ଖେଳ

ହେଡ୍‌ କୋଚ ହେଲେ କୋଲକାତାର ରାଜକୁମାର: ଏହି ଦଳ ଦେଲା ଗୁରୁଦାୟିତ୍ୱ

ନୂଆଦିଲ୍ଲୀ,୨୫।୯:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବଂ ପୂର୍ବତନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କ୍ରିକେଟ ଜଗତରେ ଏକ ନୂତନ ଆରମ୍ଭ କରିଛନ୍ତି। ଦୀର୍ଘ ବର୍ଷ ଅପେକ୍ଷା ପରେ, ସେ ଏବେ କୋଚ ଭୂମିକାରେ ପାଦ ଦେଇଛନ୍ତି। ସେ ଭାରତୀୟ ଦଳର…

ଏସିଆ କପ୍‌ କ୍ରିକେଟ୍‌: ରଶିଦଙ୍କ ନେତୃତ୍ୱାଧୀନ ଆଫଗାନିସ୍ତାନ ଦଳରେ ୫ ସ୍ପିନର

କାବୁଲ, ୨୪ା୮: ସେପ୍ଟେମ୍ବର ୯ରୁ ୟୁଏଇରେ ଖେଳାଯିବାକୁଥିବା ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟ ଲାଗି ଘୋଷଣା କରାଯାଇଥିବା ଆଫଗାନିସ୍ତାନ ଦଳର ଅଧିନାୟକ ମନୋନୀତ ହୋଇଛନ୍ତି ରଶିଦ ଖାନ୍‌। ଦଳରେ ୫ଜଣ ସ୍ପିନର ସ୍ଥାନ ପାଇଛନ୍ତି। ଅଧିନାୟକ ରଶିଦଙ୍କ ବ୍ୟତୀତ ଅନ୍ୟ ସ୍ପିପରମାନେ…

ହେଡ୍‌, ମାର୍ଶ, ଗ୍ରୀନଙ୍କ ଶତକ: ଅଷ୍ଟ୍ରେଲିଆର ବୃହତ୍‌ ବିଜୟ

ମ୍ୟାକେ,୨୪ା୮: ଟ୍ରାଭିସ୍‌ ହେଡ୍‌, ଅଧିନାୟକ ମିଚେଲ ମାର୍ଶ ଓ କାମେରନ ଗ୍ରୀନଙ୍କ ଶତକ ବଳରେ ଅଷ୍ଟ୍ରେଲିଆ ୨୭୬ ରନର ବିଶାଳ ବ୍ୟବଧାନରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍‌କୁ ଜିତି ନେଇଛି। ଏହା ଦକ୍ଷିଣ ଆଫ୍ରିକା ଲାଗି ଦିନିକିଆ ଫର୍ମାଟରେ…

ସନ୍ୟାସ ନେଲେ ପୂଜାରା, ହେଲେ ଜାଣିଛନ୍ତି କି ତାଙ୍କର Net Worth କେତେ, କେଉଁଠୁ ଆସୁଛି କେତେ ଟଙ୍କା? ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୮: ଟେଷ୍ଟ କ୍ରିକେଟର ସର୍ବୋତ୍ତମ ବ୍ୟାଟସମ୍ୟାନଙ୍କ ମଧ୍ୟରୁ ଜଣେ ଅଭିଜ୍ଞ ଭାରତୀୟ କ୍ରିକେଟର ଚେତେଶ୍ୱର ପୂଜାରା, ଏବେ ସେ ଭାରତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସେ ଏହି ସୂଚନା ସୋସିଆଲ ମିଡିଆ ମାଧ୍ୟମରେ ଶେୟାର କରିଛନ୍ତି। ପୂଜାରାଙ୍କ…

IND vs PAK Asia Cup: ସୀମା ଭିତରେ ରୁହନ୍ତୁ! Asia Cup ରେ ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ କାହିଁକି ଏମିତି ଚେତାବନୀ ଦେଲେ ୱାସିମ ଆକ୍ରମ? ଜାଣନ୍ତୁ ସେ କ’ଣ କହିଲେ

ନୂଆଦିଲ୍ଲୀ,୨୪।୮: ଏସିଆ କପ ୨୦୨୫ରେ ଭାରତ ଏବଂ ପାକିସ୍ତାନ ଗୋଟିଏ ଗ୍ରୁପରେ ଅଛନ୍ତି, ସେମାନଙ୍କ ସହିତ ଓମାନ ଏବଂ ୟୁଏଇ ଗ୍ରୁପ A ରେ ଅଛନ୍ତି। ୯ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଥିବା ଏହି ଟୁର୍ଣ୍ଣାମେଣ୍ଟରେ, ସବୁଠାରୁ ପ୍ରତୀକ୍ଷିତ ମ୍ୟାଚ ହେଉଛି ଭାରତ…

ସମସ୍ତ ଫର୍ମାଟରୁ ଅବସର ନେଲେ ପୂଜାରା, ଇମୋଶନାଲ ପୋଷ୍ଟ କରି ଦେଲେ ସୂଚନା

ନୂଆଦିଲ୍ଲୀ,୨୪।୮: ଭାରତର ଷ୍ଟାର ଟେଷ୍ଟ ବ୍ୟାଟସମ୍ୟାନ ଚେତେଶ୍ୱର ପୂଜାରା ଭାରତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ରବିବାର ସେ ଏକ ପୋଷ୍ଟ ଲେଖି ଏହା ଘୋଷଣା କରିଛନ୍ତି। ସେ ଏହି ଭାବପ୍ରବଣ ନୋଟରେ ନିଜର ଭାବନା ପ୍ରକାଶ କରିଛନ୍ତି।…

ସିରାଜଙ୍କୁ ଟିମ୍‌ରୁ କାହିଁକି ରିଲିଜ କଲା RCB? ହେଲା ବଡ଼ ଖୁଲାସା 

ନୂଆଦିଲ୍ଲୀ,୨୩।୮: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୫ର ମେଗା ନିଲାମ ପୂର୍ବରୁ ଏହାର ଷ୍ଟାର ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ରିଲିଜ କରିଛି। ଏବେ ଦଳ ଏହି ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖିଛି। ଆରସିବିର କ୍ରିକେଟ ନିର୍ଦ୍ଦେଶକ…

କେରଳରେ ହେବ ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ : ଖେଳିବ ବିଶ୍ୱ ଚାମ୍ପିୟନ ଆର୍ଜେଣ୍ଟିନା

କୋଚି,୨୩ା୮: ଆସନ୍ତା ନଭେମ୍ବରରେ କେରଳରେ ବିଶ୍ୱ ଚାମ୍ପିୟନ ଆର୍ଜେଣ୍ଟିନା ଏକ ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବ। ଏ ନେଇ ଆର୍ଜେଣ୍ଟିନା ପକ୍ଷରୁ ଶନିବାର ଘୋଷଣା କରାଯାଇଛି। ଏହି ମ୍ୟାଚ୍‌ ନଭେମ୍ବର ୧୦ରୁ ୧୮ ମଧ୍ୟରେ କୋଚି କିମ୍ବା ଥିରୁଭାନନ୍ତପୁରମରେ ଖେଳାଯାଇପାରେ। ମ୍ୟାନେଜର…

ଏସିଆନ ଶୁଟିଂ ଚାମ୍ପିୟନଶିପ୍‌: ଅର୍ଜୁନ-ଏଲାଭେନିଲ ଯୋଡ଼ିଙ୍କୁ ମିଳିଲା ସ୍ବର୍ଣ୍ଣ

ସିମ୍‌କେଣ୍ଟ(କାଜାଖସ୍ତାନ),୨୩ା୮: ଭାରତର ଅର୍ଜୁନ ବବୁତା ଓ ଏଲାଭେନିଲ ଭାଲରିଭାନ ଶନିବାର ଅନୁଷ୍ଠିତ ୧୬ତମ ଏସିଆନ ଶୁଟି ଚାମ୍ପିୟନଶିପ୍‌ ୧୦ ମିଟର ଏୟାର ରାଇଫଲ ଟିମ୍‌ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଭାରତୀୟ ଯୋଡ଼ି ଚାଇନାର ଡିଙ୍ଗ୍‌କେ ଲୁ’ ଓ ଜିନ୍‌ଲୁ…

ଏହିଦିନ IPLରୁ ସନ୍ୟାସ ନେବେ ବିରାଟ କୋହଲି! ସାଥି ଖେଳାଳିଙ୍କ ବଡ଼ ଦାବି

ନୂଆଦିଲ୍ଲୀ,୨୩।୮: ଟେଷ୍ଟ ଏବଂ ଟି-୨୦ ଫର୍ମାଟରୁ ଅବସର ନେଇଥିବା ବିରାଟ କୋହଲି ODI କ୍ରିକେଟରେ ସକ୍ରିୟ ଅଛନ୍ତି ଏବଂ IPLରେ ମଧ୍ୟ ଖେଳୁଥିବାର ଦେଖାଯାଉଛି। ବିରାଟ ଏବେ ସମ୍ପୂର୍ଣ୍ଣ ଫିଟ ଅଛନ୍ତି ଏବଂ ତାଙ୍କୁ ବହୁତ ଦିନ ହେବ IPLରେ ଖେଳୁଥିବାର…

ଏସିଆ କପରେ ପାକିସ୍ତାନ କ୍ରିକେଟ ମ୍ୟାଚକୁ ନେଇ ମୋଦିଙ୍କୁ ଏମିତି ଚିଠି ଲେଖିଲେ ସଞ୍ଜୟ ରାଉତ, ବଢିଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୩।୮: ଶିବସେନା (UBT) ଏମପି ସଞ୍ଜୟ ରାଉତ ଜମ୍ମୁ-କଶ୍ମୀରର ପହଲଗାମରେ ସମ୍ପ୍ରତି ଘଟିଥିବା ଆତଙ୍କବାଦୀ ଆକ୍ରମଣକୁ ଉଦ୍ଧୃତ କରି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ କ୍ରିକେଟ ମ୍ୟାଚ ଉପରେ କଡ଼ା ଆପତ୍ତି ଉଠାଇଛନ୍ତି। ସେ ଏହି ପ୍ରସଙ୍ଗରେ ନିଜର…

ଏସିଆ କପ ଉପଅଧିନାୟକ ଶୁବମନ ଗିଲ ଅସୁସ୍ଥ, ଖେଳିପାରିବେ ନାହିଁ ପରବର୍ତ୍ତୀ ଟୁର୍ନାମେଣ୍ଟ, ରିପ୍ଲେସମେଣ୍ଟ ବାଝିଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୩।୮: ଭାରତୀୟ କ୍ରିକେଟ ଦଳର ନୂତନ ଟେଷ୍ଟ ଅଧିନାୟକ ଶବମନ ଗିଲଙ୍କୁ ନେଇ ଏକ ଚିନ୍ତାଜନକ ଖବର ଆସୁଛି। ସୂଚନା ଅନୁଯାୟୀ, ଇଂଲଣ୍ଡର ସଫଳ ଗସ୍ତରୁ ଫେରିବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଛି। ଶୁବମନ ବର୍ତ୍ତମାନ ଅସୁସ୍ଥ ଅଛନ୍ତି ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?