ଖେଳ

ଜାହିରଙ୍କ ଭଳି ଖେଳିବାକୁ ଚାହେଁ: ଖଲିଲ

ନୂଆଦିଲ୍ଲୀ,୫।୮(ପି.ଟି.)- ବର୍ଷ ବର୍ଷ ଧରି ଭାରତୀୟ ଦଳ ପାଇଁ ପ୍ରତିଭାସମ୍ପନ୍ନ ବାମହାତୀ ପେସରମାନେ ଲମ୍ବା ସମୟ ଧରି ପ୍ରତିନିଧିତ୍ୱ କରିଆସିଛନ୍ତି। ଜାହିର ଖାନ, ଆଶିଷ ନେହେରା ଓ ଇର୍ଫାନ ପଠାନ ଭାରତକୁ ବହୁତ ମ୍ୟାଚ୍‌ ଜିତାଇଛନ୍ତି। ବରିନ୍ଦର ସ୍ରନ ଓ ଜୟଦେବ…

ସଇନି ଦଣ୍ଡିତ

ନୂଆଦିଲ୍ଲୀ,୫।୮(ପି.ଟି.)- ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ସିରିଜ୍‌ରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା ଭାରତୀୟ ପେସର ନପଦୀପ ସଇନିଙ୍କୁ ଦଣ୍ଡିତ କରାଯାଇଛି। ଆମେରିକାର ଫ୍ଲୋରିଡାଠାରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ରେ ସେ ଖେଳାଳିଙ୍କ ଲାଗି ଉଦ୍ଦିଷ୍ଟ ନିୟମ ଭଙ୍ଗ କରିଛନ୍ତି। ଏହି ଘଟଣା…

ଡେଭିସ କପ୍‌ରେ ଆମେ ଭାରତକୁ ହରାଇପାରିବୁ: ଅଖିଲ ଖାଁ

କରାଚୀ,୫।୮(ପି.ଟି.)- ପାକିସ୍ତାନ ଅପେକ୍ଷା ଭାରତରେ ଟେନିସ କ୍ରୀଡ଼ାର ଅଧିକ ଉନ୍ନତି ହୋଇଥିବା ଭେଟେରାନ ସିଙ୍ଗଲ୍ସ ଖେଳାଳି ଅକିଲ ଖାଁ ସ୍ବୀକାର କହିଛନ୍ତି। କିନ୍ତୁ ଇସଲାମାବାଦ୍‌ଠାରେ ହେବାକୁ ଥିବା ଡେଭିସ କପ୍‌ରେ ଭାରତକୁ ପାକିସ୍ତାନ ହରାଇପାରିବ ବୋଲି ସେ ବିଶ୍ୱାସ ରଖିଛନ୍ତି। ଦୁଇ…

ବଡ଼ ଭାଇଙ୍କୁ ନେଇ ଧୋନୀ ମୁହଁ ଖୋଲନ୍ତି ନାହିଁ କାହିଁକି

ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟରୁ କିଛିଦିନ ପାଇଁ ଦୂରେଇ ଯାଇଛନ୍ତି। ଏହି ସମୟ ମଧ୍ୟରେ ନିଜକୁ ସେନାରେ ସାମିଲ କରିଛନ୍ତି ମାହି। କେବଳ କ୍ରିକେଟ ନୁହେଁ, ଫୁଟବଲ୍‌ ଖେଳିବାରେ ମଧ୍ୟ ସେ ମାହିର୍‌। ଧୋନୀଙ୍କ…

୪୪ ବର୍ଷ ପୂର୍ବେ ଷ୍ଟାଡିୟମରେ ପଶି ଏହି ଭାରତୀୟ ଖେଳାଳିଙ୍କୁ ଚୁମ୍ବନ ଦେଇଥିଲେ ଶାଢ଼ି ପିନ୍ଧା ମହିଳା

ଏବେ ସୋସିଆଲ ମିଡିଆରେ ଶାଢ଼ି ଟ୍ରେଣ୍ଡ୍‌ ଚାଲିଛି। ସେଲିବ୍ରିଟିମାନେ ଶାଢ଼ି ପିନ୍ଧି ଫଟୋ ଶେୟାର କରୁଛନ୍ତି। ଏସବୁ ଭିତରେ ଏବେ ଏକ ଶାଢ଼ି ପିନ୍ଧା ମହିଳାଙ୍କ ୪୪ ବର୍ଷ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଶାଢି ପିନ୍ଧି…

ପାକିସ୍ତାନ ଦଳର ନେତୃତ୍ୱରେ ପରିବର୍ତ୍ତନ ଦରକାର: ଆର୍ଥର

କରାଚୀ,୫।୮(ପି.ଟି.)- ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ପଦରୁ ସର୍ଫରାଜ ଅହମ୍ମଦଙ୍କୁ ହଟାଇବାକୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟ କୋଚ୍‌ ମିକି ଆର୍ଥର। ଏଥିସହିତ ପିସିବି କ୍ରିକେଟ କମିଟିକୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି। ତାଙ୍କୁ ଆଉ ୨ ବର୍ଷ କୋଚ୍‌ ପଦରେ…

ବିବାହରେ ଭାରତୀୟ କ୍ରିକେଟରଙ୍କୁୁ ଆମନ୍ତ୍ରଣ କରିବେ ହସନ ଅଲି

କରାଚୀ,୫।୮(ପି.ଟି.)- ପାକିସ୍ତାନ ପେସର ହସନ ଅଲି ସେପ୍ଟେମ୍ବର ୨୦ରେ ଭାରତୀୟ ନାଗରିକ ସମିଆ ଆର୍ଜୁଙ୍କୁ ଦୁବାଇଠାରେ ବିବାହ କରିବେ। ତାଙ୍କ ବିବାହ ଉତ୍ସବକୁ ଭାରତୀୟ କ୍ରିକେଟରଙ୍କୁ ଆମନ୍ତ୍ରଣ କରିବେ ବୋଲି ସେ କହିଛନ୍ତି। କିନ୍ତୁ କେଉଁ ଭାରତୀୟ କ୍ରିକେଟରଙ୍କୁ ଆମନ୍ତ୍ରଣ କରିବେ,…

ବନ୍ୟା ପୀଡିତଙ୍କୁ ଖାଦ୍ୟ ବାଣ୍ଟିଲେ ପଠାନ୍‌ ବ୍ରଦର୍ସ

ଗାନ୍ଧିନଗର, ୫।୮: ଗୁଜରାଟରେ ଏବେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇପଡିଛି। ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀରେ ବନ୍ୟା ଆସିଛି। ବଡୋଦରାରେ ବନ୍ୟା ପାଣି ଘରେ ପଶିଯିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସାମ୍ନା କରୁଛନ୍ତି। ଏଭଳି ବିପଦ ସମୟରେ…

ମିଳୁନି ପ୍ରୋତ୍ସାହନ : କ୍ରୀଡ଼ାରୁ ମୁହଁ ଫେରାଉଛନ୍ତି ଯୁବପିଢ଼ି

ପୁରୀ ଅଫିସ,୫ା୮ : ପୁରୀ ଜିଲାରେ ବହୁ ପ୍ରତିଭାବାନ ଖେଳାଳି ଉପେକ୍ଷିତ ହେଉଛନ୍ତି। ସେହିପରି କ୍ରୀଡ଼ାରୁ ମୁହଁ ଫେରାଇ ନେଉଛନ୍ତି ଯୁବ କ୍ରୀଡ଼ାବିତ୍‌। ଏକଦା ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ପୁରୀ ଜିଲାର ଅନେକ କ୍ରୀଡାବିତ୍‌ ସଫଳତା ହାସଲ କରିଥିଲେ। ମାତ୍ର ଏବେ…

ରୋହିତଙ୍କ ଛକା ରେକର୍ଡ

ଲଡରହିଲ, ୫ା୮- ଏକ ଚୌକା ସହ ଭାରତ ଇନିଂସ ଆରମ୍ଭ କରିଥିବା ରୋହିତ ଶର୍ମା ସମ୍ପୂର୍ଣ୍ଣ ଷ୍ଟାଇଲରେ ଇନିଂସ ଆରମ୍ଭ କରିଥିଲେ। ଏହି ମ୍ୟାଚ୍‌ରେ କ୍ୟାରିୟରର ୧୭ତମ ଟି୨୦ ଅର୍ଦ୍ଧଶତକ ହାସଲ କରିବା ଅବସରରେ ସେ ଟି୨୦ ଅନ୍ତର୍ଜାତୀୟରେ ସର୍ବାଧିକ ଛକା…

କମ୍‌ ଇନିଂସରେ ୨୫ ଟେଷ୍ଟ ଶତକ

୬୮: ଡନ୍‌ ବ୍ରାଡ୍‌ମ୍ୟାନ ୧୧୯: ଷ୍ଟିଭ୍‌ ସ୍ମିଥ ୧୨୭: ବିରାଟ କୋହଲି ୧୩୦: ସଚିନ ତେନ୍ଦୁଲକର ୧୩୮: ସୁନୀଲ ଗାଭାସ୍କର ୧୩୯: ମାଥ୍ୟୁ ହେଡେନ ୧୪୭: ଗ୍ୟାରୀ ସୋବର୍ସ

ଦକ୍ଷିଣ ଆଫ୍ରିକା କୋଚ୍‌ ପଦରୁ ଗିବସନ ବିଦା

ଜୋହାନ୍ସବର୍ଗ,୫ା୮- ଦକ୍ଷିଣ ଆଫ୍ରିକା ଦଳର ମୁଖ୍ୟ କୋଚ୍‌ ଓଟିସ ଗିବସନଙ୍କ ସମେତ ପୂରା କୋଚିଂ ଟିମ୍‌ ଓ ମ୍ୟାନେଜମେଣ୍ଟ ଷ୍ଟାଫଙ୍କୁ ବିଦା କରିଥିବା କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ) ରବିବାର ଘୋଷଣା କରିଛି। ନିକଟରେ ଶେଷ ହୋଇଥିବା ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?