ଖେଳ

ଜିମ୍ବାବେ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ୱିଆନ ମୁଲଡରଙ୍କ ରେକର୍ଡ ତ୍ରିଶତକ

ନୂଆଦିଲ୍ଲୀ,୭।୭: ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର ୱିଆନ ମୁଲଡର ଜିମ୍ବାବେ ବିପକ୍ଷରେ ଦ୍ୱିତୀୟ ଓ ଶେଷ ଟେଷ୍ଟ ମ୍ୟାଚରେ ଟେଷ୍ଟ କ୍ରିକେଟ ଇତିହାସର ଦ୍ୱିତୀୟ ତ୍ରିଶତକ ରନ୍ ହାସଲ କରି ଇତିହାସ ରଚିଛନ୍ତି। ଏଥିସହିତ ପ୍ରଥମ ଅଧିନାୟକ ଭାବେ ଏହି ଅସାଧାରଣ କୀର୍ତ୍ତିମାନ…

କୋହଲି ଉତ୍‌ଫୁଲିତ: ଏହି ୩ ଖେଳାଳିଙ୍କୁ କହିଲେ ଚମତ୍କାର

ବର୍ମିଂହାମ,୭।୭:ବର୍ମିଂହାମ ଟେଷ୍ଟରେ ଭାରତର ବିଜୟରେ ସମସ୍ତେ ଖୁସି। ୫୮ ବର୍ଷ ପରେ ପ୍ରଥମ ଥର ପାଇଁ ଏଜବାଷ୍ଟନରେ ଟିମ ଇଣ୍ଡିଆ ଇଂଲଣ୍ଡକୁ ପରାସ୍ତ କରିଛି। ଭାରତର ବିଜୟ ଉପରେ ପୂର୍ବତନ ଟେଷ୍ଟ ଅଧିନାୟକ ବିରାଟ କୋହଲିଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି।…

ବିରାଟ କୋହଲିଙ୍କଠାରୁ ପ୍ରଶଂସା ଶୁଣି ଇମୋଶନାଲ ହେଲେ ସିରାଜ, ସୋସିଆଲ ମିଡ଼ିଆରେ କହିଲେ ଏମିତି କଥା

ନୂଆଦିଲ୍ଲୀ,୭।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଶେଷ ହୋଇଛି। ଯେଉଁଠାରେ ଟିମ ଇଣ୍ଡିଆ ଆୟୋଜକ ଦଳକୁ ୩୩୬ ରନରେ ପରାସ୍ତ କରିଥିଲା। ଏଜବାଷ୍ଟନରେ ଏହା ଭାରତୀୟ ଦଳର ପ୍ରଥମ ଟେଷ୍ଟ ବିଜୟ। କେତେଜଣ ଖେଳାଳିଙ୍କ ପ୍ରଦର୍ଶନ ବହୁତ ଭଲ…

ବିଜୟ ସତ୍ତ୍ୱେ ତୃତୀୟ ଟେଷ୍ଟରୁ ବିଦା ହେବେ ଏହି ଖେଳାଳି: ଗିଲ୍‌ ଦେଲେ ସଙ୍କେତ

ବର୍ମିଂହାମ,୭।୭:ଏଜବାଷ୍ଟନରେ ବିଜୟୀ ହେବା ସତ୍ତ୍ୱେ, ଭାରତର ପ୍ଲେଇଂ ୧୧ରେ ଗୋଟିଏ ପରିବର୍ତ୍ତନ ନିଶ୍ଚିତ ହୋଇଛି। କାରଣ ଶୁବମନ ଗିଲ ନିଶ୍ଚିତ କରିଛନ୍ତି ଯେ, ଜସପ୍ରିତ ବୁମରା ଲର୍ଡସରେ ଖେଳିବେ। ବୁମରା ଦ୍ୱିତୀୟ ଟେଷ୍ଟରେ ଖେଳି ନ ଥିଲେ, ତାଙ୍କ ସ୍ଥାନରେ ଆକାଶ…

୪ଟି ଫଟୋ ଶେୟାର କରି ଏମିତି କ’ଣ ଲେଖିଲେ ଶୁବମନ ଯାହାକୁ ନେଇ ଇଣ୍ଟରନେଟରେ ହେଉଛି ଖୁବ ଚର୍ଚ୍ଚା? ଆପଣ ବି ଦେଖିଲେ…

ନୂଆଦିଲ୍ଲୀ,୭।୭: ବର୍ମିଂହାମର ଏଜବାଷ୍ଟନରେ ଐତିହାସିକ ବିଜୟ ପରେ, ଭାରତର ନଆ ଟେଷ୍ଟ ଅଧିନାୟକ ଶବମନ ଗିଲ ସୋସିଆଲ ମିଡିଆରେ ତାଙ୍କର ପ୍ରଥମ ପୋଷ୍ଟ ଲେଖିଛନ୍ତି। ତାଙ୍କ ପୋଷ୍ଟରେ, ଗିଲ ଚାରୋଟି ଫଟୋ ଶେୟାର କରିଛନ୍ତି। ଦୁଇଟି ବ୍ୟାଟସମ୍ୟାନ ଭାବରେ, ଗୋଟିଏ ଫିଲ୍ଡର…

ଐତିହାସିକ ରେକର୍ଡ କଲେ ଆକାଶ ଦୀପ: ୯୩ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ଦ୍ୱିତୀୟଥର ଘଟିଲା ଏମିତି

ବର୍ମିଂହାମ, ୭।୭:ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଆକାଶ ଦୀପ ଇତିହାସ ସୃଷ୍ଟି କରିଛନ୍ତି। ଆକାଶ ଉଭୟ ଇନିଂସରେ ୧୦ ଉଇକେଟ ନେଇଛନ୍ତି। ପ୍ରଥମ ଇନିଂସରେ ଆକାଶ ଚାରି ଉଇକେଟ ନେଇଛନ୍ତି। ଦ୍ୱିତୀୟ ଇନିଂସରେ ସେ ୬ ଉଇକେଟ ନେଇଛନ୍ତି। ଆକାଶଙ୍କ ଚମତ୍କାର…

ଖୁସି ମଧ୍ୟରେ ଜୀବନର ସବୁଠୁ ବଡ଼ ଦୁଃଖ ବଖାଣିଲେ ଆକାଶଦୀପ: ସବୁକୁ ହୃଦୟରେ ଚାପି ଇଂଲଣ୍ଡରେ ରଚିଲେ ଇତିହାସ

ବର୍ମିଂହାମ,୭।୭: ଟିମ ଇଣ୍ଡିଆ ଶେଷରେ ଏପରି କୃତିତ୍ୱ ହାସଲ କଲା ଯାହା ଗତ ୫୮ ବର୍ଷ ମଧ୍ୟରେ ଥରେ ମଧ୍ୟ ହୋଇ ପାରି ନ ଥିଲା। ଶୁବମନ ଗିଲଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଏଜବାଷ୍ଟନ ଗ୍ରାଉଣ୍ଡରେ ଏକ ଟେଷ୍ଟ ମ୍ୟାଚରେ ଇଂଲଣ୍ଡକୁ…

ବର୍ମିଂହାମ ଟେଷ୍ଟ: ଇଂଲଣ୍ଡକୁ ୩୩୬ ରନ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ

ବର୍ମିଂହାମ, ୬।୭- ଅଧିନାୟକ ଶୁବମନ ଗିଲ୍‌ଙ୍କ ଚମତ୍କାର ବ୍ୟାଟିଂ ଏବଂ ଆକାଶ ଦୀପ୍‌ ଏବଂ ସିରାଜଙ୍କ ପ୍ରଭାବୀ ପ୍ରଦର୍ଶନ ସହାୟତାରେ ଭାରତ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡକୁ ୩୩୬ ରନ୍‌ରେ ପରାସ୍ତ କରିଛି। ଏହା ସହିତ ଟିମ୍‌ ଇଣ୍ଡିଆ ସିରିଜକୁ ୧-୧ରେ ବରାବର…

ନିୟମ ଭାଙ୍ଗିଲେ ଗିଲ? ବର୍ମିଂହାମ ଟେଷ୍ଟରେ ଅଧିନାୟକ ଏଭଳି କରିବାକୁ ନେଇ ହଙ୍ଗାମା

ନୂଆଦିଲ୍ଲୀ,୬।୭: ବର୍ମିଂହାମରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଶୁଭମନ ଗିଲ ପ୍ରଥମ ଇନିଂସରେ ଦ୍ୱିଶତକ ଏବଂ ଦ୍ୱିତୀୟ ଇନିଂସରେ ଶତକ ମାରି ଇତିହାସ ରଚିିଛନ୍ତି। କିନ୍ତୁ ଏହାପରେ ସେ ବର୍ମିଂହାମରେ ନିୟମ ଭାଙ୍ଗିଥିବା କୁହାଯାଉଛି। ଏବେ ପ୍ରଶ୍ନ ହେଉଛି, ଗିଲ…

ବର୍ମିଂହାମ ଟେଷ୍ଟ: ଦୃଢ଼ ସ୍ଥିତରେ ଭାରତ

ବର୍ମିଂହାମ, ୫।୭: ଅଧିନାୟକ ଶୁବମନ ଗିଲ୍‌ଙ୍କ କ୍ରମାଗତ ଶତକ ଏବଂ ଲୋକେଶ ରାହୁଲ, ରିଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜାଙ୍କ ଅର୍ଦ୍ଧଶତକ ସହାୟତାରେ ଭାରତ ବର୍ମିଂହାମରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ନିଜର ସ୍ଥିତିକୁ ସୁଦୃଢ଼ କରିଛି। ଅଧିନାୟକ…

ବର୍ମିଂହାମରେ ‘ରେକର୍ଡ କିଙ୍ଗ’ ପାଲଟିଲେ ଶୁବମନ, ଏମିତି କରିବାରେ ପାଲଟିଲେ…

ବର୍ମିଂହାମ,୫।୭: ବର୍ମିଂହାମରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ମ୍ୟାଚର ପ୍ରଥମ ଇନିଂସରେ ଶୁବମନ ଗିଲ ୨୬୯ ରନର ଇନିଂସ ଖେଳି ଅନେକ ରେକର୍ଡ ସୃଷ୍ଟି କରିଛନ୍ତି।…

ମ୍ୟାଚ୍‌ ବେଳେ ମଇଦାନକୁ ପଶି ଆସିଲା କୁକୁର, ତା’ ପରେ ଯାହା ହେଲା…

ନୂଆଦିଲ୍ଲୀ,୫।୭: ଅଷ୍ଟ୍ରେଲିଆ ଦଳ ବର୍ତ୍ତମାନ ୱେଷ୍ଟଇଣ୍ଡିଜ ଗସ୍ତରେ ଅଛି। ଏହି ଦୁଇ ଦଳ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଶେଷ ହୋଇଛି ଯେଉଁଥିରେ ଅଷ୍ଟ୍ରେଲିଆ ୧୫୯ ରନରେ ବିଜୟୀ ହୋଇଛି। ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ମଧ୍ୟ ଟିମ୍‌ ଅଷ୍ଟ୍ରେଲିଆର ପ୍ରଦର୍ଶନ ଦୃଢ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?