ଖେଳ

ଭାରତ-ପାକିସ୍ତାନ ଡବ୍ଲ୍ୟୁସିଏଲ୍‌ ମ୍ୟାଚ୍‌: ବୟକଟ କଲେ ଭାରତୀୟ ଖେଳାଳି

ବର୍ମିଂହାମ,୨୦।୭: ଭାରତ ଓ ପାକିସ୍ତାନ ଭେଟେରାନ କ୍ରିକେଟରଙ୍କ ମଧ୍ୟରେ ରବିବାର ଖେଳାଯିବାକୁ ଥିବା ଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ (ଡବ୍ଲ୍ୟୁସିଏଲ୍‌) ମ୍ୟାଚ୍‌କୁ ବାତିଲ କରି ଦିଆଯାଇଛି। ଗତ ଏପ୍ରିଲରେ ଘଟିଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା କାରଣରୁ ଶିଖର ଧାଓ୍ବନଙ୍କ ସମେତ…

ସଚିନ ତେନ୍ଦୁଲକର ନା ସୌରଭ ଗାଙ୍ଗୁଲୀ, କାହାର ସ୍ତ୍ରୀ ଅଧିକ ଶିକ୍ଷିତ?

ମୁମ୍ବାଇ/କୋଲକାତା: ଭାରତୀୟ କ୍ରିକେଟର ଦୁଇ ଦିଗ୍ଗଜ ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲୀଙ୍କ ସ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ଚର୍ଚ୍ଚା ଜୋର ଧରିଛି। ସଚିନଙ୍କ ସ୍ତ୍ରୀ ଅଞ୍ଜଳି ତେନ୍ଦୁଲକର ଏବଂ ସୌରଭଙ୍କ ସ୍ତ୍ରୀ ଡୋନା ଗାଙ୍ଗୁଲୀ ଉଭୟେ ନିଜ ନିଜ କ୍ଷେତ୍ରରେ…

ଟିମ୍ ଇଣ୍ଡିଆ କ୍ୟାମ୍ପରୁ ଆସିଲା ଖରାପ ଖବର, ଆଉଜଣେ ଷ୍ଟାର ବୋଲର ଆହତ

ଇଂଲଣ୍ଡ,୨୦।୭: ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୨ରେ ପଛରେ ଥିବା ଭାରତୀୟ ଦଳ ଚତୁର୍ଥ ଟେଷ୍ଟ ପୂର୍ବରୁ ଆହତ ସମସ୍ୟାରେ ଜର୍ଜରିତ। ଲର୍ଡସରେ ୨୨ ରନରେ ହୃଦୟ ବିଦାରକ ପରାଜୟ ପରେ ଶୁଭମାନ ଗିଲଙ୍କ ନେତୃତ୍ୱାଧୀନ ଦଳ…

ଅର୍ଶଦୀପ ସିଂହଙ୍କ ଆହତ ପରେ ଭାରତୀୟ ଦଳରେ ଚେନ୍ନାଇ ସୁପର କିଙ୍ଗ୍ସର ଷ୍ଟାର ସାମିଲ

ମୁମ୍ବାଇ,୨୦।୭: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ଚୟନ କମିଟି ଇଂଲଣ୍ଡ ଗସ୍ତରେ ଆହତ ହୋଇଥିବା ପେସର ଅର୍ଶଦୀପ ସିଂହଙ୍କ ସ୍ଥାନରେ ହରିୟାଣା ତଥା ଚେନ୍ନାଇ ସୁପର କିଙ୍ଗ୍ସର ପେସର ଆନଶୁଲ କାମ୍ବୋଜଙ୍କୁ ଦଳରେ ସାମିଲ କରିଛି। ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ସିରିଜର…

ଅଲିମ୍ପିକ୍ସରେ ହେବ ନାହିଁ ଭାରତ-ପାକିସ୍ତାନ ମ୍ୟାଚ! ନିୟମକୁ ନେଇ ଉଠିବ ଝଡ଼! ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ନୂଆଦିଲ୍ଲୀ,୧୯।୭: ୧୨୮ ବର୍ଷ ପରେ ପୁଣି ଥରେ ଅଲିମ୍ପିକ୍ସରେ କ୍ରିକେଟ ସାମିଲ ହେବାକୁ ଯାଉଛି। ୨୦୨୮ ମସିହାରେ ଲସ ଆଞ୍ଜେଲସରେ ହେବାକୁ ଥିବା ଅଲିମ୍ପିକ୍ସ ଜିତିବା ଏକ ବଡ଼ କଥା, ଏହି ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବା କ୍ରିକେଟ ଦଳ…

ଏସିଆ କପ ୨୦୨୫ ବୟକଟ କରିବ BCCI! ପଛରେ ରହିଛି ବଡ଼ କାରଣ

ନୂଆଦିଲ୍ଲୀ,୧୯।୭:ଏସିଆ କପ ୨୦୨୫ ଆୟୋଜନକୁ ନେଇ ସମସ୍ୟା ଦେଖାଦେଇଛି। ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ଏସୀୟ କ୍ରିକେଟ ପରିଷଦ (ACC)ର ବାର୍ଷିକ ବୈଠକ ସମ୍ପର୍କରେ ଏକ ବଡ଼ ମତ ରଖିଛି। ଏହି ବୈଠକ ଜୁଲାଇ ୨୪ରେ ବାଂଲାଦେଶର ରାଜଧାନୀ ଢାକାରେ…

ସବୁଠୁ ମହଙ୍ଗା କ୍ରିକେଟ ଜର୍ସି, ଖଚିତ ହୋଇଛି ୩୦ ଗ୍ରାମ ସୁନା; ଏହି ଟିମ୍‌ ପିନ୍ଧି ଖେଳିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮ା୭: ୱାର୍ଲ୍ଡ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍ ୨୦୨୫: ୱେଷ୍ଟଇଣ୍ଡିଜ୍ ଚାମ୍ପିଅନସ୍ ପିନ୍ଧିବେ କ୍ରିକେଟ୍ ଇତିହାସର ସବୁଠୁ ମହଙ୍ଗା ଜର୍ସିୱାର୍ଲ୍ଡ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍ ୨୦୨୫ ଟୁର୍ନାମେଣ୍ଟ ଶୁକ୍ରବାର, ୧୮ ଜୁଲାଇରୁ ଆରମ୍ଭ ହେଉଛି। ଏହି ଟୁର୍ନାମେଣ୍ଟରେ ଇଣ୍ଡିଆ ଚାମ୍ପିଅନସ୍, ୱେଷ୍ଟଇଣ୍ଡିଜ୍ ଚାମ୍ପିଅନସ୍,…

BCCI ଉପରେ ଖାଲି ଟଙ୍କା ବର୍ଷା: ଶାହାଙ୍କ ପୁଅ କରିଦେଲେ କମାଲ୍‌

ନୂଆଦିଲ୍ଲୀ,୧୮।୭: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ ମଧ୍ୟରେ ଗଣାଯାଏ। ଏହା ପଛରେ ଇଣ୍ଡିଆନ ପ୍ରିମିୟର ଲିଗ (IPL)ର ମଧ୍ୟ ଏକ ବଡ଼ ହାତ ଅଛି। ସମ୍ପ୍ରତି BCCIର ୨୦୨୩-୨୪ ଆର୍ଥିକ ବର୍ଷ ସମ୍ପର୍କରେ…

ପ୍ରେମରେ ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ ହେଉଛି ପୋଷ୍ଟ

ନୂଆଦିଲ୍ଲୀ,୧୮।୭: ଭାରତୀୟ କ୍ରିକେଟର ଭବିଷ୍ୟତ ବୋଲି ବିବେଚନା କରାଯାଉଥିବା ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛନ୍ତି। ଏବେ ଇଂଲଣ୍ଡରେ ଭାରତୀୟ ୧୯ ବର୍ଷରୁ କମ ଏବଂ ଇଂଲଣ୍ଡ ୧୯ ବର୍ଷରୁ କମ ଦଳ ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଯୁବ…

କ୍ରିକେଟରଙ୍କ ପତ୍ନୀଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ, ଫସିଯିବେ କି ଶାମି?

ନୂଆଦିଲ୍ଲୀ,୧୮।୭: ମହମ୍ମଦ ଶାମିଙ୍କ ପତ୍ନୀ ହସିନ ଜାହାନ ପୁଣି ଥରେ ଖବର ଶିରୋନାମାରେ ଅଛନ୍ତି। କିନ୍ତୁ, ଏଥର ସେ ସମସ୍ୟାରେ ପଡ଼ିଛନ୍ତି। ପ୍ରକୃତରେ, ଭାରତୀୟ କ୍ରିକେଟରଙ୍କ ପତ୍ନୀ ଏବଂ ତାଙ୍କ ଝିଅ ଅର୍ଶୀଙ୍କ ବିରୋଧରେ ହତ୍ୟା ଉଦ୍ୟମ, ଅପରାଧିକ ଷଡ଼ଯନ୍ତ୍ର ଏବଂ…

ଫେରିବେ ବିରାଟ କୋହଲି! କ’ଣ କହୁଛନ୍ତି ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୧୮।୭: ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସ୍ଥାନ ନେବା କଷ୍ଟକର,ଏହାକୁ ମାନିବାକୁ ପଡିବ। କିନ୍ତୁ ଏବେ ଏହି ଦୁଇ ମହାନ ଖେଳାଳିଙ୍କଠାରୁ ଆଗକୁ ବଢ଼ିବାର ସମୟ ଆସିଛି। ଯୁବ ପିଢ଼ି ସହିତ ଆଗକୁ ବଢ଼ିବାର ସମୟ ଆସିଛି। ଏହା ପୂର୍ବତନ…

୨୨ ବଲ୍‌ରେ ବଡ଼ କାରନାମା: ଚୌକା-ଛକା ବର୍ଷା କରି ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଲେ ଏହି କ୍ରିକେଟର୍‌, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୭: T20 ବ୍ଲାଷ୍ଟରେ ଅନୁଷ୍ଠିତ ଏକ ମ୍ୟାଚ୍‌ରେ ୨୪ ବର୍ଷୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋର୍ଡାନ କକ୍ସ ଏକ ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। କକ୍ସ ଏହି ଇନିଂସରେ କେବଳ ଛକା ଏବଂ ଚୌକା ସହିତ ଶତକ ହାସଲ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?