ଖେଳ

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ; ଆମେରିକାର ଗୋଲ୍‌ ବର୍ଷା: ମେକ୍ସିକୋ ୯-୦ରେ ପରାସ୍ତ

ଭୁବନେଶ୍ୱର,୯ା୬(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ପୁରୁଷ ସିରିଜ ଫାଇନାଲ୍ସରେ ଶନିବାର ଆମେରିକା ଏକ ବୃହତ୍‌ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍‌ରେ ପୁଲ୍‌ ବି’ରେ ଆମେରିକା ଓ ମେକ୍ସିକୋ ପରସ୍ପରକୁ ଭେଟିଥିଲେ। ତେବେ…

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ଜାପାନର କ୍ରମାଗତ ଦ୍ୱିତୀୟ ବିଜୟ

ଭୁବନେଶ୍ୱର,୯।୬(ସ୍ପୋଟର୍‌ସ ବ୍ୟୁରୋ)- ଏଠାରେ ଚାଲିଥିବା ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ସିରିଜ ଫାଇନାଲ୍ସରେ ଏସିଆନ୍‌ ଗେମ୍ସ ଚାମ୍ପିୟନ ଜାପାନ ପୁଲ୍‌ ବି’ରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍‌ରେ ଶୁକ୍ରବାର ମେକ୍ସିକୋକୁ ୩-୧ ଗୋଲରେ ପରାସ୍ତ କରିଥିବା ଜାପାନ…

ଆଇସିସି ବିଶ୍ୱକପ୍‌: ଭାରତର ଅଷ୍ଟ୍ରେଲିଆ ପରୀକ୍ଷା

ଲଣ୍ଡନ,୯।୬(ପି.ଟି.)- ବିଶ୍ୱକପ୍‌ର ଚଳିତ ଦ୍ୱାଦଶ ସଂସ୍କରଣରେ ନୂଆ ଗୌରବ ସନ୍ଧାନରେ ଥିବା ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ରବିବାର ଏକ ବଡ଼ ପରୀକ୍ଷାର ସମ୍ମୁଖୀନ ହେବ। ସ୍ଥାନୀୟ କେନିଂଟନ ଓଭାଲ ଗ୍ରାଉଣ୍ଡରେ ଭାରତ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆକୁ ଭେଟିବ। ତେଣୁ ଭିନ୍ନ…

ସଚିନଙ୍କ ସମକକ୍ଷ ହେବାକୁ କୋହଲି ନିକଟରେ ସୁଯୋଗ

ଲଣ୍ଡନ, ୯।୬(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ତାଙ୍କ ଉଜ୍ଜ୍ୱଳମୟ କ୍ୟାରିୟରରେ ଆଉଏକ ମାଇଲଖୁଣ୍ଟ ତଥା ରେକର୍ଡର ନିକଟତର ହୋଇଛନ୍ତି। ଚଳିତ ବିଶ୍ୱକପ୍‌ରେ ରବିବାର ଭାରତ ତା’ର ଦ୍ୱିତୀୟ ମ୍ୟାଚ୍‌ରେ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆକୁ ଭେଟିବାକୁ ଯାଉଥିବାବେଳେ କୋହଲି କ୍ରିକେଟ ଆଇକନ…

ନ୍ୟୁଜିଲାଣ୍ଡ ୭ ଉଇକେଟରେ ବିଜୟୀ

ଟଣ୍ଟନ,୯।୬(ଏଏଫ୍‌ପି)- ଚଳିତ ବିଶ୍ୱକପ୍‌ର ୧୩ତମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଶନିବାର ୧୦୭ଟି ବଲ ବାକିଥାଇ ୭ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ସ୍ଥାନୀୟ କାଉଣ୍ଟି ଗ୍ରାଉଣ୍ଡରେ ଟସ୍‌ ଜିତି ନ୍ୟୁଜିଲାଣ୍ଡ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଆଫାଗାନିସ୍ତାନ ୪୧.୧…

ବିଦେଶ ଟୁର୍‌ରେ ଅଛନ୍ତି ଭାରତୀୟ ବକ୍ସର

ନୂଆଦିଲ୍ଲୀ, ୮ା୬-ଭାରତୀୟ ବକ୍ସରମାନଙ୍କୁ ଚଳିତ ବର୍ଷ ବିଶ୍ୱ ଚାମ୍ପିୟନଶିପ୍‌ ସମେତ କେତେକ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବାକୁ ପଡ଼ିବ। ଏଥିଲାଗି ଦକ୍ଷତା ବୃଦ୍ଧି ଲାଗି ସେମାନେ ବର୍ତ୍ତମାନ ଇଟାଲି, ଆୟର୍ଲାଣ୍ଡ ଓ କୋରିଆ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ଇଟାଲି ଟିମ୍‌…

ଜୋକୋଭିଚ୍‌ଙ୍କୁ ହରାଇ ଥିମ୍‌ ଫାଇନାଲରେ

ପ୍ୟାରିସ, ୮ା୬ -ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ପୁରୁଷ ସିଙ୍ଗଲ୍ସ ଫାଇନାଲ ୧୧ଥର ଚାମ୍ପିୟନ ସ୍ପେନର ରାଫାଲ ନାଡାଲ ଏବଂ ଅଷ୍ଟ୍ରିଆର ଡୋମିନିକ୍‌ ଥିମ୍‌ଙ୍କ ମଧ୍ୟରେ ହେବ। ଶନିବାର ଶେଷ ହୋଇଥିବା ପୁରୁଷ ସିଙ୍ଗଲ୍ସର ଦ୍ୱିତୀୟ ସେମିଫାଇନାଲରେ ଚତୁର୍ଥ ସିଡ୍‌…

ଡି’ଭିଲର୍ସଙ୍କ ଉପରେ ଅଖତରଙ୍କ ବଡ଼ ବୟାନ

ଲଣ୍ଡନ, ୮ା୬- ଦକ୍ଷିଣ ଆଫ୍ରିକୀୟ କ୍ରିକେଟର ଏବି ଡି’ଭିଲର୍ସଙ୍କ ସମ୍ପର୍କରେ ପୂର୍ବତନ ପାକିସ୍ତାନ ପେସର ଶୋଏବ ଅଖତର ଶନିବାର ବଡ଼ ବୟାନ ଦେଇଛନ୍ତି। ପୂର୍ବତନ ଦକ୍ଷିଣ ଆଫ୍ରିକା ଅଧିନାୟକ ଦେଶ ବଦଳରେ ଟଙ୍କାକୁ ବାଛି ନେଇଛନ୍ତି ବୋଲି ୟୁଟ୍ୟୁବର ଏକ ଭିଡ଼ିଓରେ…

ଏଫ୍‌ଆଇଏଚ୍‌ ମହିଳା ହକି:ଭାରତୀୟ ମହିଳା ଦଳର ଜାପାନ ଗସ୍ତ

ନୂଆଦିଲ୍ଲୀ, ୮ା୬(ପିଟି)- ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟର ଅଂଶ ଏଫ୍‌ଆଇଏଚ୍‌ ମହିଳା ସିରିଜ୍‌ ହକି ଟୁର୍ନାମେଣ୍ଟରେ ଭାଗ ନେବା ପାଇଁ ଭାରତୀୟ ମହିଳା ଦଳ ଶନିବାର ଜାପାନର ହିରୋସିମା ଗସ୍ତ କରିଛି। ସ୍ପେନ, ମାଲେସିଆ ଓ ରିପବ୍ଲିକ ଅଫ୍‌ କୋରିଆ ଗସ୍ତରୁ ମିଳିଥିବା…

ଫିଫା ମହିଳା ବିଶ୍ୱକପ୍‌:ଫ୍ରାନ୍ସ ବିଜୟ ଅଭିଯାନ

ପ୍ୟାରିସ, ୮ା୬- ଫିଫା ମହିଳା ବିଶ୍ୱକପ୍‌ ଆରମ୍ଭ ହୋଇଯାଇଛି। ଆୟୋଜକ ଫ୍ରାନ୍ସ ସମ୍ପୂର୍ଣ୍ଣ ଷ୍ଟାଇଲରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚ୍‌ରେ ଆୟୋଜକ ଦଳ ୪-୦ ଗୋଲରେ ଦକ୍ଷିଣ କୋରିଆକୁ ହରାଇ ଦେଇଛି। ବିଜୟୀ ଦଳ ପାଇଁ ଓ୍ବେଣ୍ଡି…

ହାଇ କମିଶନଙ୍କ ସହ ଭେଟିଲା ଭାରତୀୟ ଦଳ

ନୂଆଦିଲ୍ଲୀ, ୮ା୬- ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ଲଣ୍ଡନସ୍ଥିତ ଭାରତୀୟ ହାଇ କମିଶନର ରୁଚି ଘନଶ୍ୟାମଙ୍କ ବାସଭବନକୁ ଗସ୍ତ କରିଛନ୍ତି। ଭାରତୀୟ ଦଳର ସମସ୍ତ ସଦସ୍ୟ ଓ ସପୋର୍ଟ ଷ୍ଟାଫ ଲଣ୍ଡନରେ ଥିବା ଭାରତୀୟ ପ୍ରତିନିଧିଙ୍କ ସହ ଫଟୋ ଉଠାଇଛନ୍ତି।…

୧୯୯୨ ବିଶ୍ୱକପ୍‌ ସଫଳତା ଦୋହରାଇବ ପାକିସ୍ତାନ

ଲଣ୍ଡନ, ୮ା୬- ସର୍ଫରାଜ ଅହମ୍ମଦଙ୍କ ନେତୃତ୍ୱାଧୀନ ପାକିସ୍ତାନ ଦଳ ଚଳିତ ବିଶ୍ୱକପ୍‌ରେ ଆଶାନୁଯାୟୀ ଅଭିଯାନ ଆରମ୍ଭ କରିପାରି ନାହିଁ। ହେଲେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହେବା ପରେ ପାକିସ୍ତାନର ଅଭିଯାନରେ ବଡ଼ ସଂଯୋଗ ଦେଖିବାକୁ ମିଳିଛି। ପାକିସ୍ତାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?