ଖେଳ

କରାଟେ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଭୁବନେଶ୍ୱର, ୧୮ା୯ (ବିଜୟ ରଣା): ଚଳିତମାସ ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଡେରାଡୁନ୍‌ଠାରେ ଜାତୀୟ କ୍ୟାଡେଟ୍‌, ଜୁନିୟର, ସିନିୟର ଏବଂ ୨୧ ବର୍ଷରୁ କମ୍‌ ଦଳଗତ ପ୍ରତିଯୋଗିତା ପାଇଁ ଓଡ଼ିଶା ରାଜ୍ୟ କରାଟେ ସଂଘ ଦ୍ୱାରା ୫୫ ପ୍ରତିଯୋଗୀ ଓ...

ଓଡ଼ିଶାକୁ ୨୩ ପଦକ

କଟକ,୧୮ା୯ ପ୍ରିୟଦର୍ଶିନୀ): ଉତ୍ତରାଖଣ୍ଡରେ ଜାତୀୟ କାନୋଇଂ ସ୍ପ୍ରିଣ୍ଟ ଚାମ୍ପିଅନଶିପ ରବିବାର ଉଦ୍‌ଯାପିତ ହୋଇଯାଇଛି । ୮ ସ୍ବର୍ଣ୍ଣ, ୬ ରୌପ୍ୟ ଏବଂ ୯ଟି ବ୍ରୋଞ୍ଜ ପଦକକୁ ମିଶାଇ ଚାମ୍ପିଅନଶିପ୍‌ରେ ଓଡ଼ିଶା ମୋଟ୍‌ ୨୩ଟି ପଦକ ଜିତିଛି । ଏଥି ସହିତ...

ସେଞ୍ଜ୍‌ ଜିତିଲେ ସିଙ୍ଗାପୁର ଗ୍ରାଁପ୍ରି

ସିଙ୍ଗାପୁର, ୧୮ା୯ (ଏପି): ଫେରାରିର କାର୍ଲୋସ ସେଞ୍ଜ ଜୁନିୟର ସିଙ୍ଗାପୁର ଫର୍ମୁଲା ଓ୍ବାନ ମୋଟର ରେସ୍‌ ଗ୍ରାଁ ପ୍ରି ଜିତିଛନ୍ତି। ଏହାଦ୍ୱାରା ଫର୍ମୁଲାଓ୍ବାନରେ ମାର୍କ୍ସ ଭର୍ଷ୍ଟାପେନ୍‌ ଓ ରେଡ୍‌ ବୁଲ୍‌ର ଐତିହାସିକ ବିଜୟ ଧାରାରେ ବ୍ରେକ୍‌ ଲାଗିଛି। ରେଡ୍‌ ବୁଲ୍‌...

ଇଣ୍ଡୋନେସିଆରେ ଅଭ୍ୟାସ କରିବେ ଅନୁପମା

ଭୁବନେଶ୍ୱର, ୧୮।୯(ତପନ ସ୍ବାଇଁ): ଚାଇନାର ହାଙ୍ଗଝୋଠାରେ ହେବାକୁଥିବା ଏସିଆନ ଗେମ୍ସର ଜୁ-ଜିଟ୍‌ସୁ ଇଭେଣ୍ଟରେ ପ୍ରଥମଥରପାଇଁ ଭାରତରୁ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି ଓଡ଼ିଶାର ଅନୁପମା ସ୍ବାଇଁ। ଓଡ଼ିଶା ପୋଲିସରେ କାର୍ଯ୍ୟରତ ଅନୁପମା ପୂର୍ବରୁ ଉତ୍କଳ କରାଟେ ସ୍କୁଲରେ ପ୍ରଶିକ୍ଷଣ ନେଉଥିଲେ। ଅଧିକ...

ଡେଭିସ୍‌ କପ୍‌ରୁ ବୋପାନ୍ନାଙ୍କ ଅବସର

କଲମ୍ବୋ,୧୮ା୯(ପି.ଟି.): ଭାରତର ଷ୍ଟାର ଟେନିସ୍‌ ଖେଳାଳି ରୋହନ ବୋପାନ୍ନା ଡେଭିସ୍‌ କପ୍‌ କ୍ୟାରିୟରକୁ ଅଲ୍‌ବିଦା ଜଣାଇଛନ୍ତି। ବୋପାନ୍ନା ନିଜ କ୍ୟାରିୟରର ଅନ୍ତିମ ମ୍ୟାଚ ଜିତିବା ଫଳରେ ଭାରତ ୩-୧ରେ ମରକ୍କୋକୁ ପରାସ୍ତ କରିଛି। ଲକ୍ଷ୍ନୌର ମିନି ଷ୍ଟାଡିୟମରେ ଅନୁଷ୍ଠିତ ବିଶ୍ୱ...

ଏସିସି କଲା ବଡ଼ ଘୋଷଣା: ଗ୍ରାଉଣ୍ଡ୍ସମ୍ୟାନ୍‌ ମାଲାମାଲ

ନୂଆଦିଲ୍ଲୀ,୧୭।୯: ଏସିଆ କପ ୨୦୨୩ରେ ଶ୍ରୀଲଙ୍କାର ଗ୍ରାଉଣ୍ଡ୍ସମ୍ୟାନ୍‌ମାନେ ଚର୍ଚ୍ଚାରେ ଅଛନ୍ତି। କ୍ରମାଗତ ମ୍ୟାଚ ଏବଂ ମ୍ୟାଚ ସମୟରେ ବର୍ଷା ମଧ୍ୟରେ ଗ୍ରାଉଣ୍ଡ୍ସମ୍ୟାନ୍‌ମାନେ ବହୁତ ପରିଶ୍ରମ କରିଥିଲେ। ଏହାର କାରଣ ହେଲା ବର୍ଷା ସତ୍ତ୍ୱେ ମ୍ୟାଚ ଜାରି ରହିଲା ଏବଂ ପ୍ରଶଂସକମାନେ...

ଇତିହାସ ରଚିଲେ ସିରାଜ୍‌

କଲମ୍ବୋ,୧୭।୯: ଶ୍ରୀଲଙ୍କା ବିପକ୍ଷ ଏସିଆ କପ ୨୦୨୩ର ଫାଇନାଲ୍‌ ମ୍ୟାଚରେ ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ସିରାଜ ଚମତ୍କାର ବୋଲିଂ କରିଥିଲେ। ଏହି ମ୍ୟାଚରେ ଦ୍ୱିତୀୟ ଓଭରରେ ୪ଟି ଉଇକେଟ ନେଇ ସିରାଜ ଏକଦିବସୀୟ କ୍ରିକେଟରେ ୫୦ ଉଇକେଟ...

ଶ୍ରୀଲଙ୍କାର ୩ ଲଜ୍ଜାଜନକ ରେକର୍ଡ

କଲମ୍ବୋ,୧୭।୯: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଏସିଆ କପ ୨୦୨୩ର ଫାଇନାଲ୍‌ ମ୍ୟାଚରେ ଭାରତୀୟ ଦଳର ବୋଲର ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ଦଳ ୧୫.୨ ଓଭରରେ ମାତ୍ର ୫୦ ରନ୍‌ରେ ସୀମିତ ରହିଥିଲା। ମହମ୍ମଦ...

ଭାରତ ହାତରେ ଏସିଆ କପ୍‌

କଲମ୍ବୋ,୧୭।୯: କଲମ୍ବୋସ୍ଥିତ ଆର୍‌.ପ୍ରେମଦାସା ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ୨୦୨୩ ଏସିଆ କପ୍‌ ଫାଇନାରେ ଶ୍ରୀଲଙ୍କାକୁ ୧୦ ଉଇକେଟରେ ପରାସ୍ତ କରିଛି ଭାରତ। ଫଳରେ ଅଷ୍ଟମ ଥର ପାଇଁ ଏସିଆ କପ୍‌ ହାତେଇଛି ଭାରତ। ଫାଇନାଲ ମ୍ୟାଚ୍‌ରେ ଶ୍ରୀଲଙ୍କା ଅଧିନାୟକ...

ବ୍ୟାଟିଂ ବିପର୍ଯ୍ୟୟ: ୫୦ ରନ୍‌ରେ ଅଟକିଲା ଶ୍ରୀଲଙ୍କା

କଲମ୍ବୋ,୧୭।୯: କଲମ୍ବୋସ୍ଥିତ ଆର୍‌.ପ୍ରେମଦାସା ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ରବିବାର ୨୦୨୩ ଏସିଆ କପ୍‌ ଫାଇନାଲ ମ୍ୟାଚ୍‌ରେ ଶ୍ରୀଲଙ୍କା ଅଧିନାୟକ ଦାସୁନ ଶାନାକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ହେଲେ ଭାରତର ଦ୍ରୁତ ବୋଲି ମହମ୍ମଦ ସିରାଜ କମାଲ ବୋଲିଂ...

ପ୍ରାରମ୍ଭରୁ ୬ ଉଇକେଟ ହରାଇ ସଙ୍କଟରେ ଶ୍ରୀଲଙ୍କା

କଲମ୍ବୋ,୧୭।୯: କଲମ୍ବୋସ୍ଥିତ ଆର୍‌.ପ୍ରେମଦାସା ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ରବିବାର ୨୦୨୩ ଏସିଆ କପ୍‌ ଫାଇନାଲ ମ୍ୟାଚ୍‌ରେ ଶ୍ରୀଲଙ୍କା ଅଧିନାୟକ ଦାସୁନ ଶାନାକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଶ୍ରୀଲଙ୍କା ବ୍ୟାଟର ପଡ଼ିଆକୁ ଓହ୍ଲାଇ ପ୍ରାରମ୍ଭରୁ ବ୍ୟାଟିଂ...

ଏସିଆନ୍‌ ଗେମ୍ସ ୨୦୨୩: ମହିଳା-ପୁରୁଷ କ୍ରିକେଟ୍‌ ଟିମ୍‌ରେ ପରିବର୍ତ୍ତନ

ନୂଆଦିଲ୍ଲୀ,୧୭।୯:ଏସିଆନ ଗେମ୍ସ ଲାଗି ପୁରୁଷ ଏବଂ ମହିଳା କ୍ରିକେଟ ଦଳରେ ଛୋଟ ପରିବର୍ତ୍ତନ କରିଛି ବିସିସିଆଇ। ସେପ୍ଟେମ୍ବର ୨୩ରୁ ଆୟୋଜିତ ହେବାକୁ ଥିବା ଏହି ଟୁର୍ନାମେଣ୍ଟ ଲାଗି ଉଭୟ ଟିମ୍‌ର ଗୋଟିଏ ଗୋଟିଏ ଖେଳାଳି ବଦଳିଛନ୍ତି। ପୁରୁଷ କ୍ରିକେଟ ଟିମ୍‌ରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri