ସଚିନଙ୍କ ଭବିଷ୍ୟବାଣୀ ସତ ହେଲା
ଲଣ୍ଡନ, ୫।୭: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଭବିଷ୍ୟବାଣୀ ସତ ହୋଇଛି। ୨୦୧୯ ଆଇସିସି ବିଶ୍ୱକପକୁ ନେଇ ସେ କରିଥିବା ସମସ୍ତ ଆକଳନ ଗୋଟି ଗୋଟି କରି ବାସ୍ତବରେ ପରିଣତ ହୋଇଛି। ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ସଚିନ ଭବିଷ୍ୟବାଣୀ…
ଲଣ୍ଡନ ରାସ୍ତାରେ ବୁଲୁଛନ୍ତି ଭାରତୀୟ ଖେଳାଳି
ଲଣ୍ଡନ, ୫।୭: ଚଳିତ ଆଇସିସି ବିଶ୍ୱକପରେ ଭାରତ ସେମିଫାଇନାଲରେ ପ୍ରବେଶ କରିସାରିଛି। ଶ୍ରୀଲଙ୍କା ବିପକ୍ଷରେ ଭାରତକୁ ଆଉ ଗୋଟିଏ ମ୍ୟାଚ୍ ଖେଳିବାକୁ ବାକି ଥିବାବେଳେ ଭାରତୀୟ ଦଳର ସଦସ୍ୟମାନେ ଲଣ୍ଡନର ବିଭିନ୍ନ ଯାଗା ବୁଲିଛନ୍ତି। କିଛି ଖେଳାଳି ନିଜ ପରିବାର ସହ…
ଫେଡରର ତୃତୀୟ ରାଉଣ୍ଡରେ
ଲଣ୍ଡନ, ୫ା୭ (ଏଏଫ୍ପି)-ରୋଜର ଫେଡରର ଓ୍ବିମ୍ବେଲଡନ ଓପନ ଟେନିସ ପ୍ରତିଯୋଗିତାର ପୁରୁଷ ସିଙ୍ଗଲ୍ସ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛି। ଦ୍ୱିତୀୟ ରାଉଣ୍ଡରେ ସେ ୬-୧, ୭-୬ (୭/୩), ୬-୨ ସେଟ୍ରେ ବ୍ରିଟିଶ ଓ୍ବାଇଲ୍ଡ କାର୍ଡ ଜେ କ୍ଲାର୍କଙ୍କୁ ହରାଇ ଦେଇଛନ୍ତି। ଏଥରକୁ…
ଫୁଟ୍ବଲରୁ ରୋବେନଙ୍କ ଅବସର
ଦି ହେଗ୍ (ନେଦରଲାଣ୍ଡ୍ସ), ୫।୭ (ଏଏଫ୍ପି)- ନେଦରଲାଣ୍ଡ୍ସ ଫୁଟ୍ବଲ ଷ୍ଟାର୍ ଆର୍ଜେନ ରୋବେନ ଗୁରୁବାର ସମସ୍ତ ପ୍ରକାର ଫୁଟ୍ବଲରୁ ଅବସର ଘୋଷଣା କରିଛନ୍ତି। ଏଥିପୂର୍ବରୁ ୨୦୧୮ ଫିଫା ବିଶ୍ୱକପ୍କୁ ନେଦରଲାଣ୍ଡ୍ସ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହେବାପରେ ୩୫ ବର୍ଷୀୟ ରୋବେନ…
ବାପାଙ୍କଠାରୁ ଆଗକୁ ଯିବାକୁ ଲକ୍ଷ୍ୟ ରଖିଛି: ଲଥାମ
ଚେଷ୍ଟର-ଲି-ଷ୍ଟ୍ରିଟ୍, ୫।୭ (ପି.ଟି.)- ନ୍ୟୁଜିଲାଣ୍ଡ ଉଇକେଟ୍କିପର ବ୍ୟାଟ୍ସମ୍ୟାନ ଟମ୍ ଲଥାମ କହିଛନ୍ତି ୧୯୯୨ ବିଶ୍ୱକପ୍ରେ ତାଙ୍କ ବାପା ରଡ୍ ଲଥାମ ଯାହା ହାସଲ କରିଥିଲେ ଚଳିତ ସଂସ୍କରଣରେ ସେ ଏହାଠାରୁ ଆଗକୁ ଯିବାକୁ ଲକ୍ଷ୍ୟ ରଖିଛନ୍ତି। ୧୯୯୨ ବିଶ୍ୱକପ୍ରେ ନ୍ୟୁଜିଲାଣ୍ଡ ଦଳ…
ସଚିନଙ୍କ ସମକକ୍ଷ ହୋଇପାରନ୍ତି ଶାକିବ
ଲଡର୍ସ, ୫।୭- ବାଂଲାଦେଶ ବିଶ୍ୱକପ୍ ସେମିଫାଇନାଲ ଦୌଡ଼ରୁ ବାଦ୍ ପଡ଼ି ସାରିଥିଲେ ମଧ୍ୟ ବରିଷ୍ଠ କ୍ରିକେଟର ଶାକିବ ଅଲ୍ ହାସନ ଦମ୍ଦାର ପ୍ରଦର୍ଶନ ଜାରି ରଖିଛନ୍ତି। ଏହି ବାମହାତୀ ଅଲ୍ରାଉଣ୍ଡର ବର୍ତ୍ତମାନ ସୁଦ୍ଧା ୫୪୨ ରନ୍ ସଂଗ୍ରହ କରିଛନ୍ତି। ଯେଉଁଥିରେ ୨…
କୋହଲି ଜଣେ ରନ୍ ମେଶିନ: ଲାରା
ନଭି ମୁମ୍ବାଇ, ୫।୭(ପି.ଟି.)- କିମ୍ବଦନ୍ତୀ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରା ଗୁରୁବାର ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଜଣେ ରନ୍ ମେଶିନ ବୋଲି ଆଖ୍ୟା ଦେଇଛନ୍ତି। ସେହିଭଳି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ଲାରାଙ୍କ ଫେଭରାଇଟ୍…
ଗେଲ୍ଙ୍କ ବିଶ୍ୱକପ ଅଭିଯାନ ଶେଷ
ଲୀଡ୍ସ, ୫।୭-ଓ୍ବେଷ୍ଟଇଣ୍ଡିଜ ଓପନର କ୍ରିସ ଗେଲ୍ଙ୍କ ବିଶ୍ୱକପ ଅଭିଯାନ ନୈରାଶ୍ୟର ସହ ଶେଷ ହୋଇଛି। ପ୍ରତିଯୋଗିତାରେ ଆଶାନୁରୂପ ପ୍ରଦର୍ଶନ କରି ନ ପାରି ଓ୍ବେଷ୍ଟଇଣ୍ଡିଜ ଲିଗ୍ ପର୍ଯ୍ୟାୟରୁ ବିଦାୟ ନେଇଛି। ଫଳରେ ଏହି ମେଗା ଇଭେଣ୍ଟରେ ବିସ୍ଫୋରକ ଓପନରଙ୍କ ଖେଳ ମଧ୍ୟ…
ଆଇସିସି ବିଶ୍ୱକପ୍: ଅସମ୍ଭବ ଫଳାଫଳ ଲକ୍ଷ୍ୟରେ ପାକିସ୍ତାନ
ଲଣ୍ଡନ,୫।୭(ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍ରେ ପୂର୍ବତନ ଚାମ୍ପିୟନ ପାକିସ୍ତାନ ତା’ର ଶେଷ ଲିଗ୍ ମ୍ୟାଚ୍ରେ ଶୁକ୍ରବାର ବାଂଲାଦେଶକୁ ଭେଟିବାକୁ ଯାଉଛି। ସେମିଫାଇନାଲରେ ପହଞ୍ଚିବା ପାକିସ୍ତାନ ପାଇଁ ଏକପ୍ରକାର ଅସମ୍ଭବ ମନେହେଉଛି। ସେମିଫାଇନାଲକୁ ଉଠିବା ପାକିସ୍ତାନ ପାଇଁ ଏବେ କେବଳ ମାତ୍ର ଏକ…
ଲାମ୍ପାର୍ଡ ଚେଲ୍ସିର ମୁଖ୍ୟ କୋଚ୍
ଲାମ୍ପାର୍ଡ, ୫ା୭ (ଏଏଫ୍ପି)-ଫ୍ରାଙ୍କ୍ ଲାମ୍ପାର୍ଡ ଗୁରୁବାର ଚେଲ୍ସି ଫୁଟ୍ବଲ କ୍ଲବର ମୁଖ୍ୟକୋଚ୍ ଭାବେ ନିଯୁକ୍ତି ପାଇଛନ୍ତି। କ୍ଲବ ସହିତ ସେ ୩ ବର୍ଷିଆ ଚୁକ୍ତି କରିଛନ୍ତି। ଲାମ୍ପାର୍ଡ ଚେଲ୍ସିର ଅନ୍ୟତମ ମହାନ ଖେଳାଳି ବୋଲି ବିବେଚନା କରାଯାଉଛି। କ୍ଲବ ସହିତ ସେ…
ଆଇସିସି ବିଶ୍ୱକପ: ବିଜୟ ସହ ଓ୍ବେଷ୍ଟଇଣ୍ଡିଜର ଅଭିଯାନ ଶେଷ
ଲିଡ୍ସ,୫।୭(ପି.ଟି.)- ଦୁଇଥର ବିଶ୍ୱକପ୍ ଟାଇଟଲ ଜିତିଥିବା ଓ୍ବେଷ୍ଟଇଣ୍ଡିଜ ଏକ ସାନ୍ତ୍ୱନାମୂଳକ ବିଜୟ ସହ ଏଥର ଅଭିଯାନ ଶେଷ କରିଛି। ଲିଡ୍ସର ହେଡିଂଲେ ଗ୍ରାଉଣ୍ଡରେ ଗୁରୁବାର ଖେଳଯାଇଥିବା ଚଳିତ ବିଶ୍ୱକପ୍ର ୪୨ତମ ମ୍ୟାଚ୍ରେ ୨୩ ରନରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ଟସ୍ ଜିତି…
ବାର୍ଟି ତୃତୀୟ ରାଉଣ୍ଡରେ
ଲଣ୍ଡନ, ୪ା୭ (ଏଏଫ୍ପି)-୨୦୧୫ରେ ସେରେନା ଓ୍ବିଲିୟମ୍ସଙ୍କ ପରେ ଆଶଲେ ବାର୍ଟି ଦ୍ୱିତୀୟ ମହିଳା ଖେଳାଳି ହିସାବରେ ସମାନ ବର୍ଷ ଉଭୟ ଫ୍ରେଞ୍ଚ ଓପନ ଏବଂ ଓ୍ବିମ୍ବଲେଡନ ଟାଇଟଲ ଜିତିବା ସମ୍ଭାବନା ସୃଷ୍ଟି କରିଛନ୍ତି। ଗୁରୁବାର ଏଠାରେ ଚଳିତ ଓ୍ବିମ୍ବେଲଡନ ଓପନ ଟେନିସ୍…

