ଖେଳ

ମ୍ୟାଚ୍‌ର କିଛି ସମୟ ପୂର୍ବରୁ ଜେଜେ ମା’ ପ୍ରାଣ ହରାଇଥିଲେ, ତଥାପି ପଡିଆକୁ ଓହ୍ଲାଇ ବିସ୍ଫୋରକ ପାଳି ଖେଳିଲେ ଏହି କ୍ରିକେଟର୍‌

ପୋର୍ଟ ଅଫ ସ୍ପେନ, ୧୬।୮: ୱେଷ୍ଟଇଣ୍ଡିଜକୁ ତୃତୀୟ ଦିନିକିଆରେ ୬ ଉଇକେଟରେ ପରାସ୍ତ କରି ଦିନିକିଆ ସିରିଜକୁ ୨-୦ରେ ପୋଛି ନେଇଛି ଭାରତ। ଏହି ମ୍ୟାଚ୍‌ରେ ଘରୋଇ ଦଳ ପ୍ରଥମେ ଟସ୍‌ ଜିଣି ବ୍ୟାଟିଂ ଆରମ୍ଭ କରିଥିଲା। ମ୍ୟାଚ୍‌ ଆରମ୍ଭ ହେବାର…

ଧୋନୀଙ୍କ ଝିଅ ହାତରେ ଧରିଲେ ତଲଓ୍ବାର୍‌

ରାଞ୍ଚି, ୧୬।୮:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଝିଅ ଜିଭାଙ୍କୁ ତ ଆପଣ ପୂର୍ବରୁ ଅନେକ ମସ୍ତି କରୁଥିବାର ଦେଖିଥିବେ। ଏବେ ସେ ହାତରେ ତଲଓ୍ବାର ଧରି ଚର୍ଚ୍ଚାକୁ ଆସିଛନ୍ତି। ସ୍ବାଧୀନତା ଦିବସରେ ସ୍କୁଲରେ ଆୟୋଜିତ ସାଂସ୍କୃତିକ…

ପୂର୍ବତନ କ୍ରିକେଟରଙ୍କ ଆତ୍ମହତ୍ୟା

ଚେନ୍ନାଇ, ୧୬।୮: ପୂର୍ବତନ ଭାରତୀୟ ଓପ୍‌ନର ଭି. ବି. ଚନ୍ଦ୍ରଶେଖର ଗୁରୁବାର ସନ୍ଧ୍ୟାରେ ମାଇଲାପୋରସ୍ଥିତ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ମରଶରୀର ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ମିଳିଥିବା ସ୍ଥାନୀୟ ପୋଲିସ ସୂଚନା ଦେଇଛି। ୫୭ ବର୍ଷୀୟ ଚନ୍ଦ୍ରଶେଖର କୌଣସି ସୁଇସାଇଡ୍‌…

ସିଆଚିନ୍‌ରେ ପହଞ୍ଚିଲେ ଧୋନୀ

ଶ୍ରୀନଗର, ୧୬।୮: ୭୩ତମ ସ୍ବାଧୀନତା ଦିବସରେ ଲଦାଖରେ ପତାକା ଉତ୍ତୋଳନ କରିବା ପରେ ସିଆଚିନ୍‌ରେ ପହଞ୍ଚିଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ସେଠାରେ ଥିବା ସିଆଚିନ୍‌ ଓ୍ବାର୍‌ ମୋମୋରିଆଲ୍‌ରେ ପହଞ୍ଚି ଶହୀଦଙ୍କୁ ସେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।…

ଭାରତୀୟ ଦଳର ପରବର୍ତ୍ତୀ ମୁଖ୍ୟ କୋଚ୍‌ ପାଇଁ ସାକ୍ଷାତ୍‌କାର ଆରମ୍ଭ

ମୁମ୍ବାଇ,୧୬।୮(ପିଟି): ଭାରତୀୟ ଦଳର ପରବର୍ତ୍ତୀ ମୁଖ୍ୟ କୋଚ୍‌ ନିଯୁକ୍ତି ପାଇଁ ଶୁକ୍ରବାର ୧୯୮୩ ବିଶ୍ୱକପ୍‌ ଚାମ୍ପିୟନ ଦଳର ଅଧିନାୟକ କପିଳ ଦେବଙ୍କ ଅଧ୍ୟକ୍ଷତାରେ କ୍ରିକେଟ ଉପଦେଷ୍ଟା କମିଟି (ସିଏସି) ସାକ୍ଷାତ୍‌କାର ପ୍ରକ୍ରିୟା ଆରମ୍ଭ କରିଛି। ସିଏସି ପ୍ରଥମେ ପୂର୍ବତନ ଭାରତୀୟ ଅଲ୍‌ରାଉଣ୍ଡର…

ର଼୍ୟାକେଟ ବାଡ଼େଇ ଭାଙ୍ଗିଲେ ଟେନିସ ଖେଳାଳି

ସିନସିନାଟି,୧୫।୮(ଏଏଫ୍‌ପି)- ଟେନିସ କୋର୍ଟରେ କ୍ୱଚିତ ଖେଳାଳିମାନଙ୍କ ନିରାଶା ଦେଖିବାକୁ ମିଳେ। କୌଣସି ମ୍ୟାଚ୍‌ରେ ପରାସ୍ତ ହୋଇଥିବା ଖେଳାଳି ଦର୍ଶକଙ୍କୁ ଗାଳି ଦେବା ସହ ସେମାନଙ୍କ ଉପରକୁ ର଼୍ୟାକେଟ ଫିଙ୍ଗିବାର ମଧ୍ୟ ଦେଖିବାକୁ ମିଳିଛି। ଏଭଳି ଏକ ଘଟଣା ଚଳିତ ସିନସିନାଟି ମାଷ୍ଟର୍ସ…

କୋହଲି ଆହତ

ପୋର୍ଟ ଅଫ୍‌ ସ୍ପେନ,୧୫।୮(ପିଟି)- ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଡାହାଣ ହାତର ବୁଢ଼ା ଆଙ୍ଗୁଳିରେ ଆଘାତ ଲାଗିଛି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଶତକୀୟ ଇନିଂସ ଖେଳିବାବେଳେ ଆଘାତ ଲାଗିଛି। ହେଲେ ଫ୍ରାକଚର ହୋଇନାହିଁ। ଏଣୁ ପ୍ରଥମ ଟେଷ୍ଟ…

ମ୍ୟାକ୍‌କୁଲମ କେକେଆର ମୁଖ୍ୟ କୋଚ୍‌

ମୁମ୍ବାଇ,୧୫।୮(ପିଟି)- କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଦଳର ମୁଖ୍ୟ କୋଚ୍‌ ଭାବେ ପୂର୍ବତନ ନ୍ୟୁଜିଲାଣ୍ଡ ଅଧିନାୟକ ବ୍ରେଣ୍ଡନ ମ୍ୟାକ୍‌କୁଲମଙ୍କୁ ନିଯୁକ୍ତ କରିଛି। ତାଙ୍କୁ କେବଳ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ପରବର୍ତ୍ତୀ ସିଜନ ଲାଗି ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ସେ କେକେଆର ଦଳ…

ଲଦାଖରେ ସ୍ବାଧୀନତା ଦିବସ ପାଳିଲେ ଧୋନୀ

ଲେ,୧୫।୮- ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଲ୍ୟୁଟନାଣ୍ଟ କଲୋନେଲ ମହେନ୍ଦ୍ର ସିଂ ଧୋନୀ ଦେଶର ନୂଆ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ୭୩ତମ ସ୍ବାଧୀନତା ଦିବସ ପାଳନ କରିଛନ୍ତି। ଚଳିତ ବର୍ଷ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ପ୍ରଥମ…

ମାସିକ ୨୮ ଲକ୍ଷ ଟଙ୍କାର ନିଶା ସେବନ କରୁଥିଲେ ଏହି ଚାମ୍ପିୟନ ଆଥ୍‌ଲେଟ

ସାକ୍ରାମେଣ୍ଟୋ (କାଲିଫର୍ନିଆ/ଆମେରିକା),୧୫।୮: ପୂର୍ବତନ ବିଶ୍ୱ ଚାମ୍ପିୟନ ମାଇକ ଟାଇସନ ରିଙ୍ଗ ଭିତରରେ ଆକ୍ରମଣାତ୍ମକ ଖେଳ ଯୋଗୁ ବହୁ ପରିଚିତ ଥିଲେ। ‘ଦ ବ୍ୟାଡେଷ୍ଟ ମ୍ୟାନ ଅଫ୍‌ ଦ ପ୍ଲାନେଟ’ କୁହାଯାଉଥିବା ହେବିଓ୍ବେଟ ବକ୍ସର କ୍ୟାରିୟରର ବହୁ ବିବାଦ ଓ ସ୍କାଣ୍ଡାଲରେ ସାମିଲ…

ଭାରତୀୟଙ୍କୁ ଜନ ସିନାଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ,୧୫।୮: ଦେଶର ୭୩ତମ ସ୍ବାଧୀନତା ଦିବସ ଅବସରରେ ବହୁ ଅନ୍ତର୍ଜାତୀୟ ସେଲିବ୍ରେଟି ଶୁଭେଚ୍ଛା ଜଣାଇଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ଡବ୍ଲୁଡବ୍ଲଇ ସୁପରଷ୍ଟାର ଜନ ସିନା। ସେ ଗୁରୁବାର ନିଜର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଭାରତୀୟ ପତକା ଫଟୋ ଶେୟାର କରି ସ୍ବାଧୀନତା ଦିବସ…

ଏବେ ସନ୍ନ୍ୟାସ ନେଉ ନାହିଁ: ଗେଲ୍‌

ନୂଆଦିଲ୍ଲୀ,୧୫।୮: ଓ୍ବେଷ୍ଟଇଣ୍ଡିଜ ଦଳର ବିସ୍ଫୋରକ ଓପନର କ୍ରିସ୍‌ ଗେଲ୍‌ ଭାରତ ବିପକ୍ଷ ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ୩୦୧ ନଂ ଥିବ ସ୍ବତନ୍ତ୍ର ଜର୍ସି ପରିଧାନ କରିଥିଲେ। ଏହି ମ୍ୟାଚ୍‌ରେ ସେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲ୍‌ବିଦା କହିବେ ବୋଲି ଆଶା କରାଯାଉଥିଲା। ୭୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?