ଖେଳ

ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ଟ୍ରାନ୍ସଜେଣ୍ଡର

ଲଣ୍ଡନ,୧ା୯(ପି.ଟି.):ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିବେ ପ୍ରଥମ ଟ୍ରାନ୍ସଜେଣ୍ଡର ଖେଳାଳି। କାନାଡା ପକ୍ଷରୁ ଆସନ୍ତା ୨୦୨୪ ମହିଳା ଟି୨୦ ବିଶ୍ୱକପ୍‌ର ଯୋଗ୍ୟତା ପର୍ଯ୍ୟାୟ ଖେଳି ଡାନିଏଲ ମ୍ୟାକଗାହେ ଇତିହାସ ରଚିବାକୁ ଯାଉଛନ୍ତି। ୨୯ ବର୍ଷୀୟ ଡାନିଏଲ ଜଣେ ଓପନିଙ୍ଗ ବ୍ୟାଟର। ଲସ୍‌...

ପ୍ରଜ୍ଞାନନ୍ଦଙ୍କୁ ଭେଟିଲେ ଅନୁରାଗ ଠାକୁର

ନୂଆଦିଲ୍ଲୀ,୧।୯: କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଦିଲ୍ଲୀରେ ଚେସ ଖେଳାଳି ପ୍ରଜ୍ଞାନନ୍ଦ ଏବଂ ତାଙ୍କ ମା’ବାପାଙ୍କୁ ଭେଟଛନ୍ତି। ଏହି ସାକ୍ଷାତରେ ସେ ଭାରତୀୟ ଗ୍ରାଣ୍ଡମାଷ୍ଟରଙ୍କୁ ହିମାଚଳ କ୍ୟାପ ଏବଂ ଶାଲ ସହିତ ସମ୍ମାନିତ କରିଛନ୍ତି। ଏହା ପରେ ସେ...

ଓଡ଼ିଶାର ଦୀପ୍‌ ଗ୍ରେସ୍‌, ଅମିତ ସାମିଲ

ବେଙ୍ଗାଲୁରୁ, ୧।୯ (ପି.ଟି.):ଚାଇନାର ହାଙ୍ଗଝୋଠାରେ ହେବାକୁଥିବା ଏସିଆନ ଗେମ୍ସ ପାଇଁ ଗୁରୁବାର ଭାରତୀୟ ମହିଳା ଓ ପୁରୁଷ ହକି ଦଳ ଘୋଷଣା ହୋଇଛି। ଓଡ଼ିଶାର ଦୀପ୍‌ ଗ୍ରେସ୍‌ ଏକ୍କା ମହିଳା ଦଳର ଉପ-ଅଧିନାୟିକା ନିଯୁକ୍ତ ହୋଇଥିବାବେଳେ ପୁରୁଷ ଦଳରେ ଅମିତ...

ଜାପାନକୁ ୩୫-୧ରେ ହରାଇଲା ଭାରତ

ସାଲାଲା (ଓମାନ),୧ା୯ (ପି.ଟି.):ଏସିଆନ ପୁରୁଷ ୫ଏସ୍‌ ହକିରେ ଭାରତ ୩୫-୧ରେ ଜାପାନ ଏବଂ ୭-୫ ଗୋଲ୍‌ରେ ମାଲେସିଆକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି। ଗୁରୁବାର ଦୁଇଟି ବିଜୟ ପରେ ଭାରତ ୧୨ ପଏଣ୍ଟ ସହ ଏଲିଟ୍‌ ପୁଲ୍‌ ଟେବୁଲରେ...

ରିଙ୍କୁ ସିଂଙ୍କ ପୁଣି ଜଲଓ୍ବା: ସୁପର ଓଭରରେ ଲଗାତର ୬,୬,୬,

ନୂଆଦିଲ୍ଲୀ,୧।୯: ୨୦୨୩ ବର୍ଷ ତାଙ୍କ କ୍ରିକେଟ କ୍ୟାରିୟରରେ ରିଙ୍କୁ ସିଂଙ୍କ ପାଇଁ ସର୍ବଶ୍ରେଷ୍ଠ ବୋଲି ପ୍ରମାଣିତ ହୋଇଛି। ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୧୬ ତମ ସିଜନରେ ଲଗାତାର ୫ଟି ଛକା ମାରି କୋଲକାତା ନାଇଟ ରାଇଡର୍ସକୁ ବିଜୟରେ ପହଞ୍ଚାଇଥିବା...

ଜୁରିକ ଡାଇମଣ୍ଡ ଲିଗ୍‌: ନୀରଜ ଚୋପ୍ରାଙ୍କୁ ରୌପ୍ୟ ପଦକ

ନୂଆଦିଲ୍ଲୀ,୧ା୯: ଜୁରିକ ଡାଇମଣ୍ଡ ଲିଗରେ ଭାରତର ତାରକା ଜାଭେଲିନ ଥ୍ରୋ ନୀରଜ ଚୋପ୍ରାଙ୍କୁ ରୌପ୍ୟ ପଦକ ସହ ସନ୍ତୁଷ୍ଟ ହେବାକୁ ପଡିଛି। ସେ ୮୫.୭୧ ମିଟରର ସର୍ବଶ୍ରେଷ୍ଠ ପ୍ରୟାସ ସହିତ ରୌପ୍ୟ ପଦକ ଜିତିଥିଲେ। ବିଶ୍ୱ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ଜିତିଥିବା...

ବାଂଲାଦେଶକୁ ହରାଇ ଶ୍ରୀଲଙ୍କାର ବିଜୟ ଅଭିଯାନ

ପାଲେକେଲ,୩୧ା୮: ଏସିଆ କପ୍‌ କ୍ରିକେଟରେ ଗୁରୁବାର ବାଂଲାଦେଶକୁ ୫ ଉଇକେଟରେ ପରାସ୍ତ କରି ଶ୍ରୀଲଙ୍କା ବିଜୟ ଅଭିଯାନ ଆରମ୍ଭ କରିଛି । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ସମସ୍ତ ଉଇକେଟ ହରାଇ ୧୬୪ ରନ୍‌ କରିଥିଲା। ନଜମୋଲ ହୋସେନ୍‌ ଶନ୍ତୋ...

ବିସିସିଆଇ ମିଡିଆ ରାଇଟସ୍‌: ବାଜି ମାରିଲା ଭାଏକମ ୧୮

ନୂଆଦିଲ୍ଲୀ,୩୧।୮: ଭାରତୀୟ କ୍ରିକେଟ ଦଳର ଘରୋଇ ମ୍ୟାଚ ପାଇଁ ପ୍ରସାରଣ ଅଧିକାର ହାସଲ କରିବା ପାଇଁ ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ଦ୍ୱାରା ଇ-ନିଲାମ ପ୍ରକ୍ରିୟା ଆୟୋଜିତ ହୋଇଥିଲା। ଏଥର ଭାଏକମ ୧୮ ଟିମ...

ମୁମ୍ବାଇ ଇଣ୍ଡିଆନ୍ସର ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କୁ ଅଷ୍ଟ୍ରେଲିଆର ଦିନିକିଆ ଟିମ୍‌ରେ ମିଳିଲା ସ୍ଥାନ

ସିଡ଼ନୀ,୩୧।୮: ଅଷ୍ଟ୍ରେଲିଆର ଟି -୨୦ ବିଶେଷଜ୍ଞ ବ୍ୟାଟ୍ସମ୍ୟାନ ଟିମ ଡେଭିଡଙ୍କୁ ପ୍ରଥମ ଥର ପାଇଁ ଦିନିକିଆ ଦଳରେ ସାମିଲ କରାଯାଇଛି। ତାଙ୍କର ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ଟିମ ଡେଭିଡ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ଅଷ୍ଟ୍ରେଲିଆ...

ତେନ୍ଦୁଲକରଙ୍କ ଘର ଆଗରେ ବିରୋଧ ପ୍ରଦର୍ଶନ, ଭାରତ ରତ୍ନ ଫେରାଇବାକୁ ଦାବି

ମୁମ୍ବାଇ,୩୧।୮: ଅନଲାଇନ ଖେଳ ପାଇଁ ବିଜ୍ଞାପନ କରିବା ଉପରେ ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ବାନ୍ଦ୍ରା ନିବାସ ବାହାରେ ବିଧାୟକ ବଚୁ କଡ୍ଡୁ ଏବଂ ତାଙ୍କ ସମର୍ଥକମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ତେବେ କିଛି ସମୟ ପରେ ପୋଲିସ ବିଧାୟକ...

ଟସ୍‌ ଜିତି ବାଂଲାଦେଶର ବ୍ୟାଟିଂ ନିଷ୍ପତ୍ତି

କାଣ୍ଡି,୩୧।୮: ଏସିଆ କପ ୨୦୨୩ ଦ୍ୱିତୀୟ ଦିନରେ କାଣ୍ଡିର ପାଲେକେଲେ ଷ୍ଟାଡିୟମରେ ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଗ୍ରୁପ-ବିର ପ୍ରଥମ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚରେ ବାଂଲାଦେଶ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ...

ମହିଳା କ୍ରିକେଟରଙ୍କୁ ସମାନ ମ୍ୟାଚ୍‌ ଫି

ଲଣ୍ଡନ,୩୧ା୮: ବିଶ୍ୱର ତୃତୀୟ କ୍ରିକେଟ ବୋର୍ଡ ଭାବେ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ(ଇସିବି) ନେଇଛି ଐତିହାସିକ ନିଷ୍ପତ୍ତି। ଏଣିକି ଇଂଲଣ୍ଡ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ ଖେଳୁଥିବା ପୁରୁଷ ଓ ମହିଳା ଖେଳାଳିଙ୍କୁ ସମାନ ମ୍ୟାଚ୍‌ ଫି ପ୍ରଦାନ କରାଯିବ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri