୧୭ ହଜାର ଟଙ୍କାର ବିଶ୍ୱକପ୍ ଟିକେଟର ମୂଲ୍ୟ ଦେଢ଼ଲକ୍ଷ
ମୁମ୍ବାଇ,୩।୬- ଚଳିତ ମାସ ୩୦ ତାରିଖରେ ଏଜ୍ବାଷ୍ଟନଠାରେ ଆୟୋଜକ ଇଂଲଣ୍ଡ ଓ ଭାରତ ମଧ୍ୟରେ ବିଶ୍ୱକପ୍ ଲିଗ୍ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ର ଏକ ପ୍ଲାଟିନମ ଟିକେଟର ମୂଲ୍ୟ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଦ୍ୱାରା ୨୦,୬୬୮ ଟଙ୍କା ଧାର୍ଯ୍ୟ କରାଯାଇଛି।…
କ୍ରିକେଟର ଭଗବାନ୍ଙ୍କୁ ଭେଟିଲେ ରଣବୀର
ଲଣ୍ଡନ,୩।୬- ବଲିଉଡ୍ ଷ୍ଟାର ରଣବୀର ସିଂ ଏବେ କବୀର ଖାଁଙ୍କ ଫିଲ୍ମ ‘୮୩’ ଶୁଟିଂ ପାଇଁ ଏଠାରେ ଅଛନ୍ତି। ଏହି ଫିଲ୍ମ ଭାରତ ପାଇଁ ପ୍ରଥମ ବିଶ୍ୱକପ୍ ଆଣିଥିବା କପିଳଦେବଙ୍କ ଉପରେ ଆଧାରିତ। ଏବେ ବିଶ୍ୱକପ୍ ଚାଲିଥିବାରୁ ରଣବୀର ବହୁ କିମ୍ବଦନ୍ତୀ…
ଦକ୍ଷିଣ ଆଫ୍ରିକାକୁ ଝଟକା
ସାଉଥାମ୍ପଟନ,୩।୬(ପି.ଟି.)-ଚଳିତ ବିଶ୍ୱକପ୍ରେ ଦକ୍ଷିଣ ଆଫ୍ରିକା ଦଳର ଚିନ୍ତା ବଢ଼ିବାରେ ଲାଗିଛି। ପ୍ରଥମ ଦୁଇ ମ୍ୟାଚ୍ ପରାସ୍ତ ହୋଇଥିବା ଫାଫ୍ ଡୁପ୍ଲେସିଙ୍କ ଦଳ ୩ୟ ମ୍ୟାଚ୍ରେ ବୁଧବାର ଭାରତକୁ ଭେଟିବ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ଦଳର ଯୁବ ପେସର ଲୁନ୍ଗି ଏନ୍ଗିଡି…
ଦ୍ରୁତତମ ଅଲରାଉଣ୍ଡର ସାକିବ
ଲଣ୍ଡନ,୩।୬-ବାଂଲାଦେଶ ଅଲରାଉଣ୍ଡର ସାକିବ ଅଲ ହାସନ ଦ୍ରୁତତମ ଅଲରାଉଣ୍ଡର ଭାବେ ଅନ୍ତର୍ଜାତୀୟ ଦିନିକିଆ ଫର୍ମାଟରେ ୫ ହଜାରରୁ ଅଧିକ ରନ୍ କରିବା ସହ ୨୫୦ ଉଇକେଟ ନେଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ମିଳିଥିବା ୨୧ ରନ୍ର ବିଜୟରେ ସାକିବ ଗୁରୁତ୍ୱପୂର୍ଣ୍ଣ ଭୂମିକା…
ଆଇସିସି ବିଶ୍ୱକପ୍: ଇଂଲଣ୍ଡ- ପାକିସ୍ତାନ ମୁକାବିଲା ଆଜି
ଲଣ୍ଡନ,୩।୫(ଏଏଫପି)- ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍ର ଚଳିତ ଦ୍ୱାଦଶ ସଂସ୍କରଣରେ ଆୟୋଜକ ତଥା ହଟ୍ ଫେଭରାଇଟ ଇଂଲଣ୍ଡ ସୋମବାର ୧୯୯୨ ଚାମ୍ପିୟନ ପାକିସ୍ତାନକୁ ଭେଟିବ। ନଟିଂହାମର ଟ୍ରେଣ୍ଟ ବ୍ରିଜ୍ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଉପରେ ଏବେ ସାରା ବିଶ୍ୱର…
ଅଲିଭା ସ୍ବାକ୍ଷର ଛାଡ଼ିଗଲେ ‘କଳ୍ପନା’
(ରତନ ନାୟାର) ଢେଙ୍କାନାଳ ଅଫିସ, ୩।୬: ପିଲାଟି ଦିନରୁ ଦୁଃସାହସୀ ଥିଲେ କଳ୍ପନା। ପିଲାବେଳୁ ଏଭରେଷ୍ଟ ଶିଖର ଛୁଇଁବା ସ୍ବପ୍ନ ଦେଖିଥିଲେ ସେ। ଏହି ଇଚ୍ଛା ପୂରଣ କରିବାକୁ ସେ ୨୦୦୪ ଏବଂ ୨୦୦୬ରେ ଅଭିଯାନ ଆରମ୍ଭ କରିଥିଲେ। ହେଲେ ପ୍ରତିକୂଳ ପାଗ,…
ଦକ୍ଷିଣ ଆଫ୍ରିକାକୁ ହରାଇଲା ବାଂଲାଦେଶ
ଲଣ୍ଡନ,୩।୬(ଏଏଫପି)- ଚଳିତ ବିଶ୍ୱକପ୍ରେ ବାଂଲାଦେଶ ପ୍ରଥମ ବିପର୍ଯ୍ୟୟ ଘଟାଇଛି। ସ୍ଥାନୀୟ କେନିଂଟନ ଓଭାଲ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଟୁର୍ନାମେଣ୍ଟର ପଞ୍ଚମ ମ୍ୟାଚ୍ରେ ବାଂଲାଦେଶ ୨୧ ରନରେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ହରାଇ ଦେଇଛି। ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା…
ବୋପାନ୍ନା ଆଉଟ୍
ପ୍ୟାରିସ, ୩ା୬ (ପି.ଟି.)- ଭାରତର ରୋହନ ବୋପାନ୍ନା ଏବଂ ତାଙ୍କ ରେମାନିଆନ ପାର୍ଟନର ମାରିଅସ୍ କୋପିଲ୍ ଫ୍ରେଞ୍ଚ ଓପନ୍ ଟେନିସ୍ରୁ ବିଦାୟ ନେଇଛନ୍ତି। ରବିବାର ପୁରୁଷ ଡବଲ୍ସର ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ସର୍ବୀୟ ଯୋଡ଼ି ଡୁସାନ ଲାଜୋଭିକ୍ ଏବଂ ଜାଙ୍କୋ…
ବିଶ୍ୱ ହେଭିଓ୍ବେଟ୍ ଟାଇଟଲ ଜିତିଲେ ରୁଇଜ୍
ନ୍ୟୁୟର୍କ, ୩ା୬(ଏଏଫ୍ପି)-ହେଭିଓ୍ବେଟ୍ ବକ୍ସିଂ ଇତିହାସରେ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି ଆମେରିକାର ଆଣ୍ଡି ରୁଇଜ୍ ଜୁନିୟର। ସ୍ଥାନୀୟ ମାଡିସନ ସ୍କୋୟାର ଗାର୍ଡେନରେ ଅନୁଷ୍ଠିତ ଏକ ଲଢେଇରେ ଆନ୍ଥୋନୀ ଜୋଶୁଆଙ୍କୁ ପରାସ୍ତ କରି ତାଙ୍କଠାରୁ ଆଇବିଏଫ୍, ଡବ୍ଲ୍ୟୁବିଓ ଏବଂ ଡବ୍ଲ୍ୟୁବିଏ ଓ୍ବାଲର୍ଡ ହେଭିଓ୍ବେଟ୍ ଟାଇଟଲ…
ରାଜ୍ୟ ସନ୍ତରଣ ଚାମ୍ପିୟନଶିପ୍: ସମ୍ବଲପୁର ଗ୍ରୁପ୍ ଚାମ୍ପିୟନ
ଭୁବନେଶ୍ୱର, ୩ା୬ (ସ୍ପୋଟର୍ସ ବ୍ୟୁରୋ)-ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ ଓଡ଼ିଶା ରାଜ୍ୟ ସନ୍ତରଣ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ଚାଲିଥିବା ୬୦ତମ ରାଜ୍ୟ ସନ୍ତରଣ ଚାମ୍ପିୟନଶିପ୍ କଳିଙ୍ଗ ଷ୍ଟାଡିୟମସ୍ଥିତ ବିଜୁ ପଟ୍ଟନାୟକ ସୁଇମିଂ କମ୍ପ୍ଲେକ୍ସଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ…
କିଟ୍ ଇଣ୍ଟରନ୍ୟାଶନାଲ ଚେସ୍ ଫେଷ୍ଟିଭାଲ: ରାଜେଶ ବିଜୟୀ, ଡ୍ର’ ରଖିଲେ ଦେବାଶିଷ
ଭୁବନେଶ୍ୱର, ୩।୬(ସ୍ପୋଟର୍ସ ବ୍ୟୁରୋ)- କିଟ୍ ବିଶ୍ୱବିଦ୍ୟାଳୟ ଓ ଅଲ୍ଓଡ଼ିଶା ଚେସ୍ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା କିଟ୍ ଇଣ୍ଟରନ୍ୟାଶନାଲ ଚେସ୍ ଫେଷ୍ଟିଭାଲର ରବିବାର ଥିଲା ଦ୍ୱିତୀୟ ଦିବସ। ଏଥିରେ କାଟାଗୋରି-ଏ’ର ୪ର୍ଥ ରାଉଣ୍ଡ ଖେଳ ଅନୁଷ୍ଠିତ ହୋଇଯାଇଛି। ଚତୁର୍ଥ ରାଉଣ୍ଡ…
ପ୍ରତ୍ୟେକ ଦିନ ନୂଆ ଅଭିଜ୍ଞତା ରହିଥିଲା: ଶୁଭେନ୍ଦୁ
ଭୁବନେଶ୍ୱର, ୩।୬(ସ୍ପୋଟର୍ସ ବ୍ୟୁରୋ)- ଭାରତୀୟ ୧୬ ବର୍ଷରୁ କମ୍ ଫୁଟ୍ବଲ ଦଳର ମୁଖ୍ୟ କୋଚ୍ ତଥା ଦେଶର ପ୍ରଥମ ସ୍କୋରର ଏକ୍ସପର୍ଟ ଶୁଭେନ୍ଦୁ ପଣ୍ଡା କ୍ରୋଏସିଆର ପ୍ରତିଷ୍ଠିତ ହାଜଡକ୍ କ୍ଲବରେ ଅନୁଷ୍ଠିତ ଫୁଟ୍ବଲ ଏକ୍ସପର୍ଟ ବୈଠକରେ ସଫଳତାର ସହ ଅଂଶଗ୍ରହଣ କରିଛନ୍ତି।…
Archives


