ଖେଳ

ଜାତୀୟ ଜୁନିୟର ମହିଳା ହକି: ଆନ୍ଧ୍ରକୁ ହରାଇଲା ଓଡ଼ିଶା

କାକିନାଡା, ୫ା୮: ହକି ଆସୋସିଏଶନ ଅଫ୍‌ ଓଡ଼ିଶା ଜାତୀୟ ଜୁନିୟର ମହିଳା ହକି ଚାମ୍ପିୟନଶିପ୍‌ର ଡିଭିଜନ ‘ଏ’ର ଏକ ମ୍ୟାଚରେ ଆନ୍ଧ୍ରପ୍ରଦେଶକୁ ୩-୧ ଗୋଲ୍‌ରେ ପରାସ୍ତ କରିଛି। ମଙ୍ଗଳବାର ହକି ମଧ୍ୟପ୍ରଦେଶ, ହକି ହରିୟାଣା, ହକି ଝାଡ଼ଖଣ୍ଡ ମଧ୍ୟ ସେମାନଙ୍କ ମ୍ୟାଚରେ…

ଗମ୍ଭୀରଙ୍କ ମଜା ଉଡ଼ାଇବା ଯୋଗୁ ମିଳିଲା ଦଣ୍ଡ, ଷ୍ଟୋକ୍ସଙ୍କ ଅବସ୍ଥା ଖରାପ!  

ନୂଆଦିଲ୍ଲୀ,୫।୮: ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡ ଷ୍ଟାଡିୟମରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚ ଡ୍ର ହୋଇଥିଲା। ଏହି ମ୍ୟାଚ ବେଳେ ଭାରତୀୟ ଟିମ୍‌ର ଉଇକେଟକିପର-ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଆହତ ହୋଇଥିଲେ। ଆହତ ହେବା ସତ୍ତ୍ୱେ ସେ ଏହି…

ଶୁବମନଙ୍କୁ ମିଳିଲା ସ୍ପେଶାଲ ବୋତଲ, ହେଲେ କ’ଣ ଅଛି ସେଥିରେ, ଏହାର ଦାମ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୫।୮: ଶୁବମନ ଗିଲ ଇଂଲଣ୍ଡ ଗସ୍ତରେ ୪ଟି ଶତକ ସହିତ ସର୍ବାଧିକ ୭୫୪ ରନ କରିଥିଲେ। ଗିଲଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ପଞ୍ଚମ ଟେଷ୍ଟ ମ୍ୟାଚ ଜିତି ସିରିଜକୁ ୨-୨ରେ ସମାନ କରିଥିଲା। ଗିଲ ଇଂଲଣ୍ଡରେ ୨ଟି ଟେଷ୍ଟ…

କୋଟି କୋଟି ଟଙ୍କାର ମାଲିକ ମହମ୍ମଦ ସିରାଜ: ମୋଟ ସମ୍ପତ୍ତି ଜାଣିଲେ ଉଡ଼ିଯିବ ହୋଶ୍‌

ନୂଆଦିଲ୍ଲୀ,୫।୮: ଭାରତୀୟ କ୍ରିକେଟର ମହମ୍ମଦ ସିରାଜ ତାଙ୍କ ଖେଳ ଆଧାରରେ ସାରା ବିଶ୍ୱରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଆଜି କ୍ରିକେଟ ଜଗତର ପ୍ରତ୍ୟେକ କିମ୍ବଦନ୍ତୀ ତାଙ୍କୁ ପ୍ରଶଂସା କରୁଛନ୍ତି। ଗତ କିଛି ବର୍ଷ ମଧ୍ୟରେ ସିରାଜଙ୍କ ରୋଜଗାର ମଧ୍ୟ…

କାନ୍ଦିଲେ ଗୌତମ ଗମ୍ଭୀର, ସାମ୍ନାକୁ ଆସିଲା ଭିଡିଓ

ନୂଆଦିଲ୍ଲୀ,୫।୮: ଶୁବମନ ଗିଲଙ୍କ ଯୁବ ଭାରତୀୟ ଦଳ ଇଂଲଣ୍ଡ ଯାଇ ଇତିହାସ ସୃଷ୍ଟି କରିଛି। ଅଗଷ୍ଟ ୪ରେ ଓଭାଲ ଟେଷ୍ଟର ଶେଷ ଦିନରେ ଭାରତୀୟ ଦଳ ମାତ୍ର ୬ ରନରେ ଆୟୋଜକ ଦଳକୁ ପରାସ୍ତ କରିଥିଲା। ଯାହା ସହିତ ପାଞ୍ଚ ମ୍ୟାଚ…

୨୦୨୫ରେ ଇଂଲଣ୍ଡ ଟୁର ପରେ ଜାଣନ୍ତୁ ଟିମ୍ ଇଣ୍ଡିଆର ଆଗାମୀ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ,୫ା୮: ଇଂଲଣ୍ଡ ବିପକ୍ଷରେ ଭାରତୀୟ ପୁରୁଷ କ୍ରିକେଟ ଦଳର ରୋମାଞ୍ଚକର ପାଞ୍ଚ ଟେଷ୍ଟ ସିରିଜ ୨-୨ରେ ଡ୍ର ହୋଇଛି। ଆଠ ବର୍ଷ ପରେ ଏକ ସିରିଜରେ ସମସ୍ତ ମ୍ୟାଚ ଶେଷ ଦିନ ପର୍ଯ୍ୟନ୍ତ ଖେଳାଯାଇଥିଲା। ଏହି ସିରିଜରେ ଅନେକ ଖେଳାଳି ଆହତ…

ଟୁଇଟରେ ଶୁବମନ ଗିଲଙ୍କ ପାଇଁ କାହିଁକି କିଛି ବି ଲେଖିଲେନି ବିରାଟ, ୟୁଜର୍ସ କହିଲେ ଏମିତି କଥା

ନୂଆଦିଲ୍ଲୀ,୫।୮: ବିରାଟ କୋହଲି ପୁଣିଥରେ ଖବର ଶିରୋନାମାରେ ଅଛନ୍ତି। ଏଥର ସେ ତାଙ୍କ ଖେଳ ଯୋଗୁ ନୁହେଁ ବରଂ ଅନ୍ୟ କୌଣସି କାରଣରୁ ଖବର ଶିରୋନାମାରେ ଅଛନ୍ତି। ୩୬ ବର୍ଷୀୟ କ୍ରିକେଟର ଅଗଷ୍ଟ ୪ ତାରିଖରେ ତାଙ୍କ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ…

ବ୍ରେକ୍‌ଅପ୍‌ ଭଳି ଯନ୍ତ୍ରଣା…ଦଳକୁ ବିଜୟ କଲାପରେ ବି କାହିଁକି ଏମିତି କହିଲେ ସିରାଜ

ଓଭାଲ,୫।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପଞ୍ଚମ ଏବଂ ଶେଷ ଟେଷ୍ଟ ମ୍ୟାଚ ଏକ ରୋମାଞ୍ଚକର ଭାବରେ ଶେଷ ହୋଇଛି। ମହମ୍ମଦ ସିରାଜ ଶେଷ ଉଇକେଟ ନେଇ ଟିମ ଇଣ୍ଡିଆକୁ ୬ ରନରେ ବିଜୟୀ କରାଇଥିଲେ। ଏହି ବିଜୟ ସହିତ,…

ଇଂଲଣ୍ଡରେ ବଡ଼ କାରନାମା କଲେ ସିରାଜ, ନିଜ ନାଁରେ କଲେ ଏହି ଐତିହାସିକ ରେକର୍ଡ

ନୂଆଦିଲ୍ଲୀ,୫।୮: ମହମ୍ମଦ ସିରାଜ ଇଂଲଣ୍ଡ ମାଟିରେ ଇତିହାସ ସୃଷ୍ଟି କରିଛନ୍ତି। ସେ ଏବେ ଇଂଲଣ୍ଡ ମାଟିରେ ଖେଳାଯାଇଥିବା ଟେଷ୍ଟ ସିରିଜରେ ସର୍ବାଧିକ ଉଇକେଟ୍‌ ନେଇଥିବା ଜଣେ ଭାରତୀୟ ବୋଲର ଭାlବେ ରେକର୍ଡ କରିଛନ୍ତି। ସେ ୨୦୨୫ରେ ଖେଳାଯାଇଥିବା ଟେଷ୍ଟ ସିରିଜରେ ମୋଟ…

ସୁନୀଲ ଛେତ୍ରୀଙ୍କୁ ଦରମା ଦେବାକୁ ମନା କଲା ଟିମ୍: କମ୍ପନୀ ନେଲା ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୫।୮: ଭାରତୀୟ ସୁପର ଲିଗ୍ (ଆଇଏସଏଲ) କ୍ଲବ ବେଙ୍ଗାଲୁରୁ ଏଫସି ଘରୋଇ ସିଜନର ଅନିଶ୍ଚିତତାକୁ ଦୃଷ୍ଟିରେ ରଖି ଖେଳାଳି ଏବଂ ସହାୟକ କର୍ମଚାରୀଙ୍କ ଦରମା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ବେଙ୍ଗାଲୁରୁ ଏଫସି ସୋସିଆଲ ମିଡିଆ ଜରିଆରେ ଘୋଷଣା କରିଛି ଯେ,…

ଭାରତ-ପାକିସ୍ତାନ ମହାମୁକାବିଲା ତାରିଖ ଧାର୍ଯ୍ୟ: ଜାଣନ୍ତୁ କେବେ, କେଉଁଥିରେ ଦେଖିପାରିବେ ଲାଇଭ୍‌

ନୂଆଦିଲ୍ଲୀ,୫।୮: ଭାରତ ଏବଂ ପାକିସ୍ତାନ କ୍ରିକେଟରେ ସବୁଠାରୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ। ଉଭୟ ଦେଶର ଦଳ ମଧ୍ୟରେ ପ୍ରତିଯୋଗିତା ପୁଣି ଥରେ ମଇଦାନରେ ଦେଖିବାକୁ ମିଳିବ। ଏସିଆ କପ ୨୦୨୫ରେ, ଉଭୟ ଦଳ ୧୪ ସେପ୍ଟେମ୍ବରରେ ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ପରସ୍ପର…

ଓଭାଲ ଟେଷ୍ଟରେ ଭାରତର ଐତିହାସିକ ବିଜୟ ପରେ ବିରାଟ କୋହଲିଙ୍କ ପ୍ରତିକ୍ରିୟା ଭାଇରାଲ

ନୂଆଦିଲ୍ଲୀ,୪।୮: ଭାରତୀୟ କ୍ରିକେଟ ଦଳ ଓଭାଲରେ ଇଂଲଣ୍ଡ ବିପକ୍ଷରେ ଏକ ରୋମାଞ୍ଚକର ୬ ରନ୍‌ରେ ବିଜୟ ହାସଲ କରି ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୨ରେ ବରାବର କରିଛି। ଶୁଭମନ ଗିଲ୍‌ଙ୍କ ନେତୃତ୍ୱରେ ଭାରତ ଏହି ମ୍ୟାଚକୁ ପରାଜୟର ମୁଖରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?