଲ କରିଛନ୍ତି।ଯେଉଁଥିରେ ସେ ଜସପ୍ରିତ ବୁମରାହଙ୍କ ଭଳି ବୋଲରଙ୍କୁ ଗଳି କ୍ରିକେଟ ଭଳି ଖେଳିଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ବିପକ୍ଷରେ ୨୦୬ ରନର…

ମ୍ୟାଚ୍ ମଝିରେ ବିରାଟ କୋହଲିଙ୍କ ସହ କ’ଣ ହେଲା; ସଞ୍ଜୁ ସାସମାନ କାହିଁକି ଯାଞ୍ଚ କଲେ ହାର୍ଟବିଟ୍ ?

ଜୟପୁର,୧୩।୪: ରବିବାର ଜୟପୁରରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଆଇପିଏଲ୍ ୨୦୨୫ ମ୍ୟାଚ୍‌ର ମଝିରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଷ୍ଟାରଙ୍କ ହାର୍ଟବିଟ୍ ଯାଞ୍ଚ କରାଇବା ପରେ ବିରାଟ କୋହଲି ତାଙ୍କ ପ୍ରଶଂସକ ଏବଂ ଶୁଭେଚ୍ଛୁମାନଙ୍କୁ ଭୟଭୀତ କରିଦେଇଥିଲେ। ବିରାଟ କୋହଲିଙ୍କ ଅର୍ଦ୍ଧଶତକ…

ଟି୨୦ରେ ବିରାଟ ରାଜ୍; ମାରିଲେ ୧୦୦ ଅର୍ଦ୍ଧଶତକ

ଜୟପୁର,୧୩ା୪: ଭାରତୀୟ ଦଳର ଷ୍ଟାର୍‌ ବିରାଟ କୋହଲି ରବିବାର କ୍ରିକେଟ୍‌ ଇତିହାସରେ ନିଜ ନାମକୁ ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରାଇଛନ୍ତି। ସେ ପ୍ରଥମ ଭାରତୀୟ କ୍ରିକେଟର ଭାବେ ଟି୨୦ରେ ୧୦୦ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଷ୍ଟାର୍‌…

ଆର୍‌ସିବିର ସହଜ ବିଜୟ: ସଲ୍ଟ, କୋହଲିଙ୍କ ଅର୍ଦ୍ଧଶତକ

ଜୟପୁର,୧୩ା୪: ବୋଲରଙ୍କ ମାପଚୁପ ବୋଲିଂ ଓ ପରେ ଫିଲ୍‌ ସଲ୍ଟ ଏବଂ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ ରବିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ୯ ଉଇକେଟରେ ରାଜସ୍ଥାନ ରୟାଲ୍ସ(ଆର୍‌ଆର୍‌)କୁ ପରାସ୍ତ କରିଛି। ରାଜସ୍ଥାନ ପକ୍ଷରୁ ଧାର୍ଯ୍ୟ…

ଜଣାପଡ଼ିଲା କେଉଁ ଫୋନ ବ୍ୟବହାର କରୁଛନ୍ତି ବିରାଟ କୋହଲି, ଜାଣନ୍ତୁ ଏହାର ମୂଲ୍ୟ

ନୂଆଦିଲ୍ଲୀ,୧୩।୪: ଭାରତୀୟ କ୍ରିକେଟ ଟିମ୍‌ର ଷ୍ଟାର ଖେଳାଳି ବିରାଟ କୋହଲି କେବଳ ତାଙ୍କର ଚମତ୍କାର ଖେଳ ପାଇଁ ନୁହେଁ ବରଂ ତାଙ୍କର ଜୀବନଶୈଳୀ ଏବଂ ଗ୍ୟାଜେଟ ପାଇଁ ମଧ୍ୟ ଖବରରେ ରହିଛନ୍ତି। ତାଙ୍କ ପ୍ରଶଂସକଙ୍କ ମନରେ ପ୍ରାୟତଃ ଏହି ପ୍ରଶ୍ନ ଉଠେ…

‘ଶତ୍ରୁ’ଙ୍କ ପ୍ରେମରେ ପଡ଼ିଗଲେ ପ୍ରୀତି ଜିଣ୍ଟା! ଖୋଲାଖୋଲି ଭାବେ ମଇଦାନରେ କଲେ ଏମିତି…

ନୂଆଦିଲ୍ଲୀ,୧୩।୪: ’ଶତ୍ରୁ’ଙ୍କ ପ୍ରେମରେ ପଡ଼ିଯାଇଛନ୍ତି ଚୁଲବୁଲି ପ୍ରୀତି ଜିଣ୍ଟା। ଆପଣ ଭାବୁଥିଲେ କାହିଁକି ଏବଂ କିଭଳି? କାରଣ ଶତ୍ରୁଜଣଙ୍କ ଏପରି ଏକ କାମ କରିଛନ୍ତି ଯେ ତାଙ୍କୁ ସେ ଅଣଦେଖା କରିପାରି ନାହାନ୍ତି। ଆମେ ଅଭିଷେକ ଶର୍ମାଙ୍କ କଥା କହୁଛୁ, ଯିଏ…

ଅଭିଶେକଙ୍କ ବିସ୍ଫୋରକ ଶତକ: ହାଇଦ୍ରାବାଦ ବିଜୟୀ

ହାଇଦ୍ରାବାଦ,୧୨ା୪: ଅଭିଶେକ ଶର୍ମାଙ୍କ ବିସ୍ଫୋରକ ଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ୮ ଉଇକେଟରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌)କୁ ପରାସ୍ତ କରିଛି। ହାଇସ୍କୋରିଂ ମ୍ୟାଚରେ ପିବିକେଏସ୍‌ ପକ୍ଷରୁ ଧାର୍ଯ୍ୟ ୨୪୬ ରନର ବିଜୟ ଲକ୍ଷ୍ୟକୁ ହାଇଦ୍ରାବାଦ ୧୮.୩ ଓଭରରେ ୨ ଉଇକେଟ…

ମୋହନ ବାଗାନ ସୁପର ଜାଏଣ୍ଟ୍ସ ଚାମ୍ପିୟନ

କୋଲକାତା, ୧୨ା୪ : ମୋହନବାଗାନ ସୁପର ଜାଏଣ୍ଟ୍ସ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ୨୦୨୪-୨୫ ସିଜନର ଟାଇଟଲ ବିଜେତା ହୋଇଛି। ସ୍ଥାନୀୟ ଯୁବ ଭାରତୀ କ୍ରୀଡ଼ାଙ୍ଗନରେ ଶନିବାର ଅନୁଷ୍ଠିତ ଫାଇନାଲରେ ଦଳ ୨-୧ ଗୋଲ୍‌ରେ ବେଙ୍ଗାଲୁରୁ ଏଫ୍‌ସିକୁ ପରାସ୍ତ କରିଛି। ସଂଘର୍ଷପୂର୍ଣ୍ଣ…

ଦିନିକିଆ କ୍ରିକେଟରେ ଆଇସିସି କରିପାରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧୨ା୪: ଦିନିକିଆ କ୍ରିକେଟ ବ୍ୟାଟରଙ୍କୁ ଅତ୍ୟଧିକ ସୁହାଉଥିବାରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୫୦ ଓଭରିଆ ଫର୍ମାଟରେ ଦୁଇ ନୂଆ ବଲର ବ୍ୟବହାର ନିୟମରେ ପରିବର୍ତ୍ତନ କରିପାରେ। ଦିନିକିଆ ଫର୍ମାଟରେ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ହେଲା ଦୁଇ ନୂଆ ବଲ…

IPL ୨୦୨୫ ମଝିରେ ଗୁଜରାଟ ଟାଇଟନ୍ସକୁ ବଡ଼ ଝଟ୍‌କା, ହଠାତ ବଡ଼ ନିଷ୍ପତ୍ତି ନେଇ ଦଳ ଛାଡ଼ିଲେ ଏହି ଷ୍ଟାର ଖେଳାଳି…

ନୂଆଦିଲ୍ଲୀ,୧୨।୪: ଆଇପିଏଲ୍‌ ୨୦୨୫ରେ ଏଯାବତ ୨୫ ମ୍ୟାଚ୍‌ ଖେଳାଯାଇଛି। ଏବେ ବି ପ୍ଲେଅଫ୍‌କୁ ବହୁତ ସମୟ ଥିବା ବେଳେ ଗୁଜରାଟ ଟାଇଟନ୍ସକୁ ବଡ଼ ଝଟ୍‌କା ଲାଗିଛି। ଦଳର ଜଣେ ଷ୍ଟାର ଖେଳାଳି ହଠାତ୍‌ ସ୍ବଦେଶ ଫେରିଯାଇଛନ୍ତି। ସେ ହେଲେ ଗ୍ଲେନ୍‌ ଫିଲିପ୍ସ।…

୬ ମ୍ୟାଚ୍‌ରୁ ୫ରେ ପରାଜୟ, IPL ପ୍ଲେଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ିଲା ଚେନ୍ନାଇ?କ’ଣ କହୁଛି…

ନୂଆଦିଲ୍ଲୀ,୧୨।୪: ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଏପର୍ଯ୍ୟନ୍ତ IPL ୨୦୨୫ ବହୁତ ଖରାପ ରହିଛି। ପ୍ରଥମ ୬ ମ୍ୟାଚ୍‌ରୁ ୫ରେ CSK ପରାଜିତ ହୋଇଛି। ଏହି ସିଜିନରେ ଚେନ୍ନାଇ ପ୍ରଥମ ମ୍ୟାଚ ଜିତିଥିଲା। ଏହା ପରେ ଦଳ ଲଗାତାର ୫ଟି ମ୍ୟାଚ୍‌…

ପ୍ରସିଦ୍ଧ ଖେଳାଳି ତଥା IPL 2025ର କିମ୍ବଦନ୍ତୀ କମେଣ୍ଟଟରଙ୍କ ସ୍ତ୍ରୀ ବିକୁଛନ୍ତି ଜୁସ୍‌, ନାଁ ଜାଣିଲେ ଉଡିବ ହୋସ୍‌

IPL 2025ରେ ଅନେକ କ୍ରିକେଟ କିମ୍ବଦନ୍ତୀ ଭାଷ୍ୟକାର ବା କମେଣ୍ଟଟର ଅଛନ୍ତି। ଏଥିରେ ଗୋଟିଏ ନାମ ପୂର୍ବତନ ୱେଷ୍ଟଇଣ୍ଡିଜ ଖେଳାଳି ଡାରେନ ଗଙ୍ଗାଙ୍କର ମଧ୍ୟ ଅଛି। ଏହି ସିଜିନରେ ସେ ୱାଲର୍‌ଡ ଫିଡର ଇଂରାଜୀ କମେଣ୍ଟ୍ରି ପ୍ୟାନେଲର ଅଂଶ। ଏଥିପାଇଁ ସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri